ନୀରବ ମୋଦିଙ୍କୁ ପୁଣି ଲାଗିଲା ଝଟ୍‌କା

ନ୍ୟୁୟର୍କ,୧୯।୧୦: ଭାରତୀୟ ବ୍ୟାଙ୍କରୁ ରୁଣ ନେଇ ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ନୀରବ ମୋଦି ଆମେରିକାର ନ୍ୟୁୟର୍କର ଏକ କୋର୍ଟରୁ ବଡ଼ ଝଟ୍‌କା ଲାଗିଛି। କୋର୍ଟ ନୀରବ ମୋଦି ଏବଂ ତାଙ୍କ ସହଯୋଗୀଙ୍କ ପକ୍ଷରୁ ଠକେଇ ଅଭିଯୋଗକୁ ଖାରଜ କରିବା ପାଇଁ କରିଥିବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।
ପଳାତକ ବ୍ୟବସାୟୀ ନୀରବ ମୋଦିଙ୍କ ବିରୋଧରେ ଏହି ଡକେଇ ଅଭିଯୋଗ ରିଚାର୍ଡ ଲେଭିନଙ୍କ ପକ୍ଷରୁ ଅଣାଯାଇଥିଲା। ଏହି ଅଭିଯୋଗ କୋର୍ଟ ପକ୍ଷରୁ ତିନିଟି ଆମେରିକୀୟ କର୍ପୋରେସନ୍‌ ଫାୟାରଷ୍ଟାର ଡାଇମଣ୍ଡ, ଫାଣ୍ଟାସୀ ଇଙ୍କ୍‌ ଏବଂ ଏ ଜାଫର ଟ୍ରଷ୍ଟି ଭାବରେ ନିଯୁକ୍ତ ହୋଇଥିଲେ। ଏହି ତିନୋଟି କର୍ପୋରେସନ୍‌ ପୂର୍ବରୁ ନୀରବ ମୋଦିଙ୍କର ଥିଲା। ମୋଦି ଏବଂ ତାଙ୍କ ସହଯୋଗୀ ମିହିର ବନସାଲୀ ଏବଂ ଅଜୟ ଗାନ୍ଧୀଙ୍କ ରୁଣ ନେଇଥିବା କ୍ଷତି ପାଇଁ ଲେଭିନ ସର୍ବନିମ୍ନ ୧.୫ ମିଲିୟନ ଡଲାର କ୍ଷତିପୂରଣ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ କର୍ମଚାରୀ ଛଟେଇ : ଭାରତୀୟ ଅଧିକ ପ୍ରଭାବିତ…

ଓ୍ବାଶିଂଟନ,୨୩।୧୧ : ଆମେରିକାରେ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ଜାରି ରହିଛି। ଏହା ଦ୍ୱାରା ଭାରତୀୟମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଆମେରିକାରେ ରହୁଥିବା...

ଫ୍ଲାଇଙ୍ଗ୍‌ କିସ୍‌ରେ ଆନିଭର୍ସାରି

ଓ୍ବାଶିଂଟନ: ବିଭିନ୍ନ ଦେଶରେ କରୋନା ଭାଇରସ୍‌ ସ୍ତ୍ରୀ ସ୍ବାମୀଙ୍କୁ ଅଲଗା କରିବାର ମୁଖ୍ୟ କାରଣ ହୋଇଛ। ଏହି କାରଣରୁ ଏକ ଭିନ୍ନ ଢଙ୍ଗରେ ଏବେ ବିବାହ...

ପ୍ରୋ ଟ୍ରମ୍ପ ହିଂସାରେ ଭାରତୀୟ ପତାକା ଦେଖାଇଥିଲେ କୋଚୀର ବାସୀନ୍ଦା

କୋଚୀ,୮।୧- ଆମେରିକାର କ୍ୟାପିଟାଲ ହିଲ ସମ୍ମୁଖରେ ଭାରତୀୟ ପତାକା ଦେଖାଉଥିବା ଗୋଷ୍ଠୀର ନେତୃତ୍ୱ ନେଇଥିଲେ କେରଳର ଚମ୍ବାକାରା ଅଞ୍ଚଳର ଜଣେ ବାସୀନ୍ଦା। ତାଙ୍କ ନାମ ହେଉଛି...

ହ୍ବାଇଟ୍‌ ହାଉସରେ ଟ୍ରମ୍ପ ପାଳିଲେ ଦୀପାବଳି

ଓ୍ବାଶିଂଟନ,୨୬।୧୦: ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଡ ଟ୍ରମ୍ପ ଶୁକ୍ରବାର ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଭାରତରେ ପାଳନ କରାଯାଉଥିବା ଦୀପାବଳିର ୩...

ଉତ୍ତର କୋରିଆ ଦେଖାଇଲା ପରମାଣୁ ଆକ୍ରମଣ କରିବାର କ୍ଷମତା

ସିଓଲ,୨୪ ।୨: ଉତ୍ତର କୋରିଆ ଗୁରୁବାର ପରମାଣୁ ଆକ୍ରମଣ କରିବାର କ୍ଷମତା ପ୍ରଦର୍ଶନ କରିଛି । ଉତ୍ତର କୋରିଆର କେସିଏନଏ ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ,...

ଟ୍ରମ୍ପଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଲେ ଲେଖିକା: ଆମେରିକା ରାଷ୍ଟ୍ରପତି କହିଲେ ମିଥ୍ୟା ଖବର

ଓ୍ବାଶିଂଟନ,୨୨।୬: ନ୍ୟୁୟର୍କର ଜଣେ ଲେଖିକା ତଥା କଲମନିଷ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପlରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି। ଏହା ବିଗତ ୨ ଦଶକ...

ଆଫଗାନ୍‌ ଝିଅଙ୍କ ଚିଠି ଶେୟାର କଲେ

ଲସ୍‌ ଏଞ୍ଜେଲସ୍‌,୨୨।୮: ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ଯୋଗଦେଇଛନ୍ତି। ନିଜର ପ୍ରଥମ ପୋଷ୍ଟରେ ସେ କହିଛନ୍ତି, ମୌଳିକ ମାନବାଧିକାର ପାଇଁ...

ରାଜ କପୁର, ଦିଲ୍ଲିପ କୁମାରଙ୍କ ପୈତୃକ ଘର କିଣିବେ ପାକିସ୍ତାନ ସରକାର

ଇସଲାମାବାଦ,୨୮ ।୯: ପାକିସ୍ତାନର ଖେବର-ପଖତନୱା ଅଞ୍ଚଳରେ ଐତିହାସିକ ସ୍ମାରକର ସଂରକ୍ଷଣ କରିବାକୁ ଯାଇ ସରକାର ଏବେ ବଲିଉଡ୍‌ର ନାମୀ କଳାକାର ଅଭିନେତା ରାଜ କପୁର ଓ...

Advertisement
Archives

Model This Week