ରଙ୍ଗହୀନ ପ୍ରବାଳ ‘ଫିସ୍ ଫାଇଟ୍’ର କାରଣ
ଲଣ୍ଡନ,୬।୧: ସମୁଦ୍ରରେ ଅନେକ ପ୍ରଜାତିର ପ୍ରାଣୀ ବାସ କରନ୍ତି। କିଛି ପ୍ରାଣୀ ନିଜଠାରୁ କ୍ଷୁଦ୍ର ଜୀବଙ୍କୁ ଶିକାର କରନ୍ତି ତ ଆଉ କିଛି ସାମୁଦ୍ରିକ ପ୍ରବାଳ ଉପରେ ନିର୍ଭର କରନ୍ତି। ସମୁଦ୍ରରେ ରହୁଥିବା କ୍ଷୁଦ୍ରମାଛ ବଟର୍ଫ୍ଲାଏ ଫିସ୍ ବିଶେଷ ଭାବେ...
ୟୁକ୍ରେନକୁ ୨.୮୫ ଅରବ ଡଲାରର ନୂଆ ସେନା ସହାୟତା ଯୋଗାଇଦେବ ଆମେରିକା
ୱାଶିଂଟନ,୬ ।୧: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଦୁଇ ଦିନ ଯୁଦ୍ଧ ବିରତି ଘୋଷଣା ପରେ ଆମେରିକା ଏକ ବଡ ଘୋଷଣା କରିଛି । ଆମେରିକା ଯୁଦ୍ଧଗ୍ରସ୍ତ ୟୁପ୍ରେନକୁ ପାଖାପାଖି ୩ ଅରବ ଡଲାର ମୂଲ୍ୟର ସେନା ସହାୟତା ଯୋଗାଇଦେବ, ଯେଉଁଥିରେ ପ୍ରଥମଥର...
୩୬ଘଣ୍ଟା ପାଇଁ ଯୁଦ୍ଧ ବିରତି ଘୋଷଣା କଲେ ପୁଟିନ୍
ମସ୍କୋ,୫।୧: ରୁଷିଆ ଓ ୟୁକ୍ରେନ୍ ଭିତରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ମସ୍କୋ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ପୁଟିନ୍ ୟୁକ୍ରେନ୍ ସହ ୩୬ ଘଣ୍ଟା ଆର୍ଥାତ୍ ୨ଦିନ ପାଇଁ ଯୁଦ୍ଧ ବିରତି ପାଇଁ...
କୋଭିଡ୍ ରୋଗୀଙ୍କ ପାଇଁ ହସ୍ପିଟାଲରେ ନାହିଁ ଶଯ୍ୟା
ବେଜିଂ,୫।୧: ଚାଇନା ରାଜଧାନୀ ବେଜିଂରେ କୋଭିଡ୍ ସଂକ୍ରମଣ ଉତ୍କଟ ରୂପ ଧାରଣ କରିଛି। ରୋଗୀ ଚିକିତ୍ସା ପାଇଁ ହସ୍ପିଟାଲଗୁଡ଼ିକରେ ଶଯ୍ୟା ଅଭାବ ଦେଖାଯାଇଛି। ରୋଗୀ, ବିଶେଷ କରି ବରିଷ୍ଠ ଲୋକେ ହଲ୍ ଓ୍ବେରେ ଷ୍ଟ୍ରେଚର କିମ୍ବା ହୁଇଲ୍ଚେୟାରରେ ଥାଇ ଅକ୍ସିଜେନ୍...
ଆମେରିକାରେ ଗୁଳିକାଣ୍ଡ: ଚାଲିଗଲା ଗୋଟିଏ ପରିବାରର ୮ ଜୀବନ
ସଲ୍ଟ ଲେକ୍ ସିଟି,୫।୧: ଆମେରିକାର ଉଟାହ ସହରରେ ବୁଧବାର ଗୁଳିକାଣ୍ଡ ଘଟି ୫ ପିଲାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଦକ୍ଷିଣ ଉଟାହରୁ ଏକ ଘରୁ ମୃତଦେହଗୁଡ଼ିକୁ ଉଦ୍ଧାର କରିଛି। ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ। ମୃତକମାନେ ଗୋଟିଏ...
‘ଆମେ ରୁଷିଆର ୮୦୦ ସୈନିକଙ୍କୁ ମାରିଛୁ’
କିଭ୍,୫ା୧: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି। ଏହି ସମୟରେ ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ, ଗତ କିଛି ଦିନ ମଧ୍ୟରେ ସେମାନେ ୮୦୦ରୁ ଅଧିକ ରୁଷିଆ ସୈନିକଙ୍କୁ ହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ...
ଆମେରିକାର ପ୍ରଥମ ମହିଳାଙ୍କ ହେବ କ୍ୟାନ୍ସର ସର୍ଜରି
ଓ୍ବାଶିଂଟନ,୫।୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ତଥା ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନଙ୍କ କ୍ୟାନ୍ସର ସର୍ଜରି ହେବ। ରାଷ୍ଟପତିଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁଯାୟୀ, ଭୟଭୀତ ହେବାର କିଛି ନାହିଁ ଏବଂ ଏହି ସର୍ଜରି ବହୁତ ଛୋଟ।...
ଚାଇନାରେ ବୃଦ୍ଧି ପାଉଥିବା ସଂକ୍ରମଣ ନେଇ ଚିନ୍ତାରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ,ତଥ୍ୟ ପ୍ରକାଶ ଉପରେ ଗୁରୁତ୍ୱ…
ଜେନେଭା/ବେଜିଂ,୫।୧ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଭାରିଆଣ୍ଟ ଯୋଗୁଁ ଚାଇନାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଡାକ୍ତରଖାନାର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଏହି ସମୟରେ, କରୋନା ଦ୍ରୁତ ଗତିରେ ବ୍ୟାପିଥିବା...
ବ୍ରିଟେନ ରାଜାଘରେ କଳି: ଯୁବରାଜ ଓ୍ବଲିୟମ-ହ୍ୟାରି ହାତାହାତି ନେଇ ଚର୍ଚ୍ଚା…
ଲଣ୍ଡନ,୫।୧ : ଜାନୁଆରୀ ୧୦ ରେ ପ୍ରକାଶିତ ହେବାକୁ ଥିବା ତାଙ୍କ ଆତ୍ମଜୀବନୀ ‘ସ୍ପେୟାର’ରେ ପ୍ରିନ୍ସ ହ୍ୟାରି ତାଙ୍କ ବ୍ୟକ୍ତିଗତ ଜୀବନର ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି। ସେ ତାଙ୍କ ବଡ଼ ଭାଇ ପ୍ରିନ୍ସ ୱିଲିୟମଙ୍କ ବିରୋଧରେ...
୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ
ଓ୍ବାଶିଂଟନ୍,୫।୧: ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ଆମାଜନ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରୁଛି। ଖର୍ଚ୍ଚ ହ୍ରାସ କରିବାକୁ କମ୍ପାନୀ ଏହି ପଦକ୍ଷେପ ନେଉଛି। କମ୍ପାନୀର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ (ସିଇଓ) ଆଣ୍ଡି ଜାସି କର୍ମଚାରୀଙ୍କୁ ପଠାଯାଇଥିବା ଏକ ନୋଟରେ...
୨୨ ଲକ୍ଷ ଡଲାର ଜରିମାନା ଦେବେ ଏଲନ ମସ୍କ…
ଓ୍ବାଶିଂଟନ,୫।୧ : ଦକ୍ଷିଣ କୋରିଆ ଦ୍ୱାରା ଏଲୋନ ମସ୍କଙ୍କ ଇଲେକ୍ଟ୍ରିକ କାର୍ କମ୍ପାନୀ ଟେସଲାକୁ ୨୨ ଲକ୍ଷ ଡଲାର ଜରିମାନା କରାଯାଇଛି। ଦକ୍ଷିଣ କୋରିଆର ଆଣ୍ଟିଟ୍ରଷ୍ଟ ନିୟାମକ କୋରିଆ ମେଳା ବାଣିଜ୍ୟ ଆୟୋଗ (କେଏଫଟିସିସି) କହିଛି ଯେ ଟେସଲା ଏହାର...
ଭାରତରେ ୮୩ ଶହ କୋଟି ଟିକସ ଦେବ ଓ୍ବାଲମାର୍ଟ…
ସିଙ୍ଗାପୁର,୫।୧ : ଫୋନ ପେ ମୁଖ୍ୟାଳୟ ସିଙ୍ଗାପୁରରୁ ଭାରତକୁ ସ୍ଥାନାନ୍ତରିତ କରିବା ଯୋଗୁ ୱାଲମାର୍ଟ ଏବଂ ଡିଜିଟାଲ ପେମେଣ୍ଟ କମ୍ପାନୀର ସମସ୍ତ ଅଂଶୀଦାରଙ୍କୁ ପ୍ରାୟ ଏକ ବିଲିୟନ ଡଲାର (୮୩ ଶହ କୋଟି ଟଙ୍କା) ଟିକସ ଦେବାକୁ ପଡିବ। ସୂଚନାନୁସାରେ,...
Archives


