Posted inଖେଳ

ରୌପ୍ୟ ଜିତିଲେ ରବି କୁମାର: ଭାରତ ଖାତାକୁ ଆସିଲା ପଞ୍ଚମ ପଦକ

ଟୋକିଓ,୫।୮: ଭାରତୀୟ କୁସ୍ତି ଯୋଦ୍ଧା ରବି କୁମାର ଦହିୟା ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି। ସେ ୫୭ କିଲୋଗ୍ରାମ ଫାଇନାଲରେ ଜାଭୁର ଉଗୁଏଭ୍‌ଙ୍କଠାରୁ ୪-୭ରେ ପରାସ୍ତ ହୋଇଛନ୍ତି। ଫଳରେ ରୌପ୍ୟ ପଦକରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡିଛି। ଏହାପୂର୍ବରୁ ଆଜି ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଚ ପଦକ ଜିତି ଇତିହାସ ରଚିଛନ୍ତି। ୪୧ ବର୍ଷ ପରେ ହକିରେ ଭାରତକୁ ପଦକ ମିଳିଛି। ଏହାସହ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସମୁଦାୟ ୫ ପଦକ ଜିତିଛି। ସେଥିମଧ୍ୟରୁ ୩ଟି ବ୍ରୋଞ୍ଚ ପଦକ ହୋଇଥିବାବେଳେ ୨ଟି ରୌପ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତଙ୍କ ନେତୃତ୍ୱ ଶୈଳୀ ଉପରେ ଏମିତି କହିଲେ ପୂର୍ବତନ ପାକିସ୍ତାନ କ୍ୟାପଟେନ

ଇସ୍ଲାମାବାଦ,୧୧।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ସହ ଭାରତୀୟ ସୀମିତ ଓଭର ଦଳର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ କ୍ୟାରିୟର ଆରମ୍ଭ କରିଛନ୍ତି ରୋହିତ ଶର୍ମା। ତାଙ୍କ...

କୋହଲିଙ୍କ ନିକଟରେ ସଚିନଙ୍କ ସମକକ୍ଷ ହେବାର ସୁଯୋଗ

ମୁମ୍ବାଇ,୧୩।୧(ପି.ଟି.)- ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମଙ୍ଗଳବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ସଚିନ ତେନ୍ଦୁଲକରଙ୍କ...

ବର୍ଷା ଯୋଗୁ ଚତୁର୍ଥ ଦିନ ଖେଳ ଆରମ୍ଭରେ ବିଳମ୍ବ

ଜୋହାନ୍ସବର୍ଗ,୬।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନର ଖେଳ ଗୁରୁବାର ବିଳମ୍ବରେ ଆରମ୍ଭ ହେବ। ଦିନର ଖେଳ ଆରମ୍ଭ ହେବା...

କଙ୍ଗାରୁଙ୍କୁ ଧୂଳି ଚଟାଇ ଇତିହାସ ରଚିଲା ଭାରତ

ବ୍ରିସ୍‌ବେନ୍‌,୧୯।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଶୁବମନ ଗିଲଙ୍କ ୯୧ ରନ୍‌...

ଧୋନୀ @ ୪୦

ନୂଆଦିଲ୍ଲୀ,୭।୭- ଭାରତୀୟ କ୍ରିକେଟକୁ ସବୁ ଫର୍ମାଟରେ ନଂ୧ରେ ପହଞ୍ଚାଇଥିବା ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ୪୦ ବର୍ଷରେ ପାଦ ଦେଇଛନ୍ତି। ୨୦୦୭ ଆଇସିସି...

ପ୍ରଥମ ଦିନରେ ନିରାଶ କଲେ ତୀରନ୍ଦାଜ

ଟୋକିଓ,୨୩।୭: ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିବସରେ ଭାରତୀୟ ତୀରନ୍ଦାଜ ନୀରାଶ କରିଛନ୍ତି। ମହିଳା ତୀରନ୍ଦାଜ ଦୀପିକା କୁମାରୀ ଓ ପୁରୁଷ ପ୍ରତିଯୋଗୀ ଅତନୁ ଦାସ, ପ୍ରବୀଣ...

ଅଧିକ ଦଳ ଭାଗନେଲେ ଆଇପିଏଲ୍‌ ମାନ କମିବ

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ ଟି୨୦ ଲିଗ୍‌ ବିବେଚିତ ହେଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବିସ୍ତାର ହେବା ପାଇଁ ପସ୍ତୁତ ବୋଲି ଭାରତୀୟ ପୂର୍ବତନ ଅଧିନାୟକ...

ଟୋକିଓ ଅଲିମ୍ପିକ୍ସରୁ ରୁଷିଆ ବାସନ୍ଦ

ମସ୍କୋ, ୧୭ା୧୨- ଡୋପିଂ ନିୟମ ଭଙ୍ଗ କାରଣରୁ ରୁଷିଆକୁ ଅଲିମ୍ପିକ୍ସ ଭଳି ବିଶ୍ୱ ସ୍ତରୀୟ ଇଭେଣ୍ଟରୁ ବ୍ୟାନ ରୁଲିଂକୁ ସମର୍ଥନ କରିଛି କୋର୍ଟ ଅଫ୍‌ ଆର୍ବିଟ୍ରେଶନ...

Advertisement
Archives

Model This Week