Home

ରାଶନ ଦୋକାନ ସିଲ୍‌ କଲା ପ୍ରଶାସନ

ଦାରିଙ୍ଗବାଡ଼ି,୧୦।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏକ ରାଶନ ଦୋକାନକୁ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ସୋମବାର ମଧ୍ୟାହ୍ନରେ ସିଲ୍‌ କରିଦେଇଛନ୍ତି। ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ…

କୋହଲି ନେଲେ କରୋନା ଟିକା: ଇନଷ୍ଟାଗ୍ରାମ୍‌ରେ କଲେ ଫଟୋ ଅପଲୋଡ୍‌…

ନୂଆଦିଲ୍ଲୀ,୧୦।୫: ଟିମ୍‌ ଇଣ୍ଡିଆର ଅଧିନାୟକ କ୍ରିକେଟର ବିରାଟ କୋହଲି କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଜୁନ୍‌ ୨ରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଟିମ୍‌ ଇଣ୍ଡିଆ ସଦସ୍ୟଙ୍କୁ କରୋନା ପ୍ରତିଷେଧକ ଟିକାଦାନ କରାଯାଉଛି।…

ଦେଶବାସୀଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଛନ୍ତି ମୋଦି: ସୋନିଆ…

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବିରୋଧୀ ଘେରିବାରେ ଲାଗିଛନ୍ତିି। ପୂର୍ବରୁ ଜାରି ହୋଇଥିତ୍ବା ସତର୍କ ସୂଚନାକୁ ଅଣଦେଖା କରି ମୋଦି ଜାଣିଶୁଣି ଦେଶବାସୀଙ୍କୁ ମୃତ୍ୟୁମୁଖକୁୂ ଠେଲି ଦେଇଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ…

ଟିକା ନେଇ ଟ୍ରୋଲ୍‌ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ସମଗ୍ର ଦେଶରେ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଟିକା ନେଉଛନ୍ତି। ତେବେ ଟିକା ନେଇ ବଲିଉଡ୍‌…

ଦାନ ଦେଇ ଟ୍ରୋଲ୍‌ ହେଲେ ଏହି କ୍ରିକେଟର୍‌

ମାରାତ୍ମକ କରୋନା ସମୟରେ ଲୋକଙ୍କୁ ସହାୟତା ପାଇଁ ଆଗକୁ ଆସିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା। ଉଭୟଙ୍କର ଉଦ୍ଦେଶ୍ୟ ହେଉଛି ଟଙ୍କା ସଂଗ୍ରହ କରିବା ଲୋକଙ୍କୁ ସହାୟତା କରିବା। ସେ ସମସ୍ତଙ୍କୁ ଏଥିରେ ଯୋଗଦାନ…

ବାପାଙ୍କୁ ହରାଇଲେ ଆଉ ଜଣେ କ୍ରିକେଟର୍‌

ନୂଆଦିଲ୍ଲୀ,୧୦।୫: ଭାରତୀୟ ଲେଗ ସ୍ପିନର ପୀୟୁଷ ଚାୱଲାଙ୍କ ବାପା ପ୍ରମୋଦ କୁମାରଙ୍କ ସୋମବାର ସକାଳେ କରୋନାରେ ପରଲୋକ ଘଟିଛି। ଆଇପିଏଲ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଲେଖିଛି ଯେ, ଏହି କଷ୍ଟ ସମୟରେ…

ନୂଆ ମୁହଁ ଉପରେ ମମତାଙ୍କ ଭରସା: ବ୍ରିଗେଡ୍‌ରେ ୧୮ ନୂଆ, ୨୫ ପୁରୁଣା ସଦସ୍ୟ…

କୋଲକାତା,୧୦।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବ୍ରିଗେଡ୍‌ ତୃତୀୟ ଥର ପାଇଁ ଶାସନ ଡୋର ଧରିଛନ୍ତି। ଚଳିତ ଥର ମମତା ଦିଦିଙ୍କ ବ୍ରିଗେଡ୍‌ରେ ୪୩ ମନ୍ତ୍ରୀ ସାମିଲ ହୋଇଛନ୍ତି। ସୋମବାର ୧୦ଟା ୪୫ରେ ରାଜଭବନର ଥ୍ରୋନ୍‌ ହଲ୍‌ରେ ୪୦ ନବ ନିର୍ବାଚିତ…

ମୃତଦେହ ସତ୍କାର ପାଇଁ ୭ ଶ୍ମଶାନ କମ୍‌ ପଡ଼ିଲା, ଶେଷରେ ଖଣିରେ ହେଉଛି ଦାହ

ବେଙ୍ଗାଲୁରୁ,୧୦।୫: ସମଗ୍ର ଦେଶରେ ଏବେ କରୋନା ମହାମାରୀ ତା’ର କାୟା ବିସ୍ତାର କରିଛି। ଏପରିକି ଦେଶର କିଛି ରାଜ୍ୟରେ ମୃତଦେହ ସତ୍କାର କରିବାରୁ ଶ୍ମଶାନରେ ଜାଗା ମିଳୁନି। ବେଙ୍ଗାଲୁରୁର ୭ଟି ଶ୍ମଶାନରେ ମୃତଦେହ ପୋଡ଼ିବା ପାଇଁ ଜାଗା ନିଅଣ୍ଟ ହେଉଛି। ଏଣୁ…

ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା

ଗୁଆହାଟୀ,୧୦।୫: ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ବ ଶର୍ମାଙ୍କ ଶପଥ ନେଇଛନ୍ତିି। ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରରେ ସୋମବାର ଦିନ ୧୨ଟାରେ ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଥିଲେ।…

’ଆଇ ଲଭ୍‌ ଚିକୁ’ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ କୋହଲି, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖେଳ ସହିତ ନିଜର ଫ୍ୟାଶନ ଏବଂ ଷ୍ଟାଇଲ୍‌ ପାଇଁ ବେଶ୍‌ ପରିଚିତ। ବୋଧେ କମ୍‌ ଲୋକ ଜାଣିଥିବେ କୋହଲିଙ୍କ ଡାକନାମ ଚିକୁ। କୋହଲିଙ୍କୁ ତାଙ୍କ ସାଥୀ ଖେଳାଳିମାନେ ଏହି ନାମରେ ଡାକିଥାନ୍ତି। ବିଶେଷକରି…

ଏହି ମହିଳାଙ୍କୁ ୫୦ ଥର ଅପହରଣ କରିଛନ୍ତି ଏଲିଅନ୍‌: ବଖାଣିଲେ ଅନୁଭୂତି…

ଲଣ୍ଡନ,୧୦।୫: ଏଲଅନ୍‌ଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନଭିନ୍ନ ରୋମାଞ୍ଚକର ଘଟଣା ସମ୍ପର୍କରେ ଶୁଣିବାକୁ ମିଳିଥାଏ। ଏବେ ଜଣେ ବ୍ରିଟିଶ୍‌ ମହିଳା ତାଙ୍କୁ ୫୦ ଥର ଏଲିଅନ୍‌ମାନେ ଅପହରଣ କରିଥିବା ପ୍ରକାଶ କରିଛନ୍ତି। ଅପହରଣ ସମୟର ଅନୁଭୂତି ସେ ବଖାଣିଛନ୍ତି। ମହିଳା ଜଣକ…

କରୋନା ନେଲା ଏହି ଅଭିନେତାଙ୍କ ଜୀବନ

କରୋନାର ଦ୍ୱିତୀୟ ଲହର ଦେଶକୁ ବହୁତ ପ୍ରଭାବିତ କରିଛି। ଅନେକ ସେଲିବ୍ରିଟି ମଧ୍ୟ ଏହାର ଶିକାର ହେଉଛନ୍ତି। ଜଣାଶୁଣା ଅଭିନେତା ତଥା ଉପସ୍ଥାପକ ଟି ନରସିଂହ ରାଓଙ୍କ କରୋନାରେ ପରଲୋକ ଘଟିଛି। ଟିଏନ୍‌ଆର ନାମରେ ପରିଚିତ ନରସିଂହ କରୋନାରେ ଆକ୍ରାନ୍ତ ହୋଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri