ବିବିସି ଡକ୍ୟୁମେଣ୍ଟାରି ନେଇ ମନ୍ତବ୍ୟ ଦେଲା ଆମେରିକା…
ଓ୍ବାଶିଂଟନ,୨୬।୧ : ବିବିସି ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ମଧ୍ୟରେ ଆମେରିକାର ବୈଦେଶିକ ବିଭାଗର ବିବୃତ୍ତି ସାମ୍ନାକୁ ଆସିଛି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ ଆମେ ବିଶ୍ୱରେ ମୁକ୍ତ ଗଣମାଧ୍ୟମକୁ ସମର୍ଥନ କରୁଛୁ ଏବଂ ଗଣତନ୍ତ୍ରକୁ ଦୃଢ଼…
ଶୀତ ପରେ ପୁଣି ବଢ଼ିବ ରୁଷିଆ ଆକ୍ରମଣ, ୟୁକ୍ରେନ୍କୁ ସମସ୍ତ ସହାୟତା ଯୋଗାଇବା ଆମେ ପ୍ରସ୍ତୁତ: ଆମେରିକା…
ମସ୍କୋ,୨୬।୧ : ରୁଷିଆ ବିରୁଦ୍ଧରେ ୟୁକ୍ରେନକୁ ପାଟ୍ରିୟଟ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଦେବା ପରେ ବର୍ତ୍ତମାନ ଆମେରିକା ମଧ୍ୟ ଯୁଦ୍ଧ ଟ୍ୟାଙ୍କ ପଠାଇବାକୁ ଘୋଷଣା କରିଛି। ଏହା ବ୍ୟତୀତ ୟୁକ୍ରେନ ସେନାକୁ ସାହାଯ୍ୟ କରିବା ପାଇଁ ଜର୍ମାନୀ ଟ୍ୟାଙ୍କ ପଠାଇବାକୁ ମଧ୍ୟ…
ଗ୍ୟାସ୍ ଲିକ୍ ଘଟଣା: ଚାଲିଗଲା ୧୬ ଜୀବନ
ଇସଲାମାବାଦ୍,୨୬।୧: ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ସହରରେ ସପ୍ତାହେ ମଧ୍ୟରେ ଗ୍ୟାସ ଲିକ ଘଟଣାରେ ଶିଶୁଙ୍କ ସମେତ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଏହି ସୂଚନା ଦେଇଛି। ବୁଧବାର କ୍ୱେଟାର କିଲି ବାଡେଜାଇ ଅଞ୍ଚଳରେ ଥିବା…
ପୁଣି ଫେସ୍ବୁକ୍-ଇନ୍ଷ୍ଟାଗ୍ରାମକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ
ନ୍ୟୁୟର୍କ,୨୬।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଫେସବୁକ ଏବଂ ଇନଷ୍ଟାଗ୍ରାମକୁ ଫେରିବେ। ଆସନ୍ତା ସପ୍ତାହରେ ଟ୍ରମ୍ପଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣି ଆକ୍ଟିଭ୍ ହେବ ବୋଲି ମେଟା ଘୋଷଣା କରିଛି। ଜାନୁଆରୀ ୬, ୨୦୨୧ରେ, କ୍ୟାପିଟାଲ…
ଭୟଙ୍କର ବୋମା ବିସ୍ଫୋରଣ: ୨୭ ମୃତ
ଆବୁଜା,୨୬।୧: ନାଇଜେରିଆରେ ବଡ଼ ବୋମା ବିସ୍ଫୋରଣର ଘଟଣା ଘଟିଛି। ଏହି ବିସ୍ଫୋରଣରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରୀୟ ନାଇଜେରିଆରେ ଏହି ଘଟଣା ଘଟିଛି। ବୋମା ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ବିଷୟରେ ପୋଲିସ ନିଶ୍ଚିତ କରିଛି। ପୋଲିସ କହିଛି…
ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ: ପୋପ୍
ଭାଟିକାନ୍ ସିଟି,୨୬।୧: ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରି ପୋପ୍ ଫ୍ରାନ୍ସିସ କହିଛନ୍ତି। ଈଶ୍ୱର ତାଙ୍କ ପ୍ରତ୍ୟେକ ପିଲାଙ୍କୁ ସ୍ନେହ କରନ୍ତି। ବିଶ୍ୱର ଅନେକ ସ୍ଥାନରେ କ୍ୟାଥୋଲିକ୍ ବିଶପ ସମଲିଙ୍ଗୀଙ୍କୁ ଚର୍ଚ୍ଚରେ ପ୍ରବେଶ ଲାଗି…
ଗୁଗ୍ଲ ବିରୋଧରେ ମୋକଦ୍ଦମା
ଓ୍ବାଶିଂଟନ,୨୫ା୧: ଆମେରିକାର ନ୍ୟାୟ ବିଭାଗ ଏବଂ ଆଠଟି ରାଜ୍ୟ ଭର୍ଜିନିଆର ଆଲେକ୍ସଜାଣ୍ଡ୍ରିଆର ଫେଡେରାଲ କୋର୍ଟରେ ଗୁଗ୍ଲ ବିରୋଧରେ ଏକ ଆଣ୍ଟିଟ୍ରଷ୍ଟ ମୋକଦ୍ଦମା ଦାୟର କରିଛନ୍ତି। ଅଭିଯୋଗ ହୋଇଛି ଯେ, ଗୁଗ୍ଲ ଅନ୍ଲାଇନ୍ ଇକୋସିଷ୍ଟମ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି। ଏହା କେବଳ…
ନିଜ ଦଳରୁ ବିରୋଧ ସମ୍ମୁଖୀନ ହେଲେ ସୁନକ
ଲଣ୍ଡନ,୨୫ା୧: ଏସୀୟ ବଂଶୋଦ୍ଭବ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଶାସକ କଞ୍ଜରଭେଟିଭ୍ ପାର୍ଟିରୁ ପୁଣି ବିରୋଧର ସମ୍ମୁଖୀନ ହୋଇଛନ୍ତି। ବିତର୍କିତ ଅନ୍ଲାଇନ୍ ସେପ୍ଟି ବିଲ୍ ଜରିଆରେ ଦେଶରେ ଏକ ନୂଆ ଆଇନ ପ୍ରଣୟନ ପାଇଁ ଯୋଜନା ଚାଲିଛି, ଯାହାକି ୬ ମାସ…
ଭୟଙ୍କର ରୂପ ନେଇପାରେ କରୋନା
ବେଜିଂ,୨୫ା୧: ଚାଇନାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ବୁଧବାର କହିଛି, ଡିସେମ୍ବର ୨୨ରେ ଚାଇନାର ଦୈନିକ କରୋନା ସଂକ୍ରମଣ ମାମଲା ୭୦ ଲକ୍ଷରୁ ଅଧିକ ହୋଇଥିବାବେଳେ ଜାନୁୟାରୀରେ ଦିନକୁ ୪୦୦୦ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରର ଓ୍ବେବ୍ସାଇଟ୍ରେ ପ୍ରକାଶିତ ଏହି…
ଇମ୍ରାନ୍ଙ୍କୁ ଝଟ୍କା: ଏପ୍ରିଲରେ ପଞ୍ଜାବ-ଖାଇବର ପସ୍ତୁନଖ୍ବାରେ ନିର୍ବାଚନ…
ଇସଲାମାବାଦ,୨୫।୧ : ପାକିସ୍ତାନର ନିର୍ବାଚନ ଆୟୋଗ ଏପ୍ରିଲରେ ପଞ୍ଜାବ ଏବଂ ଖାଇବର ପସ୍ତୁନଖ୍ବା ପ୍ରଦେଶରେ ବିଧାନସଭା ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରଦେଶଗୁଡିକ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳ ଦ୍ୱାରା ଶାସିତ ହୋଇଥିଲେ ମଧ୍ୟ…
ଚାଇନା ମିଛ କହୁଛି: ଆମେରିକାକୁ ଆବଶ୍ୟକ କିମ୍ ସୈନ୍ୟଙ୍କ ସହଯୋଗ !…
ଓ୍ବାଶିଂଟନ,୨୫।୧ : ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଏବଂ ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ପୋମ୍ପିଓ ତାଙ୍କ ନୂତନ ସ୍ମୃତିଚାରଣରେ କହିଛନ୍ତି ଯେ କିମ ଜୋଙ୍ଗ…
ଧ୍ୱଂସର ନିକଟ ହେଉଛି ପୃଥିବୀ: ଡୁମ୍ସଡେ କ୍ଲକରେ କମିଲା ୧୦ ସେକେଣ୍ଡ…
ନ୍ୟୁୟର୍କ,୨୫।୧ : ଡୁମ୍ସଡେ କ୍ଲକ ବିଷୟରେ ବୈଜ୍ଞାନିକମାନେ ଏକ ବଡ଼ ଘୋଷଣା କରିଛନ୍ତି। ସମଗ୍ର ବିଶ୍ୱରେ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୀର୍ଷ ଆଣବିକ ବୈଜ୍ଞାନିକମାନେ ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଘଣ୍ଟାକୁ ୧୦ ସେକେଣ୍ଡ ହ୍ରାସ କରିଛନ୍ତି।…
Archives


