ଶେଷ ହୋଇନି କରୋନା, ସତର୍କତା ଜରୁରୀ…
ଜେନେଭା, ୨୯।୧ : ପୃଥିବୀରେ କରୋନା ମହାମାରୀ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, କରୋନା ଶେଷ ହୋଇନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସତର୍କତା ଜରୁରୀ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅଧିକାରୀ ପୁନମ୍...
୨୦୧୭ରେ ଇସ୍ରାଏଲଠାରୁ ଭାରତ କିଣିଥିଲା ପେଗାସସ ସ୍ପାଇୱେୟାର
ୱାଶିଂଟନ/ନୂଆଦିଲ୍ଲୀ,୨୯ ।୧: ଭାରତ ସରକାର ୨୦୧୭ରେ ଇସ୍ରାଏଲଠାରୁ ଗୁପ୍ତଚର ସଫ୍ଟୱେର ପେଗାସସ କ୍ରୟ କରିଥିଲା । ଆମେରିକାର ଖବରକାଗଜ ଦ ନ୍ୟୁୟର୍କସ ଟାଇମନ୍ସର ରିପୋର୍ଟରେ ଏହା ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି ମୋଦି ସରକାର ୫ବର୍ଷ ପୂର୍ବେ ଇସ୍ରାଏଲ...
ପୁଣି ଡରାଇଲା ଉହାନ
ଉହାନ,୨୮।୧: ୨୦୧୯ରେ ଚାଇନାର ଉହାନ ସହରରୁ କରୋନା ଆସି ସାରା ବିଶ୍ୱକୁ ବ୍ୟାପିଥିଲା। ଏବେ ଉହାନ ଲ୍ୟାବ୍ର ବୈଜ୍ଞାନିକମାନେ କରୋନା ଭାଇରସର ନୂଆ ଭାରିଆଣ୍ଟ ନିଓକୋଭ(NeoCoV)କୁ ନେଇ ଭୟାନକ ଖବର ଦେଇଛନ୍ତି। ବୈଜ୍ଞାନିକମାନେ କହିଛନ୍ତି, ଦକ୍ଷିଣ ଆଫ୍ରିକାରେ ‘ନିଓକୋଭ’ ମିଳିଛି।...
ଭାରତ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରି ସୀମା ବିବାଦର ସମାଧାନ କରିବୁ: ଚାଇନା
ବେଜିଂ,୨୮।୭:ଭାରତ ସହିତ ଚାଲିଥିବା ସୀମା ବିବାଦ ସମ୍ପର୍କରେ ଆମେରିକା ହସ୍ତକ୍ଷେପ କରିବାକୁ ଚାଇନା ପସନ୍ଦ କରୁନାହିଁ। ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଆମେରିକା ଏଥିରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ଉଭୟ ପଡୋଶୀ ଦେଶ ଦ୍ୱିପାକ୍ଷିକ ଭାବରେ ଏହି...
ବ୍ରାଜିଲରେ ରେକର୍ଡ କଲା କରୋନା
ରିଓ ଡି ଜେନେରିଓ,୨୮ ।୧: ବିଶ୍ୱର କିଛି ଦେଶରେ କରୋନା ପିକରେ ଥିବା ବେଳେ କିଛି ଦେଶରେ ଏହାର ଗ୍ରାଫ ତଳମୁହାଁ ହୋଇଛି । ହେଲେ ବ୍ରାଜିଲରେ କରୋନା ସଂକ୍ରମଣ ଏବେ ରେକର୍ଡ କରିଛି । ୨୪ ଘଣ୍ଟା ମଧ୍ୟରେ...
ଡବ୍ଲ୍ୟୁଏଚ୍ଓର ଚେତାବନୀ: ଆସୁଛି ଆଉ ଏକ ନୂଆ ଭାରିଆଣ୍ଟ
ଜେନେଭା,୨୮।୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁ ସାରା ବିଶ୍ୱରେ କରୋନା ମାମଲା ବଢିବାରେ ଲାଗିଛି। ଏହି ସମୟରେ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଚେତାବନୀ ଦେଇ କହିଛି ଯେ, ଓମିକ୍ରନ ଭାରିଆଣ୍ଟ କୋଭିଡର ଅନ୍ତିମ ଭାରିଆଣ୍ଟ ନୁହେଁ। ଖୁବ୍ଶୀଘ୍ର...
ଭାରତୀୟ ଯୁବକଙ୍କୁ ଫେରାଇଲା ଚାଇନା
ନୂଆଦିଲ୍ଲୀ,୨୭ା୧: ଚାଇନା ସେନା ଭାରତୀୟ ଯୁବକ ମିରାମ ଟାରୋନଙ୍କୁ ଭାରତକୁ ହସ୍ତାନ୍ତର କରିଛି। ଏନେଇ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଗୁରୁବାର ସକାଳେ ଅରୁଣାଚଳ ପ୍ରଦେଶର ଓ୍ବାଚା ଦାମାଇରେ ଭାରତୀୟ ଯୁବକ ମିରାମ...
ଚାଇନା ପୂର୍ବରୁ ଜେଟ୍ର ଧ୍ୱଂସାବଶେଷ ଖୋଜୁଛି ଆମେରିକା, କାରଣ ଜାଣିଲେ…
ଓ୍ବାଶିଂଟନ,୨୭ା୧: ଦକ୍ଷିଣ ଚାଇନା ସାଗରରେ ଦୁର୍ଘଟଣାଗ୍ରସ୍ତ ଆଡ୍ଭାନ୍ସଡ ଫାଇଜର ଜେଟ୍-୩୫ର ଧ୍ୱଂସାବଶେଷ ଆମେରିକା ଖୋଜିବାକୁ ଚାହୁଁଛି। କାରଣ ଏହି ଜେଟ୍ର ଆବର୍ଜନାକୁ କୌଣସି ପରିସ୍ଥିତିରେ ଚାଇନା ଧରି ପାରିବ ନାହିଁ। ଦକ୍ଷିଣ ଚାଇନା ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ଆମେରିକୀୟ...
ଆମେରିକାକୁ ଚ୍ୟାଲେଞ୍ଜ୍, ଜାପାନ ସମୁଦ୍ରରେ କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍…
ସିଓଲ, ୨୭।୧ : ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା କଟକଣାକୁ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଲଗାତାର ଅଣଦେଖା କରିବାରେ ଳାଗିଛନ୍ତି। ଏହି ମର୍ମରେ ସେ ଗୁରୁବାର ସକାଳେ ଜାପାନର ସମୁଦ୍ରରେ ପୁଣି ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି।...
କାନାଡାରେ ଓମିକ୍ରନ୍ ସବ ଭାରିଏଣ୍ଟ ଦ୍ୱାରା ୫୧ ସଂକ୍ରମିତ
ଓଟାୱା,୨୭ ।୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ସାରା ବିଶ୍ୱରେ ଦୃତ ଗତିରେ ମାଡି ଚାଲିଛି । ଏବେ ଏହା ଅନେକ ଦେଶରେ ପିକ୍ରେ ରହିଛି । ଇତିମଧ୍ୟରେ କାନାଡା ସ୍ଥାନୀୟ ମିଡିଆର ସୂଚନା ଅନୁଯାୟୀ, ସେଠାରେ ଓମିକ୍ରନର...
ଗୁଗ୍ଲ ସିଇଓଙ୍କ ବିରୋଧରେ ମାମଲା
ନୂଆଦିଲ୍ଲୀ,୨୬ା୧: କପିରାଇଟ୍ ଆକ୍ଟ ଉଲ୍ଲଂଘନ ପାଇଁ ମୁମ୍ବାଇ ପୋଲିସ ବୁଧବାର ଗୁଗ୍ଲ ସିଇଓ ସୁନ୍ଦର ପିଚାଇ ଏବଂ ଅନ୍ୟ ୫ଜଣ କମ୍ପାନୀ ଅଧିକାରୀଙ୍କ ନାମରେ ମାମଲା ରୁଜୁ କରିଛି। ମୁମ୍ବାଇ ପୋଲିସ କହିଛି ଯେ, କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଗୁଗ୍ଲ...
ୟୁକ୍ରେନକୁ ସହାୟତା କରିବ ଆମେରିକା
ଓ୍ବାଶିଂଟନ,୨୬ା୧: ରୁଷିଆ-ୟୁକ୍ରେନ ବିବାଦ ଦିନକୁ ଦିନ ଜଟିଳ ପରିସ୍ଥିତି ଆଡ଼କୁ ମୁହାଁଉଛି। ରୁଷିଆର ମୁକାବିଲା ଲାଗି ଯୁଦ୍ଧଜାହାଜ ଓ ଲଢୁଆ ବିମାନ ପଠାଇଛି ନାଟୋ। ସେପଟେ ୟୁକ୍ରେନ ଛାଡ଼ି ନିଜ ଦେଶକୁ ଫେରିଆସିବା ଲାଗି ସମସ୍ତ କୂଟନୀତିଜ୍ଞଙ୍କୁ ନିର୍ଦ୍ଦେଶ ଦେଇଛି...
Archives


