ଅନ୍ତର୍ଜାତୀୟ

ଯିଶୁ କହିଥିଲେ ଉଡ଼ନ୍ତା ବିମାନର ଡୋର୍‌ ଖୋଲିବାକୁ

ଓ୍ବାଶିଂଟନ: ୩୭,୦୦୦ ଫୁଟ୍‌ ଉଚ୍ଚରେ ଉଡ଼ାଣ କରୁଥିବା ଏକ ବିମାନର ଜଣେ ମହିଳା ଯାତ୍ରୀଙ୍କ କାରନାମା ଏବେ ଚର୍ଚ୍ଚାରେ। ଶନିବାର ଆମେରିକାର ହ୍ୟୁଷ୍ଟନରୁ କଲମ୍ବସ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନର ସାଇଡ୍‌ ଡୋର୍‌କୁ ୩୪ ବର୍ଷୀୟା ଏଲୋମ୍‌ ଅଗବେଗନିନୋଉ ଖୋଲୁଥିଲେ।…

ବ୍ରେନରେ ଚିପ ଲଗାଇ ବୁଲିବେ ମନୁଷ୍ୟ, ଦୃଷ୍ଟିବାଧିତଙ୍କୁ ବି ମିଳିବ ଆଲୋକ, ହେବ ନ୍ୟୁରାଲିଂକ ଟେକନିକ: ମସ୍କ

ୱାଶିଂଟନ,୨ ।୧୨: ଖୁବଶୀଘ୍ର ମନୁଷ୍ୟ ବ୍ରେନ୍ ଚିପ ଲଗାଇ ବୁଲିବାକୁ ବାହାରିବ । ଏହାସହ ଏହି ଚିପ ଦ୍ୱାରା ଦୃଷ୍ଟିବାଧିତଙ୍କୁ ଆଲୋକ ମିଳିବ । ଟେଲସା ସିଇଓ ଏଲନ ମସ୍କ ଦାବି କରିଛିନ୍ତି କି ତାଙ୍କ କମ୍ପାନୀ ନ୍ୟୁରାଲିଂକ ଆସନ୍ତା ୬…

ବିରୋଧ ପରେ ଚାଇନାରେ କରୋନା ପ୍ରତିବନ୍ଧକ ଉପରେ ସାମାନ୍ୟ କୋହଳ, ପୂର୍ବତନ ରାଷ୍ଟ୍ରପତିଙ୍କ ଅନ୍ତିମ ସଂସ୍କାର ପାଇଁ କଡା ସୁରକ୍ଷା

ବେଜିଂ,୨ ।୧୨: ଚାଇନାର ପୂର୍ବତନ ରାଷ୍ଟ୍ରପତି ଜିୟାଂଗ ଜେମିନଙ୍କର ବୁଧବାର ପରଲୋକ ହୋଇଛି । ୯୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ଆସନ୍ତା ସପ୍ତାହରେ କରାଯିବ । ଏପଟେ କରୋନା ମହାମାରୀକୁ…

‘ପ୍ରାଇସ୍‌ କ୍ୟାପ’କୁ ନେଇ ପୁଟିନ୍‌ ସରକାରଙ୍କ ବଡ଼ ବୟାନ: ଏହି ଦେଶକୁ ବିକ୍ରି କରିବ ନାହିଁ ତେଲ

ମସ୍କୋ,୧।୧୨: ୟୁକ୍ରେନ ସହିତ ଯୁଦ୍ଧ ଲଢ଼ୁଥିବା ରୁଷିଆର ତୈଳ ଉପରେ ‘ପ୍ରାଇସ୍‌ କ୍ୟାପ’ ଲାଗୁ କରିବା ମାମଲାରେ ମସ୍କୋ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ‘ପ୍ରାଇସ୍‌ କ୍ୟାପ’…

ଆଫଗାନିସ୍ତାନ ଲୋକଙ୍କୁ ରୋଜଗାର ଯୋଗାଇବ ଭାରତ

କାବୁଲ,୧ା୧୨: ଆଫଗାନିସ୍ତାନର ଲୋକଙ୍କୁ ସାହାଯ୍ୟ କରିବାକୁ ଭାରତ ପୁଣି ଥରେ ଆଗଭର ହୋଇଛି। ତାଲିବାନ ସରକାର କହିଛନ୍ତି, ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶର ଅନେକ ପ୍ରଦେଶରେ ଅତି କମ୍‌ରେ ୨୦ଟି ଅଟକି ରହିଥିବା ପ୍ରକଳ୍ପ ଉପରେ ଭାରତ କାର୍ଯ୍ୟ ଆରମ୍ଭ କରିବ।…

ଚାଇନା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ କଲା ଆମେରିକା…

ଓ୍ବାଶିଂଟନ,୧।୧୨ : ଆମେରିକାର ସାଂସଦ ରାଜା କୃଷ୍ଣମୂର୍ତ୍ତି ଚାଇନାର ଭାରତ ବିରୋଧୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ବିଶ୍ୱ ସମ୍ମୁଖରେ କରିଛି। କୃଷ୍ଣମୂର୍ତ୍ତି କହିଛନ୍ତି ଯେ ଭାରତ ଏବଂ ଚାଇନା ମଧ୍ୟରେ ଲାଇନ ଅଫ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲଏସି) ନିକଟରେ ଏକ ନୂତନ ପିପୁଲ୍ସ ଲିବରେଶନ…

ଷ୍ଟେମ୍‌ ସୁପରଷ୍ଟାର ହେଲେ ୩ ମୂଳ ଭାରତୀୟ…

ମେଲବୋର୍ନ,୧।୧୨ : ତିନି ଜଣ ମୂଳ ଭାରତୀୟ ମୂଳ ଅଷ୍ଟ୍ରେଲିଆର ଷ୍ଟେମ୍‌ ସୁପରଷ୍ଟାର ଭାବରେ ମନୋନୀତ ହୋଇଛନ୍ତି। ସେମାନେ ୬୦ ବୈଜ୍ଞାନିକ, ଟେକ୍ନୋଲୋଜିଷ୍ଟ, ଇଞ୍ଜିନିୟର ଏବଂ ଗଣିତଜ୍ଞଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ୍‌) ର…

ରୁଷିଆ ଯୁଦ୍ଧ ଅପରାଧର ଯାଞ୍ଚ କରୁ ସ୍ବତନ୍ତ୍ର କୋର୍ଟ : ଇୟୁ…

ବର୍ଲିନ,୧।୧୨ : ୟୁରୋପୀୟ ୟୁନିଅନ (ଇୟୁ) ୟୁକ୍ରେନରେ ଜାତିସଂଘ ସମର୍ଥିତ ଏକ ସ୍ବତନ୍ତ୍ର ଅଦାଲତ ଗଠନ କରିବାକୁ ପ୍ରସ୍ତାବ ଦେଇଛି। ରୁଷିଆ ଦ୍ୱାରା ହୋଇଥିବା ଯୁଦ୍ଧ ଅପରାଧର ଯାଞ୍ଚ ପାଇଁ ଏହା କାମ କରିବ। ରୁଷିଆର ଫ୍ରିଜ ସମ୍ପତ୍ତି ବ୍ୟବହାର କରି…

ମୃତ୍ୟୁ ପରେ ଜୀବନର ଆଶା : ୬୦୦ ଲୋକଙ୍କ ମୃତଦେହ କରାଗଲାଣି ଫ୍ରିଜ…

ଓ୍ବାଶିଂଟନ,୧।୧୨ : ଶରୀରକୁ ପୁନର୍ବାର ଜୀବନ୍ତ ରଖିବା ଆଶାରେ ଫ୍ରିଜ କରିବାର ଅଭ୍ୟାସ ସାରା ବିଶ୍ୱରେ ବୃଦ୍ଧି ପାଉଛି। ବର୍ତ୍ତମାନ ସାରା ବିଶ୍ୱରେ ପ୍ରାୟ ୬୦୦ ଲୋକଙ୍କ ମୃତଦେହକୁ ଫ୍ରିଜ ରଖାଯାଇଛି। ଏଥିମଧ୍ୟରୁ ୩୦୦ ରୁ ଅଧିକ ମୃତଦେହ କେବଳ ଆମେରିକା…

ୟୁକ୍ରେନୀୟ ମହିଳାମାନଙ୍କୁ ବଳାତ୍କାର କର

କିଭ୍‌,୧ା୧୨: ରୁଷୀୟ ସୈନ୍ୟମାନେ ୟୁକ୍ରେନୀୟ ମହିଳାମାନଙ୍କୁ ବଳାତ୍କାର କରୁଛନ୍ତି। ଯୌନ ହିଂସାକୁ ସେମାନେ ଆକ୍ରମଣର ଏକ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି। ସେହି ସୈନ୍ୟମାନଙ୍କୁ ସେମାନଙ୍କ ସ୍ତ୍ରୀମାନେ ଏପରି ହୀନ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ୟୁକ୍ରେନ୍‌ର ଫାଷ୍ଟ…

ଦୁର୍ବଳ ହୋଇଛି ଅଧା ଗଣତନ୍ତ୍ର

ଷ୍ଟକ୍‌ହୋମ୍‌,୧ା୧୨: ଥିଙ୍କଟ୍ୟାଙ୍କ ଇଣ୍ଟରନ୍ୟାଶନାଲ ଆଇଡିଆ ପକ୍ଷରୁ ମୋଟ ୧୭୩ଟି ଦେଶକୁ ନେଇ ସମୀକ୍ଷା କରାଯାଇଥିଲା। ୧୦୪ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରୁ ୫୨ ଦେଶ ଗଣତାନ୍ତ୍ରିକ ମୂଲ୍ୟବୋଧ ହରାଇ ବସିଛନ୍ତି। କେବଳ ଏସିଆରେ ୫୪% ଲୋକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବସବାସ କରୁଛନ୍ତି। ଉକ୍ତ…

ବିଦ୍ୟାଳୟରେ ବିସ୍ଫୋରଣ: ୧୬ ମୃତ, ୨୪ ଆହତ

କାବୁଲ,୩୦ା୧୧: ପୁଣି ଥରେ ଆଫଗାନିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଆଇବାକ୍‌ ସହରର ଏକ ବିଦ୍ୟାଳୟରେ ଘଟିଛି। ଏହି ବିସ୍ଫୋରଣରେ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମ୍‌ରେ ୨୪ ଜଣ ଆହତ ହୋଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri