ଅନ୍ତର୍ଜାତୀୟ

ସାମୁଦ୍ରିକ ଜୀବଙ୍କୁ ମଣିଷ ବିପଦ

ମଣ୍ଟ୍ରିଲ, ୧୧।୧୨: ସମୁଦ୍ରରେ ରହୁଥିବା ଜୀବଙ୍କ ପାଇଁ ଏବେ ଘାତକ ସାଜିଛି ମଣିଷ। ମନୁଷ୍ୟକୃତ ଅନେକ କାରଣ ସାମୁଦ୍ରିକ ପ୍ରାଣୀଙ୍କ ଜୀବନକୁ ପ୍ରଭାବିତ କରିଛି। ବେଆଇନ ମାଛଧରିବା, ଜାହାଜ ଚଳାଚଳ, ପ୍ରଦୂଷଣ, ଅଜଣା ରୋଗ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ରରେ…

ପୁଣିଥରେ ଗଣମାଧ୍ୟମକୁ ମାର୍ଜିତ କରିଛି ତାଲିବାନ, ନିଷେଧାଦେଶ ଜାରି

କାବୁଲ, ୧୧ ।୧୨: ଆଫଗାନିସ୍ତାନ ମିଡିଆ କର୍ମଚାରୀଙ୍କ ସପକ୍ଷରେ ରଣନୀତି ବାଣ୍ଟିବା ପରିବର୍ତ୍ତେ ଦେଶର ଗଣତନ୍ତ୍ରକୁ ପୁଣିଥରେ ଏଥିରୁ ବଞ୍ଚିତ କରିଛି । ଖାମା ପ୍ରେସ ତାଲିବାନ ସୂତ୍ରରୁ ମିଳିଥିବା ସୂଚନାକୁ ଉଲ୍ଲେଖ କରି କହିଛନ୍ତି, ଅଧିକାରୀମାନେ ଗଣମାଧ୍ୟମ ପାଇଁ ଏକ…

ମହାକାଶରେ ବ୍ଲାକ ହୋଲ ସହ ପିଟି ହେଲେ ଅନେକ ତାରା, ଖୁବ ଜୋର୍ ବିସ୍ଫୋରଣ

ୱାଶିଂଟନ,୧୧ ।୧୨: ମହାକାଶରେ ବହୁ ସଂଖ୍ୟାରେ ତାରା ବ୍ଲାକ ହୋଲ ସହ ପିଟି ହେବାରୁ ଏକ ବଡ ବିସ୍ଫୋରଣ ହୋଇଛି । ଗାମା ରଶ୍ମୀର ଏହି ବିସ୍ଫୋରଣକୁ ସ୍ପେସ ଟେଲିସ୍କୋପ ଏବଂ ନାସାର ଅବଜରଭେଟୋରୀ ଦେଖିଛି । ୟୁନିଭର୍ସିଟି ଅଫ ଲିସେଷ୍ଟରର…

୨୫ ଭାରତୀୟ ଶିକ୍ଷାର୍ଥୀଙ୍କୁ କ୍ୱାଡ ଫେଲୋଶିପ…

ଓ୍ବାଶିଂଟନ,୧୦।୧୨ : ଆମେରିକା ପକ୍ଷରୁ କ୍ୱାଡ ଫେଲୋଶିପ୍‌ ଘୋଷଣା କରାଯାଇଛି। ୨୫ ଜଣ ଭାରତୀୟ ଶିକ୍ଷାର୍ଥୀଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକାର ୨୫ ଜଣ ଲେଖାଏଁ ଶିକ୍ଷାର୍ଥୀଙ୍କୁ ଏନେଇ ଚୟନ କରାଯାଇଛି। ମୋଟ ୧୦୦ଜଣ ଶିକ୍ଷାର୍ଥୀଙ୍କୁ…

ଇମ୍ରାନଙ୍କ ଆବେଦନ ଖାରଜ

ଇସଲାମାବାଦ,୧୦ା୧୨: ପାନାମା ପେପର ସହ ଜଡ଼ିତ ୬ ବର୍ଷ ପୁରୁଣା ଅବମାନନା ମାମଲାରେ ପାକିସ୍ତାନର ଲାହୋର ହାଇକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଚ୍ୟାଲେଞ୍ଜ ଆବେଦନକୁ ଖାରଜ କରିଦେଇଛନ୍ତି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଇମ୍ରାନଙ୍କ ବିରୋଧରେ ୬୧ ମିଲିୟନ ଡଲାର…

ଚାଇନାର ମୁକାବିଲା କରିବାକୁ ଆମେରିକାର ପ୍ରସ୍ତୁତି…

ଓ୍ବାଶିଂଟନ,୧୦।୧୨ : ପ୍ରଶାନ୍ତ ମହାସାଗରରେ ଏକ କ୍ଷେପଣାସ୍ତ୍ର ପ୍ରାଚୀର ନିର୍ମାଣ ଦିଗରେ ଆମେରିକା ଏକ ପ୍ରମୁଖ ପଦକ୍ଷେପ ନେଇଛି। ଏହି ପଦକ୍ଷେପ ମାଧ୍ୟମରେ ଚାଇନାର କୌଣସି ସମ୍ଭାବ୍ୟ ଆକ୍ରମଣକୁ ରୋକିବା ଲକ୍ଷ୍ୟ ରହିଛି। ଆମେରିକାର ସେନା ସ୍ଥଳଭାଗ କ୍ଷେପଣାସ୍ତ୍ର ଲଞ୍ଚର ଟାଇଫୁନକୁ…

ଶିଖ୍‌ ମହିଳାଙ୍କୁ ହତ୍ୟା ଘଟଣାରେ ଗିରଫ ହେଲେ ସ୍ବାମୀ

ଟରେଣ୍ଟୋ,୧୦ା୧୨: କାନାଡାର ସରେ ପ୍ରାନ୍ତରେ ନିଜ ଘରେ ୪୦ ବର୍ଷୀୟା ଶିଖ୍‌ ମହିଳାଙ୍କୁ ହତ୍ୟା କରାଯାଇଥିଲା। ତେବେ ଏହି ମାମଲାରେ ସ୍ବାମୀଙ୍କୁ ଗିରଫ କରାଯାଇଥିବା କାନାଡା ପୋଲିସ ସୂଚନା ଦେଇଛି। ସ୍ଥାନୀୟ ରିପୋର୍ଟରୁ ପ୍ରକାଶ ଯେ, ବୁଧବାର ବ୍ରିଟିଶ କଲମ୍ବିଆର ସରେ…

ପାର୍ଲାମେଣ୍ଟରେ ସମଲିଙ୍ଗୀ ବିବାହ ବିଲ୍‌କୁ ମଞ୍ଜୁରୀ

ଓ୍ବାଶିଂଟନ,୧୦।୧୨: ଆମେରିକାରେ ସମଲିଙ୍ଗୀ ବିବାହକୁ ସୁରକ୍ଷା ଦେବା ଲାଗି ଅଣାଯାଇଥିବା ବିଲ୍‌କୁ ପାର୍ଲାମେଣ୍ଟ ମଞ୍ଜୁରୀ ପ୍ରଦାନ କରିଛି। ସମଲିଙ୍ଗୀ ବିବାହକୁ ଦେଶବ୍ୟାପୀ ସ୍ବୀକୃତି ଦେବା ନେଇ ଆନ୍ଦୋଳନ ଚାଲିଥିବାବେଳେ ଏହା ଏକ ଐତିହାସିକ ପଦକ୍ଷେପ ଏବଂ ସମାଜର ରକ୍ଷଣଶୀଳ ମନୋଭାବରେ ପରିବର୍ତ୍ତନର…

ଶ୍ରୀଲଙ୍କାରେ ଆହୁରି ବିଗିଡିଲା ଆର୍ଥିକ ସଙ୍କଟ, ଭୋକରେ ମରୁଛନ୍ତି ପୋଲିସ ଘୋଡ଼ା

କଲମ୍ବୋ,୧୦ ।୧୨: ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ଶ୍ରୀଲଙ୍କାର ଆର୍ଥିକ ସଙ୍କଟ । ମନୁଷ୍ୟ ସହ ଏହାର ପ୍ରଭାବ ପ୍ରାଣୀମାନଙ୍କ ଉପରେ ବି ପଡୁଛି । ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଲଙ୍କା ପୋଲିସର ୬ଟି ଘୋଡ଼ାଙ୍କର ଖାଦ୍ୟ ଅଭାବରୁ ମୃତ୍ୟୁ…

ଘରୋଇ ବିମାନ ବ୍ୟବହାର ଉପରେ କଟକଣା

ପ୍ୟାରିସ୍‌,୧୦ା୧୨: ସ୍ବଳ୍ପ ଦୂର ଯାତ୍ରା କରୁଥିବା ଘରୋଇ ବିମାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଫ୍ରାନ୍ସ ଅନୁମତି ପାଇଛି। ୟୁରୋପୀୟ କମିଶନ ଏକ ପଦକ୍ଷେପକୁ ଅନୁମୋଦନ କରିଛନ୍ତି। ଯାହାକି ୨.୫ ଘଣ୍ଟାରୁ କମ୍‌ ଟ୍ରେନ୍‌ ଯାତ୍ରା ଦ୍ୱାରା ସଂଯୁକ୍ତ ସହର ମଧ୍ୟରେ ବିମାନ…

ଇମ୍ରାନ୍‌ଙ୍କୁ ଝଟ୍‌କା: ୬ ବର୍ଷ ପୁରୁଣା ମାନହାନି ମାମଲାର ଆବେଦନ ଖାରଜ …

ଇସଲାମାବାଦ,୧୦।୧୨ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଝଟ୍‌କା ଲାଗିଛି। ୬ ବର୍ଷ ତଳର ମାନହାନି ମାମଲାରେ ଲାହୋର ହାଇକୋର୍ଟ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ରାଷ୍ଟ୍ରପତି ଖାନଙ୍କ ଆବେଦନକୁ ଖାରଜ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଇମ୍ରାନ…

ବାଂଲାଦେଶରେ ବିଦ୍ରୋହ: ଶେଖ ହସିନାଙ୍କ ଇସ୍ତଫା ଦାବି କଲେ ଲୋକେ…

ଢାକା,୧୦।୧୨ : ଶନିବାର ସକାଳେ ବାଂଲାଦେଶରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଛି। ବିରୋଧୀ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନପି)ର ନେତୃତ୍ୱରେ ଡକାଯାଇଥିବା ରାଲିରେ ହଜାର ହଜାର ଲୋକ ଅଂଶଗ୍ରହଣ କରିଛନ୍ତି। ବାଂଲାଦେଶର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ଢାକାର ସୟଦାବାଦର ଗୋପାଳ ବାଗ ଗ୍ରାଉଣ୍ଡରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri