ଓ୍ବାଶିଂଟନ/କାବୁଲ,୧୯।୮: ବନ୍ଧୁକର ଶକ୍ତି ଦ୍ୱାରା ପ୍ରାୟ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିବା ତାଲିବାନ ପାଇଁ ଏବେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବା ସହଜ…
ଓ୍ବାଶିଂଟନ,୧୯।୮: ଆମେରିକାରେ କରୋନା ମହାମାରୀ ସଂକ୍ରମଣକ ପୁଣି ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ୨୦ ସେପ୍ଟେମ୍ବରରୁ ସର୍ବସାଧାରଣଙ୍କ…
କାବୁଲ/ଓ୍ବାଶିଂଟନ୍/ନୂଆଦିଲ୍ଲୀ, ୧୯।୮ : ଦୁର୍ଦ୍ଧର୍ଷ ଆତଙ୍କବାଦୀମାନେ କାବୁଲ ଦଖଲ କରିବା ପରେ ହାତ ଟେକିଦେଇଥିଲା ଆଫଗାନ ସେନା। ପୁଣିଥରେ କ୍ଷମତା ହାତେଇବା ପାଇଁ ରାଷ୍ଟ୍ରପତି ଭବନରେ ତାଲିବାନ…
କାବୁଲ, ୧୯ା୮: ୧୯୮୦ ଦଶକର ଆଫ୍ଗାନିସ୍ତାନ ଏବଂ ଏବେକାର ଆଫଗାନିସ୍ତାନ ମଧ୍ୟରେ ଆକାଶ ପାତାଳର ଫରକ। ୩୦-୪୦ ବର୍ଷ ତଳେ ଆଫଗାନ୍ ମହିଳାମାନେ ଥିଲେ ଖୁବ୍ ସ୍ବାଧୀନଚେତା।…
କାବୁଲ,୧୯ା୮: ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ୍ କାର୍ଜାଇ ତାଲିବାନ୍ର ଜଣେ ବରିଷ୍ଠ ନେତାଙ୍କୁ ଭେଟିଛନ୍ତି। ଆମେରିକା ପକ୍ଷରୁ ଆତଙ୍କବାଦୀ ସଙ୍ଗଠନ ରୂପେ ଘୋଷଣା କରାଯାଇଥିବା ହକ୍କାନି ନେଟଓ୍ବର୍କ…
ନୂଆଦିଲ୍ଲୀ,୧୯।୮ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ପରଲୋକ ଘଟିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ୟୁଜର୍ସ ଘଟଣା ପଛର ସତ୍ୟତା ନ ଜାଣି ପାକିସ୍ତାନକୁ…
କାବୁଲ,୧୮।୮ : ଆଫଗାନିସ୍ତାନର ନିର୍ବାଚିତ ସରକାରଙ୍କୁ ତଡ଼ିବା ପରେ ତାଲିବାନ ଏବେ ସରକାର ଗଢ଼ିବା ଦିଗରେ ଆଗେଇଛି। ଏଥିଲାଗି ପୂର୍ବତନ ରାଷ୍ଟ୍ରପତି ହାମିଦ କାର୍ଜାଇଙ୍କୁ ଭେଟିଛନ୍ତି ଜଣେ…
କାବୁଲ,୧୮।୮ : ଆଫଗାନିସ୍ତାନ ରାଜଧାନୀ କାବୁଲକୁ ତାଲିବାନ ମାଡ଼ି ବସିବା ପରେ ରାଷ୍ଟ୍ରପତି ଅଶ୍ରଫ ଗନି ଦେଶ ଛାଡ଼ି ପଳାୟନ କରିଛନ୍ତି। ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା…
ନୂଆଦିଲ୍ଲୀ,୧୮।୮ : ଯଦି ଇଚ୍ଛା ଅଛି, ତେବେ ଆଫଗାନିସ୍ତାନରେ ଭିତ୍ତିଭୂମୀ ନିର୍ମାଣ କାର୍ଯ୍ୟ ଜାରି ରଖ। ଭାରତକୁ ଏଭଳି କହିଛନ୍ତି ତାଲିବାନ ପ୍ରବକ୍ତା ସୁହେଲ ଶାହିନ। ଆଫଗାନିସ୍ତାନ…
ଗାଜିଆବାଦ,୧୮।୮: ଆଫଗାନିସ୍ତାନର କାବୁଲରେ ଥିବା ଭାରତୀୟ ଦୂତାବାସର ସୁରକ୍ଷା ପାଇଁ ନିୟୋଜିତ ମାୟା, ରୁବି ଏବଂ ବବି ନାମକ ତିନିଟି ସ୍ନିଫର୍ କୁକୁର ମଙ୍ଗଳବାର ଇଣ୍ଡୋ-ତିବ୍ଦତୀୟ ସୀମା…