ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ ଜେଲେନସ୍କି, ଯୁଦ୍ଧବିମାନ ଯୋଗାଇବାକୁ କଲେ ଅନୁରୋଧ
ୟୁକ୍ରେନ,୯।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୟୁକ୍ରେନକୁ ବହୁ କ୍ଷତି ସହିବାକୁ ପଡିଛି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା, ବ୍ରିଟେନ ଗସ୍ତ କରିଥିବା ବେଳେ ବୁଧବାର ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବଂ ଜର୍ମନ ଚାନସେଲରଙ୍କୁ ଭେଟିଥିବା…
ଗୁପ୍ତଚର ବେଲୁନକୁ ନେଇ ଆମେରିକା ସହ କଥା ହେବାକୁ ଚାଇନା ଅରାଜି
ବେଜିଂ,୯ା୨: ଚାଇନାର ଗୁପ୍ତଚର ବେଲୁନ ଆମେରିକା ଆକାଶରେ ଦେଖାଯିବା ପରଠାରୁ ଚାଇନା ଏବଂ ଆମେରିକା ବିବାଦ ଘେରରେ ରହିଛନ୍ତି। ଆମେରିକା କ୍ଷେପଣାସ୍ତ୍ର ଦ୍ୱାରା ବେଲୁନକୁ ଖସାଇବା ପରେ ଚାଇନା ଏହାର ଆବର୍ଜନା ଫେରାଇବାକୁ ଦାବି କରିଛି। ଏହି ସମୟରେ ଚାଇନା ଆମେରିକାର…
ଥରିଲା ଇଣ୍ଡୋନେସିଆ, ୪ ମୃତ
ଜାକର୍ତ୍ତା,୯ା୨: ତୁର୍କୀରେ ସବୁଠାରୁ ଭୟଙ୍କର ଭୂକମ୍ପ ହୋଇ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଗୁରୁବାର ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିଲା। ଇଣ୍ଡୋନେସିଆର ପାପୁଆର ପୂର୍ବ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ…
ପୁଟିନଙ୍କୁ ଭେଟିଲେ ଡୋଭାଲ
ମସ୍କୋ,୯।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଗୁରୁବାର ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ରୁଷିଆରେ ଭାରତୀୟ ଦୂତାବାସ ଏ ବିଷୟରେ ସୂଚନା ଦେଇଛି। ଆଫଗାନିସ୍ତାନ ଉପରେ ବହୁପକ୍ଷୀୟ ସୁରକ୍ଷା ଉପରେ ଏକ ବୈଠକରେ ଯୋଗଦେବା…
ବିଲ ଗେଟସଙ୍କ ନୂଆ ଗର୍ଲ ଫ୍ରେଣ୍ଡ୍…
ଓ୍ବାଶିଂଟନ,୯।୨ : ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲିୟନେୟାର ବିଲ ଗେଟ୍ସ ବର୍ତ୍ତମାନ ନୂଆ ଗର୍ଲ ଫ୍ରେଣ୍ଡ୍ ପାଲା ହେର୍ଡଙ୍କ ସହ ସମ୍ପର୍କ ରଖିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉଭୟ ଏକ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ। ବିଲ ଗେଟସଙ୍କ ବୟସ ୬୭…
ଆଇଏସର ଧମକ: ଭାରତ-ଚାଇନା-ଇରାନ ଦୂତାବାସରେ ହେବ ଆକ୍ରମଣ…
ଜେନେଭା,୯।୨ : ଇସଲାମିକ ଷ୍ଟେଟ (ଖୋରାସାନ) ଅର୍ଥାତ ଆଇଏସଆଇଏଲ-କେ ଆଫଗାନିସ୍ତାନ ଭାରତ, ଇରାନ ଏବଂ ଚାଇନା ଦୂତାବାସ ଉପରେ ଆତଙ୍କବାଦୀ ଆକ୍ରମଣ କରିବ ବୋଲି ଧମକ ଦେଇଛି। ଏହା ମାଧ୍ୟମରେ ଏହି ଆତଙ୍କବାଦୀ ଗୋଷ୍ଠୀ ତାଲିବାନ ଏବଂ ମିଳିତ ଜାତିସଂଘର ସଦସ୍ୟ…
ସାମ୍ନାକୁ ଆସିଲା ତୁର୍କୀର ସାଟେଲାଇଟ୍ ଚିତ୍ର, ଏଥିରେ ରହିଛି ଭୟଙ୍କର ଦୃଶ୍ୟ
ଆଙ୍କାରା,୯ା୨: ଫେବୃୟାରୀ ୬ରେ ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପ ପରେ ଦେଶର ଚେହେରା ପୂରା ବଦଳି ଯାଇଛି। ଖବର ଅନୁଯାୟୀ, ଏହି ଭୟଙ୍କର ଭୂକମ୍ପରେ ୧୫୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏହି…
ଜୀବନ ଯୁଦ୍ଧରେ ସମୟ ସହିତ ମୁକାବିଲା କର, ସମୟ ସରିବା ପୂର୍ବରୂ ଜୀବନ ବଞ୍ଚାନ୍ତୁ ୭୨ ଦେଶର ଉଦ୍ଧାରକାରୀ: ଡବ୍ଲୁଏଚଓ ମୁଖ୍ୟ…
ଇସ୍ତାନବୁଲ,୯।୨ : ତୁର୍କୀରେ ଭୂକମ୍ପ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୃଥିବୀର ୭୨ ଟି ରାଷ୍ଟ୍ର ତୁର୍କୀକୁ ସହାୟତାର ହାତ ବଢ଼ାଇଛନ୍ତି। ଏହି କ୍ରମରେ ମାଟି ତଳେ ପୋତି ହୋଇ ରହିଥିବା ଲୋକଙ୍କ ଉଦ୍ଧାର ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)…
୨୪ ବର୍ଷ ଧରି ଭୂକମ୍ପ ଟିକସ ଆଦାୟ କରୁଛନ୍ତି ତୁର୍କୀ ସରକାର, ଏବେ ଲୋକେ ମାଗିଲେ ୪.୬ ବିଲିୟନ ଡଲାରର ହିସାବ…
ଇସ୍ତାନବୁଲ,୯।୨ : ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୫ ହଜାର ଅତିକ୍ରମ କରିଛି। ଏଥି ସହିତ ଆହତଙ୍କ ସଂଖ୍ୟା ୮୦ ହଜାରରୁ ଅଧିକ ଛୁଇଁଛି। ଘରୋଇ ଏବଂ ବିଦେଶୀ ରିଲିଫ କର୍ମଚାରୀମାନେ ଉଭୟ ଦେଶର ଭୂକମ୍ପ ପ୍ରଭାବିତ…
ତୁର୍କୀକୁ ଭାରତର ସହାୟତା
ଆଙ୍କାରା,୯ା୨: ଗୁରୁବାର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଉଦ୍ଧାର କର୍ମଚାରୀ, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଚିକିତ୍ସା ଉପକରଣ ନେଇ ଭାରତରୁ ଷଷ୍ଠ ବିମାନ ‘ଅପରେଶନ ଦୋସ୍ତ’ ଭୂକମ୍ପରେ ସହାୟତା ପାଇଁ ତୁର୍କୀରେ ପହଞ୍ଚିଛି। ଷଷ୍ଠ ବିମାନରେ ଭୂକମ୍ପ…
ଚାଇନା ସହ କୌଣସି ବିବାଦ ଚାହୁଁନାହିଁ ଆମେରିକା: ବାଇଡେନ୍
ଓ୍ବାଶିଂଟନ୍,୯।୨: ଗୁପ୍ତଚର ବେଲୁନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ବିବାଦ ବଢିବା ନେଇ କଳ୍ପନାଜଳ୍ପନା ଚାଲିଛି। କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଯଦିଓ ଚାଇନାର ଗୁପ୍ତଚର ବେଲୁନ୍କୁ ନେଇ ଉଭୟ ଦେଶ ମଧ୍ୟରେ ମତଭେଦ ରହିଛି, କିନ୍ତୁ…
ଭୂକମ୍ପ ଯୋଗୁ ତୁର୍କୀ ମୂଳ ସ୍ଥାନରୁ ୫ରୁ ୬ ମିଟର ସ୍ଥାନାନ୍ତରିତ…
ରୋମ/ଇସ୍ତାନବୁଲ,୯।୨ : ତୁର୍କୀ-ସିରିଆରେ ଭୟଙ୍କର ଭୂକମ୍ପ ଏପର୍ଯ୍ୟନ୍ତ ୧୫ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି। ୮୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ହଜାର ହଜାର ଅଟ୍ଟାଳିକା ଧ୍ୱଂସସ୍ତୁପରେ ପରିଣତ ହୋଇଛି ଏବଂ ଏହା ତଳେ କେତେ ଲୋକ ପୋତି…
Archives


