Home

ତାରିକ ରହମାନଙ୍କ ବିଜୟ ପରେ ଭାରତ ଉପରେ କ’ଣ ପଡିବ ଏହାର ପ୍ରଭାବ? ଯଦି ଜମାତ ବିଜୟୀ ହୋଇଥାଆନ୍ତା…

ଢାକା,୧୩।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଗୁରୁବାର, ଫେବୃଆରୀ ୧୨ରେ ବାଂଲାଦେଶରେ ଅନୁଷ୍ଠିତ ଐତିହାସିକ ସାଧାରଣ ନିର୍ବାଚନରେ ଏକ ବଡ଼ ବିଜୟ ପାଇଁ ପ୍ରସ୍ତୁତ। ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନଙ୍କ ନେତୃତ୍ୱରେ BNP ନିର୍ବାଚନ ଳଢିଥିଲା। ରିପୋର୍ଟ…

ହାଇ-ଭୋଲଟେଜ ମ୍ୟାଚ୍‌ ପୂର୍ବରୁ ଟେନ୍‌ସନ୍‌ରେ ଭାରତ: ଏହି ୪ ବଡ଼ କାରଣ

ନୂଆଦିଲ୍ଲୀ,୧୩।୨: ଟି୨୦ ବିଶ୍ୱକପ୍‌ ୨୦୨୬ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଫେବୃଆରୀ ୧୫ରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ରାଜନୈତିକ ବିବାଦ ଏବଂ ବୟକଟ ଧମକ ଯୋଗୁ ଏହି ମ୍ୟାଚ ପୂର୍ବରୁ ବହୁତ ଚର୍ଚ୍ଚା ସୃଷ୍ଟି…

ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ, ମସ୍ତିସ୍କାଘାତ ଯୋଗୁଁ…

ଭୁବନେଶ୍ବର,୧୩ା୨: କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ରହିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଗୁରୁବାର ଏକ…

କଣ୍ଟେନରରେ ରାଜ୍ୟ ବାହାରକୁ ଧାନ ଚାଲାଣ

ମହାକାଳପଡ଼ା,୧୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରୁ କୋଲକାତା, ଆନ୍ଧ୍ରପ୍ରଦେଶ, ରାୟପୁର, ଛତିଶଗଡ, ମଧ୍ୟପ୍ରଦେଶ, ବିହାର, ସିକିମ ଓ ନାଗାଲାଣ୍ଡ ଆଦି ରାଜ୍ୟକୁ ମୋଟା ଓ ବାସ୍‌ମତି ଧାନ ବଡ଼ ବଡ଼ ଟ୍ରକ୍‌ ଓ କଣ୍ଟେନରରେ ଚାଲାଣ କରାଯାଉଛି।…

ଚଳିତବର୍ଷ ଆଗୁଆ ହେବ ସ୍ନାତକ, ସ୍ନାତକୋତ୍ତର ନାମଲେଖା

ଭୁବନେଶ୍ୱର,୧୩ା୨(ସୁଚିସ୍ମିତା ସାହୁ): ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ନାମଲେଖା ଆଗୁଆ କରାଯିବ। ଜୁଲାଇ ମାସ ଦ୍ୱିତୀୟ ସପ୍ତାହରୁ ଶିକ୍ଷାଦାନ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଏହାକୁ ଦୃଷ୍ଟିରେ ରଖି ସ୍ନାତକୋତ୍ତର ନାମଲେଖା ପାଇଁ…

ରାୟଗଡ଼ାରେ ମାଓବାଦୀ ପୋଷ୍ଟର, ଆଦିବାସୀଙ୍କୁ ନକ୍ସଲରେ ରଖି ଅତ୍ୟାଚାର…

ରାୟଗଡ଼ା,୧୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ବ୍ଲକ ବାଇସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଧୁମାଗୁଡ଼ା ବସଷ୍ଟପ ନିକଟରେ ମାଓବାଦୀ ପୋଷ୍ଟର ଦେଖାଯାଇଛି । ଏହି ପୋଷ୍ଟରଟି ସସିପିଆଇ ମାଓବାଦୀ ପକ୍ଷରୁ ଲେଖାଯାଇଥିବା ନେଇ କୁହାଯାଇଛି । ତେବେ ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ,…

ବିଜେଡିରୁ ବିଦାହେଲେ ସ୍ବାଧୀନ, ପ୍ରଦୀପ

ଭୁବନେଶ୍ୱର, ୧୩।୨(ସୁନିତ୍‌ ମିଶ୍ର): ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ବିଜେଡି ଗୁରୁବାର ଆଉ ୨ ଜଣଙ୍କୁ ନିଲମ୍ବିତ କରିଛି। କଟକ ଏବଂ କଟକ ସଦରର ୨ ଜଣ ଦଳରୁ ନିଲମ୍ବିତ ହୋଇଥିବା ଦଳ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚିତ କରାଯାଇଛି।…

ତାରିକ ରହମାନଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି, କହିଲେ ଭାରତ ବାଂଲାଦେଶର ସମର୍ଥନରେ ଠିଆ ହେବ

ଢାକା,୧୩।୨: ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନଙ୍କ ନେତୃତ୍ୱରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ବାଂଲାଦେଶ ସାଧାରଣ ନିର୍ବାଚନରେ ​​ଏକ ବଡ଼ ବିଜୟ ହାସଲ କରିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ମୁଖ୍ୟ ତାରିକ ରହମାନଙ୍କୁ…

୨୩ ସୁଦ୍ଧା କନିଷ୍ଠ ଶିକ୍ଷକଙ୍କ ସିସିଆର୍‌ ଦାଖଲ ନିର୍ଦ୍ଦେଶ

ଭୁବନେଶ୍ୱର,୧୩ା୨(ସୁଚିସ୍ମିତା ସାହୁ): ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩ ହଜାର ୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି। ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଚୂଡ଼ାନ୍ତ ପଦୋନ୍ନତି ତାଲିକାକୁ ନେଇ ସେମାନଙ୍କର ପର୍‌ଫର୍‌ମାନ୍ସ ଆପ୍ରେଜାଲ ରିପୋର୍ଟ (ପାର୍‌), ସମ୍ପତ୍ତି ବିବରଣୀ, ଭିଜିଲାନ୍ସ ଏବଂ…

ହାତୀ ଭୟ: ରାତିରେ ଗଛ ଉପରେ ବିତୁଛି ଜୀବନ

ନୂଆପଡ଼ା,୧୩ା୨(ମକାରୁ ବେମାଲ): ହାତୀ ଭୟ ଯୋଗୁ ରାତି ହେଲେ ଲୋକେ ଗଛ ଉପରେ ଜୀବନ ବିତାଉଛନ୍ତି। ଏଭଳି ଦୃଶ୍ୟ ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ବାସ କରୁଥିବା ଦାତୁନାମା ଗାଁରେ ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା…

ବଡ଼ ଭୁଲ୍ କରିଦେଲେ ସଞ୍ଜୁ ସାମସନ, ଗମ୍ଭୀର ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ, ୧୩।୨: ନାମିବିଆ ବିପକ୍ଷରେ ଟିମ୍ ଇଣ୍ଡିଆ ୨୦୯ ରନର ବିଶାଳ ସ୍କୋର କରିଥିଲା। ଅଭିଷେକ ଶର୍ମାଙ୍କ ଅନୁପସ୍ଥିତିରେ, ସଞ୍ଜୁ ସାମସନ ଓପନର ଭାବରେ ବିସ୍ଫୋରକ ଭାବରେ ଇନିଂସ ଆରମ୍ଭ କରିଥିଲେ, କିନ୍ତୁ ତାଙ୍କର ଆଉଟ ହେବା ପରେ ପୁଣି ଥରେ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି. ଦୂରରେ ଥିବା ୧୨୫୪ ପରିବାରବିଶିଷ୍ଟ ଏହି ଗାଁର ଲୋକସଂଖ୍ୟା ୫୦୮୪। ସମୁଦ୍ର ପାଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?