Home

ଆକାଶ ଗଙ୍ଗାରୁ ଆସୁଛି ରହସ୍ୟମୟ ସିଗ୍‌ନାଲ୍‌, ପଠାଉଛନ୍ତି କି ଏଲିଅନ୍‌…

ଓ୍ବାଶିଂଟନ,୭।୭: ଆକାଶଗଙ୍ଗାରୁ ଲଗାତାର ପୃଥିବୀକୁ ରହସ୍ୟମୟ ସିଗ୍‌ନାଲ୍‌ ଆସୁଛି। ଏହାକୁ କିଏ ପଠାଉଛି ସେ ନେଇ ମହାକାଶ ବିଜ୍ଞାନୀମାନେ ନାନା ପରୀକ୍ଷା ନିିରୀକ୍ଷା ଜାରି ରଖିଛନ୍ତି। ଏଲିଅନ୍‌ ଏହି ସିଗ୍‌ନାଲ୍‌ ପଠାଉଛନ୍ତି କି ନାହିଁ ସେ ନେଇ ସନ୍ଦେହ ଉପୁଜିଛି। ଗତ…

ଧୋନୀଙ୍କ ଏହି ୫ ରେକର୍ଡ, ଯାହା ଭାଙ୍ଗିବା କଷ୍ଟକର

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ତାଙ୍କର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଜୁଲାଇ ୭, ୧୯୮୧ରେ ଜନ୍ମ ହୋଇଥିବା ଧୋନୀ ୧୫ ବର୍ଷର କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ। କେବଳ ଏତିକି ନୁହେଁ, ‘ମାହି’ ଦୁନିଆର…

ପରିବେଶ ସୁରକ୍ଷାରେ ଶ୍ରୁତି

ଅଭିନେତ୍ରୀ ଶ୍ରୁତି ହାସନ ବିଶ୍ୱ ଜୁନୋସେସ୍‌ ଦିବସ ଅବସରରେ ଓ୍ବାଲର୍‌ଡ ଓ୍ବାଇଡ୍‌ ଫଣ୍ଡ(ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌)ର ଭାରତୀୟ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ପରିବେଶ ସଂରକ୍ଷଣ କଥା ସର୍ବଦା ଆମ ଭିତରେ ରହିବା ଉଚିତ। ପୃଥିବୀର ସୁରକ୍ଷା ସହ ଆମ ସୁରକ୍ଷା ଜଡ଼ିତ। ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ର…

ସମୁଦ୍ରରେ ଖସିଲା ରୁଷିଆ ବିମାନ

ମସ୍କୋ, ୭ା୭: ରୁଷିଆର ଏକ ବିମାନ ଆଣ୍ଟୋନଭ୍‌ ଏଏନ୍‌-୨୬ ପେଟ୍ରୋପାଭ୍‌ଲୋଭସ୍କ-କାମ୍‌ଚାଟସ୍କାଏରୁ ଉତ୍ତର କାମ୍‌ଚାଟ୍‌ସ୍କାଏର ପାଲାନା ଗ୍ରାମ ଅଭିମୁଖେ ଯାଉଥିବାବେଳେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି କାମ୍‌ଚାଟ୍‌କା ଉପଦ୍ୱୀପଠାରେ ସମୁଦ୍ର ମଧ୍ୟରେ ଖସିପଡ଼ିଥିବା କୁହାଯାଉଛି। ଏଥିରେ ୨୨ ଯାତ୍ରୀ ଏବଂ ୬ ଜଣ…

ସୁପ୍ରିମକୋର୍ଟରେ ହେଉ ସବୁ ବିଚାର

ନୂଆଦିଲ୍ଲୀ,୭ା୭: କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମର ବୈଧତାକୁ ଚ୍ୟାଲେଞ୍ଜ କରି ବିଭିନ୍ନ ହାଇକୋର୍ଟରେ ଦାଏର ହୋଇଥିବା ଅନେକ ପିଟିଶନ ବିଚାରାଧୀନ ରହିଛି। ସେହି ସମସ୍ତ ଆବେଦନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ଦାବିରେ କେନ୍ଦ୍ର ସରକାର ମଙ୍ଗଳବାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି।…

ରାନ୍‌ସମଓ୍ବେର: ୧୫୦୦ ବିଜ୍‌ନେସ ପ୍ରଭାବିତ

ନୂଆଦିଲ୍ଲୀ, ୭।୭: ରାନ୍‌ସମଓ୍ବେର ଆକ୍ରମଣ ଯୋଗୁ ସାରା ବିଶ୍ୱରେ ପ୍ରାୟ ୧୫୦୦ ବିଜ୍‌ନେସ ପ୍ରଭାବିତ ହୋଇଥିବା ଜଣାପଡିଛି। କାସେୟା ସଫ୍ଟଓ୍ବେର ଉପରେ ଏଭଳି ଆଟାକ ହେଉଛି। ଫ୍ଲୋରିଡା ଭିତ୍ତିକ କମ୍ପାନୀର ସିଇଓ ଫ୍ରେଡ ଭୋକୋଲା କହିଛନ୍ତି, ନିକଟରେ ହୋଇଥିବା ଆଟାକର ପ୍ରକୃତ…

ସୁସ୍ଥ ହେବା ହାର ୯୭.୧୮ ପ୍ରତିଶତ ଛୁଇଁଲା…

ନୂଆଦିଲ୍ଲୀ,୭।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିରେ ଲଗାମ୍‌ ଲାଗିଛି। ଦୈନିକ ସଂକ୍ରମଣ ଲଗାତାର ୨ଦିନ ଧରି ୪୦ ହଜାର ତଳେ ରହିବା…

ସଚିନ ତେନ୍ଦୁଲକରଙ୍କ ପୁଅ ମହେନ୍ଦ୍ର ସିଂହ ଧୋନୀ ଶିକ୍ଷକ ଚାକିରି ପାଇଁ କଲେ ଆବେଦନ; ସାକ୍ଷାତକାର ନିଶ୍ଚିତ ହେବା ପରେ…

ରାୟପୁର: ନିଯୁକ୍ତିରେ ସ୍କାମ୍‌ର ଅନେକ ଘଟଣା ସାମ୍ନାକୁ ଆସିଥାଏ। ହେଲେ ବିଗତ କିଛି ବର୍ଷ ଧରି ନକଲି ନାମରେ ଆବେଦନ କରିବା ଦେଖିବାକୁ ମିଳୁଛି। କେହି ଅଭିନେତାଙ୍କ ନାମରେ ତ କେହି ଅଭିନେତ୍ରୀଙ୍କ ନାମରେ ଆବେଦନ କରୁଛନ୍ତି। ଏବେ ଛତିଶଗଡ଼ରେ ଏଭଳି…

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ କରୋନା ନେଲା ୫୯ ଜୀବନ

ଭୁବନେଶ୍ୱର,୭/୭(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୫୯ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୩୫୮ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ…

ରାଜ୍ୟରେ ୨,୬୦୨ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୨,୬୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କାଲି କମ୍‌ ଥିବାବେଳେ ଆଜି ପୁଣି ହଠାତ୍‌ ବଢିଯାଇଛି। ନୂଆ ଆକ୍ରାନ୍ତଙ୍କ…

ବର୍ଷାରେ କଟକ ଜଳମଗ୍ନ

କଟକ ଅଫିସ, ୭ା୭:ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷାଯୋଗୁ କଟକର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। ବର୍ଷା ପୂର୍ବରୁ ସହରରେ ନାଳରୁ ପଙ୍କୋଦ୍ଧାର କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଏଭଳି ଜଳବନ୍ଦୀ ସ୍ଥିତି ଉପୁଜିଥିଲା। ବିଶେଷକରି ସହରର ମୁଖ୍ୟ ରାସ୍ତାରେ ବର୍ଷାପାଣି…

ଆଇଫୋନ୍‌ ଧରି ଚମ୍ପଟ ମାରିଲେ ଯୁବତୀ

ଭୁବନେଶ୍ୱର,୭।୭(ବ୍ୟୁରୋ):ରାଜଧାନୀର ଏକ ମୋବାଇଲ ଦୋକାନରୁ ମଙ୍ଗଳବାର ଜଣେ ଯୁବତୀ ଆଇଫୋନ୍‌ କିଣିବା ପରେ ଟଙ୍କା ନ ଦେଇ ଚମ୍ପଟ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସିସିଟିଭି ଫୁଟେଜକୁ ଆଧାର କରି ଦୋକାନୀ ଜଣକ ଶହୀଦନଗର ଥାନାରେ ଅଭିଯୋଗ କରିବା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri