ସ୍ବଦେଶ ଫେରିବାକୁ ଗୁହାରି କଲେଣି ଇରାନରେ ଥିବା ଭାରତୀୟ ଛାତ୍ର
ନୂଆଦିଲ୍ଲୀ/ତେହେରାନ,୧୬।୬: ଇରାନରେ ଫସି ରହିଥିବା ଭାରତୀୟ ଛାତ୍ରମାନେ ନିରାପଦରେ ଘରକୁ ଫେରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଇସ୍ରାଏଲୀ ଆକ୍ରମଣ ଯୋଗୁ ସାରା ଦେଶରେ ଇରାନରେ ଫସି ରହିଥିବା ଶହ ଶହ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମଧ୍ୟରୁ ଜଣେ...
ବିମାନକୁ ବୋମା ଧମକ, ମଝି ଆକାଶରୁ ମାରିଲା ୟୁ-ଟର୍ଣ୍ଣ
ହାଇଦ୍ରାବାଦ,୧୬ା୬: ପୁଣି ବିମାନକୁ ମିଳିଛି ବୋମା ଧମକ। ଫଳରେ ଜର୍ମାନୀ ଫେରିଯାଇଛି ବିମାନ। ହାଇଦ୍ରାବାଦରେ ଅବତରଣ ପାଇଁ ଅନୁମତି ନ ମିଳିବାରୁ ମଝି ଆକାଶରୁ ୟୁ-ଟର୍ଣ୍ଣ ମାରି ଫେରିଯାଇଛି ବିମାନ। ଉଡ଼ାଣର କିଛି ଘଣ୍ଟା ଭିତରେ ବିମାନ ଫେରିଯାଇଛି। ଏନେଇ...
ଭୂକମ୍ପ ଝଟକାରେ ଲୋକେ ଭୟଭୀତ, ଜଣେ ମୃତ ଅନେକେ ଆହତ
ପେରୁ,୧୬।୬: ରବିବାର ପେରୁରେ ଭୂମିକମ୍ପ ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ପେରୁର ରାଜଧାନୀ ଲିମାରେ ଭୂମିକମ୍ପ ପରେ ଭୂସ୍ଖଳନ ମଧ୍ୟ ହୋଇଛି। ପେରୁ ସହିତ ପାକିସ୍ତାନରେ ମଧ୍ୟ ଭୂମିକମ୍ପର...
‘ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଥିଲା ଇରାନ’, ଏମିତି ଦାବି କଲେ ନେତାନ୍ୟାହୁ ଶୁଣିଲେ ସମସ୍ତେ ଚମକି ପଡ଼ିବେ
ଓ୍ବାଶିଂଟନ,୧୬।୬: ଇରାନ ସହିତ ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଇରାନର ଇସଲାମିକ ସରକାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଦୁଇଥର ଚେଷ୍ଟା କରିଥିଲା। ଫକ୍ସ...
ସାଇପ୍ରସ୍ରେ ପ୍ରଧାନମନ୍ତ୍ରୀ ମୋଦି
ନିକୋସିଆ, ୧୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାଇପ୍ରସ୍ରେ ପହଞ୍ଚିଛନ୍ତି। ୨ ଦିନିଆ ଗସ୍ତର ପ୍ରଥମ ଭାଗରେ ସେ ସାଇପ୍ରସ୍ ଓ କ୍ରୋଏସିଆରେ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବାକୁ ଥିବା ବେଳେ କାନାଡ଼ାରେ ହେବାକୁ ଥିବା ଜି୭ ସମିଟ୍ରେ ଯୋଗଦେବେ।...
ମୁନିରଙ୍କୁ ସତରେ କ’ଣ US ମିଲିଟ୍ରି ପରେଡ ପାଇଁ ମିଳିଛି ନିମନ୍ତ୍ରଣ? ସଫେଇ ଦେଲା ହ୍ବାଇଟ ହାଉସ
ଓ୍ବାଶିଂଟନ,୧୫।୬: ଶନିବାର (୧୪ ଜୁନ) ଆମେରିକାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜନ୍ମଦିନ ଏବଂ ଆମେରିକୀୟ ସେନା ପ୍ରତିଷ୍ଠାର ୨୫୦ତମ ବାର୍ଷିକୀ। ଏହି ଐତିହାସିକ ଅବସର ୱାଶିଂଟନ ଡିସିରେ ଏକ ମହାନ ସାମରିକ ପରେଡ ସହିତ...
ଏମିତି ନିଷ୍ପତ୍ତି ନେଲା ସୌଦି ଆରବ, ଭାରତ ସହ ୧୪ ଦେଶ ପାଇବେ ଲାଭ
ରିୟାଦ/ନୂଆଦିଲ୍ଲୀ,୧୫।୬: ହଜ -୨୦୨୫ ପରେ ସୌଦି ଆରବ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଅନ୍ୟାନ୍ୟ ୧୨ଟି ଦେଶ ପାଇଁ ବ୍ଲକ ୱାର୍କ ଭିଜା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଉଠାଇ ଦେଇଛି। ସୌଦି ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରଣାଳୟ...
ଇରାନ ପ୍ରତିରକ୍ଷା ମନ୍ତ୍ରଣାଳୟ ସମେତ ୧୫୦ ସ୍ଥାନରେ ଆକ୍ରମଣ କଲା ଇସ୍ରାଏଲ
ଜେରୁଜେଲମ,୧୫।୬: ଶନିବାର ବିଳମ୍ବିତ ରାତିରେ ଇରାନ ଏବଂ ଇସ୍ରାଏଲ ପରସ୍ପର ଉପରେ ପୁଣି ଥରେ ଆକ୍ରମଣ କରିଛନ୍ତି। ଉଭୟ ପରସ୍ପର ଉପରେ ଅନେକ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ଦୁଇ ଦେଶ ମଧ୍ୟରେ ସଂଘର୍ଷ ୪୮ ଘଣ୍ଟା ଧରି ଚାଲିଛି। ଇସ୍ରାଏଲ...
ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଏଣ୍ଟ୍ରି ମାରିଲା ଆମେରିକା! ସେନାକୁ ବଡ଼ ନିର୍ଦ୍ଦେଶ ଦେଲେ ଟ୍ରମ୍ପ
ଓାଶିଂଟନ, ୧୫।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନ ଆମେରିକା ବା ତା’ର ବନ୍ଧୁ ରାଷ୍ଟ୍ର ବିରୋଧରେ କୌଣସି ଆକ୍ରମଣ କରେ, ତେବେ ଆମେରିକାର ପୁରା ସେନା ଆକ୍ରମଣ...
ଇରାନ-ଇସ୍ରାଏଲ ଯୁଦ୍ଧ ରୋକିଦେବେ ଟ୍ରମ୍ପ? ପୁଟିନ୍ଙ୍କ ସହ ମିଶି କଲେ ବଡ଼ ଘୋଷଣା!
ନୂଆଦିଲ୍ଲୀ,୧୫।୬: ଶନିବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ଟ୍ରମ୍ପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ...
ରାଫେଲ ଖସାଇବାକୁ ନେଇ ଯେଉଁ ଦାବି କରିଥିଲା ପାକିସ୍ତାନ ଏବେ ଜଣାପଡ଼ିଲା ଏହାର ସତ
ଇସଲାମାବାଦ,୧୫।୬: ଅପରେଶନ ସିନ୍ଦୂର ଏବଂ ଏହା ପରେ ପାକିସ୍ତାନ ଉପରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ମିଛ ପ୍ରତିଦିନ ପ୍ରକାଶ ପାଉଛି। ପାକିସ୍ତାନ ଦାବି କରିଥିଲା ଯେ ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଏହାର ସେନା ଦୁଇଟି ରାଫେଲ ଯୁଦ୍ଧ ବିମାନକୁ...
‘ଆକ୍ରମଣ ବନ୍ଦ ହେବନି, ବରବାଦ ହେବ ଇରାନ’, କିଛି ବଡ଼ ଘଟଣା ଘଟାଇବ କି ଇସ୍ରାଏଲ?
ଜେରୁଜେଲମ,୧୫।୬: ରବିବାର ଇସ୍ରାଏଲ ଏବଂ ଇରାନ ପରସ୍ପର ଉପରେ ନୂଆ ଆକ୍ରମଣ ଆରମ୍ଭ କରି ଏକ ବ୍ୟାପକ ସଂଘର୍ଷର ଆଶଙ୍କା ସୃଷ୍ଟି କରିଛି। ବିଶ୍ୱର ସର୍ବବୃହତ ଗ୍ୟାସ କ୍ଷେତ୍ର ଉପରେ ଆକ୍ରମଣ କରି ଇସ୍ରାଏଲ ଇରାନ ବିରୁଦ୍ଧରେ ତା’ର ଆଶ୍ଚର୍ଯ୍ୟଜନକ...
Archives


