ସଙ୍କଟରେ କୌଳିକ ବୃତ୍ତି
କେନ୍ଦୁଝର, ୧୧।୫ (ସ୍ବ.ପ୍ର.)-ମାଟି ସହିତ ମଣିଷର ସମ୍ପର୍କ ଅତି ନିବିଡ଼। ଏଥିରୁ ଅନେକ ଜୀବନଜୀବିକା ନିର୍ବାହ କରିଆସୁଛନ୍ତି । ଏଭଳି ମାଟିରୁ ଜୀବିକା ନିର୍ବାହ କରି ବହୁ କାଳରୁ ବଞ୍ଚିଆସୁଥିବା ସମ୍ପ୍ରଦାୟ ହେଉଛନ୍ତି କୁମ୍ଭକାର ବା କୁମ୍ଭାର। ମାଟିରୁ ହାଣ୍ଡି, ମାଠିଆ,…
ସରକାରୀ ଖାତାରେ ବଢ଼ୁନି ସଂଖ୍ୟା
ଅନୁଗୋଳ ଅଫିସ, ୧୧ା୫ ଅନୁଗୋଳ ଜିଲାରେ କରୋନାକୁ ବର୍ଷେ ପୂରଣ ହୋଇଛି। ୨୦୨୦ ମେ ୧୦ ଅର୍ଥାତ୍ ଠିକ୍ ବର୍ଷକ ତଳେ ଏକାବେଳେ ଜିଲାରୁ ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ବର୍ଷକ ମଧ୍ୟରେ ମୋଟ୍ ଚିହ୍ନଟଙ୍କ ସଂଖ୍ୟା ୨୦ ହଜାର…
ଉପକାରୀ ଅଙ୍ଗୁର
ଅଙ୍ଗୁର ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଭିଟାମିନ୍ ‘କେ’, ‘ଏ’, ‘ସି’ ଏବଂ ‘ବି-୬’ ଭରି ରହିଛି। ଏହାବ୍ୟତୀତ ଏଥିରେ ମିନେରାଲ, ପୋଟାସିୟମ, କ୍ୟାଲସିୟମ, ସୋଡିୟମ, ମ୍ୟାଗ୍ନେସିୟମ, ଫସ୍ଫରସ ଆଦି ମଧ୍ୟ ରହିଛି। ଆଜ୍ମା ରୋଗୀଙ୍କ ପାଇଁ…
ଦି ହଣ୍ଡ୍ରେଡ: ବର୍ମିଂହାମ ଫୋଏନିକ୍ସ ପକ୍ଷରୁ ଖେଳିବେ ଶେଫାଳି
ନୂଆଦିଲ୍ଲୀ, ୧୧।୫(ପି.ଟି.)- ଭାରତର ଟିନ୍ ବ୍ୟାଟିଂ ସେନ୍ସେସନ ଶେଫାଳି ବର୍ମା ‘ଦି ହଣ୍ଡ୍ରେଡ’ ଟୁର୍ନାମେଣ୍ଟର ଉଦ୍ଘାଟନୀ ସଂସ୍କରଣରେ ବର୍ମିଂହାମ ଫୋଏନିକ୍ସ ପକ୍ଷରୁ ଖେଳିବେ। ଏହା ବ୍ୟତୀତ ଚଳିତ ବର୍ଷ ଶେଷଭାଗରେ ହେବାକୁଥିବା ମହିଳା ବିଗ୍ବାଶ୍ ଲିଗ୍ରେ ସେ ସିଡ୍ନୀ ଫ୍ରାଞ୍ଚାଇଜ୍ ପକ୍ଷରୁ…
ବାବର, ହିଲି ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ
ଦୁବାଇ, ୧୧।୫(ପି.ଟି.):ପାକିସ୍ତାନ ଅଧିନାୟକ ବାବର ଆଜମ ଏବଂ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଉଇକେଟ କିପର ଆଲିସା ହିଲି ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ ବିବେଚିତ ହୋଇଛନ୍ତି। ଏପ୍ରିଲରେ ଚମତ୍କାର ପ୍ରଦର୍ଶନ ପାଇଁ ସେ ଏହି ସୌଭାଗ୍ୟ ପାଇଛନ୍ତି। ନିକଟରେ…
ଅକ୍ସିଜେନ ସିଲିଣ୍ଡର ଅଭାବ: ଏଭ୍ରେଷ୍ଟ ପର୍ବତାରୋହୀଙ୍କୁ ଏହି ନିବେଦନ କଲା ନେପାଳ
କାଠମାଣ୍ଡୁ,୧୦।୫: ନେପାଳରେ ବର୍ତ୍ତମାନ ଅକ୍ସିଜେନ ସିଲିଣ୍ଡରର ଏତେ ଅଭାବ ରହିଛି ଯେ, ଏଭ୍ରେଷ୍ଟ ପର୍ବତାରୋହୀଙ୍କୁ ଅକ୍ସିଜେନ ବୋତଲ ଫେରାଇ ଆଣିବାକୁ ନିବେଦନ କରାଯାଇଛି। କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ୱାରା ପ୍ରଭାବିତ ହୋଇଥିବା ନେପାଳ ସୋମବାର ଏହି ନିବେଦନ କରିଛି। ଏପ୍ରିଲ…
ହସ୍ପିଟାଲରେ ଲାଞ୍ଚ ମାଗିବା ଘଟଣା: ଏସ୍ଡିଏମ୍ଓଙ୍କ ବଦଳି, ଆଟେଣ୍ଡାଣ୍ଟ ନିଲମ୍ବିତ
ବଲାଙ୍ଗୀର ଅଫିସ,୧୦।୫: ହସ୍ପିଟାଲ ଭିତରେ ଲାଞ୍ଚ ମାଗିବା ଘଟଣାର ଭିଡିଓ ଭାଇରାଲ ପରେ ବଲାଙ୍ଗୀର ସିଡିଏମ୍ଓ ପାଟଣାଗଡ଼ ଉପଖଣ୍ଡ ହସ୍ପିଟାଲର ଏସ୍ଡିଏମ୍ଓ ଡା. ବାଚସ୍ପତି ଦାଶ ଓ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଆଟେଣ୍ଡାଣ୍ଟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଏଥର କଂଗ୍ରେସର ନୂଆ ଅଧ୍ୟକ୍ଷ ରାହୁଲ ନା ଆଉ କିଏ?
ନୂଆଦିଲ୍ଲୀ,୧୦।୫: ଦେଶରେ ୫ଟି ବିଧାନସଭା ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ କଂଗ୍ରେସ ରାଜନୀତି ଗରଗରମ ହୋଇଉଠିଛି। ଚଳିତଥର କିଏ ଦଳର ମଙ୍ଗୁଆଳ ହେବ ସେ ନେଇ ଜୋରସୋର୍ ଚର୍ଚ୍ଚା ଚାଲିଛି। ଦଳର ବରିଷ୍ଠ ନେତ୍ରୀ ତଥା ବର୍ତ୍ତମାନର ଅନ୍ତରୀଣ ସଭାପତି…
କଙ୍ଗନାଙ୍କ କୋଭିଡ୍ ପୋଷ୍ଟ ଡିଲିଟ୍ କଲା ଇନ୍ଷ୍ଟାଗ୍ରାମ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କାରଣ ଇନଷ୍ଟାଗ୍ରାମ୍ କଙ୍ଗନା ରାଣାଓ୍ବତଙ୍କ କରୋନା ପଜିଟିଭ୍ ପୋଷ୍ଟକୁ ଡିଲିଟ୍ କରିଦେଇଛି। କଙ୍ଗନା ନିକଟରେ…
କରୋନା ସଙ୍କଟରେ ଚାଇନା ପୁଣି କରିପାରେ ଦୁଃସାହସ…
ନୂଆଦିଲ୍ଲୀ,୧୦।୫: ଭାରତରେ କରୋନା ମହାମାରୀ ଯୋଗୁ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଏହାର ସୁଯୋଗ ନେଇ ଚାଇନା ପୁଣି ପୂର୍ବ ଲଦାଖରେ ଦୁଃସାହସ କରିବାର ଆଶଙ୍କା ରହିଛି। ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ବିପିନ ରାଓ୍ବତ ପ୍ରକାଶ କରିଛନ୍ତି। ଗତବର୍ଷ…
ଶାଶୁଙ୍କ ପାଇଁ ଏମିତି ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଲେ ଟିନା ଅମ୍ବାନୀ
ବିଶ୍ୱ ମାତୃ ଦିବସ ଉପଲକ୍ଷେ ସୋସିଆଲ ମିଡିଆରେ ମା’ଙ୍କ ପାଇଁ ଶୁଭେଚ୍ଛାର ବାର୍ତ୍ତା ଛାଇ ଯାଇଥିଲା। ଏଥିମଧ୍ୟରୁ ସବୁଠୁ ଚର୍ଚ୍ଚାରେ ରହିଛି ଟିନା ଅମ୍ବାନୀ ଶାଶୁଙ୍କ ପାଇଁ ଲେଖିଥିବା କିଛି ହୃଦୟସ୍ପର୍ଶୀ ବାର୍ତ୍ତା। ଯାହା ଏବେ ଖୁବ୍ ଭାଇରାଲ ହେଉଛି। ଟିନା…
ଭାକ୍ସିନ୍ ଦ୍ୱାରା ହାରିବ କରୋନା: ୟୁନିସେଫ୍…
ଜେନେଭା/ନୂଆଦିଲ୍ଲୀ,୧୦।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ୟୁନିସେଫ୍ ପକ୍ଷରୁ ଏକ ଭିଡ଼ିଓ ଜାରି ହୋଇଛି। ଭିଡ଼ିଓରେ କୁହାଯାଇଛି ଯେ, କରୋନା ମହାମାରୀ ଭାକ୍ସିନ୍ ଦ୍ୱାରା ହିଁ ହାରିବ। ପୋଲିଓ ଭଳି ଭୟଙ୍କର ରୋଗକୁ ଯେପରି…
Archives


