ଅଲଗା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ସେଲିବ୍ରିଟି କପଲ୍ ! ଚର୍ଚ୍ଚାକୁ ନେଇ ଏପରି କହିଲେ…
ବମ୍ବେ: ସେଲିବ୍ରିଟିମାନଙ୍କ ଲଭ୍ଲାଇଫ୍ ହେଉ ଅଥବା ବିବାହ ସବୁକିଛିରେ ପ୍ରଶଂସକ ରୁଚି ରଖିଥାନ୍ତି। ଏପରିସ୍ଥିତିରେ ଗୁଜବ ଉଠିବା ସ୍ବାଭାବିକ। ସେଭଳି କିଛି ଘଟିଛି ଷ୍ଟାର ପ୍ଲସରେ ପ୍ରସାରିତ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ ନୈତିକ ଭୂମିକାରେ ଅଭିନୟ କରିଥିବା ଅଭିନେତା…
କେଶ କଟା ଷ୍ଟାଇଲ୍ ମନକୁ ନ ଯିବାରୁ ପୋଲିସ ଡାକିଲେ କୁନିବାଳକ
ଚାଇନାର ଜଣେ ଛୋଟ ପିଲା ହେୟାର ଷ୍ଟାଇଲ୍କୁ ନେଇ ଏତେ ରାଗିଗଲା ଯେ, ଶେଷରେ ପୋଲିସ ଡାକିଥିଲା। ଏହି ଘଟଣା ଚାଇନାର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ଅଂଶୁନ ନାମକ ଏକ ସହରରେ ଘଟିଛି। ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ବାରିକ ଜଣକ ପିଲାଟିର…
କରୋନା ଟିକା ନେଲେ ମିଳିବ ୧୦ ଲକ୍ଷ ଟଙ୍କା
ଓ୍ବାଶିଂଟନ୍,୧୪।୫: କରୋନା ମହାମାରୀ ମଧ୍ୟରେ ସମଗ୍ର ଦେଶର ସରକାର ଲଗାତର ଟିକା ନେବାକୁ ପ୍ରୋତ୍ସାହିତ କରୁଛନ୍ତି। କରୋନା ଟିକା କେବଳ ଲୋକଙ୍କୁ ସୁରକ୍ଷା ଦିଏ ନାହିଁ, ବରଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଆମେରିକାର ଏକ ସହରରେ…
ପିଲା-ବୃଦ୍ଧଙ୍କୁ ସହାୟତା କରିବେ ଏହି ରାଜ୍ୟ ସରକାର
ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଏହାରି ଭିତରେ ସରକାର ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ସବୁ…
୧୭ରେ ସର୍ବଦଳୀୟ ବୈଠକ
ଭୁବନେଶ୍ୱର,୧୪।୫(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଉପରେ ରହୁଥିବା ବେଳେ ମୃତ୍ୟୁସଂଖ୍ୟା ଦିନକୁ ୨୦ ଉପରେ ରହୁଛି। ଏପରି ସ୍ଥିତିରେ କିପରି କରୋନା ମୁକାବିଲା କରାଯିବ ସେନେଇ ଆସନ୍ତା ୧୭ରେ ସର୍ବଦଳୀୟ ବୈଠକ ବସିବ। ଏହି…
ସୋସିଆଲ ମିଡିଆରେ ଏହି ଭୁଲ୍ ଯୋଗୁ ଯୁବକ ହରାଇଲେ ୧୮ ହଜାର କୋଟି ଟଙ୍କା
ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରୁଛନ୍ତି। ଯେତେବେଳେ ଯେଉଁ ଫଟୋ ପସନ୍ଦ ଆସୁଛି ସେହି ଫଟୋ ପୋଷ୍ଟ କରିଦେଉଛନ୍ତି। ମାତ୍ର ବେଳେ ସାମାନ୍ୟ ଭୁଲ୍ ଯୋଗୁ ଅନେକ କ୍ଷତି ମଧ୍ୟ ଘଟୁଛି। ଏମିତି ଏକ ମାମଲା…
ବାଲି ତଳେ ଲୁଚିଛି ସତ…
କାନପୁର,୧୪।୫: କରୋନାର ଦ୍ୱିତୀୟ ଲହର ଦେଶରେ ତାଣ୍ଡବ ରଚୁଥିବା ବେଳେ ହଜାର ହଜାର ଲୋକଙ୍କ ପ୍ରାଣହାନୀ ଘଟୁଛି। ଫଳରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଘାଟରେ ଜାଗା ମିଳୁ ନ ଥିବା ବେଳେ ମୃତଦେହଗୁଡ଼ିକୁ ଏଣେତେଣେ ପୋତାଯାଉଥିବା ଘଟଣା ବହୁଥର ସାମ୍ନାକୁ…
ପୁଣି ପ୍ରଧାନମନ୍ତ୍ରୀ ହେଲେ ଓଲି
କାଠମାଣ୍ଡୁ,୧୪।୫: କେପି ଶର୍ମା ଓଲି ପୁଣିଥରେ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି। ନେପାଳ ସଂସଦରେ ବିରୋଧୀ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବାରୁ ସେ ଏହି ପଦରେ ପୁଣି ବସିଛନ୍ତି। ନିକଟରେ କେପି ଓଲି ସଂସଦରେ ବହୁମତ ସାବ୍ୟସ୍ତ କରି…
ଆଗାମୀ ସପ୍ତାହରେ ବଜାରକୁ ଆସିବ ସ୍ପୁଟନିକ-ଭି ଟିକା: ଏତିକି ଟଙ୍କାରେ ମିଳିବ
ନୂଆଦିଲ୍ଲୀ,୧୪।୫: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣ ଅଭିଯାନ ଦ୍ରୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ କୋଭାକ୍ସିନ ଏବଂ କୋଭିଶିଲ୍ଡ ପରେ ଦେଶରେ ରୁଷିଆ ଟିକା ସ୍ପୁଟନିକ-ଭିକୁ ମଞ୍ଜୁରୀ ମିଳିଛି। ଏହି ଟିକା ଆସନ୍ତା ସପ୍ତାହରେ…
ପୁରୀରେ ୧୪୪ ଧାରା
ପୁରୀ ଅଫିସ,୧୪।୫: ଚନ୍ଦନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ୧୪୪ ଧାରା ଜାରି ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ପି। ନରେନ୍ଦ୍ର ପୁଷ୍କରିଣୀ ସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଅଞ୍ଚଳରେ ୧୪୪ ଧାରା ଲାଗୁ ହେବ। ପୁରୀ ସହରର ବିଭିନ୍ନ ସ୍ଥାନରେ…
ଭାଇ, ଭଉଣୀଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ଏହି ଅଭିନେତା
ଅଭିନେତା ମୁକେଶ ଖାନ୍ନାଙ୍କ ପାଇଁ ୨୦୨୧ ଦୁଃଖଦର ବର୍ଷ ହୋଇଛି। ଏକ ମାସ ମଧ୍ୟରେ ସେ ଉଭୟ ଭାଇଭଉଣୀଙ୍କୁ ହରାଇଛନ୍ତି। ବଡ ଭଉଣୀ କମଲ କପୁର ନିକଟରେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କରୋନାରୁ ସୁସ୍ଥ ହେବା ପରେ ଛାତି…
ଗର୍ଲଫ୍ରେଣ୍ଡଙ୍କୁ କ୍ଷମା ମାଗିଲେ ଏହି କ୍ରିକେଟର୍
ଆଇପିଏଲ୍ ୨୦୨୧ କରୋନା ଯୋଗୁ ସ୍ଥଗିତ ରହିଛି। ଟୁର୍ନାମେଣ୍ଟ ସ୍ତଗିତ ହେବାରେ ଖେଳାଳିମାନେ ନିଜ ଘରକୁ ଫେରିଛନ୍ତି। ଅଷ୍ଟ୍ରେଲିଆ ଖେଳାଳି ଏବେ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଏହି କ୍ରମରେ ଚେନ୍ନାଇ ପକ୍ଷରୁ ଖେଳୁଥିବା ସାମ କରନ ମଧ୍ୟ ଅଷ୍ଟ୍ରେଲିଆରେ ଅଛନ୍ତି। ସୋସିଆଲ…
Archives


