Home

ଦିଲ୍ଲୀରେ କମୁଛି କରୋନା ଦୈନିକ ସଂକ୍ରମଣ: ହେଲେ ଦେଶର ଏହି ଅଞ୍ଚଳ ବଢ଼ାଉଛି ଚିନ୍ତା

ନୂଆଦିଲ୍ଲୀ,୨।୭: ରାଜଧାନୀ ଦିଲ୍ଲୀରୁ ଏବେ ଆଶ୍ୱସ୍ତିକର ଖବର ମିଳୁଛି। ବର୍ତ୍ତମାନ ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ବି କମ୍‌ ରହୁଛି। ଫଳରେ ଦିଲ୍ଲୀବାସୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ଦିଲ୍ଲୀରେ…

ମମତାଙ୍କୁ ଝଟ୍‌କା

କୋଲକତା,୨।୭: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ଏକ ଝଟ୍‌କା ଲାଗିଛି। କଲିକତା ହାଇକୋର୍ଟ ନିର୍ବାଚନ ପରେ ହିଂସା ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ହିଂସା ପୀଡିତଙ୍କ ସମସ୍ତ ଅଭିଯୋଗକୁ ରାଜ୍ୟ ପୋଲିସ ଗ୍ରହଣ କରିବା ସହ ସେମାନଙ୍କୁ…

ସୋସିଆଲ ମିଡିଆରେ ଏବେ ମହିଳା ରହିବେ ସୁରକ୍ଷିତ, ପ୍ରତିଶ୍ରୁତି ଦେଲେ…

ପ୍ୟାରିସ୍‌,୨ା୭: ଟୁଇଟର, ଗୁଗଲ୍‌, ଫେସବୁକ୍‌ ଏବଂ ଟିକ୍‌ଟକ୍‌ ଭଳି ଟେକ୍‌ କମ୍ପାନୀଗୁଡ଼ିକ ଅନ୍‌ଲାଇନ୍‌ ଅପରାଧକୁ ଦୂର କରିବା ସହିତ ଡିଜିଟାଲ ପ୍ଲାଟ୍‌ଫର୍ମରେ ମହିଳାଙ୍କ ସୁରକ୍ଷା ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଓ୍ବାଲର୍‌ଡ ଓ୍ବାଇଡ୍‌ ଓ୍ବେବ୍‌ ଫାଉଣ୍ଡେଶନ (WWWF) ସହିତ ଯୋଗାଯୋଗ କରିବା ପରେ…

ରାହୁଲ ଗାନ୍ଧୀ କହିଲେ, ଜୁଲାଇ ମାସ ଆସିଲା..ଟିକା ନାହିଁ: ଜବାବରେ ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ,୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କରୋନା ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି। ଶୁକ୍ରବାର ଟୁଇଟ୍‌ କରି ସେ କହିଛନ୍ତି ଜୁଲାଇ ମାସ ଆସିଯାଇଛି, କିନ୍ତୁ ଟିକା ଆସି ନାହିଁ। ରାହୁଲଙ୍କ ଏହି ଟୁଇଟ…

ଓସ୍କାର କମିଟିର ସଦସ୍ୟ ହେଲେ ବିଦ୍ୟା-ଏକତା

ମୁମ୍ବାଇ,୨।୭: ନିକଟରେ ଅମାଜନ ପ୍ରାଇମ୍‌ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଶେରନୀ’କୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କ ଚରିତ୍ର ଓ ତାଙ୍କର ଅଭିନୟ ପ୍ରଶଂସକ ମନକୁ ବେଶ୍‌ ଛୁଇଁପାରିଛି। ଇତିମଧ୍ୟରେ ବିଦ୍ୟା ବାଲାନ,…

ମାତ୍ର ୧୫ ହଜାର ଟଙ୍କା ପାଇଁ ହସ୍ପିଟାଲରେ ଅଢ଼େଇ ମାସ ରହିଲା କରୋନା ରୋଗୀଙ୍କ ମୃତଦେହ, ଆଉ ତା’ ପରେ…

ଲକ୍ଷ୍ନୌ,୨ା୭: ଉତ୍ତରପ୍ରଦେଶର ଜନପଦ ହାପୁରରେ କରୋନା ମହାମାରୀ ଆଜି ପର୍ଯ୍ୟନ୍ତ କାୟା ବିସ୍ତାର କରିଚାଲିଛି। ଏହି ସମୟରେ କୋତବାଲି ସହରରୁ ଏକ ଖବର ସାମ୍ନାକୁ ଆସିଛି। ଯେଉଁଠି ୧୫ ହଜାର ଟଙ୍କା ପାଇଁ କରୋନା ପଜିଟିଭ୍‌ଙ୍କ ମୃତଦେହ ଅଢ଼େଇ ମାସ ପର୍ଯ୍ୟନ୍ତ…

୭୦% ସିଲାବସ୍‌ରୁ ହେବ ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା, ଅସନ୍ତୁଷ୍ଟମାନେ ଦେଇପାରିବେ: ମନ୍ତ୍ରୀ

ଭୁବନେଶ୍ୱର,୨।୭(ବ୍ୟୁରୋ): ଆସନ୍ତା ୩୦ ତାରିଖରୁ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା। ଯେଉଁମାନେ ମାର୍କିଂରେ ଅସନ୍ତୁଷ୍ଟ ସେମାନେ ଅଫଲାଇନ୍‌ ପରୀକ୍ଷା ଦେଇପାରିବେ। ଏଥିପାଇଁ ଜୁଲାଇ ୫ରୁ ୧୪ ମଧ୍ୟରେ ଫର୍ମ ଫିଲ୍‌ଅପ୍‌ ହେବ। ଜୁଲାଇ ୩୦ରୁ ଅଗଷ୍ଟ ୫ ମଧ୍ୟରେ ପରୀକ୍ଷା ପାଇଁ ପ୍ରସ୍ତୁତି…

ଡବ୍ଲୁଟିସି ଚାମ୍ପିଅନ୍‌ ହେବା ପରେ ବିରାଟ କୋହଲିଙ୍କ କାନ୍ଧରେ କାହିଁକି ମୁଣ୍ଡ ରଖିଥିଲେ ଓ୍ବିଲିୟମସନ୍‌: ଏବେ କଲେ ଖୁଲାସା

ଅକଲାଣ୍ଡ,୨।୭: ଭାରତ ବିପକ୍ଷରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଜିତିବା ପରେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ବିଜୟ ଉତ୍ସବ ପାଳନ କରୁଥିବା ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏ ଫଟୋ ଏପରି ଥିଲା ଯାହା ଫଳାଫଳ…

ଫାର୍ମରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ଲକ୍ଷାଧିକ ଟଙ୍କାର କୁକୁଡ଼ା

ବୁଗୁଡ଼ା,୨ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଫାର୍ମ ହାଉସ୍‌ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡରେ ଜଳି ଯାଇଥିବା ଜଣାପଡ଼ିଛି। ଖୋଳଖାଳି ଗ୍ରାମର ଶେଷଦେବ ବିଷୋୟୀ ଦଣ୍ଡାସି ବଞ୍ଜର ଛକ ନିକଟରେ ନୂତନ ଭାବେ…

ଗୋଟିଏ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ପାଇଁ କେତେ ଟଙ୍କା ନିଅନ୍ତି କୋହଲି: ଜାଣନ୍ତି କି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହଁନ୍ତି ସମଗ୍ର ବିଶ୍ୱରେ ଅଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କ ଅନୁଗାମୀମାନଙ୍କୁ ଦେଖି ଏହା ଜାଣିହେବ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ୧୩୦ ମିଲିୟନରୁ ଅଧିକ ଲୋକ ବିରାଟଙ୍କୁ ଅନୁସରଣ କରନ୍ତି। ରୋଜଗାର…

ଭୁବନେଶ୍ୱରରେ ୧୦୦ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର,୨ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ୧୦୦ ଟପିଛି ପେଟ୍ରୋଲ ଦର। ତେବେ ଡିଜେଲ ଦର ବଢ଼ି ନ ଥିବା ଜଣାପଡ଼ିଛି। ପେଟ୍ରୋଲ ଲିଟର ପିଛା ୧୦୦.୦୧ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୭.୨୫ ଟଙ୍କା ରହିଛି। ଗୁରୁବାର…

ଏହି ୪ ରାଶିର ମହିଳା ହୁକୁମ ଚଳାଇବାରେ ହୋଇଥାନ୍ତି ମାହିର; ସ୍ବାମୀଙ୍କୁ ରଖିଥାନ୍ତି ହାତ ମୁଠାରେ…

ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାଦ୍ୱାରା ବ୍ୟକ୍ତିର ଭବିଷ୍ୟତ, ଚରିତ୍ର, ଗୁଣ-ଦୋଷ ଆଦି ବିଷୟରେ ଜାଣିହୁଏ। ଆସନ୍ତୁ ଆମେ ଜାଣିବା ଏଭଳି ୪ ରାଶି ବିଷୟରେ ଯେଉଁଥିରେ ଜନ୍ମିତ ଝିଅମାନେ ଅନ୍ୟ ଉପରେ ହୁକୁମ ଚଲାଇବାରେ ଓସ୍ତାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?