ଧାଓ୍ବନଙ୍କ ମୁଣ୍ଡକୁ ବଲ୍ ଫୋପାଡିଲେ ପନ୍ତ, ରୋହିତ: ଆଉ ତା’ପରେ
ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ୩-୧ରେ ପରାସ୍ତ କରି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ କରିଛି। ଏବେ ଭାରତକୁ ଇଂଲଣ୍ଡ ସହ ପାଞ୍ଚଟି ଟି -୨୦ ଏବଂ ୩ଟି ଏକଦିବସୀୟର ଏକ ସିରିଜ ଖେଳିବାର ଅଛି। ଏହା…
ମାଂସପେଶୀକୁ ଦୃଢ଼ ରଖିବ ଡିଭାଇସ୍
ମାଂସପେଶୀକୁ ଦୃଢ଼ ରଖିବା ପାଇଁ ଏକ ଉନ୍ନତ ଜ୍ଞାନକୌଶଳବିଶିଷ୍ଟ ଡିଭାଇସ ପ୍ରସ୍ତୁତ କରାଯାଇଛି। ୟୁନିଭର୍ସିଟି ଅଫ କୁଇନସଲ୍ୟାଣ୍ଡର ବିଶେଷଜ୍ଞମାନେ ବ୍ୟାଣ୍ଡ ଆକାରର ଏପରି ଡିଭାଇସ୍ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ବ୍ୟାୟାମ କରିବା ସମୟରେ ଏହି ଡିଭାଇସ୍କୁ ବାହୁରେ ପିନ୍ଧିବାକୁ ପଡିଥାଏ।…
ବିବାହ କଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ପୂର୍ବତନ ସ୍ତ୍ରୀ
ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ସ୍ତ୍ରୀ ମାକେଞ୍ଜି ସ୍କଟ ଜଣେ ଶିକ୍ଷକଙ୍କୁ ବିବାହ କରିଛନ୍ତି। ଆମେରିକାର ସିଏଟଲରେ ରହୁଥିବା ବିଜ୍ଞାନ ଶିକ୍ଷକ ଡନ ଜାଓ୍ବେଟଙ୍କୁ ନିଜ ଜୀବନସାଥୀ ଭାବେ ବାଛିଛନ୍ତି। ମ୍ୟାକେଞ୍ଜି ସ୍କଟ…
କଟକ ବଡ଼ ମେଡିକାଲ ଛାତରୁ ଖସିପଡ଼ିଲା ଫ୍ୟାନ୍: ମହିଳା ରୋଗୀ ଆହତ
କଟକ ଅଫିସ,୮।୩: ବଡ଼ ମେଡିକାଲର ସର୍ଜରୀ ୱାର୍ଡର ଛାତରୁ ସୋମବାର ଏକ ଫ୍ୟାନ୍ ଖସିପଡ଼ିଛି। ଫ୍ୟାନଟି ଜଣେ ମହିଳା ରୋଗୀଙ୍କ ଉପରେ ପଡ଼ିବାରୁ ସେ ଆହତ ହୋଇଛନ୍ତି । ଏହାପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ମହିଳା ଜଣଙ୍କ ଯାଜପୁର…
ଅମ୍ଳପିତ୍ତର ଆୟୁର୍ବେଦୀୟ ଉପଚାର
ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ ବର୍ତ୍ତମାନ ୮୦ ପ୍ରତିଶତରୁ ଅଧିକ ଲୋକ ଅମ୍ଳପିତ୍ତ ରୋଗରେ ଆକ୍ରାନ୍ତ। ଏପରି କି ଯୌବନ ଆରମ୍ଭରୁ ଏହି ରୋଗରେ ପୀଡିତ ହେବା ଦେଖାଯାଉଛି। କେତେକ ଲୋକ ଭୋଜିକୁ ଗଲେ ସାଦା ଭୋଜନ ମଧ୍ୟ ଖାଇପାରନ୍ତି…
ସମ୍ପତ୍ତି ଲୋଭରେ ଭାଇବୋହୂଙ୍କୁ ହତ୍ୟାକଲେ ଦେଢ଼ଶୁର
ବ୍ରହ୍ମପୁର ଅଫିସ, ୮।୩ : ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୨ଟି ହତ୍ୟାକାଣ୍ଡ ଘଟିଛି । ରବିବାର ରାତିରେ ଝାଡ଼ାଙ୍କୁଲି ଗ୍ରାମର କୋରା ସେଠୀଙ୍କୁ ହତ୍ୟା କରାଯାଇଥିବା ବେଳେ ତାଙ୍କ ପୁଅ ପ୍ରଶାନ୍ତଙ୍କୁ ମଧ୍ୟ ହତ୍ୟା…
ବିରାଟ କୋହଲିଙ୍କୁ ପଛରେ ପକାଇଲେ ୨୦ ବର୍ଷୀୟ ଏହି ଖେଳାଳି
ବେଙ୍ଗାଲୁରୁ,୮।୩: କର୍ନାଟକର ବାମହାତୀ ବ୍ୟାଟ୍ସମ୍ୟାନ ଦେବଦତ୍ତ ପଡିକଲ ଲିଷ୍ଟ ଏ ଟୁର୍ନାମେଣ୍ଟରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସୋମବାର ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚରେ ସେ କେରଳ ବିପକ୍ଷରେ ଚମତ୍କାର ୧୦୧ ସ୍କୋର କରିଥିଲେ। ଲିଷ୍ଟ ଏ କ୍ରିକେଟରେ…
ସୋସିଆଲ ମିଡିଆରେ ହଟ୍ ଫଟୋ ଶେୟାର କଲେ ଆଲିଆ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯାହା ଖୁବ୍ ଭାଇରାଲ ହେଉଛି। ଆଲିଆ ତାଙ୍କ ଇନ୍ଷ୍ଟାଗ୍ରାମରେ ଶେୟାର କରିଥିବା ଫଟୋରେ ସେ ଏକ ବାଲକୋନିରେ ଠିଆ ହୋଇଥିବା ନଜର ଆସିଛନ୍ତି। ସେ ଲାଭେଣ୍ଡରର…
ରୋଗୀଙ୍କ ମୃତ୍ୟୁକୁ ନେଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଲଙ୍କାକାଣ୍ଡ
ବଲାଙ୍ଗୀର ଅଫିସ, ୮।୩: ବଲାଙ୍ଗୀର ଭୂର୍ଷିପାଲି ଗ୍ରାମର ଜଣେ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସୋମବାର ସକାଳେ ମୃତ୍ୟୁ ଘଟିଥିଲା । ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି। ରୋଗୀ ପରିଜନମାନେ…
ଦୃଷ୍ଟାନ୍ତ ସାଜିଛନ୍ତି ପ୍ରେମଲତା
ପାରାଦୀପ,୮।୩ (ସ୍ବ.ପ୍ର.): ମହିଳାଙ୍କୁ ସମାନ ଅଧିକାର ଓ ସମ୍ମାନ ଦେବା ପାଇଁ ସମଗ୍ର ବିଶ୍ବରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଛି। ଏହାସତ୍ତ୍ୱେ ବି ଅନେକ ମହିଳା ହିଂସାର ସମ୍ମୁଖୀନ ହେଉଛନ୍ତି। ଏହାକୁ ବିରୋଧ କରି କେତେଜଣ ମହିଳା ସମାଜରେ ସଂସ୍କାର…
ଖରସ୍ରୋତା ପାଣିରେ ହେବ ଚାଷ
ରାଜକନିକା,୮।୩(ଡି.ଏନ.ଏ.): ରାଜକନିକା ବ୍ଲକ ଅନ୍ତର୍ଗତ ପାରିନୂଆପଡା ପଞ୍ଚାୟତରୁ ଦେଉଳସାହି କଲଭଟ ୫ କି.ମି. ନାଳ ଖୋଳା ଆରମ୍ଭ ହୋଇଛି। ସେହିପରି ବନ୍ଧସାହି, ମିର୍ଜାପୁର, ବଳିଭଣ୍ଡା ଓ ଚଢେଇଖିଆ ନାଳ ବାଟେ ଖରେସ୍ରୋତାର ମଧୁର ପାଣି ପ୍ରବେଶ କରୁଛି। ଚାଷ ପାଇଁ ଏହି…
୭ ମାସ ପରେ ସୋସିଆଲ ମିଡିଆକୁ ଫେରିଲେ ରିୟା: ଲେଖିଲେ ଏମିତି ବାର୍ତ୍ତା
ଆଜି ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ବଲିଉଡ ତାରକାମାନେ ମଧ୍ୟ ମହିଳାଙ୍କ ପାଇଁ ପୋଷ୍ଟ ଶେୟାର କରି ଏହି ବିଶେଷ ଦିନରେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଅନ୍ତର୍ଜାତୀୟ ମହିଳା ଦିବସରେ…
Archives


