ଅନ୍ତର୍ଜାତୀୟ

ଏଲନ ମସ୍କ କହିଲେ ପ୍ରଥମେ ନିଜ ମୁଣ୍ଡରେ ଲଗାଇବେ ନ୍ୟୁରାଲିଙ୍କ ଇନପ୍ଲାଣ୍ଟ, ମେଣ୍ଢା, ଘୁଷୁରୀ, ମାଙ୍କଡ଼ଙ୍କ ଉପରେ ହୋଇଛି ପ୍ରୟୋଗ

ୱାଶିଂଟନ,୩ ।୧୨: ଅରବ ପତି ବ୍ୟବସାୟୀ ଏଲନ ମସ୍କ ଦାବି କରିଛନ୍ତି, ସେ ନିଜେ ସାରା ବିଶ୍ୱକୁ ନ୍ୟୁରାଲିଙ୍କ ଇନପ୍ଲାଣ୍ଟ ଲଗାଇ ଦେଖାଇବେ । ସେ କହିଛନ୍ତି କଏନ ଭଳି ଏହି ଡିଭାଇସ ଖୁବ୍ କମ ସମୟ ମଧ୍ୟରେ ମସ୍ତିଷ୍କର ଏକ…

ହିଂସା ଆଶଙ୍କା ରାଷ୍ଟ୍ର ମଧ୍ୟରେ ପାକିସ୍ତାନ ସବୁଠୁ ଆଗରେ

ଓ୍ବାଶିଂଟନ,୨ା୧୨: ସବୁଠୁ ଅଧିକ ହିଂସା ଆଶଙ୍କା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପାକିସ୍ତାନ ଆଗରେ ରହିଛି। ପାକିସ୍ତାନରେ ତାଲିବାନୀଙ୍କ ଗଣହତ୍ୟା ବଢ଼ିବାରେ ଲାଗିଛି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। ଏପରିକି ବଢ଼ୁଥିବା ମାନବାଧିକାର ଚ୍ୟାଲେଞ୍ଜ ଦେଶରେ ଅସୁରକ୍ଷା ସୃଷ୍ଟି କରିଛି। ଆର୍ଲି ଓ୍ବାର୍ନିଂ ପ୍ରୋଜେକ୍ଟ…

ଦୁନିଆର ସବୁଠୁ ଏକ୍ସପେନସିଭ୍‌ ସହର ମଧ୍ୟରୁ ଆଗରେ ନ୍ୟୁୟର୍କ, ସିଙ୍ଗାପୁର

ନ୍ୟୁୟର୍କ,୨।୧୨: ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ନ୍ୟୁୟର୍କ ଏବଂ ସିଙ୍ଗାପୁର ପରି ସହରଗୁଡିକୁ ଦେଖିବାକୁ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ। ୱାଲର୍‌ଡ ଓ୍ବାଇଡ କଷ୍ଟ୍‌ ଅଫ ଲିଭିଙ୍ଗ୍‌ ସର୍ଭେ ରିପୋର୍ଟ ଅନୁଯାୟୀ, ସିଙ୍ଗାପୁର ଏବଂ ନ୍ୟୁୟର୍କ ମିଳିତ ଭାବେ ଦାମୀ ସହରଗୁଡିକ ମଧ୍ୟରେ…

କାଲିଫର୍ନିଆରୁ ଧରାପଡ଼ିଲେ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାର: ମୁସେଓ୍ବାଲାଙ୍କୁ ହତ୍ୟା ପରେ ହୋଇଥିଲେ ଫେରାର

କାଲିଫର୍ନିଆ/ଚଣ୍ଡିଗଡ଼,୨।୧୨: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ଗୋଲ୍ଡି ବ୍ରାରଙ୍କୁ ଆମେରିକାର କାଲିଫର୍ନିଆରୁ ହେପାଜତକୁ ନିଆଯାଇଛି। କିଛି ସମୟ ପୂର୍ବରୁ ତାଙ୍କ ବିରୋଧରେ ଇଣ୍ଟରପୋଲ ପକ୍ଷରୁ ଏକ ରେଡ୍‌ କର୍ନର ନୋଟିସ୍‌ ଜାରି କରାଯାଇଥିଲା। ଗୋଲ୍ଡି ବ୍ରାରଙ୍କ ବିରୋଧରେ ଭାରତରେ…

ୟୁଏନ୍‌ରେ ସ୍ଥାପନ ହେବ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ଓ୍ବାଶିଂଟନ,୨ା୧୨: ଡିସେମ୍ବର ୧୪ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍‌ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିର ଉଦ୍‌ଘାଟନ କରିବେ। ଭାରତର ଶକ୍ତିଶାଳୀ ୧୫ ରାଷ୍ଟ୍ର ସୁରକ୍ଷା ପରିଷଦର ଅଧ୍ୟକ୍ଷତାରେ ଏହା ମହାତ୍ମାଙ୍କ ମିଳିତ…

ଆମେରିକାର ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ୩୩ ମାସ ଜେଲ୍‌, ୭,୫୦୦ ଡଲାର ଜୋରିମନା

ଓ୍ବାଶିଂଟନ,୨।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା ଧମକ ଏବଂ ରାଷ୍ଟ୍ରପତି ବାସଭବନ ହ୍ବାଇଟହାଉସକୁ ଉଡାଇ ଦେବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ କୋର୍ଟ କଠୋର ଦଣ୍ଡ ଦେଇଛନ୍ତି। ତାଙ୍କୁ ୩୩ ମାସ ଜେଲ ଦଣ୍ଡାଦେଶ ହୋଇଛି ଏବଂ ୭,୫୦୦ ଡଲାର ଜୋରିମନା…

‘ଗଣତନ୍ତ୍ରକୁ ନେଇ ଆମକୁ କାହାଠାରୁ ଶିଖିବାର ଆବଶ୍ୟକତା ନାହିଁ’

ନ୍ୟୁୟର୍କ,୨।୧୨: ଭାରତ ଆସନ୍ତା ଏକ ମାସ ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ଅଧ୍ୟକ୍ଷତା ଦାୟିତ୍ୱ ସମ୍ଭାଳିବ। ଏହି ସମୟରେ ଆତଙ୍କବାଦ ମୁକାବିଲା ଏବଂ ବହୁପକ୍ଷବାଦକୁ ପ୍ରୋତ୍ସାହିତ କରିବାକୁ ଭାରତ ପ୍ରଥମ ପ୍ରାଥମିକତା ଦେବ ବୋଲି ଜଣାପଡିଛି। ଡିସେମ୍ବର ମାସ…

ଓସାମା ବିନ ଲାଦେନଙ୍କ ପୁଅ କହିଲେ, ମୋ ପିତା କୁକୁର ଉପରେ ରାସାୟନିକ ଅସ୍ତ୍ରର ପରୀକ୍ଷା କରିଥିଲେ

ରିୟାଦ,୨ ।୧୨: ଅଲକାଏଦାର ମୁଖ୍ୟଥିବା ଓସାମା ବିନ ଲାଦେନଙ୍କୁ ନେଇ ଏବେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ମୃତ୍ୟୁ ପରେ ବି ଲାଦେନଙ୍କୁ ନେଇ ଆଲୋଚନା ଥମୁନାହିଁ । ଏଥର ଯେଉଁ ତଥ୍ୟ ଆସିଛି ଏହା କୌଣସି ବାହାର…

କ୍ଷମା ମାଗିଲେ ମଡେଲ

ଓ୍ବାଶିଂଟନ୍‌,୨।୧୨: ଭାରତୀୟ-ଆମେରିକୀୟ ମଡେଲ ତଥା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଅପର୍ଣ୍ଣା ସିଂ ବାରାଣସୀକୁ ସବୁଠାରୁ ଭୟଙ୍କର ସହର କହି ବିବାଦୀୟ ମନ୍ତବ୍ୟ ଦେବା ପରେ ଏବେ କ୍ଷମା ମାଗିଛନ୍ତି। ଅପର୍ଣ୍ଣା ଟିକ୍‌ଟକ୍‌ରେ ବାରଣସୀର ଏକ ଭିଡିଓ ଶେୟାର କରିବା ସହ କ୍ୟାପ୍‌ସନ୍‌ରେ…

ନ୍ୟୁଜିଲାଣ୍ଡ ୨ପ୍ରଧାନମନ୍ତ୍ରୀଙ୍କୁ ଖବରଦାତାଙ୍କ ଅଜବ ପ୍ରଶ୍ନ

ଓ୍ବେଲିଂଟନ୍‌: ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମାରିନ (୩୭) ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରି ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ (୪୨)ଙ୍କୁ ଭେଟିଛନ୍ତି। ଏ ନେଇ ନ୍ୟୁଜିଲାଣ୍ଡରେ ଜେସିଣ୍ଡା ଏକ ମିଳିତ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ଜଣେ ଖବରଦାତାଙ୍କ ପ୍ରଶ୍ନକୁ…

ଯିଶୁ କହିଥିଲେ ଉଡ଼ନ୍ତା ବିମାନର ଡୋର୍‌ ଖୋଲିବାକୁ

ଓ୍ବାଶିଂଟନ: ୩୭,୦୦୦ ଫୁଟ୍‌ ଉଚ୍ଚରେ ଉଡ଼ାଣ କରୁଥିବା ଏକ ବିମାନର ଜଣେ ମହିଳା ଯାତ୍ରୀଙ୍କ କାରନାମା ଏବେ ଚର୍ଚ୍ଚାରେ। ଶନିବାର ଆମେରିକାର ହ୍ୟୁଷ୍ଟନରୁ କଲମ୍ବସ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନର ସାଇଡ୍‌ ଡୋର୍‌କୁ ୩୪ ବର୍ଷୀୟା ଏଲୋମ୍‌ ଅଗବେଗନିନୋଉ ଖୋଲୁଥିଲେ।…

ବ୍ରେନରେ ଚିପ ଲଗାଇ ବୁଲିବେ ମନୁଷ୍ୟ, ଦୃଷ୍ଟିବାଧିତଙ୍କୁ ବି ମିଳିବ ଆଲୋକ, ହେବ ନ୍ୟୁରାଲିଂକ ଟେକନିକ: ମସ୍କ

ୱାଶିଂଟନ,୨ ।୧୨: ଖୁବଶୀଘ୍ର ମନୁଷ୍ୟ ବ୍ରେନ୍ ଚିପ ଲଗାଇ ବୁଲିବାକୁ ବାହାରିବ । ଏହାସହ ଏହି ଚିପ ଦ୍ୱାରା ଦୃଷ୍ଟିବାଧିତଙ୍କୁ ଆଲୋକ ମିଳିବ । ଟେଲସା ସିଇଓ ଏଲନ ମସ୍କ ଦାବି କରିଛିନ୍ତି କି ତାଙ୍କ କମ୍ପାନୀ ନ୍ୟୁରାଲିଂକ ଆସନ୍ତା ୬…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri