ଆମେ ଜଣଙ୍କୁ ବି ଜୀବନ୍ତ ଉଦ୍ଧାର କରିପାରିଲୁ ନାହିଁ: ନେପାଳ ସେନା
କାଠମାଣ୍ଡୁ,୧୬ ।୧: ନେପାଳରେ ରବିବାର ଏକ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ବି ବ୍ୟକ୍ତିଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ପାରି ନ ଥିବା କହିଛନ୍ତି ନେପାଳ ସେନା ପ୍ରବକ୍ତା କୃଷ୍ଣ ପ୍ରସାଦ ଭଣ୍ଡାରି ।…
ସୁଦାନରେ ହିଂସାତ୍ମକ ଗୋଷ୍ଠୀ ସହିତ ଲଢିବେ ଭାରତୀୟ ମହିଳା ସେନା
ଖାରତୋମ,୧୬ ।୧: ଜାତିସଂଘର ଶାନ୍ତି ରକ୍ଷା ମିଶନର ଏକ ଅଂଶ ଭାବେ ସୁଦାନର ହିଂସାଗ୍ରସ୍ତ ଅଞ୍ଚଳ ଅବୟେଇ ସହରରେ ଭାରତର ସର୍ବବୃହତ୍ତ ମହିଳା ସେନାଙ୍କୁ ନିୟୋଜିତ କରାଯାଇଛି । ବିଶ୍ୱର ସବୁଠାରୁ ଅଶାନ୍ତ ଅଞ୍ଚଳରେ ଏହି ନିୟୋଜନ କରାଯାଇଛି । ଜାନୁୟାରୀ…
ନିପ୍ରୋରେ ରୁଷିଆର ମିଶାଇଲ ଆକ୍ରମଣରେ ୨୫ରୁ ଅଧିକ ୟୁକ୍ରେନ ନାଗରିକ ମୃତ
କ୍ୱିଭ,୧୬ ।୧: ଦକ୍ଷିଣ ପୂର୍ବ ୟୁକ୍ରେନ ସହର ନିପ୍ରୋରେ ରବିବାର ରୁଷିଆ ପକ୍ଷରୁ ହୋଇଥିବା ମିଶାଇଲ ଆକ୍ରମଣରେ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି କହିଛନ୍ତି ରୁଷିଆ ଏକ ଘରୋଇ କୋଠାକୁ ଟାର୍ଗେଟ କରି…
ପାକିସ୍ତାନରେ ଉତ୍କଟ ଖାଦ୍ୟ ସଙ୍କଟ
ଇସ୍ଲାମାବାଦ,୧୬।୧: ପାକିସ୍ତାନରେ ଖାଦ୍ୟ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଅଟା ପାଇଁ ଲୋକେ ଟ୍ରକ୍ ପଛରେ ଧାଉଁଥିବା ଓ କେତେଜଣ ବାଇକ୍ରେ ପିଛା କରୁଥିବାର ବିକଳ ଚିତ୍ର ଦେଖିବାକୁ ମିଳିଛି। ଏହି ଭିଡିଓକୁ ନ୍ୟାଶନାଲ ଇକ୍ୟୁଆଲିଟି ପାର୍ଟି ଜମ୍ମୁ-କଶ୍ମୀର ଗିଲ୍ଗିଟ୍…
କାହିଁକି ଖସୁଛି ନେପାଳୀ ବିମାନ
କାଠମାଣ୍ଡୁ,୧୬ା୧: ପଡ଼ୋଶୀ ନେପାଳରେ ଏୟାରକ୍ରାଫ୍ଟର ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇ ନ ଥାଏ। ବିମାନଗୁଡ଼ିକର ଦୁର୍ବଳ ରକ୍ଷଣାବେକ୍ଷଣ ଓ ପାଇଲଟ୍ଙ୍କୁ ପ୍ରଶିକ୍ଷଣର ଅଭାବ ଯୋଗୁ ବିମାନ ପରିବହନ ସେକ୍ଟର ବହୁଳ କ୍ଷତିଗ୍ରସ୍ତ ହୋଇଛି। କମ୍ ଦୃଶ୍ୟମାନତା ଓ କୋହଲା ପାଗ ବିମାନ…
ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ୫ ମୃତ, ୧୫ ଆହତ
କାମ୍ପଲା,୧୬।୧: ଉଗାଣ୍ଡାର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ପୂର୍ବ କଙ୍ଗୋଲି ସହର କାସିଣ୍ଡିର ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଏକ ଚର୍ଚ୍ଚରେ ପଶିଥିଲେ। ଏହି ଆକ୍ରମଣରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା…
ଥରିଲା ଇଣ୍ଡୋନେସିଆ
ଜାକର୍ତ୍ତା,୧୬।୧: ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ସୋମବାର ଭୂକମ୍ପ ଅନଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ଏହି ସୂଚନା ଦିଆଯାଇଛି। ଇଣ୍ଡୋନେସିଆର ସିଙ୍ଗକିଲ ସହରର ୪୦ କିଲୋମିଟର ଦକ୍ଷିଣ-ପୂର୍ବରେ ଏହି ଭୂକମ୍ପ…
ପୂର୍ବତନ ଏମ୍ପିଙ୍କୁ ହତ୍ୟା, ଭାଇ ଗୁରୁତର
କାବୁଲ,୧୫।୧: ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୂର୍ବତନ ଏମ୍ପି ମୁର୍ସାଲ ନାବିଜାଦାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଘଟଣାରେ ମୁର୍ସାଲଙ୍କ ଭାଇ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଜଣେ ଦେହରକ୍ଷୀଙ୍କ ମୃତ୍ୟୁ ଘଟିଛି। କାବୁଲସ୍ଥିତ ତାଙ୍କ ବାସଭବନରେ ଶନିବାର ବିଳମ୍ବିତ ରାତିରେ ଏହି…
ପାକିସ୍ତାନରେ ପୁଣି ହୋଇପାରେ ସରକାର ପତନ: ଇମ୍ରାନ ଦେଲେ ସଙ୍କେତ
ଲାହୋର,୧୫।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏକ ମନ୍ତବ୍ୟ ପରେ ପାକିସ୍ତାନରେ ସରକାରଙ୍କ ପତନକୁ ନେଇ କଳ୍ପନାଜଳ୍ପନା ପୁଣି ଥରେ ବୃଦ୍ଧି ପାଇଛି। ଇମ୍ରାନ ଖାନ କରିଛନ୍ତି, ରାଷ୍ଟ୍ରପତି ଆରିଫ ଅଲଭି ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ବହୁମତ…
ନୀରବ ଶାହା ହେଲେ ଆମେରିକା ସିଡିସି ଉପନିର୍ଦ୍ଦେଶକ
ଓ୍ବାଶିଂଟନ,୧୫।୧: ଭାରତୀୟ ବଂଶୋଦ୍ଭବ ଡାକ୍ତର ନୀରବ ଡି. ଶାହା ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ଶନ (ସିଡିସି)ର ପ୍ରମୁଖ ଉପନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ଜାତୀୟ ଜନସ୍ବାସ୍ଥ୍ୟ ସଂସ୍ଥାରେ ଏହା ଦ୍ୱିତୀୟ ସର୍ବୋଚ୍ଚ ପଦବୀ। ମହାମାରୀ ବିଶେଷଜ୍ଞ ଶାହା…
ପରମାଣୁ ଶକ୍ତିସମ୍ପନ୍ନ ଦେଶ ଭିକ ମାଗିବା ଲଜ୍ଜାଜନକ: ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସ୍ଲାମାବାଦ୍,୧୫।୧: ପରମାଣୁ ଶକ୍ତିସମ୍ପନ୍ନ ଦେଶ ଦୁର୍ବଳ ଅର୍ଥନୀତି ପାଇଁ ଅନ୍ୟ ଦେଶକୁ ଭିକ ମାଗିବା ଲଜ୍ଜାଜନକ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି। ସେ କହିଛନ୍ତି, ପାକିସ୍ତାନର ଅର୍ଥନୈତିକ ଆହ୍ବାନର ସମାଧାନ ପାଇଁ ବିଦେଶୀ ଋଣ ଖୋଜିବା ଠିକ ଉପାୟ…
ନେପାଳ ବିମାନ ଦୁର୍ଘଟଣା: ଏପର୍ଯ୍ୟନ୍ତ ୬୮ ଯାତ୍ରୀଙ୍କ ମୃତଦେହ ଉଦ୍ଧାର
କାଠମାଣ୍ଡୁ,୧୫।୧: ପାଞ୍ଚ ଜଣ ଭାରତୀୟଙ୍କ ସମେତ ୭୨ ଜଣଙ୍କୁ ନେଇ ଯାଉଥିବା ନେପାଳର ଏକ ଯାତ୍ରୀବାହୀ ବିମାନ ରବିବାର ଅବତରଣ କରିବା ସମୟରେ ନଦୀ ଉପତ୍ୟକାକୁ ଖସିପଡିଛି। ବିମାନରେ ୬୮ ଜଣ ଯାତ୍ରୀ ଏବଂ ଚାରିଜଣ କ୍ରୁ ସଦସ୍ୟ ଥିଲେ। ଏପର୍ଯ୍ୟନ୍ତ…
Archives


