ମୁଁ ନରେନ୍ଦ୍ର ମୋଦି, ଆରଏସଏସକୁ କରେ ନାହିଁ ଭୟ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ
ଇସଲାମାବାଦ୍,୧୮।୧୨: ଜାତିସଂଘରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଭାରତରେ ତୀବ୍ର ବିରୋଧ କରାଯାଉଛି। ଏସବୁ ମଧ୍ୟରେ ବିଲାୱାଲ ନିଜ ମନ୍ତବ୍ୟକୁ ନେଇ ଆଦୌ ପଶ୍ଚାତାପ କରୁନାହାନ୍ତି। ସେ…
ପୋଲିସ ଗାଡି ଉପରକୁ ବୋମା ମାଡ: ୮ ପୋଲିସକର୍ମୀ ମୃତ୍ୟୁ
ବାଗଦାଦ,୧୮।୧୨: ଇରାକ ରାଜଧାନୀ ବାଗଦାଦଠାରୁ ପ୍ରାୟ ୨୩୮ କିଲୋମିଟର ଦୂର ତୈଳ ସମୃଦ୍ଧ କିରକୁକ ସହରରେ ଫେଡେରାଲ ପୋଲିସ କର୍ମଚାରୀଙ୍କ ଏକ ଗାଡି ଉପରକୁ ବୋମା ମାଡ କରାଯାଇଛି। ଏଥିରେ ଅତିକମରେ ଆଠ ଜଣ ପୋଲିସକର୍ମୀଙ୍କ ମୃତ୍ୟୁ ଘଟିଥିବାବେବେଳେ ଦୁଇଜଣ ପୋଲିସ…
ତାଇଓ୍ବାନରେ ସୈନ୍ୟ ସଙ୍କଟ…
ତାଇପେ,୧୮।୧୨ : ଯେଉଁ ସମୟରେ ଚାଇନାର ଆକ୍ରୋଶର ଆଶଙ୍କା ବଢୁଛି, ତାଇୱାନ ଏକ ଭିନ୍ନ ପ୍ରକାରର ଆହ୍ବାନର ସମ୍ମୁଖୀନ ହେଉଛି। ଦେଶର ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଜନସଂଖ୍ୟାରେ ଯୁବକମାନଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି। ଏହି କାରଣରୁ, ତାଇୱାନର…
‘ବିଶ୍ୱ ବିପର୍ଯ୍ୟୟକୁ ରୋକିପାରେ ମୋଦିଙ୍କ ମତ’
ଓ୍ବାଶିଂଟନ,୧୮ା୧୨: ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର ନିର୍ଦ୍ଦେଶକ ବିଲ୍ ବର୍ନସ କହିଛନ୍ତି, ପରମାଣୁ ଅସ୍ତ୍ର ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତ ୟୁକ୍ରେନ ଯୁଦ୍ଧ ସମୟରେ ବିଶ୍ୱ ବିପର୍ଯ୍ୟୟକୁ ରୋକିପାରେ। ସିଆଇଏ ମୁଖ୍ୟ କହିଛନ୍ତି, ୟୁକ୍ରେନ ଯୁଦ୍ଧ ମଧ୍ୟରେ ମୋଦି…
ଆତଙ୍କବାଦୀ ଆକ୍ରମଣ: ୪ ପୋଲିସ କର୍ମଚାରୀ ନିହତ
ଇସଲାମାବାଦ,୧୮ା୧୨: ରବିବାର ପାକିସ୍ତାନର ଖେବର ପଖତୁନଖଓ୍ବା ପ୍ରଦେଶର ଏକ ପୋଲିସ ଷ୍ଟେଶନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଦକ୍ଷିଣ ଓ୍ବାଜିରିସ୍ତାନ ଆଦିବାସୀ ଜିଲା ସୀମାବର୍ତ୍ତୀ ଲକି ମରଓ୍ବତ ବରଗଇ…
ସୁଯୋଗ ମିଳିଲେ ପୁଟିନଙ୍କ ମୁହଁରେ ଶକ୍ତ ମୁକ୍କା ମାରିବାକୁ କହିଲେ ଜେଲେନସ୍କି…
କିଭ୍,୧୮।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରୁଷିଆର ସୈନିକଙ୍କ ଆକ୍ରମଣରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଶକ୍ତି ଭିତ୍ତିଭୂମି ଉପରେ ରୁଷିଆର ଆକ୍ରମଣ ନେଇ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭ୍ଲାଡିମିର…
ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ ନେଇ ମୋଦି-ଜିନପିଙ୍ଗ୍ଙ୍କ ଚିନ୍ତା ଦ୍ୱାରା ପ୍ରଭାବିତ ହୋଇଛି ରୁଷିଆ: ସିଆଇଏ ମୁଖ୍ୟ…
ଓ୍ବାଶିଂଟନ,୧୮।୧୨ : ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ମୁଖ୍ୟ ୱିଲିୟମ ବର୍ନସ କହିଛନ୍ତି ଯେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଚିନ୍ତାର ପ୍ରଭାବ ରୁଷିଆ ଉପରେ ପଡିଛି। ବର୍ନସ…
ଚାଇନାରେ କରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୨୧ ଲକ୍ଷ ଟପିବା ଆଶଙ୍କା…
ବେଜିଂ,୧୮।୧୨ : ଚାଇନାରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଏଠାରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଚାଇନାରେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାର ଜିରୋ କୋଭିଡ ନୀତିକୁ କୋହଳ କରିଛନ୍ତି। ଲୋକମାନେ ବର୍ତ୍ତମାନ କଟକଣାରୁ ଆରାମ ପାଉଥିଲେ ମଧ୍ୟ…
ୟୁକ୍ରେନ ଅଧିକ ଶକ୍ତିଶାଳୀ, ସ୍ବୀକାର କଲେ ପୁଟିନ…
ମସ୍କୋ,୧୮।୧୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ବୀକାର କରିଛନ୍ତି ଯେ ୟୁକ୍ରେନ ଅଧିକ ଶକ୍ତିଶାଳୀ ହୋଇଛି। ଦି ନ୍ୟୁୟର୍କ ଟାଇମ୍ସର ଏକ ଖବର ଅନୁଯାୟୀ ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଏହି ଯୁଦ୍ଧ ବୋଧହୁଏ ଆମେ ଭାବିବା ଅପେକ୍ଷା ଅଧିକ…
ପୃଥିବୀ ଭଳି ପାଣି ଥିବା ଦୁଇ ଗ୍ରହର ସନ୍ଧାନ, ଜୀବନର ଆଶା…
ଓ୍ବାଶିଂଟନ,୧୮।୧୨ : ପ୍ରଥମ ଥର ପାଇଁ ନାସାର ବୈଜ୍ଞାନିକମାନେ ଏହିପରି ଦୁଇଟି ବାହ୍ୟ ଗ୍ରହ(ଏକ୍ସପ୍ଲାନେଟ) ପାଇଛନ୍ତି, ଯେଉଁଥିରେ ପ୍ରଚୁର ପରିମାଣର ପାଣି ଥିବାର ସମ୍ଭାବନା ଥିବା କୁହାଯାଉଛି। ପୃଥିବୀ ଭଳି ଏହି ଦୁଇ ଗ୍ରହରେ ପାଣି ଥିବାରୁ ଏଠାରେ ଜୀବନର ଆଶା…
କିମ୍ ପୁଣି କଲେ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ…
ପ୍ୟୋଙ୍ଗୟାଙ୍ଗ,୧୮।୧୨ : ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ ପୁଣି ଥରେ ଦେଶର ପୂର୍ବ ଉପକୂଳରୁ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଦକ୍ଷିଣ କୋରିଆ ଏହି ସୂଚନା ଦେଇଛି। ଚଳିତ ବର୍ଷ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଉତ୍ତର…
ଇରାନରେ ଥମୁନି ହିଜାବ ବିବାଦ, ଏବେ ଓସ୍କାର ୱିନର ଅଭିନେତ୍ରୀ ଗିରଫ
ତେହେରାନ,୧୮ ।୧୨: ଇରାନର ଅଧିକାରୀମାନେ ଦେଶର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ରାଷ୍ଟ୍ରବ୍ୟାପି ବିରୋଧ ପ୍ରଦର୍ଶନକୁ ନେଇ ଭୁଲ ଖବର ଦେଉଥିବା ଅଭିଯୋଗରେ ଗିରଫ କରିଛନ୍ତି । ସରକାରୀ ମିଡିଆ ରିପୋର୍ଟରେ କୁହାଯାଇଛି କି ଓସ୍କାର ବିଜେତା ଫିଲ୍ମ ‘ଦ ସେଲସମ୍ୟାନ’ ର…
Archives


