ଅନ୍ତର୍ଜାତୀୟ

ପାକିସ୍ତାନ ଉପରେ ଆଉ ଏକ ସଙ୍କଟ, ଚାଇନା ମାଗିଲାଣି ୫୫.୬ ମିଲିୟନ ଆମେରିକୀୟ ଡଲାର ବାକି ଋଣ

ଇସଲାମାବାଦ,୨ ।୪: ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ସଙ୍କଟ ଯେମିତି ମାଡି ଆସୁଛି । ଏବେ ‘ଲାହୋର ଅରେଞ୍ଜ ଲାଇନ ପରିଯୋଜନା’ ସମ୍ବନ୍ଧିତ ୫୫.୬ ମିଲିୟନ ଆମେରିକୀୟ ଡଲାର ବକେୟା ଋଣ ଫେରସ୍ତ ମାଗିଲାଣି ଚାଇନା । ପାକିସ୍ତାନ...

ଶ୍ରୀଲଙ୍କାରେ ମହଙ୍ଗା ମାଡ: ପେଟ୍ରୋଲ ପାଇଁ ଲାଇନରେ ଠିଆ ହୋଇ ଲୋକଙ୍କ ମୃତ୍ୟୁ

କଲମ୍ବୋ,୨ ।୪: ବିଦେଶି ମୁଦ୍ରା କମ୍ ଯୋଗୁ ଶ୍ରୀଲଙ୍କାରେ ଖୋଦେଇଥିବା ମହଙ୍ଗା ମାଡ ଏବେ ସାଧାରଣ ଜନଜୀବନ ଉପରେ ଖୁବ୍ ପ୍ରଭାବ ପାକାଉଛି । ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହସ୍ପିଟାଲରେ ଔଷଧ ନାହିଁ...

ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଜାରି

କଲମ୍ବୋ,୨ା୪: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦ୍ୱୀପରାଷ୍ଟ୍ର ଶ୍ରୀଲଙ୍କାରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଥିବାବେଳେ ଶୁକ୍ରବାର ରାଷ୍ଟ୍ରପତି ଗୋଟାବାୟା ରାଜ୍‌ପାକ୍‌ସେ ସେଠାରେ ଜରୁରୀ ପରିସ୍ଥିତି ଜାରି କରିଛନ୍ତି। ଇତି ମଧ୍ୟରେ ଓ୍ବେଷ୍ଟର୍ନ ପ୍ରୋଭିନ୍ସରେ ସାମୟିକଭାବେ କର୍ଫ୍ୟୁ ଜାରି...

ଶ୍ରୀଲଙ୍କାରେ ପେଟ୍ରୋଲଠାରୁ ମହଙ୍ଗା ହେଲା କ୍ଷୀର

କଲମ୍ବୋ,୨ ।୪: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ବେଳକୁ ବେଳ ଖରାପ ହେବାରେ ଲାଗିଛି । ସେଠାରେ ଏବେ ହସ୍ପିଟାଲରେ ଔଷଧ ମିଳୁନାହିଁ । ପେଟ୍ରୋଲ ଡିଜେଲର ସମସ୍ୟା ଦେଖାଦେବା ପରେ ଏବେ ପେଟ୍ରୋଲ ପମ୍ପରେ ସେନା ମୁତୟନ...

ଏନ୍‌ଏଫ୍‌ଟିରେ ଆତ୍ମା ବିକ୍ରି

ନେଦରଲାଣ୍ଡସ୍‌, ୨ା୪: ମିମ୍‌, ଜୋକ୍‌ ଏବଂ ମନୋରଞ୍ଜନ ଭିଡିଓ ଆଦି ନନ୍‌ ଫନ୍‌ଜିବଲ ଟୋକେନ (ଏନ୍‌ଏଫ୍‌ଟି) ଜରିଆରେ ବିକ୍ରି ହେଉଛି। ନେଦରଲାଣ୍ଡସ୍‌ସ୍ଥିତ ହେଗ୍‌ ଆର୍ଟ ଏକାଡେମୀର ୨୧ ବର୍ଷୀୟ ଛାତ୍ର ଷ୍ଟିଜନ ଭାନ୍‌ ଶ୍ଚେକ୍‌ ନିଜ ଆତ୍ମାକୁ ବିକ୍ରି କରିବା...

ସାଟେଲାଇଟ୍‌ ଚିତ୍ରରେ ବିଶାଳକାୟ ସାପର ଭ୍ରମ

ପ୍ୟାରିସ,୨ା୪: ଫ୍ରାନ୍ସର ଲେ ସରପେଣ୍ଟ ଡି’ଓସେନ ଉପକୂଳରେ ଏକ ବିଶାଳକାୟ ସାପର କଙ୍କାଳ ସଦୃଶ ଚିତ୍ର ଗୁଗଲ୍‌ ମ୍ୟାନ୍‌ ସାଟେଲାଇଟ୍‌ରୁ ଦେଖିବାକୁ ମିଳିଛି। ଏହି ଭାଇରାଲ୍‌ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିବାବେଳେ ଅନେକେ ଏହାକୁ ବିଲୁପ୍ତ ଟିଟାନୋବୋଆ...

ଆମେରିକା ପ୍ରତିନିଧି ସଭାରେ ଗଞ୍ଜେଇ ବିଲ୍‌ ଗୃହୀତ

ଓ୍ବାଶିଂଟନ୍‌,୨।୪: ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ ଗଞ୍ଜେଇକୁ ବୈଧ କରିବା ପାଇଁ ଉଦ୍ଦିଷ୍ଟ ଏକ ବିଲ୍‌କୁ ମଞ୍ଜୁରୀ ଦେଇଛି। ମାରିଜୁଆନା ଅପର୍ଚୁନିଟି ରିଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ଏକ୍ସପଙ୍ଗ୍‌ମେଣ୍ଟ (ଏମ୍‌ଓଆର୍‌ଇ) ଆଇନ ବଳରେ ଦେଶରେ ଗଞ୍ଜେଇ ଉପରେ ଜାରି କଟକଣା ହଟିବ। ବିଲ୍‌କୁ...

ଆସନ ବଞ୍ଚାଇବାକୁ ଭାରତଠାରୁ ସାହାଯ୍ୟ ମାଗୁଛନ୍ତି ଇମ୍ରାନ: ବିଲାୱଲ

ଇସଲାମାବାଦ,୨ ।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା ଥମିବାର ନାଁ ନେଉନି । ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବିରୋଧରେ ଦିଆଯାଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ରବିବାର ହେବ । ଏହା ପୂର୍ବରୁ ଗୁରୁବାର ବିଳମ୍ବିତ ରାତ୍ରିରେ ସେ...

ଇମ୍ରାନ୍‌ଙ୍କ ପୂର୍ବରୁ ଭଲ ଥିଲା ପାକ୍‌

ଇସ୍‌ଲାମାବାଦ,୨ା୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଆସନ ଟଳମଳ ସ୍ଥିତିରେ ଥିବାବେଳେ ତାଙ୍କ ପୂର୍ବତନ ସ୍ତ୍ରୀ ରେହମ ଖାନ୍‌ଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଇମ୍ରାନଙ୍କ ଶାସନରେ ଦେଶରେ ଉପୁଜିଥିବା ଜଟିଳ ସ୍ଥିତିକୁ ଦୂର କରିବା...

ପାକ୍‌ ଉପରେ କ୍ଷୁବ୍ଧ ଶକ୍ତିଶାଳୀ ଦେଶ ଭାରତକୁ ସମର୍ଥନ କରୁଛି: ଇମ୍ରାନ୍‌

ଇସ୍‌ଲାମାବାଦ,୨ା୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରବିବାର ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଥିବାବେଳେ ସେଠାର ରାଜନୈତିକ ଅଚଳାବସ୍ଥା ପାଇଁ ସେ ଏକ ଶକ୍ତିଶାଳୀ ଦେଶକୁ ଦାୟୀ କରିଆସୁଛନ୍ତି। ସେ ନିକଟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଭେଟିବାରୁ...

ୟୁକ୍ରେନ୍‌ର ରୁଷିଆ ଆକ୍ରମଣ

କିଭ୍‌/ମସ୍କୋ,୨ା୪: ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଆରମ୍ଭ କରିଥିଲା। ସେବେଠୁ ରାଜଧାନୀ କିଭ୍‌ ସମେତ ଅନେକ ସହରରେ ରୁଷୀୟ ସୈନ୍ୟ ବୋମା, ରକେଟ ଓ କ୍ଷେପଣାସ୍ତ୍ର ମାଡ଼ କରୁଥିବାବେଳେ ୟୁକ୍ରେନୀୟ ସୈନ୍ୟ କେବଳ ଆମତ୍ରକ୍ଷା କରୁଥିଲେ। କିନ୍ତୁ...

ବାୟୁସେନାର ୨ ବିମାନ ଦୁର୍ଘଟଣାଗ୍ରସ୍ତ: ୪ ପାଇଲଟ୍‌ଙ୍କ ମୃତ୍ୟୁ

ସିଓଲ,୧।୪: ଦକ୍ଷିଣ କୋରିଆ ବାୟୁସେନାର ୨ଟି ବିମାନ ଶୁକ୍ରବାର ପରସ୍ପର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ସେନାର ୪ ଜଣ କର୍ମଚାରୀଙ୍କ (ପାଇଲଟ୍‌) ମୃତ୍ୟୁ ଘଟିଛି। କୋରିଆ ବାୟୁସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri