କରୋନାକୁ ନେଇ ଚିନ୍ତାରେ ଡବ୍ଲ୍ୟୁଏଚ୍ଓ: ଟିକାକରଣ ବୃଦ୍ଧି ନେଇ ଚାଇନାକୁ ନିବେଦନ
ଓ୍ବାଶିଂଟନ,୨୨ା୧୨: ଚାଇନାରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି। ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରୋସ ଅଧନୋମ ଗେବ୍ରେୟେସସ୍ କହିଛନ୍ତି, ଚାଇନାରେ ଦ୍ରୁତ ଗତିରେ ବଢୁଥିବା କରୋନା ମାମଲାକୁ ନେଇ ସେ…
ଚାଇନାରେ ଆତଙ୍କ: ସରକାରୀ ପରିସଂଖ୍ୟାନରେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ନାହିଁ…
ବେଜିଂ,୨୨।୧୨ : ଶୂନ କୋଭିଡ ନୀତି ହଟାଇବା ପରେ ଚାଇନାର ଅବସ୍ଥା ବିଗିଡି ଯାଇଛି। କୋରୋନାର ଓମିକ୍ରନ ବିଏଫ.୭ ଭାରିଆଣ୍ଟ, ବେଜିଂରୁ ସାଂଘାଇ ପର୍ଯ୍ୟନ୍ତ ଆତଙ୍କ ସୃଷ୍ଟି କରିଛି । ପ୍ରକାଶିତ ସରକାରୀ ପରିସଂଖ୍ୟାନରେ ମଧ୍ୟ ମାମଲା ନିୟନ୍ତ୍ରଣରେ ନାହିଁ। ବହୁ ଡାକ୍ତରଖାନାରେ…
ପାକିସ୍ତାନରେ ଦାରିଦ୍ର୍ୟତା ହାର ୩୫.୭ ପ୍ରତିଶତ ବୃଦ୍ଧି…
ଇସଲାମାବାଦ,୨୨।୧୨ : ଦିନକୁ ଦିନ ପାକିସ୍ତାନର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ଦେଶର ପ୍ରସିଦ୍ଧ ଉର୍ଦ୍ଦୁ ଖବରକାଗଜ ଇନ୍ତେଖାବ ଡେଲି ରିପୋର୍ଟ କରିଛି ଯେ ପାକିସ୍ତାନର ଦାରିଦ୍ର୍ୟ ହାର ୩୫.୭ ପ୍ରତିଶତ ଏବଂ ଖାଦ୍ୟ ମୂଲ୍ୟ ୨୦ ରୁ ୩୧…
ଚାଇନାରେ କରୋନା ଆତଙ୍କ ନେଇ ବିଶେଷଜ୍ଞଙ୍କ ଚେତାବନୀ: ୨୧ ଲକ୍ଷ ଲୋକଙ୍କ ଜୀବନ ବିପଦରେ…
ବେଜିଂ/ଇଂଲଣ୍ଡ,୨୨।୧୨ : ବ୍ରିଟେନରେ ଥିବା ଗ୍ଲୋବାଲ ହେଲ୍ଥ ଇଣ୍ଟେଲିଜେନ୍ସ ଏବଂ ଆନାଲିଟିକ୍ସ ଫାର୍ମ ଚାଇନାରେ କରୋନା ସଂକ୍ରମଣ ସମ୍ବନ୍ଧରେ ପରିବର୍ତ୍ତିତ ପରିସ୍ଥିତି ଉପରେ ଏକ ନୂତନ ବିଶ୍ଳେଷଣ ଉପସ୍ଥାପନ କରିଛି। ଏଥିରେ କୁହାଯାଇଛି ଯେ ଚାଇନାରେ ହାଇବ୍ରିଡ ପ୍ରତିରୋଧକ ଶକ୍ତିର ଅଭାବ…
ସ୍ୟୁ ଚୀଙ୍କ ସମେତ ଜେଲରେ ଥିବା ଅନ୍ୟ ନାଗରିକଙ୍କ ମୁକ୍ତି ଦାବି…
ଜେନେଭା/ନାପିଦ୍ୱ,୨୨।୧୨ : ମ୍ୟାନମାରରେ ଚାଲିଥିବା ମାନବିକ ଅଧିକାର ସଙ୍କଟ ସମ୍ପର୍କରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରଥମ ପ୍ରସ୍ତାବ ନିଆଯାଇଛି। ମନଇଚ୍ଛା ଗିରଫ ହୋଇଥିବା ନାଗରିକମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ମ୍ୟାନମାର ସସେନା ଶାସକ ଜୁଣ୍ଟାକୁ କୁହାଯାଇଛି। ପ୍ରସ୍ତାବରେ ପ୍ରମୁଖ ନେତା…
ଗର୍ଲଫ୍ରେଣ୍ଡଙ୍କୁ ସରପ୍ରାଇଜ୍ ପାର୍ଟି ଦେଲେ ବେଜୋସ୍
ଓ୍ବାଶିଂଟନ୍, ୨୨।୧୨: ଇ-କମର୍ସ କମ୍ପାନୀ ଆମାଜନ ମାଲିକ ଜେଫ୍ ବେଜୋସ୍ ଗର୍ଲଫ୍ରେଣ୍ଡ୍ ଲଉରେନ୍ ସାନ୍ଚେଜ୍ଙ୍କ ଜନ୍ମଦିନରେ ସରପ୍ରାଇଜ୍ ପାର୍ଟି ଦେଇଛନ୍ତି। ଏହାର ଫଟୋ ଲଉରେନ୍ ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ପାର୍ଟିରେ ଆମେରିକୀୟ ବ୍ୟବସାୟୀ କିମ୍ କାରଡାଶିଆନ୍ଙ୍କ ସମେତ ୫୩ ବର୍ଷୀୟା…
ରେକ୍ଟମରୁ ବାହାରିଲା ପ୍ରଥମ ବିଶ୍ୱଯୁଦ୍ଧ ବେଳର ବୋମା
ପ୍ୟାରିସ୍ ୨୨।୧୨: ଫ୍ରାନ୍ସର ଟୋଉଲନରେ ଥିବା ସେଣ୍ଟେ ମୁସେ ହସ୍ପିଟାଲରେ ଜଣେ ୮୮ବର୍ଷୀୟ ବୃଦ୍ଧଙ୍କ ରେକ୍ଟମ (ମଳଦ୍ୱାର)ରୁ ପ୍ରଥମ ବିଶ୍ୱଯୁଦ୍ଧ ବେଳର ବୋମା ସଫଳତାର ସହ ବାହାର କରାଯାଇଛି। ତେବେ ଏହି ଅସ୍ତ୍ରୋପଚାର ଲାଗି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ହସ୍ପିଟାଲର କିଛି ଭାଗକୁ…
‘ଜଣେ ବୋକା ମିଳିଗଲେ ଇସ୍ତଫା ଦେବି’
ଓ୍ବାଶିଂଟନ୍, ୨୨।୧୨ : ଜଣେ ବୋକା ମିଳିଲା ପରେ ସିଇଓ ପଦରୁ ଇସ୍ତଫା ଦେବେ ବୋଲି ମାଇକ୍ରୋବ୍ଲଗିଙ୍ଗ୍ ଆପ୍ ଟୁଇଟର ମାଲିକ ଏଲନ ମସ୍କ କହିଛନ୍ତି। ମସ୍କଙ୍କ ଏପରି ପ୍ରତିକ୍ରିୟା ଆସିବାର କାରଣ ହେଉଛି, ଗତ ରବିବାର ସେ ଟୁଇଟରର ସିଇଓ…
ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଆମେରିକାରେ ଯୋରଦାର ସ୍ୱାଗତ, ଜଲେନସ୍କି କହିଲେ କେବେ କରିବି ନାହିଁ ସରେଣ୍ଡର
ୱାଶିଂଟନ,୨୨ ।୧୨: ରୁଷିଆ ସହ ୟୁକ୍ରେନର ଯୁଦ୍ଧ ହେବା ପରଠାରୁ ଆମେରିକା ଲଗାତାର ଭାବେ ୟୁକ୍ରେନ ସହ ଠିଆ ହୋଇଚାଲିଛି । ଏଥିପାଇଁ ଆମେରିକା ପକ୍ଷରୁ ୟୁକ୍ରେନକୁ ଅନେକ ଥର ସାହାଯ୍ୟ ଦିଆଗଲାଣି । ଏହାପରେ ଏବେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର…
ଇମ୍ରାନ୍ଙ୍କ ଆପତ୍ତିଜନକ ଅଡିଓ ଭାଇରାଲ୍
ଇସ୍ଲାମାବାଦ୍, ୨୨।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ‘ସେକ୍ସ କଲ୍’ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଇମ୍ରାନ୍ ଦୁଇଜଣ ମହିଳାଙ୍କ ସହ ଫୋନ୍ରେ ଆପତ୍ତିଜନକ ବାର୍ତ୍ତାଳାପ କରୁଥିବାର ଭାଇରାଲ ହୋଇଥିବା ଅଡିଓରେ ଶୁଣିବାକୁ ମିଳିଛି। ତେବେ ଏହି ଅଡିଓ…
ମୁକୁଳିବେ ବିକିନି କିଲର୍
କାଠମାଣ୍ଡୁ,୨୨ା୧୨: ‘ଦି ସର୍ପେଣ୍ଟ’ ନାମରେ କୁଖ୍ୟାତ ଫ୍ରାନ୍ସର ସିରିଏଲ୍ କିଲର ଚାଲର୍ସ ଶୋଭରାଜ ଏବେ ପୁଣି ଚର୍ଚ୍ଚାରେ। ଏଥର କୌଣସି ଅପରାଧ ପାଇଁ ନୁହେଁ, ବରଂ ନେପାଳ ଜେଲରୁ ଦୀର୍ଘ ୧୯ ବର୍ଷ ପରେ ମୁକ୍ତିକୁ ନେଇ ଚାଲର୍ସ ଚର୍ଚ୍ଚିତ ହୋଇଛନ୍ତି।…
ସାରା ବିଶ୍ୱରେ ପୁଣିଥରେ ହାହାକାର କରିପାରେ କରୋନା, ଚାଇନାରେ ବିଏଫ.୭ ବିଗାଡିଲାଣି ସ୍ଥିତି, ଡବ୍ଲୁଏଚଓ ମାଗିଲା କରୋନା ଡାଟା
ଜେନେଭା,୨୨ ।୧୨: ଚାଇନାରେ ବ୍ୟାପି ଚାଲିଥିବା କରୋନା ସଂକ୍ରମଣ ପୁଣିଥରେ ସାରା ବିଶ୍ୱର ଚିନ୍ତାକୁ ବଢାଇ ଦେଲାଣି । କିଛି ମିଡିଆ ରିପୋର୍ଟରେ କୁହାଯାଉଛି କି ପ୍ରତି ସପ୍ତାହରେ ଚାଇନାରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ହେଲେ ବିଶ୍ୱ…
Archives


