Home

ସ୍ବାସ୍ଥ୍ୟଗତ ସଙ୍କଟ ଓ ଭାରତୀୟଙ୍କ ସୁସ୍ଥତା

ବିଶ୍ବ ଆଜି କରୋନା ଭୂତାଣୁଜନିତ ସଂକ୍ରାମକ ରୋଗକୁ ନେଇ ଶଙ୍କାଗ୍ରସ୍ତ। କେବଳ ଟିକିଏ ସତର୍କତା, ସଚେତନତା ତଥା ସାବଧାନତା ହିଁ ଏହି ମହାମାରୀଠାରୁ ଆମକୁ ଦୂରେଇ ରଖିବ। ସରକାରୀ ନିର୍ଦ୍ଦେଶକୁ ମାନି ଆମକୁ ଆଗକୁ ବଢ଼ିବାକୁ ହେବ। ଏପରି ଏକ ସମୟର…

ନୀରୋଗ ରହିବାର ସୂତ୍ର

ନିଜର ଓଜନକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରନ୍ତୁ। ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମ ସାମିଲ କରନ୍ତୁ। ସବୁବେଳେ ନିଜର ମାନସିକତାକୁ ସକାରାତ୍ମକ ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣ ଚାପର ବଶବର୍ତ୍ତୀ ହେବାର ଆଶଙ୍କା କମ୍‌ ଥାଏ। କୌଣସି ରୋଗର କାରଣକୁ…

କରୋନା: କିପରି ରହିବେ ସଜାଗ

ଏବେ ପୁଣି କରୋନା ତାହାର କାୟା ବିସ୍ତାର କଲାଣି। ଯଦିଓ ଆମ ଦେଶରେ ଏଥିରୁ ରକ୍ଷା ପାଇବା ପାଇଁ ଟିକାଦାନ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ତଥାପି ଏବେ କରୋନାର ଦ୍ୱିତୀୟ ଲହର ପୁଣି ଥରେ ସତର୍କ ହେବାକୁ ବାଧ୍ୟ କରିଛି। ତେଣୁ…

ବିଶ୍ୱ ସ୍ବାସ୍ଥ୍ୟ ଦିବସ: ସତର୍କତା ଜରୁରୀ

ପୃଥିବୀରେ ପ୍ରାୟତଃ ୧୯୦ରୁ ଊର୍ଦ୍ଧ୍ୱ ଦେଶର ସାମୂହିକ ଏକତାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଗଠିତ ହୋଇଛି। ୧୯୪୮ ଏପ୍ରିଲ ୭ ତାରିଖ ଦିନ ସୁଇଜରଲାଣ୍ଡର ଜେନେଭାଠାରେ ଡବ୍ଲୁଏଚ୍‌ଓ ଅବସ୍ଥାପିତ ହୋଇଥିଲା। ତେବେ ୧୯୫୦ ଠାରୁ ପ୍ରତି ବର୍ଷ ଏପ୍ରିଲ ୭…

କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିନନ୍ଦନ’କୁ ପ୍ରଥମ ସ୍ଥାନ

ନବରଙ୍ଗପୁର,୭ା୪(ବି.ପ୍ର.): ଜୟପୁରଠାରେ ଅନୁଷ୍ଠିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୨୬ଟି କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ ନବରଙ୍ଗପୁର ତ୍ରିଶକ୍ତି ସିନେ କମ୍ବାଇନ୍ସ ଦ୍ୱାରା ନିର୍ମିତ ଏବଂ ମନୋଜ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଅଭିନନ୍ଦନ’କୁ ମିଳିଛି ପ୍ରଥମ ସ୍ଥାନ। ଏଥିରେ ରାଜ୍ୟ…

ପୋତାଗଲା ଅପମିଶ୍ରିତ ସାମଗ୍ରୀ

କଟକ ସଦର,୭ା୪(ଡି.ଏନ.ଏ.): କଟକ ଜିଲା ୪୨ ମୌଜା ଫାଣ୍ଡି ଅଧୀନ ଶ୍ରୀରାମ ଗ୍ରାମର ଏକ କାରଖାନାରୁ ଜବତ ହୋଇଥିବା ଅପମିଶ୍ରିତ ଘିଅ ଓ ଜଡାତେଲକୁ ମଙ୍ଗଳବାର ପୋଲିସ ପୋତିଦେଇଛି। ଏସିପି ସତ୍ୟରଞ୍ଜନ ମଲ୍ଲିକ, କଟକ ସଦର ଥାନା ଅଧିକାରୀ ସୁଧାଂଶୁ ଭୂଷଣ…

୩ ଦିନ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୭ା୪(ବ୍ୟୁରୋ): ରାଜ୍ୟର ଉପକୂଳ ଓଡ଼ିଶାରେ ତାତିର ପ୍ରକୋପ ହ୍ରାସପାଇଛି। ସମୁଦ୍ର ଆଡୁ ପବନ ବହୁଥିବାରୁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପାରଦ ୪୦ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି। ଆସନ୍ତା ୮ ତାରିଖରୁ ୧୧ ତାରିଖ ମଧ୍ୟରେ ରାଜ୍ୟର ଅନେକ ଭାଗରେ ଘଡ଼ଘଡ଼ି ସହ ଝଡ଼ବର୍ଷା…

ଥାନା ଭିତରେ ପୋଲିସର ନାଗିନ ଡ୍ୟାନ୍ସ

ଯାଜପୁର ଅଫିସ,୭ା୪: ଯାଜପୁର ଜିଲା ପାଣିକୋଇଲି ଥାନା ଭିତରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ନାଗିନ ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିଜ ୟୁନିଫର୍ମ(ଖାକି)କୁ ନେଇ ଗର୍ବ ଅନୁଭବ କରୁଥିବା ପୋଲିସ ଅଧିକାରୀମାନେ ସେଥିରେ ଅବିର ଢାଳିହୋଇ…

ଅଧିକ ଟିକା ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର, ୭।୪(ବ୍ୟୁରୋ): କୋଭିଡ୍‌ ଟିକା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ଅତି କମ୍‌ରେ ୧୫ରୁ ୨୦ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା ଯୋଗାଇଦେବା ପାଇଁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର…

ଚିଟ୍‌ଫଣ୍ଡ ଠକେଇ ମାମଲା: କମ୍ପାନୀ ଏମ୍‌ଡି, ମ୍ୟାନେଜରଙ୍କୁ ୭ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର ଅଫିସ,୭ା୪: ବ୍ରହ୍ମପୁର ସ୍ବତନ୍ତ୍ର ଚିଟଫଣ୍ଡ୍‌ କୋର୍ଟ ଜଜ୍‌ ଏକ ଟଙ୍କା ଠକେଇ ମାମଲାର ଶୁଣାଣି କରି ରାମକ୍ରିଷ୍ଣା ଇଲେକ୍ଟ୍ରୋ କଣ୍ଟ୍ରୋଲ୍‌ ଲିମିଟେଡ୍‌ ନାମକ ଅର୍ଥଲଗାଣକାରୀ ସଂସ୍ଥା ପରିଚାଳନା ନିର୍ଦ୍ଦେଶକ ଓ ମ୍ୟାନେଜରଙ୍କୁ ୭ବର୍ଷ ଲେଖାଏ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ…

୧ରୁ ଝାରସୁଗୁଡ଼ାରୁ ଗୁଆହାଟିକୁ ଉଡ଼ିବ ବିମାନ

ଝାରସୁଗୁଡ଼ା ଅଫିସ,୭ା୪: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନ ବନ୍ଦରରୁ ପର୍ଯ୍ୟାୟକ୍ରମେ ଦେଶର ପ୍ରମୁଖ ସହର ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, କଲିକତା, ହାଇଦ୍ରାବାଦ୍‌, ରାୟପୁର ଆଦିକୁ ଆକାଶମାର୍ଗରେ ସଂଯୋଗୀକରଣ ହୋଇସାରିଛି। ଏଥିରେ ଆଉ ଏକ ସହର ଯୋଡି ହୋଇଛି ା…

ଓଇଆର୍‌ସି ଅଫିସ ଘେରିଲା କଂଗ୍ରେସ

ଭୁବନେଶ୍ୱର, ୭ା୪(ବ୍ୟୁରୋ): ଓଡିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ କଂଗ୍ରେସ କର୍ମୀମାନେ ଓଇଆର୍‌ସି କାର୍ଯ୍ୟାଳୟର ଗେଟ୍‌ ଖୋଲି ଜୋର ଜବରଦସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri