ଅନ୍ତର୍ଜାତୀୟ

ଅନ୍ୟ ଦେଶ ସହ ଗୁପ୍ତ ବୈଠକ କରୁଛନ୍ତି ଲିବିଆର ମହିଳା ମନ୍ତ୍ରୀ ନଜଲା, ବୈଠକକୁ ନେଇ ଲିବିଆରେ ହିଂସା

ଜେରୁଜେଲମ,୩୦।୮: ଲିବିଆର ବୈଦେଶିକ ମହିଳା ମନ୍ତ୍ରୀଙ୍କୁ ନେଇ ଇସ୍ରାଏଲରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଲିବିଆର ବୈଦେଶିକ ମନ୍ତ୍ରୀ ନଜଲା ମଙ୍ଗୋଶ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ସହ…

2 years ago

ଦଣ୍ଡାଦେଶ ସ୍ଥଗିତ ହେବା ପରେ ବି ଜେଲରେ ରହିବେ ଇମ୍ରାନ୍‌

ଇସଲାମାବାଦ,୩୦।୮: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଗୋଟିଏ ସମସ୍ୟା ଶେଷ ହେବାକୁ ଯାଉଥିବା ବେଳେ ଅନ୍ୟ ଏକ ମାମଲା ସାମ୍ନାକୁ ଆସୁଛି। ମଙ୍ଗଳବାର…

2 years ago

ଯୁଦ୍ଧ ଯୋଗୁ ୟୁକ୍ରେନର ୧୩୦୦ରୁ ଅଧିକ ସ୍କୁଲ ଧ୍ୱଂସ

ଜେନେଭା,୩୦।୮: ଋଷିଆର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି ୟୁକ୍ରେନର ଶିକ୍ଷାନୁଷ୍ଠାନ। ଶହ ଶହ ସ୍କୁଲ, କଲେଜ କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏନେଇ ୟୁନିସେଫ କହିଛି ଯେ, ଋଷିଆ…

2 years ago

ଚାଇନା ଯିବେ ପୁଟିନ୍‌, ଗିରଫ ପରୱାନା ଜାରି ହେବା ପରେ ଏହା ହେବ ପ୍ରଥମ ବିଦେଶ ଯାତ୍ରା

ମସ୍କୋ,୩୦।୮: ବ୍ରିକ୍ସ ପରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ମଧ୍ୟ ଭାରତରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେଉନାହାଁନ୍ତି। ସେ ୟୁକ୍ରେନ ଯୁଦ୍ଧ…

2 years ago

ଭାରତୀୟ ଉଚ୍ଚ ଆୟୋଗ ଉପରେ ଖଲିସ୍ଥାନୀଙ୍କ ଆକ୍ରମଣକୁ ନିନ୍ଦା କଲେ ବ୍ରିଟେନ ମନ୍ତ୍ରୀ

ଲଣ୍ଡନ,୩୦।୮: ମାର୍ଚ୍ଚରେ ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚ ଆୟୋଗ ଉପରେ ଖଲିସ୍ତାନ ଉଗ୍ରବାଦୀ ସମର୍ଥକଙ୍କ ଆକ୍ରମଣକୁ ବ୍ରିଟେନର ବାଣିଜ୍ୟ ମନ୍ତ୍ରୀ କେମି ବ୍ୟାଣ୍ଡେନୋଚ ନିନ୍ଦା କରିଛନ୍ତି। ସମସ୍ତ କୂଟନୀତିଜ୍ଞଙ୍କ…

2 years ago

ଜନମତ ସଂଗ୍ରହର ତାରିଖ ଘୋଷଣା କଲା ଅଷ୍ଟ୍ରେଲିଆ

ସିଡ଼ନୀ,୩୦।୮: ଅଷ୍ଟ୍ରେଲୀୟମାନେ ୧୪ ଅକ୍ଟୋବରରେ ଆଦିବାସୀ ତଥା ଟୋରେସ ଷ୍ଟ୍ରାଇଟ ଦ୍ୱୀପପୁଞ୍ଜର ଲୋକଙ୍କୁ ମାନ୍ୟତା ଦେବା ପାଇଁ ସମ୍ବିଧାନ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି ନାହିଁ ତାହା…

2 years ago

ସାଉଦି ଆରବରେ ଜରୁରୀ ଅବତରଣ କଲା ଇସ୍ରାଏଲ, ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଦେଲେ ଧନ୍ୟବାଦ

ରିୟାଦ,୩୦।୮: ଭାରତୀୟ ମହାସାଗର ଦ୍ୱୀପ ରାଷ୍ଟ୍ର ସେଶେଲ୍ସରୁ ଏକ ବିମାନକୁ ସୋମବାର ତେଲ ଅବିବ ଅଭିମୁଖେ ଯାତ୍ରା କରିବା ପରେ ସାଉଦି ଆରବରେ ଜରୁରୀକାଳୀନ ଅବତରଣ କରିଛି।…

2 years ago

ଫ୍ଲୋରିଡା ଆଡକୁ ଦ୍ରୁତ ଗତିରେ ବଢୁଛି ସାଇକ୍ଲୋନିକ ଝଡ ଇଡାଲିଆ, ଦକ୍ଷିଣ କାରୋଲିନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଓ୍ବାଶିଂଟନ୍‌,୩୦।୮: ଆମେରିକାର ଦକ୍ଷିଣ ପୂର୍ବ ଉପକୂଳରେ ଏକାସାଙ୍ଗରେ ଦୁଇଟି ବଡ଼ ଝଡ ଆସିବା ପାଇଁ ଚେତାବନୀ ଦିଆଯାଇଛି। ଘୂର୍ଣ୍ଣିବଳୟ ଇଡାଲିଆ ଫ୍ଲୋରିଡା ଉପକୂଳ ଆଡକୁ ଦ୍ରୁତ ଗତିରେ…

2 years ago

ୟୁକ୍ରେନ ପାଇଁ ଏକ ନୂଆ ସାମରିକ ସହାୟତା ପ୍ୟାକେଜ୍‌ ଘୋଷଣା କଲା ଆମେରିକା

ଓ୍ବାଶିଂଟନ୍‌,୩୦।୮: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ୟୁକ୍ରେନ ପାଇଁ ଏକ ନୂତନ ସାମରିକ ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବ୍ଲିଙ୍କେନ୍‌ଙ୍କ ଏକ ବିବୃତ୍ତି ଅନୁଯାୟୀ ଏହି…

2 years ago

ଜୀବିତ ଅଛନ୍ତି ପ୍ରିଗୋଝିନ୍‌, ପୁଟିନ୍‌ଙ୍କଠାରୁ ପ୍ରତିଶୋଧ ନେବା ପାଇଁ କରୁଛନ୍ତି ପ୍ରସ୍ତୁତି!

ମସ୍କୋ,୩୦।୮: ୱାଗନର୍‌ ଗ୍ରୁପ ମୁଖ୍ୟ ୟେଭେଗେନି ପ୍ରିଗୋଝିନ୍‌ଙ୍କ ଦେହାନ୍ତ ହୋଇସାରିଛି। ରୁଷିଆ ନିଜେ ଏହା ନିଶ୍ଚିତ କରିଛନ୍ତି। ମଙ୍ଗଳବାର ରୁଷର ସେଣ୍ଟ ପିଟର୍ସବର୍ଗ ସହରରେ ପ୍ରିଗୋଝିନ୍‌ଙ୍କ ଶେଷକୃତ୍ୟ…

2 years ago