ନାଇଜେରିଆରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଆଖିବୁଜା ଗୁଳିଚାଳନା: ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ମୃତ୍ୟୁ
ଅବୁଜା,୧୦ ।୧: ନାଇଜେରଆର ଏକ ଗାଁରେ ବଡ ଧରଣର ନରସଂହାର ହୋଇଥିବା ଖବର ମିଳିଛି । ଯେଉଁଥିରେ ଶହ ଶହ ଲୋକଙ୍କ ଜୀବନ ଯାଇଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ନାଇଜେରିଆର ଜମ୍ଫାରା ରାଜ୍ୟର ଏକ ଗାଁରେ...
ସାଇପ୍ରସରୁ ‘ଡେଲ୍ଟାକ୍ରନ’ ଭାରିଆଣ୍ଟ
ନିକୋସିଆ,୯।୧: କୋଭିଡ୍-୧୯ ଭାଇରସର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି ସାଇପ୍ରସରେ। ଏହାର ନାମ ‘ଡେଲ୍ଟାକ୍ରନ’। ଏଥିରେ ଡେଲ୍ଟା ଏବଂ ଓମିକ୍ରନ ଭାରିଆଣ୍ଟ ମିଳିତ ଅଛି। ସାଇପ୍ରସ ବିଶ୍ୱବିଦ୍ୟାଳୟରେ ଜୈବିକ ବିଜ୍ଞାନ ପ୍ରଫେସର ଲେଓଣ୍ଡିଅସ କୋଷ୍ଟ୍ରିକିସ କହିଛନ୍ତି। “ନୂଆ ଭାରିଆଣ୍ଟ...
ସପ୍ତାହରେ ଗଲାଣି ୧୬୪ ଜୀବନ
ଅଲମାଟି,୯।୧: ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଜାଖସ୍ତାନରେ ସୃଷ୍ଟି ହୋଇଥିବା ହିଂସା ଥମିବାର ନାଁ ନେଉ ନାହିଁ। ସପ୍ତାହକ ମଧ୍ୟରେ ଅତିକମ୍ରେ ୧୬୪ ଜଣଙ୍କ ମୃତ୍ୟୁ ହୋଇଛି। ଦେଶର ସବୁଠୁ ବଡ଼ ସହରରେ ଅଲମାଟିରେ ସର୍ବାଧିକ ୧୦୩ ଜଣଙ୍କ ମୃତ୍ୟୁ...
ପାକିସ୍ତାନ ସୁପ୍ରିମ୍କୋର୍ଟରେ ପ୍ରଥମ ମହିଳା ବିଚାରପତି…
ଇସଲାମାବାଦ୍, ୯।୧ : ପ୍ରଥମ ଥର ପାଇଁ ପାକିସ୍ତାନ ସୁପ୍ରିମ୍କୋର୍ଟରେ ଜଣେ ମହିଳା ବିଚାରପତି ନିଯୁକ୍ତି ପାଇବେ। ଏହି ଗୌରବ ବିଚାରପତି ଆୟେଶା ମାଲିକ୍ ହାସଲ କରିବାକୁ ଯାଉଛନ୍ତି। କଠିନ ପରିଶ୍ରମ, ଉତ୍ସର୍ଗୀକୃତ ମନୋଭାବ ଏବଂ ଆନ୍ତରିକତା ଯୋଗୁ ଆୟେଶା...
୩ ବର୍ଷ ଜେଲରେ ରହିବା ପରେ ମୁକ୍ତ ହେଲେ ସାଉଦି ଯୁବରାଣୀ
ରିୟାଧ,୯।୧: ୩ ବର୍ଷ ହେଲା ଜେଲ୍ରେ ଥିବା ସାଉଦି ଯୁବରାଣୀ ଓ ତାଙ୍କ ଝିଅଙ୍କୁ ସାଉଦି ସରକାର ମୁକ୍ତ କରିଛି। ଏନେଇ ଏକ ମାନବାଧିକାର ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ ପରିବାର ସଦସ୍ୟ ବାସ୍ମା ବିଣ୍ଟ ସାଉଦ୍(୫୭) ଦୀର୍ଘ...
ପାହାଡ଼ରୁ ପଥର ଖସି ପଡିଲା ଡଙ୍ଗା ଉପରେ: ୫ ମୃତ, ୩୨ ଆହତ
ବ୍ରାସିଲିଆ,୯ ।୧: ବ୍ରାଜିଲର ମିନସ ଗେରୈସ ରାଜ୍ୟରେ ଶନିବାର ପାହାଡରୁ ପଥର ଖଣ୍ଡ ଖସି ପଡି ଏହାର ନିମ୍ନ ଭାଗରେ ନୌକାରେ ଯାତ୍ରା କରୁଥିବା ଲୋକଙ୍କ ଉପରେ ପଡିଥିଲା । ଫଳରେ ଅତିକମରେ ୫ ଜଣଙ୍କ ମୃତ୍ୟୁ ହେବା ସହ...
ସଂକ୍ରମଣ ବଢିଲେ ଚିକିତ୍ସା ଅଭାବରୁ ବଢିବ ମୃତ୍ୟୁସଂଖ୍ୟା: ଡବ୍ଲୁଏଚଓ
ଜେନେଭା,୯ ।୧: ସାରା ବିଶ୍ୱରେ ଜଙ୍ଗଲରେ ନିଆଁ ବ୍ୟାପିଲା ଭଳି ବ୍ୟାପିଛି କରୋନା ସଂକ୍ରମଣ । ସାମାନ୍ୟ ଅବହେଳା ଏହାକୁ ଭୟଙ୍କର ରୂପ ଦେଇପାରେ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) । ଏଥିରେ ଯଦି ବ୍ରେକ୍ ନ ଲାଗେ...
‘ରୁଷିଆର ଆକ୍ରମଣାତ୍ମକ ଆଚରଣକୁ ଉଚିତ୍ ଜବାବ ଦିଆଯିବ’
ଓ୍ବାଶିଂଟନ,୮ା୧: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ସୀମାରେ ରୁଷିଆ ସୈନିକଙ୍କ ଚାପ ବୃଦ୍ଧି ପାଇଁ ୟୁକ୍ରେନ ଏକ କୂଟନୈତିକ ସମାଧାନ କରିଛି। ଏହା ମଧ୍ୟ ଯଥାର୍ଥ, କିନ୍ତୁ ରୁଷିଆର ଆକ୍ରମଣାତ୍ମକ ଆଚରଣକୁ ନାଟୋ ଉପଯୁକ୍ତ ଉତ୍ତର ଦେବାକୁ...
ପ୍ରବଳ ତୁଷାରପାତ: କାର୍ରେ ଫସି ରହିଥିବା ୧୬ ପର୍ଯ୍ୟଟକଙ୍କ ମୃତ୍ୟୁ
ଇସଲାମାବାଦ,୮ା୧: ଉତ୍ତର ପାକିସ୍ଥାନରେ ପ୍ରବଳ ତୁଷାରପାତ ହେତୁ କାର୍ରେ ଫସି ରହିଥିବା ୧୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ପାଖାପାଖି ୧୦୦୦ ଗାଡ଼ି ଏବେ ବି ଅଟକି ରହିଛି। ରାଜଧାନୀ ଇସଲାମାବାଦଠାରୁ ୬୪ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ ମୁରିକୁ ସରକାର ଏକ...
ଫ୍ରାନ୍ସରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟ ‘ଆଇଏଚ୍ୟୁ’ ନୁହେଁ ଭୟଙ୍କର
ପ୍ୟାରିସ,୮ ।୧: ଫ୍ରାନ୍ସରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟ ‘ଆଇଏଚ୍ୟୁ’ କୁ ନେଇ ଅଧ୍ୟୟନ କରାଯିବା ପରେ ଏକ ଆଶ୍ୱସ୍ତିକର ଖବର ଆସିଛି । ବିଶେଷଜ୍ଞମାନେ କହିଛନ୍ତି କି ‘ଆଇଏଚ୍ୟୁ’ ଭାରିଏଣ୍ଟର ସଂକ୍ରମଣ ଖୁବ୍ କମ୍ । ତେଣୁ ଏହାକୁ...
ଆନ୍ଦୋଳନକାରୀଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ
ଆଲମାଟି,୮।୧: ଗ୍ୟାସ୍ ଦର ବୃଦ୍ଧିକୁ ବିରୋଧ କରି କାଜାଖସ୍ତାନରେ ଉତ୍ତେଜନା ସୃଷ୍ଟି ହୋଇଛି। ସରକାର ଏଲ୍ପିଜି ଦର ଦ୍ୱିଗୁଣିତ କରିବା ପରେ ସାଧାରଣ ଜନତା ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି। ପରିସ୍ଥିତି ଏଭଳି ଯେ, ବିକ୍ଷୋଭକାରୀଙ୍କୁ ଦେଖିଲା ମାତ୍ରେ ସୈନ୍ୟବାହିନୀକୁ...
‘ଓମିକ୍ରନକୁ ସାମାନ୍ୟ ଭାବନ୍ତୁ ନାହିଁ ’
ଜେନେଭା,୭।୧: କରୋନା ଭୂତାଣୁର ଓମିକ୍ରନ୍ ଭାରିଆଣ୍ଟ ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଉଛି। ତେଣୁ ନୂଆ ଭାରିଆଣ୍ଟକୁ ସାମାନ୍ୟ ଭାବି ଅବହେଳା ନ କରିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ବହୁସଂଖ୍ୟାରେ ଲୋକ ନୂଆ ଭାରିଆଣ୍ଟ ଦ୍ୱାରା...
Archives


