ରାଜ ପରିବାର ଛାଡି ସାଧାରଣ ନାଗରିକଙ୍କୁ ବିବାହ କଲେ ରାଜକୁମାରୀ
ଟୋକିଓ,୨୬।୧୦:ଜାପାନର ରାଜକୁମାରୀ ମାକୋ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସାଧାରଣ ନାଗରିକ କେ କୋମୁରୋଙ୍କୁ ୩-୪ଜଣ ଅତିଥିଙ୍କ ଉପସ୍ଥିତିରେ ମଙ୍ଗଳବାର ବିବାହ କରିଛନ୍ତି। ଏହି ବିବାହ ପରେ ମାକୋ ଆଉ ରାଜକୁମାରୀ ରହିବେ ନାହିଁ। ସେ ସାଧାରଣ ନାଗରିକଙ୍କ ପରି...
ପୁଣି କରୋନା ଆତଙ୍କ, ୪ ଲକ୍ଷ ଲୋକ ଘରେ ବନ୍ଦ…
ବେଜିଂ,୨୬।୧୦: ଚାଇନାର ବିଭିନ୍ନ ସହରକୁ ପୁଣି ଥରେ କରୋନା ଫେରିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚାଇନାର ଲାଝୁଂ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି...
କରୋନା ମହାମାରୀରେ ମହିଳା ଅଧିକ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟାରେ ପୁରୁଷ ଆଗରେ…
ଜେନେଭା,୨୬।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣକୁ ୨ ବର୍ଷ ପୂରଣ ହେବାକୁ ଯାଉଛି। ୨୦୧୯ ନଭେମ୍ବରରେ ଏହାର ପ୍ରଥମ ମାମଲା ଚାଇନାରେ ଚିହ୍ନଟ ହୋଇଥିବା ଘୋଷଣା କରାଯାଇଥିଲା। ଇତିମଧ୍ୟରେ ପୃଥିବୀର ୨୪ କୋଟି ୪୭ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ...
ଶାହରୁଖ ଖାନଙ୍କ ପାଇଁ ତରଳିଲା ପାକିସ୍ତାନୀଙ୍କ ହୃଦୟ
ଇସଲାମାବାଦ,୨୬।୧୦:ବଲିଉଡର ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତି। ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ୟନ ଖାନ ଆଜିକାଲି ଜେଲରେ ଅଛନ୍ତି। ଏଭଳି ପରିସ୍ଥିତିରେ ଦୁନିଆର ଅନେକ ଲୋକ ଶାହରୁଖଙ୍କ ବିଷୟରେ ନିଜର...
ଏବେ ଭାରତ ସହ ସମ୍ପର୍କ ଦୃଢ ବିଷୟରେ ଆଲୋଚନ କରିବା ଭଲ ସମୟ ନୁହେଁ: ଇମ୍ରାନ
ଇସଲାମାବାଦ,୨୬।୧୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ସହ ସମ୍ପର୍କକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସାଉଦି ଆରବର ରାଜଧାନୀ ରିୟାଦରେ ପାକିସ୍ତାନ-ସାଉଦି ଇନଭେଷ୍ଟମେଣ୍ଟ ଫୋରମକୁ ସମ୍ବୋଧିତ କରିବାବେଳେ ଖାନ କହିଛନ୍ତି, ଭାରତ ଏବଂ ପାକିସ୍ତାନର କେବଳ ଗୋଟିଏ...
ରାଜା ଅବଦୁଲାଙ୍କୁ ହତ୍ୟା ଯୋଜନା କରିଥିଲେ କ୍ରାଉନ୍ ପ୍ରିନ୍ସ
ରିୟାଧ, ୨୬।୧୦: ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ(ଏମ୍ବିଏସ୍) ୨୦୧୪ରେ ତତ୍କାଳୀନ ରାଜା ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏକ ବିଷଯୁକ୍ତ ରିଙ୍ଗ୍ ସହାୟତାରେ ମାରିବା ପାଇଁ ଏମ୍ବିଏସ୍ କଥା ହେଉଥିଲେ। ଏହି ଯୋଜନା ସମ୍ପର୍କରେ ସାଉଦି...
ସଞ୍ଜୀବନୀର ସନ୍ଧାନ, ମୃତଦେହ ପୁଣି ବଞ୍ଚିବ !…
ଓ୍ବାଶିଂଟନ,୨୫।୧୦: ମାନବ ଇତିହାସରେ, ବହୁ ଲୋକ ଅମରତ୍ୱ ପାଇଁ ଇଚ୍ଛା କରିଥିବାର ଉଦାହରଣ ରହିଛି। କିନ୍ତୁ, ବିଜ୍ଞାନର ଜଟିଳତା ହେତୁ ତାଙ୍କ ସ୍ବପ୍ନ ପୂରଣ ହୋଇପାରି ନ ଥିଲା। ତେବେ ବର୍ତ୍ତମାନ ବୈଜ୍ଞାନିକମାନେ ଦାବି କରୁଛନ୍ତି ଯେ ମଣିଷର ଅମରତ୍ୱର...
ଶେଷ ହୋଇନି ମହାମାରୀ, ସତର୍କତା ଜରୁରୀ…
ବର୍ଲିନ,୨୫।୧୦: ପୃଥିବୀରୁ କରୋନା ମହାମାରୀ ଶେଷ ହୋଇନି। ଯେଭଳି ସଂକ୍ରମଣ ନ ହେବ ସେ ନେଇ ସଭିଏଁ ସତର୍କ ରହିବା ଜରୁରୀ। କରୋନା ମାର୍ଗଦର୍ଶିକା ପାଳନ ସହିତ ସଚେତନ ରହିବା ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ...
ଲୋକେ ଆତଙ୍କିତ, ୭ ନଭେମ୍ବର ପର୍ଯ୍ୟନ୍ତ କାଫେ-ରେଷ୍ଟୁରାଣ୍ଟ-ଦୋକାନ ବନ୍ଦ…
ମସ୍କୋ,୨୫।୧୦: କରୋନା ମହାମାରୀ ପୁଣି ଥରେ ଫେରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ରୁଷିଆର ସେଣ୍ଟ୍ ପିଟର୍ସବର୍ଗରେ ୭ ନଭେମ୍ବର ପର୍ଯ୍ୟନ୍ତ କାଫେ, ରେଷ୍ଟୁରାଣ୍ଟ, ଦୋକାନ ଆଦିକୁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଅପରପକ୍ଷରେ ଔଷଧ ଦୋକାନ...
ଭୋକିଲା ଲୋକଙ୍କ ଉପରେ ଗୁଳି ବର୍ଷା କଲା ପାକିସ୍ତାନ…
ଇସଲାମାବାଦ୍,୨୫।୧୦: ଆଫଗାନର ପସ୍ତୁନ ସମ୍ପ୍ରଦାୟଙ୍କ ବନ୍ଧୁ ବୋଲାଉଥିବା ପାକିସ୍ତାନର ବନ୍ଧୁ ଚେହେରା ପଦାରେ ପଡ଼ିଛି। ରବିବାର ଆଫଗାନିସ୍ତାନ ସୀମାରେ ଭୋକିଲା ଶୋଷିଲା ପାସ୍ତୁନଙ୍କ ଉପରେ ପାକିସ୍ତାନ ସୁରକ୍ଷାକର୍ମୀ ଗୁଳି ଚଳାଇଛନ୍ତି। ଦୁଇଦେଶ ମଧ୍ୟରେ ଥିବା ଚମନ ସୀମା କ୍ରସିଂ ବାଟେ...
ଭାରତରେ ବଢ଼ୁଛି ଘୃଣା ମନ୍ତବ୍ୟ
ନ୍ୟୁୟର୍କ,୨୫।୧୦: ଭାରତ ହେଉଛି ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଫେସ୍ବୁକ୍ ପାଇଁ ବିଶ୍ୱର ସବୁଠୁ ବଡ଼ ବଜାର। ତେବେ ଦେଶରେ ବିଭ୍ରାନ୍ତିକର ତଥ୍ୟ, ଘୃଣା ମନ୍ତବ୍ୟ ଓ ମୁସଲମାନ ବିରୋଧୀ କଣ୍ଟେଣ୍ଟଗୁଡ଼ିକର ବନ୍ୟା ଛୁଟିବାରେ ଲାଗିଛି। ଏହାର ମୁକାବିଲା ପାଇଁ ଫେସ୍ବୁକ୍କୁ...
ଦଲାଇ ଲାମା ବାଛିବାର ଅଧିକାର ଚାଇନାର ନାହିଁ
ତାଓ୍ବାଙ୍ଗ(ଅରୁଞ୍ଚଳ ପ୍ରଦେଶ),୨୫।୧୦: ପରବର୍ତ୍ତୀ ଦଲାଇ ଲାମାଙ୍କ ଚୟନ ପ୍ରକ୍ରିୟାରେ ଚାଇନା ମୁଣ୍ଡ ଖେଳାଇବାକୁ କେହି ନୁହେଁ। ଚାଇନିଜ ସରକାର ବୌଦ୍ଧ ଧର୍ମରେ ବିଶ୍ୱାସ କରନ୍ତି ନାହିଁ। ତେବେ ଚାଇନା ପାଖରେ କେଉଁଠାରୁ ତିବେତାନ ବାସୀଙ୍କ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ମାମଲାରେ ମୁଣ୍ଡ...
Archives


