ପେରୁରେ ହିଂସା ମଧ୍ୟରେ ସରକାରଙ୍କ ବଡ ପଦକ୍ଷେପ, ଐତିହାସିକ ସ୍ଥଳ ମାଚୁ ପିଚ୍ଚୁରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଲାଗିଲା ପ୍ରତିବନ୍ଧକ
ଲିମା, ୨୨ ।୧: ପେରୁର ସବୁଠାରୁ ବଡ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ ମାଚୁ ପିଚ୍ଚୁରେ ହିଂସା ମଧ୍ୟରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସଂସ୍କୃତି ନିର୍ଦ୍ଦେଶାଳୟ ଓ ମାଚୁ ପଚ୍ଚୁ ଐତିହାସିକ ଅଭୟାରଣ୍ୟ ନିର୍ଦ୍ଦେଶାଳୟ ଶନିବାର ଏହି…
ସୋମାଲିଆର ଆତଙ୍କବାଦି ଶିବିର ଉପରେ ଆମେରିକାର ବିମାନ ଆକ୍ରମଣ, ଅଲ ଶବାବର ୩୦ ସଦସ୍ୟ ନିହତ
ମୋଗାଦିସୁ,୨୨ ।୧: ଆମେରିକା ସେନା ଶୁକ୍ରବାର ୨୦ ଜାନୁୟାରୀରେ ସୋମାଲି ସହର ଉପରେ ବଡଧରଣର ଆକ୍ରମଣ କରିଛନ୍ତି । ଏଥିରେ ଅଲ ଶବାବର ୩୦ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଏଠାରେ ସୋମାଲିଆ ସେନା ଓ ଅଲ ଶବାବର ଯୋଦ୍ଧାଙ୍କ ମଧ୍ୟରେ…
ସେନା ମୁଖ୍ୟଙ୍କୁ ବରଖାସ୍ତ କଲେ ବ୍ରାଜିଲ ରାଷ୍ଟ୍ରପତି ଲୁଲା, ବୋଲସନାରୋ ସମର୍ଥକଙ୍କ ହଙ୍ଗାମା ପରେ ନିଆଯାଇଛି ନିଷ୍ପତ୍ତି
ବ୍ରାସିଲିୟା,୨୨ ।୧: ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନସିୟୋ ଲୁଲା ଡା ସିଲଭା ଶନିବାର ଦେଶର ସେନା ମୁଖ୍ୟ, ଜୁଲିୟୋ ସିଜର ଡି ଅରୁଡାଙ୍କୁ ସେନା ମୁଖ୍ୟ ପଦରୁ ବରଖାସ୍ତ କରିଛନ୍ତି । ଶନିବାର ରାଜଧାନୀରେ ହୋଇଥିବା ହିଂସକ ପ୍ରଦର୍ଶନ ପରେ ଏହି…
ବୋରିସଙ୍କଠାରୁ ଅଧିକ ଭରସାଯୋଗ୍ୟ ହେଉଛନ୍ତି ସୁନକ: ରିପୋର୍ଟ
ଲଣ୍ଡନ,୨୨ ।୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏକ ନୂଆ ସର୍ବେକ୍ଷଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ତୁଳନାରେ ଅଧିକ ଭରସାଯୋଗ୍ୟ ବୋଲି କୁହାଯାଇଛି । ଆର୍ଥିକ ଭାବେ ଅଧିକ ସକ୍ଷମ ଓ ଭୋଟ ଏକାଠି କରିବାରେ ଅଧିକ କ୍ଷମତା ଥିବା…
‘ଯୁଦ୍ଧରେ ଆଗକୁ ବଢ଼ିବାକୁ ହେଲେ ଉନ୍ନତମାନର ଅସ୍ତ୍ରଶସ୍ତ୍ର ଦରକାର’
କିଭ୍,୨୧ା୧: ଦୀର୍ଘ ୧୧ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏଭଳି ପରିସ୍ଥିତିରେ ରୁଷିଆ ବିରୋଧରେ ଯୁଦ୍ଧ କରିବାକୁ ହେଲେ ୟୁକ୍ରେନକୁ ଉନ୍ନତ ମାନର ଅସ୍ତ୍ରଶସ୍ତ୍ର ଦରକାର। ପାଶ୍ଚାତ୍ୟ ଦେଶଗୁଡ଼ିକ ଦୀର୍ଘଦିନ ଧରି କିଭ୍କୁ ଟ୍ୟାଙ୍କ ଦେବେ…
‘ମୋଦି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି’
ଲଣ୍ଡନ,୨୧ା୧: ବିଟ୍ରେନ ଏମ୍ପି ଲର୍ଡ କରଣ ବିଲିମୋରିଆ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି’ ବୋଲି କହିଛନ୍ତି। ସେ କହିଛନ୍ତି, ଭାରତ ବିଶ୍ୱର ଏକ ପ୍ରମୁଖ ଅର୍ଥନୀତି ଅଟେ। ପିଲାଦିନେ ମୋଦି ଗୁଜରାଟର ଏକ ରେଳ ଷ୍ଟେଶନରେ…
ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରକ୍ରିୟାରେ ଚାଇନାର ହସ୍ତକ୍ଷେପ: ବୌଦ୍ଧ ସଂଗଠନ ପକ୍ଷରୁ ନିନ୍ଦା…
ତିବ୍ଦତ,୨୧।୧ : ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବାରୁ ଚାଇନାକୁ ବୌଦ୍ଧ ସଂଗଠନ ପକ୍ଷରୁ ନିନ୍ଦା କରାଯାଇଛି। ଜାପାନର ବିଶ୍ୱ ବୌଦ୍ଧ ଫେଡେରେଶନ ଏକ କଠୋର ବାର୍ତ୍ତାରେ କହିଛି ଯେ ତିବ୍ଦତୀୟ ଲୋକମାନେ ଚାଇନା ନୁହେଁ ତିବ୍ଦତୀୟ ସଂସ୍କୃତି ଏବଂ…
ଚନ୍ଦ୍ରରେ ପାଦ ଦେଇଥିବା ଦ୍ୱିତୀୟ ବ୍ୟକ୍ତି ଆଲଡ୍ରିନ ୯୩ତମ ଜନ୍ମ ଦିନରେ କଲେ ବିବାହ…
ଓ୍ବାଶିଂଟନ,୨୧।୧ : ଚନ୍ଦ୍ରରେ ପାଦ ଦେଇଥିବା ଦ୍ୱିତୀୟ ବ୍ୟକ୍ତି ବଜ ଆଲଡ୍ରିନ ତାଙ୍କର ୯୩ ତମ ଜନ୍ମଦିନରେ ତାଙ୍କର ଦୀର୍ଘ ଦିନର ପ୍ରେମିକାଙ୍କୁ ବିବାହ କରିଛନ୍ତି। ୧୯୬୯ ଆପୋଲୋ ୧୧ ମିଶନର ଏକ ଅଂଶ ଭାବରେ ଚନ୍ଦ୍ରରେ ପାଦ ଦେଇଥିବା ତିତି…
ତାଇଓ୍ବାନକୁ ଡରାଇଲେ ସାରା ପୃଥିବୀ ହେବ ପ୍ରଭାବିତ: ଚାଇନାକୁ ଆମେରିକାର ଚେତାବନୀ…
ଓ୍ବାଶିଂଟନ,୨୧।୧ : ତାଇୱାନ ଏବଂ ଚାଇନେ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଚାଇନା କ୍ରମାଗତ ଭାବରେ ତାଇୱାନକୁ ଧମକ ଦେଉଛି। ଏନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର ଚାଇନା ପ୍ରତିପକ୍ଷ ଶି ଜିନପିଙ୍ଗ ପ୍ରଶାସନକୁ ଚେତାବନୀ ଦେଇଛି। ଆମେରିକା କହିଛି…
ସିଟ୍ ବେଲ୍ଟ ବାନ୍ଧି ନ ଥିବାରୁ ଜରିମାନା ଦେଲେ ସୁନକ…
ଲଣ୍ଡନ,୨୧।୧ : ପାଶ୍ଚାତ୍ୟ ଦେଶଗୁଡିକ ନିୟମ ଏବଂ ଆଇନଗୁଡିକ ଉପରେ କେତେ କଠୋର, ଏହା ଜାଣିହେବ ଯେ ସେଠାରେ ନିୟମ ପାଳନ ନକରିବାରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। କାରରେ ସିଟ ବେଲ୍ଟ ନ ପିନ୍ଧି ନଥିବାରୁ…
ପାକିସ୍ତାନରେ ନୂଆ ସଙ୍କଟ: ଜାହାଜ ଏଜେଣ୍ଟ ରପ୍ତାନି ବନ୍ଦ କରିବାକୁ ଦେଲେ ଚେତାବନୀ…
ଇସଲାମାବାଦ,୨୧।୧ : ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନ ଉପରେ ଆଉ ଏକ ବିପଦ ଘନେଇବାରେ ଲାଗିଛି। ଶିପିଂ ଏଜେଣ୍ଟମାନେ ପାକିସ୍ତାନ ସରକାରଙ୍କୁ ସମସ୍ତ ରପ୍ତାନି କାର୍ଗୋ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। କାରଣ ବିଦେଶୀ ଶିପିଂ ଲାଇନ ଦେଶକୁ ସେମାନଙ୍କ…
ଗାବନର ବୈଦେଶିକ ମନ୍ତ୍ରୀ ମିସେଲ ମୋସା ଆଡାମୋଙ୍କ ପରଲୋକ, ଶୋକ ପ୍ରକାଶ କଲେ ଜୟଶଙ୍କର…
ଲିବ୍ରେଭିଲେ,୨୧।୧ : ଗାବନର ବୈଦେଶିକ ମନ୍ତ୍ରୀ ମିସେଲ ମୋସା ଆଡାମୋଙ୍କ ଦେହାନ୍ତ ହୋଇଛି। ଗାବନର ରାଷ୍ଟ୍ରପତି ଅଲି ବଙ୍ଗୋ ଓଡିମ୍ବା ଏକ ଟୁଇଟରେ ତାଙ୍କୁ ଗାବନଙ୍କ ପାଇଁ ଏକ ବଡ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କୁ ଜଣେ ମହାନ…
Archives


