କାନାଡାର ଏୟାରସ୍ପେସ୍ରେ ପଶିଲା ରୁଷିଆ ଫ୍ଲାଇଟ୍
ଟୋରୋଣ୍ଟୋ,୨୮।୨: ରୁଷିଆନ ଏୟାରଲାଇନ୍ ଏରୋଫ୍ଲଟ୍ ରବିବାର କାନାଡାର ଏୟାରସ୍ପେସ୍ ବ୍ୟବହାର କରି ପ୍ରତିବନ୍ଧକ ଉଲ୍ଲଂଘନ କରିଛି। ଏ ନେଇ ରେଗୁଲେଟର ଟ୍ରାନ୍ସପୋର୍ଟ କାନାଡା ପକ୍ଷରୁ ରବିବାର କୁହାଯାଇଛି। ୟୁକ୍ରେନ ଉପରେ ଆକ୍ରମଣ ପରେ ବିଭିନ୍ନ ନାଟୋ ସଦସ୍ୟ ଦେଶ ଭଳି...
ରୁଷିଆ-ୟୁକ୍ରେନ ମଧ୍ୟରେ କାହା ପକ୍ଷ ନେବ ଭାରତ, ରହିଛି ସମସ୍ତଙ୍କ ନଜର
କ୍ୱିଭ୍,୨୮ା୨: ସୋମବାର ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ମିଳିତ ଜାତିସଂଘର ସାଧାରଣ ସଭାର ବୈଠକ ଅନୁଷ୍ଠିତ ହେଉଛି। ସୁରକ୍ଷା ପରିଷଦର ବୈଠକ ପରେ ଯୁଦ୍ଧ ବନ୍ଦ କରିବା ପାଇଁ ମିଳିତ ଜାତିସଂଘର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସମଗ୍ର ବିଶ୍ୱବାସୀଙ୍କ...
ବୋମା ବିସ୍ଫୋରଣରେ ଥରିଉଠିଲା ଘର, ୟୁକ୍ରେନ୍ ମହିଳା କଲେ ଏମିତି କାମ: ସମସ୍ତେ କରୁଛନ୍ତି ପ୍ରଶଂସା
କ୍ୱିଭ୍,୨୮।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ରୁଷୀୟ ସୈନ୍ୟମାନଙ୍କ ଦ୍ୱାରା ସହରଗୁଡ଼ିକ ଉପରେ ଆକ୍ରମଣ ଓ ବୋମାମାଡ଼ କରାଯାଉଥିବାରୁ ୟୁକ୍ରେନ ଏବେ ଏକ ତିକ୍ତ ପରିସ୍ଥିତି ସହିତ ମୁକାବିଲା କରୁଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ସଙ୍କଟ ମଧ୍ୟରେ...
ରୁଷିଆ ବିରୋଧରେ ଲଢ଼ିବାକୁ ଏମିତି ପଦକ୍ଷେପ ନେଲେ ନବଦମ୍ପତି
କ୍ୱିଭ୍,୨୮ା୨: ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ କମିବାର ନାଁ ନେଉନି। ରୁଷିଆ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିବାରୁ ଏହାର ଜବାବ ମଧ୍ୟ ଦେଉଛି ୟୁକ୍ରେନ। ଦେଶ ମାଟିକୁ ରକ୍ଷା କରିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ ଜାରି ରଖିଛନ୍ତି ୟୁକ୍ରେନବାସୀ। ସେ...
ବିଶ୍ୱ ରେକର୍ଡଧାରୀ ୟୁକ୍ରେନର ସ୍ୱପ୍ନକୁ ନଷ୍ଟ କରିଦେଲା ରୁଷିଆ
କ୍ୱିଭ,୨୮ ।୨: ରୁଷିଆ ବିଶ୍ୱର ସବୁଠାରୁ ବଡ ମାଲବାହୀ ବିମାନ ୟୁକ୍ରେନର ଧ୍ୱଜାବାହକ ବା ଫ୍ଲଗ କ୍ୟାରିୟର ବିମାନ ଏଏନ-୨୨୫ ମରିୟାକୁ ନଷ୍ଟ କରି ଦେଇଛି । ଏହି ସୂଚନା ୟୁକ୍ରେନର ରାଜ୍ୟ ପ୍ରତିରକ୍ଷା ଗୋଷ୍ଠୀ ଉକ୍ରୋକେରେନପ୍ରୋମ ଦ୍ୱାରା ଦିଆଯାଇଛି...
୨୪ ଘଣ୍ଟାରେ ୟୁକ୍ରେନ୍ର ହସ୍ପିଟାଲରେ ଶେଷ ହୋଇଯିବ ଅକ୍ସିଜେନ୍
କ୍ୱିଭ୍,୨୮।୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନ୍ରେ ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ଦେଖାଦେଇଛି। ରାଜଧାନୀ କ୍ୱିଭ୍ ସମେତ ସାରା ଦେଶରେ ଅକ୍ସିଜେନ୍ ଯୋଗାଣ ସ୍ଥିତି ବିପଜ୍ଜନକସ୍ତରରେ ପହଞ୍ଚତ୍ଛି। ଟ୍ରକ୍ ଯୋଗେ ପ୍ଲାଣ୍ଟରୁ ଅକ୍ସିଜେନ ନେଇ ହସ୍ପିଟାଲରେ ପହଞ୍ଚାଇବା ସମ୍ଭବ ହେଉନାହିଁ। କେତେକ...
ରୁଷିଆର ଆର୍ଥିକ ସ୍ଥିତି ସଙ୍କଟରେ, ୧୧୬ କୁବେରଙ୍କର ୧୨୬ ଶହ କୋଟି ଡଲାର କ୍ଷତି …
ମସ୍କୋ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା ଯୋଗୁ ରୁଷିଆର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ଦେଶର ୧୧୬ କୁବେରଙ୍କର ଇତିମଧ୍ୟରେ ୧୨୬ ଶହ କୋଟି ଡଲାର କ୍ଷତି ହୋଇଛି। ରାଷ୍ଟ୍ରପତି...
ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ୪୦୦ ଆତଙ୍କବାଦୀ ପଠାଇଛି ରୁଷିଆ: ବ୍ରିଟିଶ୍ ଗଣମାଧ୍ୟମ ସଂସ୍ଥା !…
ମସ୍କୋ/କ୍ୱିଭ୍,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ରଚିଥିବା ବ୍ରିଟିଶ୍ ଗଣମାଧ୍ୟମ ସଂସ୍ଥା ଦାବି କରିଛି। ଏଥି ଲାଗି ୪୦୦ ଆତଙ୍କବାଦୀଙ୍କୁ ନିଯୁକ୍ତ...
ଥରେ ପୁଟିନ ଦେଖନ୍ତୁ ଏହି ଦୃଶ୍ୟ: ଆହତ ଶିଶୁକୁ ଧରି ଭୋ ଭୋ କାନ୍ଦିଲେ ଡାକ୍ତର
କ୍ୱିଭ,୨୮ ।୨: ୟୁକ୍ରେନ ଉପରେ ଫେବୃୟାରୀ ୨୪ରୁ ଲାଗାତାର ଭାବେ ରୁଷିଆ ଆକ୍ରମଣ କରି ଚାଲିଛି । ଏଥିରେ ବହୁ ଧନ ଜୀବନ ନଷ୍ଟ ହେବା ସହ ଏପର୍ଯ୍ୟନ୍ତ ୩୫୨ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏମାନଙ୍କ...
ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ…
ଓ୍ବାଶିଂଟନ/ମସ୍କୋ/କ୍ୱିଭ୍, ୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନେଇ ଅନ୍ତର୍ଜାତୀୟସ୍ତରରେ ସଙ୍କଟ ସୃଷ୍ଟି ହୋଇଛି। ଯୁଦ୍ଧରେ ବହୁ କ୍ଷତି ସହିବା ଏବଂ ରୁଷିଆର ରାଷ୍ଟ୍ରପତି ବ୍ଲାଡିିମୀର ପୁଟିନଙ୍କ ପରମାଣୁ ଆକ୍ରମଣର ଧମକ ପରେ ୟୁକ୍ରେନ ଶାନ୍ତି ଆଲୋଚନା...
ରୁଷିଆ ଆକ୍ରମଣରେ ୧୪ ଶିଶୁଙ୍କ ସମେତ ୩୫୨ ୟୁକ୍ରେନ୍ ନାଗରିକ ମୃତ, ୧୦୦୦ରୁ ଅଧିକ ଆହତ
କ୍ୱିଭ,୨୮ ।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଛି । ରୁଷିଆର ମିଶାଇଲ ଆକ୍ରମଣରେ ଥରହର ହୋଇ ଉଠିଛି ୟୁକ୍ରେନ୍ ଭୂମୀ । ଏଥିରେ ଉଭୟ ଧନଜୀବନ କ୍ଷୟକ୍ଷତି ହୋଇ ଚାଲିଛି । ଏଭଳି ପରିସ୍ଥିତିରେ ୟୁକ୍ରେନ ଗୃହ...
୩୫୦୦ ରୁଷିଆ ସୈନ୍ୟଙ୍କ ଜୀବନ ଗଲାଣି…
ମସ୍କୋ/କ୍ୱିଭ୍,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଦାବି କରିଛି ଯେ ଇତିମଧ୍ୟରେ ୩୫୦୦ ରୁଷିଆ ସୈନିକଙ୍କ ଜୀବନ ଗଲାଣି। ଏହା ସହିତ ୨୦୦ ରୁଷୀୟ ସୈନ୍ୟ ଯୁଦ୍ଧବନ୍ଦୀ ହୋଇଛନ୍ତି। ସୈନ୍ୟଙ୍କ ମୃତ୍ୟୁ ଘଟିଥିବା...
Archives


