Home

ସପ୍ତାହନ୍ତ ଶଟ୍‌ଡାଉନ୍‌ ବେଳେ ଘଣ୍ଟାଏ କୋହଳ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି କରୋନା ସଂକ୍ରମଣ। ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ସପ୍ତାହନ୍ତ ଶଟ୍‌ଡାଉନ୍‌। ଶନିବାର ଓ ରବିବାର ଦୁଇ ଦିନ ଧରି ସମସ୍ତ ସହରାଞ୍ଚଳରେ ଶଟ୍‌ଡାଉନ୍‌ କରାଯିବ। ପୂର୍ବରୁ ଏହି ଦୁଇ ଦିନ ସର୍ବସାଧାରଣ ଚଳପ୍ରଚଳ…

ଗଙ୍ଗା ନଦୀକୁ ଖସିପଡିଲା ଜିପ୍‌: ୯ ଜଣଙ୍କ ଜୀବନ ଗଲା

ପାଟନା,୨୩।୪: ବିହାରର ରାଜଧାନୀ ପାଟନା ଦାନାପୁରରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏଠାରେ ପିପା ବ୍ରିଜ ଦେଇ ଯାଉଥିବା ଏକ ଜିପ ଗଙ୍ଗା ନଦୀକୁ ଖସିପଡିଛି। ଏହି ଜିପ୍‌ରେ ୨୫ ଯାତ୍ରୀ ଥିଲେ। ଏକ ବିବାହ ଉତ୍ସବ ସାରି ଫେରୁଥିବାବେଳେ ଏହି…

ବିରାଟ ଭଳି ହେବାକୁ ଚାହୁଁଥିଲେ, ଏବେ ତାଙ୍କ ସହ ଖେଳିଲେ ମ୍ୟାଚ୍‌ ବିଜୟୀ ଇନିଂସ; ଜାଣନ୍ତୁ କିଏ ସେହି ୨୦ ବର୍ଷୀୟ ପଡ଼ିକାଲ

ନୂଆଦିଲ୍ଲୀ,୨୩।୪: ଆଇପିଏଲ୍‌ ଆରମ୍ଭ ହେବା ସମୟରେ ଏହା କେବଳ ଟଙ୍କା କମାଇବାର ଏକ ରୋମାଞ୍ଚକ ଲିଗ୍‌ ଥିଲା। ହେଲେ ବିଗତ କିଛି ବର୍ଷ ମଧ୍ୟରେ ବଦଳିଛି ଏହାର ପରିଭାଷା। କାରଣ ଏଠାରେ ଅନେକ ଖେଳାଳିଙ୍କ କ୍ୟାରିୟର ନିର୍ମାଣ ହେଉଛି। ଟୁର୍ନାମେଣ୍ଟ ଖେଳାଳିଙ୍କୁ…

କରୋନା ଟିକା ନେବା ପରେ ଏହି ସମସ୍ୟାର ସମ୍ମୁଖୀନ ହେଲେ ମହିଳା

ଲଣ୍ଡନ,୨୩।୪: କରୋନା ମହାମାରୀ ସମଗ୍ର ବିଶ୍ୱରେ ପୁଣି ଆତଙ୍କ ଖେଳାଇଲାଣି। ଏହି ସଂକ୍ରମଣକୁ କମ୍‌ କରିବା ପାଇଁ ପୂରା ଦୁନିଆରେ ଟିକାକରଣ ଅଭିଯାନ ଜୋରଦାର ଚାଲିଛି। ମାତ୍ର ଗ୍ଲାସଗୋର ଜଣେ ମହିଳା କରୋନା ଟିକା ନେବା ପରେ ଏକ ଅଜବ ସମସ୍ୟାର…

ମୋଦିଙ୍କୁ ଅନୁରୋଧ କଲେ କେଜ୍‌ରିଓ୍ବାଲ: ସେନା ହାତକୁ ଦିଆଯାଉ ସବୁ ଅକ୍ସିଜେନ୍‌ ପ୍ଲାଣ୍ଟ

ନୂଆଦିଲ୍ଲୀ,୨୩।୪: କରୋନା ମହାମାରୀ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ଦିଲ୍ଲୀ ସମେତ ଅନେକ ରାଜ୍ୟର ଡାକ୍ତରଖାନାରେ ଆଜିକାଲି ଅମ୍ଳଜାନ ଅଭାବ ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ଏହି…

କାଜୁ ଫ୍ୟାକ୍ଟ୍ରି ସିଲ୍‌ କଲା ପ୍ରଶାସନ

ପୁରୁଷୋତ୍ତମପୁର,୨୩।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିଙ୍ଗି ଠାରେ ଥିବା କାଜୁ ଫ୍ୟାକ୍ଟ୍ରିରେ କୋଭିଡ୍‌ ଆଇନକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଂଘନ କରି ଶତାଧିକ ମହିଳା ଶ୍ରମିକଙ୍କୁ ନେଇ କାର୍ଯ୍ୟ କରାଯାଉଥିବା ବେଳେ ଏହି ଫ୍ୟାକ୍ଟ୍ରି ଉପରେ ପୁରୁଷୋତ୍ତମପୁର ପୋଲିସ ଏଏସ୍‌ଆଇ…

ପୂର୍ବତନ ବାଚସ୍ପତିଙ୍କୁ ମୃତ୍ୟୁ ଘୋଷଣା କଲେ ଶଶି ଥରୁର, ବିରୋଧ ପରେ ହଟାଇଲେ ଟୁଇଟ୍‌

ନୂଆଦିଲ୍ଲୀ,୨୩।୪: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର ଗୁରୁବାର ଲୋକ ସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କ ଦେହାନ୍ତ ସମ୍ପର୍କରେ ଏକ ଟୁଇଟ୍‌ କରି ଫଶି ଯାଇଛନ୍ତି। ଏହି ଟୁଇଟ ପରେ ଭାଜପା କହିଛି ଯେ, ଏହି…

ଅନ୍‌ଲାଇନ୍‌ କ୍ଲାସ୍‌ରେ ପିଲାଙ୍କ ଉପସ୍ଥିତି କମ୍‌

ସାକ୍ଷୀଗୋପାଳ,୨୩।୪:(ସ୍ବ.ପ୍ର.): ଗତବର୍ଷ ମାର୍ଚ୍ଚ ମାସରେ ମହାମାରୀ କରୋନା ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ଓ ଶଟଡାଉନ୍‌ ଘୋଷଣା କରିଥିଲେ। ଏହି ସମୟରେ ଶିକ୍ଷାନୁଗୁଡ଼ିକ ବନ୍ଦ ରହିଥିଲା। ତେବେ ଅନ୍‌ଲାଇନ୍‌ ଜରିଆରେ ଶିକ୍ଷାଦାନ କରାଯାଇଥିଲା। କରୋନା ପ୍ରକୋପ କମିବା ପରେ ଗତ…

ଡାକ୍ତରଖାନାରେ ଭର୍ତ୍ତି ହେବାର ୭ରୁ ୧୨ ଘଣ୍ଟା ମଧ୍ୟରେ ୨୦ ପ୍ରତିଶତ ରୋଗୀଙ୍କ ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୨୩।୪: ଦେଶରେ କରୋନା ସଂକ୍ରମଣର ଅବସ୍ଥା ଏକ ଭୟଙ୍କର ରୂପ ନେଉଛି। ପ୍ରତିଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଡାକ୍ତରଖାନା ଗୁଡ଼ିକରେ ଏବେ ଶଯ୍ୟା ଅଭାବ ଦେଖାଦେଇଛି। ଅଧିକାଂଶ ରାଜ୍ୟରେ ଅମ୍ଳଜାନର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି। ଏକ…

ମାତ୍ର ୫୨ ବଲ୍‌ରେ ଧୂଆଁଧାର ଶତକ ହାସଲ କରି ଇତିହାସ ରଚିଲେ ଏହି ୨୦ ବର୍ଷୀୟ କ୍ରିକେଟର୍‌

ମୁମ୍ବାଇ,୨୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ଯୁବ ବ୍ୟାଟ୍ସମ୍ୟାନ ଦେବଦତ୍ତ ପଡିକାଲ୍‌ ଆଇପିଏଲ ୨୦୨୧ରେ ପ୍ରଥମ ଶତକ ହାସଲ କରିଛନ୍ତି। ୨୦ ବର୍ଷୀୟ ପଡିକାଲ୍‌ ୫୧ଟି ବଲରେ ୧୧ ଚୌକା ଓ ୬ଟି ଛକା ସହାୟତାରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଅପରାଜିତ ୧୦୧…

ଏହି କ୍ରିକେଟର୍‌ଙ୍କ ପାଦ ଛୁଇଁଲେ ସୁରେଶ ରାଇନା

ମୁମ୍ବାଇ,୨୩।୪: ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ) ବୁଧବାର କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ଭେଟିଥିଲା। ସିଏସ୍‌କେ ଏହି ମ୍ୟାଚକୁ ୧୮ ରନ୍‌ରେ ଜିତିଥିଲା। ଏହି ମ୍ୟାଚ ପୂର୍ବରୁ ଏକ ମଜାଦାର ଘଟଣା ଘଟିଥିଲା। ଅଭ୍ୟାସ ଅଧିବେଶନରେ ସିଏସକେ ବ୍ୟାଟ୍ସମ୍ୟାନ…

ପ୍ରାର୍ଥୀ ହେବାକୁ ଇଚ୍ଛା କଲେନି ଅଜିତଙ୍କ ପରିବାର ସଦସ୍ୟ: ଆଜି କଂଗ୍ରେସ ପ୍ରାର୍ଥୀ ନାଁ ଘୋଷଣା ହୋଇପାରେ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ନିକଟରେ ପ୍ରକାଶ ପାଇଥିବା ସାନି ତାରିଖକୁ ମଧ୍ୟ ଗୁରୁବାର ପରିବର୍ତ୍ତନ କରାଯାଇଛି। ମେ ୧୩ ତାରିଖ ପରିବର୍ତ୍ତେ ୧୬ ତାରିଖରେ ଭୋଟ ଗ୍ରହଣ କରାଯିବ। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ କାରଣରୁ ଭୋଟ ତାରିଖରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri