Home

ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ! ସଭାପତି ଡାକିଥିଲେ, ଆଲୋଚନା କଲି; ଘରକୁ ଯାଉଛି କହି ଜଗନ୍ନାଥ ପ୍ରଧାନ…

ଭୁବନେଶ୍ୱର,୨।୭: ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଫିସରେ ଜଣେ ଓଏଏସ୍‌ ଅଧିକାରୀ ତଥା ନିଗମର ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ବଡ଼ ଖବର ସାମ୍ନାକୁ ଆସିଛି। ବୁଧବାର ଅଭିଯୁକ୍ତ ତଥା ବିଏମ୍‌ସି କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।…

ବାପାଙ୍କ ସହ ଭୋଜି ଖାଇବାକୁ ଯାଇଥିଲେ, ଦୁଇ ପୁଅଙ୍କ ଖୋଜ ଖବର ମିଳୁନି; କାନ୍ଦି କାନ୍ଦି…

ବୈଶିଙ୍ଗା,୨।୭(ରତନ ଦାଶ): ବାପାଙ୍କ ସହ ଭୋଜି ଖାଇବାକୁ ଯାଇ ଦୁଇ ପୁଅ ନିଖୋଜ। ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ମଗୁସିରିଆ ଗ୍ରାମରେ ଘଟିଥିବା ଚକିତ କଲା ଭଳିି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁଯାୟୀ, ମଙ୍ଗଳବାର ରାତି…

ଜରତି ଗ୍ରାମ ନିକଟରେ ପାହାଡ଼ରୁ ଖସିଲା ମାଟି ଅତଡ଼ା, ଟ୍ରେନ୍‌ ଚଳାଚଳ ଠପ୍‌, ୩ ଏକ୍ସପ୍ରେସ୍‌ ବାତିଲ ନେଇ…

କୋରାପୁଟ,୨।୭(ଅମିତାଭ ବେହେରା): କୋରାପୁଟ ଜିଲା କିରଣ୍ଡଳ ଲାଇନର ଜରତି ଗ୍ରାମ ନିକଟରେ ଥିବା ପାହାଡରୁ ମାଟି ଅତଡା ଖସିବା ଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ଠପ ହୋଇଛି। ୩…

ଗିରଫ ହେବେ ଜଗା ପ୍ରଧାନ? ଆସିଲା ବଡ଼ ଖବର

ଭୁବନେଶ୍ୱର,୨।୭: ଗିରଫ ହୋଇପାରନ୍ତି ଜଗା ପ୍ରଧାନ! ଜଗା ପ୍ରଧାନଙ୍କ ଉପରେ ହେବ କି ବଡ଼ କାର୍ଯ୍ୟାନୁଷ୍ଠାନ? ଏସବୁ ଚର୍ଚ୍ଚା ଭିତରେ ଭାଜପା ପାର୍ଟି ଅଫିସରେ ପହଞ୍ଚିଛନ୍ତି ଭାଜପା ନେତା। BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ବିବାଦରେ ଫସିଛନ୍ତି ଜଗନ୍ନାଥ ।…

ମୁଖ୍ୟମନ୍ତ୍ରୀଙ୍କ ନୂଆ ଘରେ ଖର୍ଚ୍ଚ ହେବ ଏତିକି ଲକ୍ଷ ଟଙ୍କା, ଦାମୀ ଫ୍ୟାନ୍‌ଠାରୁ ଆରମ୍ଭ କରି ଗିଜର ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨ା୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନୂଆ ସରକାରୀ ବାସଭବନର ନବୀକରଣ ପାଇଁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଯାହା ପାଇଁ ପିଡବ୍ଲ୍ୟୁଡି ଏକ ଟେଣ୍ଡର ଜାରି କରିଛି। ପ୍ରକୃତରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଦୁଇଟି ବଙ୍ଗଳା ଆବଣ୍ଟିତ ହୋଇଛି।…

ଭାରତ ସହ ସବୁଠୁ ବଡ଼ ଡିଲ୍‌ କରିବେ ପୁଟିନ୍‌, ଆମେରିକା ଥରହର!

ନୂଆଦିଲ୍ଲୀ,୨।୭: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଗାମୀ ସେପ୍ଟେମ୍ବର ମାସରେ ଭାରତ ଗସ୍ତ ପୂର୍ବରୁ ରୁଷ ଭାରତକୁ ଏକ ବଡ଼ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବରେ ରୁଷ ଭାରତୀୟ ନୌସେନାକୁ ପରମାଣୁ ଶକ୍ତିଚାଳିତ ସମ୍ବରିନ, ପୁନରୁଦ୍ଧାର କରାଯାଇଥିବା କିଲୋ ଶ୍ରେଣୀର ସବମାରାଇନ…

ଭାଉଜଙ୍କ ପ୍ରେମରେ ପଡୁଛନ୍ତି ଅଧିକାଂଶ ଯୁବକ! କେଉଁଠି ୨୦ ବର୍ଷ ବଡ଼ ତ କେଉଁଠି ବିବାହିତ…, ଶେଷ ପରିଣତି…

ନୂଆଦିଲ୍ଲୀ: ପ୍ରେମକୁ ସବୁଠାରୁ ସୁନ୍ଦର ସମ୍ପର୍କ ବୋଲି ବିବେଚନା କରାଯାଉଥିଲା। ଲୋକମାନେ କହୁଥିଲେ ଯେ ଯଦି ଦୁଇଜଣ ବ୍ୟକ୍ତି ପରସ୍ପରକୁ ଭଲ ପାଆନ୍ତି, ତେବେ ବିଶ୍ୱର ଅନ୍ୟ ଦେଶ କ’ଣ ଭାବନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। କିନ୍ତୁ ଆଜିକାଲି ଏପରି କିଛି…

ବର୍ଷାଦିନେ ଘରକୁ ନିଅନ୍ତୁ ନାହିଁ ଏସବୁ ପରିବା, ଭିତରେ ଅଛି ରୋଗ ସୃଷ୍ଟିକାରୀ…

ବର୍ଷା ଋତୁ ତା’ ସହ ସବୁଜ ପନିପରିବା, ଶୀତଳତା, ସତେଜତା ଏବଂ ସୌନ୍ଦର୍ଯ୍ୟ ନେଇ ଆସିଥାଏ। କିନ୍ତୁ ଏହା ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଆଣିଥାଏ। ବିଶେଷକରି ଖାଦ୍ୟ କଥା ଆସିଲେ, ଏହି ଋତୁରେ ଟିକିଏ ଅସାବଧାନତା ମଧ୍ୟ ପେଟ…

ରଥଯାତ୍ରା ଦଳଚକଟା ଘଟଣା: ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଚେକ୍‌ ଦେଲେ ମନ୍ତ୍ରୀ

ଖୋର୍ଦ୍ଧା,୨ା୭(ପ୍ରଭାତ ପାଣିଗ୍ରାହୀ): ପୁରୀ ଶ୍ରାଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁଘଟିଛି। ଏହି ଘଟଣାରେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମର ବାସନ୍ତୀ ସାହୁଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବରଣ କରିଥିବା ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୫ଲକ୍ଷ ଟଙ୍କା…

ବେଙ୍ଗାଲୁରୁରେ ଇନଫୋସିସ କର୍ମଚାରୀ ଗିରଫ: ମହିଳାଙ୍କ ଶୌଚାଳୟରେ କରୁଥିଲେ ଗୁପ୍ତ ଭିଡିଓ ରେକର୍ଡ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଇନଫୋସିସରେ କାର୍ଯ୍ୟରତ ଜଣେ ଟେକିଙ୍କୁ ଅଫିସ ଶୌଚାଳୟରେ ଜଣେ ମହିଳାଙ୍କର ଗୁପ୍ତ ଭାବେ ଭିଡିଓ ରେକର୍ଡ କରିବା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ ନାଗେଶ ସ୍ୱପ୍ନିଲ ମାଲି ଇନଫୋସିସରେ ସିନିୟର ଆସୋସିଏଟ ଭାବେ କାର୍ଯ୍ୟ କରୁଛନ୍ତି। ସୋମବାର ଏକ…

ବିନା ଲଗେଜରେ ଟ୍ରେନ୍‌ରେ ଚୋରାଚାଲାଣ ହେଉଛି ବିଭିନ୍ନ ସାମଗ୍ରୀ, ରେଳ ବିଭାଗ ନୀରବଦ୍ରଷ୍ଟା

କେସିଙ୍ଗା,୨ା୭(ତୁମେଶ୍ୱର ସାହୁ): ବୁଧବାର ମଧ୍ୟାହ୍ନରେ ବିଶାଖାପାଟଣା -ରାୟପୁର ଅଭିମୁଖେ ଚାଲୁଥିବା ପାସେଞ୍ଜର ଟ୍ରେନ୍‌ରେ ବିନା ଲଗେଜ୍‌ରେ ହଜାର ହଜାର କ୍ୱିଣ୍ଟାଲ ବିଭିନ୍ନ ସାମଗ୍ରୀ ଚୋରାରେ ଚାଲାଣ ହେଉଥିବା କେସିଙ୍ଗା ରେଳବାଇ ଷ୍ଟେଶନରେ ବୁଧବାର ଦେଖିବାକୁ ମିଳିଛି। ପାସେଞ୍ଜର ଟ୍ରେନ୍‌ର ବଗିରେ ଆମ୍ବ,ପଣସ,…

ହଷ୍ଟେଲ ଫି’ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀଛାତ୍ର

ବଲାଙ୍ଗୀର,୨ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ର ହଷ୍ଟେଲ ଫି’ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଶ୍ୱବିଦ୍ୟାଳୟ ଭି. ସିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ ଶହଶହ ଛାତ୍ରୀଛାତ୍ର। ଏକା ଥରକେ ଏହି ବର୍ଷରେ ୩ରୁ ୪ ହଜାର ଟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri