ପ୍ରାର୍ଥନା ବେଳେ ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି
କାବୁଲ,୨୩।୪: ନର୍ଦ୍ଦନ ଆଫଗାନିସ୍ତାନ ଜଣ୍ଡିହୁଲ୍ଲା ମୁଜାହିଦ କୁଣ୍ଡୁଜ ପ୍ରଦେଶର ଇମାମ ସାହେବ ସହରରେ ଥିବା ଏକ ମସଜିଦରେ ଘଟିଥିବା ଭୟଙ୍କର ବୋମା ବିସ୍ଫୋରଣରରେ ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ କିଛି ଶିଶୁ ଏବଂ ଛାତ୍ର ରହିଥିବା...
ଲକଡାଉନ ବିରୋଧରେ ଲୋକଙ୍କ ସ୍ୱର ଦବାଇବାକୁ ନିଜ ରାଷ୍ଟ୍ରୀୟ ସଙ୍ଗିତକୁ ସେନସର କରୁଛି ଚାଇନା
ବେଜିଂ,୨୩ ।୪: ଚାଇନାର ଇଣ୍ଟରନେଟ ସେନସର ଦେଶର ଜାତୀୟ ସଙ୍ଗିତକୁ ନେଇ କଡାକଡି ନିୟମ କରିଛନ୍ତି । ଯାହା ସାଂଘାଇ ଭଳି ସହରରେ କଡା ଲକଡାଉନକୁ ବିରୋଧ କରୁଥିବା ଲୋକମାନଙ୍କ ଦ୍ୱାରା କରାଯାଇଛି । ଚାଇନାର ଲୋକେ ସକରାତ୍ମକ ତଥା...
ମାନିଲା ରୁଷିଆ: ୟୁକ୍ରେନ୍ ମିଶାଇଲ ମାଡରେ ନଷ୍ଟ ହୋଇଛି ବ୍ଲାକ ସି’ରେ ମୁତୟନ ଥିବା ଯୁଦ୍ଧ ଜାହାଜ
କ୍ୱିଭ,୨୩ ।୪: ବ୍ଲାକ ସି’ରେ ପାଖାପାଖି ଏକ ସପ୍ତାହ ପୂର୍ବରୁ ବୁଡି ଯାଇଥିବା ରୁଷିଆ ଯୁଦ୍ଧ ଜାହାଜ ମୋସ୍କୱାକୁ ନେଇ ରୁଷିଆ ଏବେ ସତ ମାନିଛି । ରୁଷିଆ କହିଛି ମୋସ୍କୱା ୟୁକ୍ରେନର ମିଶାଇଲ ମାଡରେ ନଷ୍ଟ ହୋଇଯାଇଛି ।...
ମାରିଆପୋଲରେ ଫସିରହିଛନ୍ତି ୧ଲକ୍ଷରୁ ଊର୍ଦ୍ଧ୍ୱ ଲୋକ
କ୍ୱିଭ୍,୨୨।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୫୮ଦିନରୁ ଅଧିକ ବିତିଲାଣି। ହେଲେ ବି ଯୁଦ୍ଧ ଥମିବାର ନା ନେଉନି। ସମୟକ୍ରମେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ରୁଷିଆ ନିଜ କବ୍ଜାକୁ ନେଉଛି। ଇତିମଧ୍ୟରେ ଗୁରୁବାର...
ଝିଅକୁ ବାହାରକୁ ଛାଡ଼ିବା ପାଇଁ ଡରୁଛନ୍ତି ପୁଟିନ୍
କ୍ୱିଭ୍,୨୨ା୪: ରୁଷିଆ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରାୟ ଦୁଇ ମାସ ଧରି ଚାଲିଛି। ଇତିମଧ୍ୟରେ ୟୁକ୍ରେନ ଧ୍ୱଂସାଭିମୁଖୀ। ରୁଷିଆ ଆକ୍ରମଣ କରି ମଧ୍ୟ ଏହାର ଫଳ ଭୋଗୁଛି। ଏହି ଯୁଦ୍ଧ ଘୋଷଣା ହେବା ପରଠାରୁ ରୁଷିଆକୁ ଅଧିକାଂଶ ଦେଶ ପକ୍ଷରୁ...
ରାଗିଗଲେ ପ୍ରସିଦ୍ଧ ବକ୍ସର ମାଇକ ଟାଇସନ, ପ୍ରଶଂସକ ହେଲେ ରକ୍ତମୁଖା
ଫ୍ଲୋରିଡା,୨୨।୪:ବକ୍ସିଂ ଦୁନିଆରେ ମାଇକ ଟାଇସନ ଏକ ବଡ ନାମ। ତାଙ୍କ କ୍ୟାରିୟରରେ ଏହି ସେ ବଡ଼ ବଡ଼ ବକ୍ସରଙ୍କୁ ପାଣି ପିଆଇ ଦେଇଛନ୍ତି। କିନ୍ତୁ ବକ୍ସିଂ ରିଙ୍ଗ ବାହାରେ ମାଇକ ବେଶ୍ ସାଧାରଣ ଜଣାପଡନ୍ତି। କିନ୍ତୁ ନିକଟରେ ମାଇକ ଟାଇସନଙ୍କ...
ପୁଣି ଭାରତକୁ ପ୍ରଶଂସା କଲେ ଇମ୍ରାନ
ଇସଲାମାବାଦ,୨୨ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତକୁ ପ୍ରଶଂସା କରିଛନ୍ତି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ପାଶ୍ଚାତ୍ୟ ଦେଶଗୁଡିକ ରୁଷିଆ ଉପରେ ଅନେକ କଟକଣା ଲଗାଇଛନ୍ତି। କିନ୍ତୁ ଭାରତ ରୁଷିଆରୁ ତେଲ ଆମଦାନୀ...
ମେ’ ୯ରେ ଶେଷ ହୋଇପାରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ, ଭିକ୍ଟ୍ରି ଡେ’ରେ ପୁଟିନ କରିପାରନ୍ତି ଘୋଷଣା
ମସ୍କୋ,୨୨ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୮ ଦିନ ହେଲାଣି । ହେଲେ ଉଭୟ ପଟରୁ ଆକ୍ରମଣ ଏବେବି ଜାରି ରହିଛି । ତେବେ ରୁଷିଆ ମେ’ ୯ରେ ଯୁଦ୍ଧ ଶେଷ କରି ନିର୍ଣ୍ଣାୟକ ବିଜୟ ଘୋଷଣା କରିପାରେ ବୋଲି କୁହାଯାଉଛି...
ଟ୍ରମ୍ପ୍ଙ୍କୁ ବୋକା କହିଲେ ମୋରଗାନ
ଓ୍ବାଶିଂଟନ,୨୧।୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ନିକଟରେ ବ୍ରିଟିଶ ଟେଲିଭିଜନ ପକ୍ଷରୁ ଆୟୋଜିତ ଏକ ସାକ୍ଷାତ୍କାରରେ ଯୋଗଦେବା ଅବସରରେ ଉପସ୍ଥାପକ ମୋରଗାନଙ୍କ ପ୍ରଶ୍ନରେ ରାଗି ଯାଇ ଟ୍ରମ୍ପ୍ ଅଧାରୁ ଉଠିଆସିଥିବା...
ୟୁକ୍ରେନକୁ ୮୦ କୋଟି ଡଲାର ସେନା ସହାୟତା ଯୋଗଇଦେବ ଆମେରିକା
ୱାଶିଂଟନ,୨୨ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ଆମେରିକା ଓ ଅନ୍ୟ ପାଶ୍ଚ୍ୟାତ ଦେଶର ସମର୍ଥନ ଲଗାତାର ମିଳି ଚାଲିଛି । ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନକୁ ୮୦ କୋଟି ଡଲାରର ନୂଆ ସେନା ସହୟତା ଯୋଗଇ...
ବିଶାଳକାୟ ହାତୀକୁ ମାରି ସେଲ୍ଫି ନେଲେ
ଗାବୋରନ୍, ୨୨ା୪: ବିଶ୍ୱର ଅନ୍ୟତମ ବିଶାଳକାୟ ତଥା ବୋଟ୍ସଓ୍ବାନାର ବୃହତ୍ତମ ହାତୀକୁ ଗୁଳି କରି ଏହାର ମୃତଦେହ ନିକଟରେ ଦୁଇ ଅଭିଯୁକ୍ତ ସେଲ୍ଫି ନେଇଛନ୍ତି। ହାତୀର ୮ ଫୁଟ୍ ଲମ୍ବ ଦାନ୍ତ ନିକଟରେ ସେମାନେ ବସିଥିବାର ଏକ ଫଟୋ ସୋସିଆଲ...
ରିବନ ନ ପିନ୍ଧିଲେ ହତ୍ୟା
କିଭ୍,୨୧।୪: ରୁଷିଆ ପୂର୍ବ ୟୁକ୍ରେନ୍ର ପ୍ରମୁଖ ବନ୍ଦର ସହର ମାରିଉପୋଲକୁ କବ୍ଜା କରିଥିବା ଘୋଷଣା ବେଳେ ସେଠାକାର ନାଗରିକ ଓ କିଭ୍ ସୁରକ୍ଷାକର୍ମୀଙ୍କୁ ଧଳା ରିବନ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ନ ମାନିଲେ ରୁଷୀୟ ସୈନ୍ୟ ସେମାନଙ୍କୁ ହତ୍ୟା...
Archives


