Home

‘ମୋ କୁକୁର ବି ଆପଣଙ୍କ ଫିଲ୍ମ ଅଫର୍‌ ଗ୍ରହଣ କରୁନାହିଁ’

ହିନ୍ଦୀ ସିନେମାରେ ଅନେକ ଅଭିନେତା ଅଛନ୍ତି ଯିଏ ନିଜ ଅଭିନୟ ମାଧ୍ୟମରେ ଏକ ସ୍ବତନ୍ତ୍ର ଛାପ ଛଡିଛନ୍ତି। ସେମିତି ଜଣେ ଅଭିନେତା ଥିଲେ ରାଜ କୁମାର। ଫିଲ୍ମରେ ତାଙ୍କ ସଂଳାପ କହିବା ଶୈଳୀ ଆଜିବି ଲୋକଙ୍କ ମନରେ ଉଜ୍ଜିବୀତ ଅଛି। ବ୍ୟକ୍ତିଗତ…

ଧାମରା ନିକଟରେ ମାଡ଼ ହେବ ୟାସ୍‌

ଭୁବନେଶ୍ୱର,୨୫ା୫: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ମଙ୍ଗଳବାର ଅତି ଭୀଷଣ ବାତ୍ୟାର ରୂପ ନେଇଛି। ବୁଧବାର ମଧ୍ୟାହ୍ନରେ ‘ୟାସ’ ୧୫୫ରୁ ୧୬୫ କି.ମି. ବେଗରେ ସ୍ଥଳଭାଗକୁ ଛୁଇଁବ। ବାତ୍ୟା ଯେଉଁପଟ ଦେଇ ଯିବ ସେ ସବୁ ଅଞ୍ଚଳ ଛାରଖାର…

ବାତ୍ୟା ବେଳେ ସେଲ୍‌ଫି ନେବାକୁ ବାହାରକୁ ଯାଆନ୍ତୁ ନାହିଁ, ଆମ୍ବ-ନଡ଼ିଆ ନ ଗୋଟାଇ ଲୋଭ ସମ୍ବରଣ କରନ୍ତୁ: ଏସ୍‌ଆରସି

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମାଡ଼ି ଆସୁଛି ବାତ୍ୟା ‘ୟାସ୍‌’। ଏହାର ବିଶେଷ ପ୍ରଭାବ ଭଦ୍ରକ ଓ ବାଲେଶ୍ୱର ଜିଲାରେ ପଡ଼ିବ। ବାତ୍ୟା ସମୟରେ ସର୍ବାଧିକ ୧୮୫ କିମି ପବନ ବହିବାର ସମ୍ଭାବନା ରହିଛି। ଏହି ସମୟରେ ସେଲ୍‌ଫି ନେବାକୁ ବାହାରକୁ ଯାଆନ୍ତୁ ନାହିଁ ବୋଲି…

ରାଜଧାନୀରୁ ଆଉ ୧୦୬୨ କରୋନା ପଜିଟିଭ୍‌ ଚିହ୍ନଟ: ଚିନ୍ତା ବଢ଼ାଉଛି ପଟିଆ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜଧାନୀରେ ବେଲଗାମ କରୋନା। ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଉ ୧୦୬୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୭୨ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୮୯୦ ଲୋକାଲ କେସ୍‌ ରହିଛି। ଏନେଇ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା…

ଉପକୂଳମୁହାଁ ‘ୟାସ’: ପାରାଦୀପଠାରୁ ଏବେ ୨୦୦ କିମି ଦୂରରେ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଧିରେ ଧିରେ ଉପକୂଳମୁହାଁ ବାତ୍ୟା ‘ୟାସ’। ଏବେ ଏହା ୧୫ କିମି ବେଗରେ ଗତି କରୁଛି। ପାରାଦୀପଠାରୁ ୨୦୦ କିମି ଦୂରରେ ବାତ୍ୟା ରହିଥିବା ବେଳେ ବାଲେଶ୍ୱର-ଦୀଘାରୁ ୨୯୦ କିମି ଦୂରରେ ରହିଛି। ତେବେ ବାତ୍ୟା ଆସନ୍ତା ୬ ଘଣ୍ଟା…

‘ୟାସ୍‌’ ପାଇଁ କଟକଣା: ଚଣ୍ଡିଖୋଲରୁ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ

ଯାଜପୁର ଅଫିସ,୨୫।୫: ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ଏବେ ଉପକୂଳମୁହାଁ। ଏହାର ବିଶେଷ ପ୍ରଭାବ ଭଦ୍ରକ ଓ ବାଲେଶ୍ୱରରେ ପଡ଼ିବ। ଏହି ସମୟରେ ପ୍ରବଳ ବର୍ଷା ହେବା ସହ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିମି ବେଗରେ ପବନ ବହିବାର ଆକଳନ କରିଛି…

ପ୍ରତିଟି ମାନବ ଜୀବନ ଆମ ପାଇଁ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକରେ ପ୍ରସ୍ତୁତି ନେଇ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଏବଂ ଏସ୍‌ଆର୍‌ସି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏହାପରେ ପ୍ରତିକ୍ରିୟା ରଖି ପ୍ରତିଟି…

ପାଖେଇ ଆସୁଛି ‘ୟାସ୍‌’: ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ହେବେ ସାଢ଼େ ୭ ଲକ୍ଷ ଲୋକ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଆସୁଛି ବାତ୍ୟା ‘ୟାସ’। ଏହା ବୁଧବାର ସକାଳେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଏହା ପୂର୍ବରୁ ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ପ୍ରଭାବିତ ହେବାକୁ ଥିବା ୧୦ ଜିଲାରୁ…

ଘରର ଛାତ ଉପରେ ଉଠାଇଥିଲେ ଟପ୍‌ଲେସ୍‌ ଫଟୋ; ଅଭିନେତ୍ରୀ କହିଲେ ‘ମୁଁ ଲାଜକୁଳୀ ନୁହେଁ’

ବମ୍ବେ: ଘରର ଛାତ ଉପରେ ଟପ୍‌ଲେସ୍‌ ଫଟୋଶୁଟ୍‌। କିଛି ଏଭଳି କରି ଚର୍ଚ୍ଚାରେ ରିୟା ସେନଙ୍କ ବଡ଼ ଭଉଣୀ ତଥା ବଲିଉଡ୍‌ ଅଭିନେତ୍ରୀ ରାଇମା ସେନ୍‌। ସେ ନିଜର ଫଟୋଗୁଡ଼ିକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ପରେ ତାହା ବେଶ୍‌ ଭାଇରାଲ ହେଉଛି।…

ଏହି ରାଜ୍ୟର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି କରୀନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାଁ ସବୁବେଳେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି। ପ୍ରାୟ ସମୟରେ ସେ ଇନ୍‌ଷ୍ଟାଗ୍ରାମରେ ନିଜର କାର୍ଯ୍ୟକଳାପ ସହ କିଛି ନା କିଛି ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। ନିକଟରେ ବେବୋ ନିଜ…

ଇନ୍ଦୋରରେ ଅନ୍‌ଲକ୍‌ ପାଇଁ ପ୍ରସ୍ତୁତି: ସାନିଟାଇଜ୍‌ କରାଗଲା ଫଳ, ପନିପରିବା ଦୋକାନ

ଇନ୍ଦୋର,୨୫।୫: ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶ ସରକାର ସହର ଅନ୍‌ଲକ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି। ରାଜ୍ୟର ସବୁଠାରୁ ଅଧିକ କରୋନା ପ୍ରଭାବିତ ସହର ଇନ୍ଦୋରକୁ ଜୁନ୍‌ ୧ରୁ ଅନ୍‌ଲକ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗତ…

ମା’ବାପାଙ୍କ ମଧ୍ୟରେ ଥମୁନି ବିବାଦ: ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍‌ କଲେ ଶ୍ୱେତାଙ୍କ ଝିଅ

ବମ୍ବେ: ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ଲୋକପ୍ରିୟ ଟେଲି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ। ଏଭଳି ଖୁସି ସମୟ ଭିତରେ କିନ୍ତୁ ବିବାଦ ତାଙ୍କର ପିଛା ଛାଡ଼ୁନି। ମା’ ଶ୍ୱେତା ଏବଂ ତାଙ୍କ ପୂର୍ବ ସ୍ବାମୀ ଅଭିନବ କୋହଲିଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?