ଅନ୍ତର୍ଜାତୀୟ

ଲଙ୍କା କେଜି ୭୦୦, ଟମାଟୋ ୨୦୦

କଲମ୍ବୋ,୧୨ା୧: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବେ ଦେବାଳିଆ ସ୍ଥିତିରେ ପହଞ୍ଚିଛି। ଶ୍ରୀଲଙ୍କାରେ ଦୈନନ୍ଦିନ ସାମଗ୍ରୀର ମୂଲ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଛି। ଏଠାରେ ଖାଦ୍ୟ ଏବଂ ପାନୀୟ ଏକ ମାସରେ ୧୫ ପ୍ରତିଶତ ମହଙ୍ଗା ହୋଇଛି। ୧୦୦ ଗ୍ରାମ...

ଘରର ଛାତ ଭୁଶୁଡ଼ିଲା: ଗୋଟିଏ ପରିବାରର ୫ ମୃତ, ୨ ଗୁରୁତର

ଇସଲାମାବାଦ,୧୨ା୧: ଉତ୍ତର-ପଶ୍ଚିମ ପାକିସ୍ତାନରେ ଲଗାତର ବର୍ଷା ହେତୁ ଗୋଟିଏ ଘରର ଛାତ ଭୁଶୁଡ଼ି ପଡ଼ିଛି। ଫଳରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ପେଶୱାରର ଇନ୍‌କିଲାବ କଲୋନୀରେ...

ବାକ୍ସ ଭିତରେ ବନ୍ଦ ରହିଲେ ହଜାର ହଜାର ସଂଖ୍ୟାରେ ମହିଳା, ଶିଶୁ

ବେଜିଂ,୧୨ା୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ସ୍ଥିତିକୁ ବିଗାଡ଼ି ଦେଇଛି। ଏହି ଭାଇରସର ପ୍ରକୋପ ଚାଇନାର ଅନୟାଙ୍ଗ ସମେତ ଆଉ କିଛି ସହରରେ ମଧ୍ୟ ବଢ଼ିଚାଲିଛି। ତେଣୁ ଚାଇନାର କିଛି ସହରକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଚାଇନାର ‘ଜିରୋ...

ପବନରେ କରୋନା ଭୂତାଣୁ ହରାଇ ଥାଏ ୯୦ ପ୍ରତିଶତ ସଂକ୍ରମଣ ଶକ୍ତି, ଗବେଷଣା ରିପୋର୍ଟ…

ନୂଆଦିଲ୍ଲୀ, ୧୨।୧ : କରୋନା ମହାମାରୀ ସଂକ୍ରମଣ ପୃଥିବୀରେ ବୃଦ୍ଧି ପାଉଥିବାବେଳେ ଏହାଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପବନରେ କରୋନା ଭୂତାଣୁ ୯୦ ପ୍ରତିଶତ ସଂକ୍ରମଣ ଶକ୍ତି ହରାଇ ଥାଏ।...

ସୁପରସୋନିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କଲେ ଏକଛତ୍ରବାଦୀ ଶାସକ…

ପୋଙ୍ଗୟାଙ୍ଗ, ୧୨।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ପୁଣି ଥରେ ଆଣବିକ ଅସ୍ତ୍ରଶସ୍ତ୍ର କଟକଣାକୁ ଅବମାନନା କରି ପୃଥିବୀ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତିି।  ସୋମବାର ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା କିମ୍‌ ମଙ୍ଗଳବାର...

ଦ୍ୱିତୀୟଥର କରୋନା ଆକ୍ରାନ୍ତ ହେଲେ ରାଷ୍ଟ୍ରପତି

ମେକ୍ସିକୋ ସିଟି,୧୧।୧: ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ଦ୍ୱିତୀୟ ଥର କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଓବ୍ରାଡୋର କହିଛନ୍ତି, ସେ କରୋନା ଆକ୍ରାନ୍ତ ହୋଇଛନ୍ତି। ଗତ ବର୍ଷ ଆରମ୍ଭରେ...

ଶେଷ ହେବ କରୋନା: ଭ୍ୟାକ୍ସିନ ନିର୍ମାଣକାରୀ କମ୍ପାନୀ ଫାଇଜରର ଦାବି, ମାର୍ଚ୍ଚ ସୁଦ୍ଧା ଆସିଯିବ ଓମିକ୍ରନ୍ ଲାଗି ଟିକା

ନ୍ୟୁୟର୍କ,୧୧ ।୧: ଗୋଟିଏ ପଟେ କରୋନା ମହାମାରୀର ନୂଆ ଭାରିଏଣ୍ଟ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଅନ୍ୟପଟେ ଏକ ଆଶ୍ୱସ୍ତିକର ଖବର ଆସିଛି । ଭ୍ୟାକ୍ସିନ ନିର୍ମାଣକାରୀ କମ୍ପାନୀ ଫାଇଜର କହିଛି ଖୁବଶୀଘ୍ର କରୋନା ମହାମାରୀ ଶେଷ ହୋଇଯିବ...

ଆମେରିକାରେ ସବୁ ରେକର୍ଡ ଭାଙ୍ଗିଲା କରୋନା

ନ୍ୟୁୟର୍କ,୧।୧: ଯୁକ୍ତରାଷ୍ଟ୍ର ଆମେରିକାରେ ନୂତନ କରୋନା ରୋଗୀଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି। ଦେଶରେ ଗୋଟିଏ ଦିନରେ ୧୧ ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାପୂର୍ବରୁ ଜାନୁୟାରୀ ୩ରେ, ଆମେରିକାରେ ୧୦ ଲକ୍ଷରୁ ଅଧିକ ନୂତନ ରୋଗୀଙ୍କୁ ମିଳିଥିଲା।...

ଦୈନିକ ସଂକ୍ରମଣରେ ରେକର୍ଡ କଲା ଆମେରିକା, ଗୋଟିଏ ଦିନରେ ୧୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ଓ୍ବାଶିଂଟନ, ୧୧।୧ : ଆମେରିକାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ନୂତନ ବିଶ୍ୱ ରେକର୍ଡ ସ୍ତରରେ ପହଞ୍ଚିଛି। ସୋମବାର ଦେଶରେ ୧୧ ଲକ୍ଷରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ...

ମଣିଷଠାରେ ପ୍ରତିରୋପଣ ହେଲା ଘୁଷୁରି ହାର୍ଟ, ଚିକିତ୍ସା ବିଜ୍ଞାନରେ ପ୍ରଥମ ଘଟଣା…

ଓ୍ବାଶିଂଟନ, ୧୧।୧ : ଆମେରିକୀୟ ସର୍ଜନମାନେ ବଡ଼ ସଫଳତା ହାସଲ କରିଛନ୍ତି। ୫୭ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ଶରୀରରେ ଏକ ଜେନେଟିକ ରୂପାନ୍ତରିତ ଘୁଷୁରୀର ହାର୍ଟକୁ ସଫଳତାର ସହିତ ପ୍ରତିରୋପଣ କରାଯାଇଛି। ଏହା ଦ୍ୱାରା ଚିକିତ୍ସା ବିଜ୍ଞାନରେ ଏକ...

ସୁ ଚୀଙ୍କୁ ଆଉ ୪ ବର୍ଷ ଜେଲ

ନାପିତାଉ, ୧୧ା୧: ମ୍ୟାନ୍‌ମାର ଗାଦିଚ୍ୟୁତ ନେତ୍ରୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କୁ ସୋମବାର ଏକ କୋର୍ଟ ବେଆଇନ ଭାବେ ଓ୍ବାକି-ଟକିଜ୍‌ ଆଣି ବ୍ୟବହାର କରିବା, କୋଭିଡ୍‌ ଗାଇଡଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଅଧିକ ୪...

ପୁଣି ବାଲାଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷଣ କଲା ଉତ୍ତର କୋରିଆ

ପ୍ୟୋଙ୍ଗୟଙ୍ଗ,୧୧।୧: ୨୦୨୨ର ପ୍ରଥମ ସପ୍ତାହରେ ପୁଣି ଥରେ ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଜାପାନର ତଟରକ୍ଷୀଙ୍କ ଅନୁଯାୟୀ, ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଦେଶ ମଧ୍ୟ ମଙ୍ଗଳବାର ଆଉ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri