Home

କୋଇଲା ତଳୁ ଯୁବକ ଉଦ୍ଧାର

ତାଳଚେର,୧୪ା୪(ନି.ପ୍ର.): ଟ୍ରେନ୍‌ ଓ୍ବାଗନରେ କୋଇଲା ବୋଝେଇ ବେଳେ ପୋତି ହୋଇଯାଇଥିବା ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଅନନ୍ତ କୋଇଲା ଖଣିରେ। ଉଦ୍ଧାର ଯୁବକଙ୍କୁ ଚିକିତ୍ସା ପାଇଁ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା…

ଭର୍ତ୍ତୃହରିଙ୍କୁ ନେଇ ବିଜେଡି-ଭାଜପା ରାଜନୀତି ତେଜିଲା

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କୁ ନେଇ ବିଜେଡି-ଭାଜପା ମୁହାଁମୁହିଁ ହୋଇଛନ୍ତି। ଭର୍ତ୍ତୃହରି ମହତାବଙ୍କ ଅଭିଜ୍ଞତା କଥା କହି ବିଜେଡିକୁ ଟାର୍ଗେଟ କରିଛି ଭାଜପା। ଏହାକୁ ବିଜେଡି ମଧ୍ୟ ପ୍ରସଙ୍ଗ କରି ଭାଜପା ଉପରେ ବର୍ଷିଛି। ଭର୍ତ୍ତୃହରିଙ୍କୁ ନେଇ ବିଜେଡି-ଭାଜପା…

ୟାକୁବଙ୍କୁ ୭ଦିନିଆ ରିମାଣ୍ଡରେ ନେଲା ପୋଲିସ

କଟକ ଅଫିସ, ୧୪।୪: ଏସ୍‌ସିବିରୁ ଫେରାର ଗ୍ୟାଙ୍ଗ୍‌ଷ୍ଟର ହାଇଦରଙ୍କ ସହଯୋଗୀ ୟାକୁବ ଖାନ୍‌ଙ୍କୁ ମଙ୍ଗଳବାର କମିଶନରେଟ ପୋଲିସ ୭ଦିନିଆ ରିମାଣ୍ଡରେ ନେଇଛି। ୟାକୁବ୍‌ ସୋମବାର ଚାଉଳିଆଗଞ୍ଜ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ନିଲମ୍ବିତ କନଷ୍ଟେବଳ ମହମ୍ମଦ ମୌସୁମ୍‌ଙ୍କ ଅଭିଯୋଗକ୍ରମେ ରୁଜୁ ହୋଇଥିବା…

ଏ ବର୍ଷ ଭଲ ବର୍ଷିବ

ଭୁବନେଶ୍ୱର, (ବ୍ୟୁରୋ)/ ନୂଆଦିଲ୍ଲୀ, ୧୪ା୪: ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ବାଭାବିକ ରହିବ। ପ୍ରଶାନ୍ତ ମହାସାଗରରେ ଏଲ-ନିନ୍ୟୋର ପ୍ରଭାବ ନାହିଁ। ପାଗ ଅନୁକୂଳ ରହିବ। ଓଡ଼ିଶା ସମେତ ସମଗ୍ର ଦେଶରେ ଭଲ ବର୍ଷା ହେବ। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ…

ଚିନ୍ତା ବଢ଼ାଇଛି ଟିକା ଅଭାବ

୧୧ ଜିଲାରେ ଟିକାକରଣ ବନ୍ଦ ଭୁବନେଶ୍ୱର, ୧୪।୪(ବ୍ୟୁରୋ): ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲୁଥିବା ବେଳେ ଟିକା ଅଭାବ ଚିନ୍ତା ବଢ଼ାଇଦେଲାଣି। ଟିକା ଅଭାବରୁ ଏବେ ୧୧ଟି ଜିଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା…

ଏହି ୪ ରାଶିର ବ୍ୟକ୍ତି ବହୁତ ସଚ୍ଚୋଟ: ଅନ୍ଧଭାବେ କରିହେବ ବିଶ୍ୱାସ

କାହା ଉପରେ ଭରସା କରିବା ସବୁଠାରୁ କଷ୍ଟକର। କାରଣ ଲୋକମାନେ ବାହାରୁ କିଛି ଦେଖାଯାଉଥିବା ବେଳେ ଭିତରୁ ଆଉ କିଛି ଥାନ୍ତି। ପ୍ରତ୍ୟେକ ଚେହେରା ପଛରେ ଏକ ନୂଆ ଚେହେରା ଲୁଚି ରହିଥାଏ। ତେବେ ଭରସାଯୋଗ୍ୟ ବ୍ୟକ୍ତିଟିଏ ଖୋଜି ପାଇବା ବର୍ତ୍ତମାନ…

କ୍ୟାପଟେନ ରୋହିତଙ୍କ ଯାଦୁ : ୧୦ ରନ୍‌ରେ ଜିତିଲା ମୁମ୍ବାଇ

ଚେନ୍ନାଇ, ୧୩ା୪- ସୋମବାର ଭଳି ମଙ୍ଗଳବାର ମଧ୍ୟ ଆଇପିଏଲରେ ଦେଖିବାକୁ ମିଳିଥିଲା ରୋମାଞ୍ଚଭରା ମ୍ୟାଚ୍‌। ତେବେ ଏଥିରେ ଛକା ବର୍ଷା ନୁହେଁ ଉଇକେଟ ଝଡ଼ ଦେଖିବାକୁ ମିଳିଥିଲା। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୫୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।…

‘ପଠାନ୍‌’ ଶୁଟିଂସେଟ୍‌ରେ କରୋନା ବିସ୍ଫୋରଣ: କ୍ୱାରାଣ୍ଟାଇନ୍‌ରେ ରହିଲେ କିଙ୍ଗ୍‌ ଖାନ୍‌

ବମ୍ବେ: କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ଚଳଚ୍ଚିତ୍ର ‘ପଠାନ୍‌’ର ଶୁଟିଂସେଟ୍‌ରେ କରୋନା ବିସ୍ଫୋରଣ। ଏକାଥରେ ୪୦ଜଣ ସଦସ୍ୟ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଶୁଟିଂକୁ ରୋକି ଦିଆଯାଇଛି। ଶାହାରୁଖ ମଧ୍ୟ ନିଜକୁ କ୍ୱାରାଣ୍ଟାଇନ୍‌ କରିନେଇଛନ୍ତି। ଦୁବାଇରେ ଫିଲ୍ମର ଅଧିକାଂଶ…

୩ କୋଟିର ମାସ୍କ ପିନ୍ଧିଲେ ଏହି ସୁନ୍ଦରୀ ଅଭିନେତ୍ରୀ

ବମ୍ବେ: ଶହେ କିମ୍ବା ହଜାରେ ନୁହେଁ ବରଂ ୩ କୋଟି ଟଙ୍କାର ମାସ୍କ ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ ଉର୍ବଶୀ ରୌତେଲା। ଦାମୀ ମାସ୍କ ପଛର ଖାସ କଥାଟି ହେଉଛି ଏହା ହୀରା ଖଚିତ। ସମ୍ପୂର୍ଣ୍ଣ ମୁହଁକୁ ତାହା ଢ଼ାଙ୍କି ରଖିପାରୁଛି। ଏକ…

ହତ୍ୟା କରିଥିବା ସ୍ଥାନ ଦେଖାଇଲେ ଅଭିଯୁକ୍ତ, ଯୁବକଙ୍କ ଦରପୋଡ଼ା ମୃତଦେହ ଜବତ

କେସିଙ୍ଗା,୧୩।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ଗୋଦାମର ବୁଦା ନିକଟରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗାଁର ଶଶି କମ୍ପା ବୋଲି ଜଣାପଡ଼ିଛି। ସେ ଗତ ୧୧ ତାରିଖରୁ ନିଖୋଜ ଥିଲେ।…

ପଣା ସଂକ୍ରାନ୍ତି-ରମ୍‌ଜାନ ପାଇଁ ଗାଇଡ୍‌ଲାଇନ୍‌; ଏସବୁ ଉପରେ ଲାଗିଲା କଟକଣା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଓଡ଼ିଆ ନବବର୍ଷ ତଥା ପଣାସଂକ୍ରାନ୍ତି ଓ ରମଜାନ୍‌କୁ ନେଇ କଟକ ମ୍ୟୁନିସିପାଲ କର୍ପୋରେଶନ(ସିଏମ୍‌ସି) ଏବଂ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି। ବୁଧବାରଠାରୁ ରମ୍‌ଜାନ ଆରମ୍ଭ ହେଉଥିବାରୁ ଗହଳିକୁ ଏଡ଼ାଇବା ଲାଗି ସିଏମ୍‌ସି କଠୋର ଗାଇଡ୍‌ଲାଇନ୍‌…

ପଞ୍ଚାୟତ ନିର୍ବାଚନ: କରୋନା ଆକ୍ରାନ୍ତ ବି ଦେଇପାରିବେ ଭୋଟ

ନୂଆଦିଲ୍ଲୀ,୧୩।୪: କରୋନା ମହାମାରୀ ମଧ୍ୟରେ ଆୟୋଜିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନର ମତଦାତାଙ୍କ ପାଇ ଏକ ବଡ଼ ଖବର। ଏଣିକି କରୋନା ଆକ୍ରାନ୍ତ ମତଦାତା ମଧ୍ୟ ନିର୍ବାଚନରେ ଭୋଟ ଦେଇପାରିବେ। ଏନେଇ ମଙ୍ଗଳବାର ନିର୍ବାଚନ ପର୍ଯ୍ୟବେକ୍ଷକ ଡ.ଅରବିନ୍ଦ କୁମାର ଚୌରେସିଆ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri