ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍: ୪୮ ଘଣ୍ଟା ମଧ୍ୟରେ ହେବାକୁ ଯାଉଛି…
ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୭:ଭାରତ ଏବଂ ଆମେରିକା ମଧ୍ୟରେ ଟ୍ରେଡ୍ ଡିଲ୍ ବହୁ ଦିନ ଧରି ଆଲୋଚନାରେ ରହିଛି। ଏବେ ଏହି ମଧ୍ୟବର୍ତ୍ତୀକାଳୀନ ଟ୍ରେଡ୍ ଡିଲ୍କୁ ଚୂଡ଼ାନ୍ତ କରାଯିବ ବୋଲି ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଟ୍ରେଡ୍ ଡିଲ୍କୁ ୪୮ ଘଣ୍ଟା ମଧ୍ୟରେ ଚୂଡ଼ାନ୍ତ…
ପୁଣି ପାକିସ୍ତାନ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କଲା ଭାରତ: ପାକ୍ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ବ୍ୟାନ୍
ନୂଆଦିଲ୍ଲୀ,୩।୭: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଗଲା। ଏହା ପରେ ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେଇଥିଲା। ଅପରେଶନ ସିନ୍ଦୂର ସମୟରେ ଭାରତରେ ଅଧିକାଂଶ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ…
ତୃତୀୟ ବିଶ୍ୱଯୁଦ୍ଧ ପାଇଁ କସରତ: ଲୁଚାଛପାରେ ଚାଇନା କରୁଛି ବଡ଼ ପ୍ଲାନ୍
ବେଜିଂ,୩।୭: ଭାରତର ପଡ଼ୋଶୀ ଦେଶ ଚାଇନା ଦେଶର ରାଜଧାନୀ ବେଜିଂରୁ ୨୦ ମାଇଲ ଦକ୍ଷିଣ-ପଶ୍ଚିମରେ ଏକ ବିଶାଳ ଏବଂ ଗୁପ୍ତ ସାମରିକ ସହର ନିର୍ମାଣ କରୁଛି। ଏହା ପେଣ୍ଟାଗନଠାରୁ ଦଶ ଗୁଣ ବଡ଼ ବୋଲି କୁହାଯାଏ। ଏହି ସେନା କ୍ୟାମ୍ପସ ସମ୍ବନ୍ଧୀୟ…
କରେଣ୍ଟ ଗଲେ ସିମନବାଡ଼ିରେ ଅଚଳ ହୋଇପଡୁଛି ମୋବାଇଲ ସେବା
ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ବର୍ଷା ହେଲେ କରେଣ୍ଟ ଯାଉଛି। ଫଳରେ ମୋବାଇଲ ସେବା ବନ୍ଦ ହୋଇଯାଉଛି। ଏହି ସମସ୍ୟା ପାଇଁ ଉକ୍ତ ଫିଡରରେ ୮ ପଞ୍ଚାୟତର ପ୍ରାୟ ହଜାର…
ପୁଣି ଲ୍ୟାଣ୍ଡ ମାଇନ ବିସ୍ଫୋରଣ: ଜଣେ ଯବାନ ଗୁରୁତର
ବଣାଇଁ,୩।୭(ପ୍ରଦୀପ ତ୍ରିପାଠୀ): ସମ୍ପ୍ରତ୍ତି କଡ଼ ଲେଉଟାଇଲାଣି ମାଓ ସଂଗଠନ। ଓଡିଶା – ଝାରଖଣ୍ଡ ସୀମା ସଂଲଗ୍ନ ଅଞ୍ଚଳରେ ଏବେ ପୁରା ସକ୍ରିୟ l ଏଥିନେଇ ଝାରଖଣ୍ଡରେ ମୁତୟନ ଅର୍ଦ୍ଧସାମରିକ ବାହିନୀ ଲଗାତାର ସର୍ଚ୍ଚ ବା କମ୍ବିଂ ଅପରେଶନ ଜାରି ରଖିଥିବାବେଳେ ଆଖିଦୃଶିଆ…
ଲଗାଣ ବର୍ଷାରେ ଘର ଉପରେ ପଡ଼ିଲା ଗଛ
ଥୁଆମୂଳ ରାମପୁର,୩ା୭(ଦୁର୍ଗା କୀର୍ତ୍ତି);କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ କାଳୀ ମନ୍ଦିର ପଡ଼ାର ପଦୁକିଶୋର ପୂଝାରୀଙ୍କ ଘର ଉପରେ ମଙ୍ଗଳବାର ଏକ ଆମ୍ବଗଛର ବିରାଟକାୟ ଶୁଖିଲା ଡାଳ ଭାଙ୍ଗିପଡ଼ିଛି। ରାତି ସାଢ଼େ ୮ଟାରେ ନିଜ ପରିବାର ସହ ସେ…
ଗୁମାଡ଼ି ଡାଇଭର୍ସନ ଧୋଇଯିବା ଘଟଣା: ଦୁଇଦିନ ବିତିଲା, ମରାମତି ନୋହିଲା
ଦାରିଙ୍ଗବାଡି, ୩।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତର ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବାର ଇତି ମଧ୍ୟରେ ୨ ଦିନ ବିତିଲା। କିନ୍ତୁ ମରାମତି କାର୍ଯ୍ୟ ନୋହିଲା। ଗୁରୁବାର ଉକ୍ତ ଭାସିଯାଇଥିବା ଡାଇଭର୍ସନରେ ୨ଟି ବଳଦ…
ଆମେରିକାରୁ ବିଦା ହେବେ ଟ୍ରମ୍ପଙ୍କ ପରିବାର? ବିଶ୍ୱରେ ଚହଳ
ଓ୍ବାଶିଂଟନ୍,୩।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଦେଶୀ ନାଗରିକଙ୍କୁ ଦେଶାନ୍ତର କରିବା ନୀତିକୁ ନେଇ ସାରା ଦେଶରେ ବିବାଦ ତୀବ୍ର ହୋଇଛି। ତେବେ ଏହାକୁ ନେଇ ନିଜେ ଅଡୁଆରେ ଫସିଛନ୍ତି ଟ୍ରମ୍ପ। ଏକ ଅନଲାଇନ ଆବେଦନ ମାଧ୍ୟମରେ ତାଙ୍କ ପତ୍ନୀ ମେଲାନିଆ…
ଛୁଟିରେ ଅଫିସର, କାର୍ଯ୍ୟରେ ଅଚଳାବସ୍ଥା
ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ପରିସରରେ ମାଡ଼ ଘଟଣା ରାଜ୍ୟର ପ୍ରଶାସନିକ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି କରିଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଅଟଳ ଥିବା ଓଡ଼ିଶା…
ବଡ଼ ଦୁର୍ଘଟଣା: ସମୁଦ୍ରରେ ବୁଡିଗଲା ଜାହାଜ, ୪୫ ନିଖୋଜ
ଜାକର୍ତ୍ତା,୩।୭: ଇଣ୍ଡୋନେସିଆର ବାଲି ଦ୍ୱୀପ ନିକଟରେ ଏକ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୬୫ ଜଣ ଯାତ୍ରୀ ନିଖୋଜ ହୋଇଥିବା ଖବର ମିଳିଛି। ବାଲିର ଜନପ୍ରିୟ ପର୍ଯ୍ୟଟନ ସ୍ଥଳୀ ନିକଟବର୍ତ୍ତୀ ସମୁଦ୍ରରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସ୍ଥାନୀୟ ଉଦ୍ଧାରକାରୀ ସଂସ୍ଥା…
RCBର ବଢ଼ିଲା ଅଡୁଆ! ବିସିସିଆଇ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୨।୭: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଅନ୍ୟତମ ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ପାଇଁ ଅଡ଼ୁଆ ବଢ଼ିଛି। ୨୦୨୫ ଜୁନ ୪ରେ ବେଙ୍ଗାଲୁରୁର ଏମ. ଚିନ୍ନାସୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବିଜୟର ଉତ୍ସବ ସମୟରେ ହୋଇଥିବା ଦଳାଚକଟାରେ ୧୧ ଜଣଙ୍କ…
ମନ ଜିଣିଲା ‘ମଝି ନଈରେ ମୋ ଜୀବନ ଡଙ୍ଗା’ ନାଟକ, କଳାକାରଙ୍କ ଅଭିନୟ ଦେଖି…
ଦିଗପହଣ୍ଡି,୨ା୭(ଅଶେଷ ନାଥ ମିଶ୍ର): ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ ସାମାଜିକ ନାଟକ ‘ମଝି ନଇରେ ମୋ ଜୀବନ ଡଙ୍ଗା’ ଦିଗପହଣ୍ଡି ବ୍ଲକ ଭ୍ରମରପୁର ବଡ଼ଦାଣ୍ଡ ବ୍ରାହ୍ମଣ ସାହିରେ ମଞ୍ଚସ୍ଥ ହୋଇଛି। ଗ୍ରାମର ଶ୍ରୀ ଗୋପୀନାଥ ମନ୍ଦିର ପରିଚାଳନା କମିଟି ସଭାପତି ସୁଶାନ୍ତ ଷଡଙ୍ଗୀଙ୍କ…
Archives


