Home

ଛବି ସୁଧାରୁଛି ତାଲିବାନ୍‌

କାବୁଲ/ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮ା୮: ୨୦୨୧ ଅଗଷ୍ଟ ୧୫ରେ ଭାରତୀୟମାନେ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବାବେଳେ ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ଲେଖାଯାଇଥିଲା କ୍ଷମତା ପରିବର୍ତ୍ତନର ଭିନ୍ନ ଏକ କାହାଣୀ। ତାଲିବାନ୍‌ ହାତରେ ଆଫଗାନିସ୍ତାନର ଭାଗ୍ୟ ବନ୍ଧକ ଦେବା ପରିବର୍ତ୍ତେ ଲଢ଼ିବା ପାଇଁ ଯେଉଁ ଶକ୍ତି…

ପିଭି ସିନ୍ଧୁଙ୍କ ଦେଶୀ ଅବତାର: ପିନ୍ଧିଥିବା ଶାଢିର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ଅଲିମ୍ପିକ ଗେମ୍ସରେ ବ୍ରୋଞ୍ଜ ପଦକ ଜିତି ଭାରତର ସୁନାମ ଅର୍ଜନ କରିଥିବା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ନିକଟରେ ଏକ ଶାଢି ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଦେଶୀ ଲୁକ୍‌ରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କ ଶାଢି ପିନ୍ଧା ଫଟୋଗୁଡ଼ିକ ବହୁତ…

୫୧ ଟଙ୍କାର ମୁଦ୍ରା ୩୭,୦୫୦ ଟଙ୍କାରେ ବିକ୍ରି

ଭୁଲ ସବୁବେଳେ ଭାରୀ ପଡେ ନାହିଁ, ବେଳେବେଳେ ନିଜର ଭୁଲ ଲାଭଦାୟକ ପ୍ରମାଣିତ ହୋଇଥାଏ। ସେହିଭଳି ଏକ ଘଟଣା ନିକଟରେ ଦେଖିବାକୁ ମିଳିଛି। କିଛି ତ୍ରୁଟି ଯୋଗୁ ଏକ ମୁଦ୍ରା ଶହ ଶହ ପାଉଣ୍ଡରେ ବିକ୍ରି ହୋଇଛି। ୫୦ ପେନ୍ସ (ପ୍ରାୟ…

‘ଆମେ କାହା ପାଇଁ ବିପଦ ଛିଡ଼ା କରିବୁ ନାହିଁ’

ନୂଆଦିଲ୍ଲୀ,୧୭।୮ : ଆଫଗାନିସ୍ତାନ ଗାଦିରେ ବସି ସାରିଛି ତାଲିବାନ। ଏହା ପୂରା ବିଶ୍ୱ ପାଇଁ ପାଲଟିଛି ଚିନ୍ତାର କାରଣ। କିନ୍ତୁ ତାଲିବାନ ନେତୃତ୍ୱାଧୀନ ସରକାର କୌଣସି ଦେଶ ପ୍ରତି ବିପଦ ଛିଡ଼ା କରିବ ନାହିଁ। ଏ ନେଇ ତାଲିବାନ ପ୍ରବକ୍ତା ଜାବିହୁଲା…

ନବୀନଙ୍କ ବଡ଼ ଘୋଷଣା: ଆଉ ୧୦ ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର,୧୭।୮: ହକିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଆହୁରୀ ୧୦ ବର୍ଷ ଯାଏ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିବ। ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧନା ଦେବା ସହ ନବୀନ…

‘କେହି ଆମ ବିଷୟରେ ଭାବୁନାହାନ୍ତି ’ କହି ଭାଙ୍ଗିପଡ଼ିଲେ ଆଫଗାନିସ୍ତାନର ଏହି ଝିଅ; ଭିଡିଓ ଦେଖିଲେ…

କାବୁଲ: ଆଜିକାଲି ସମଗ୍ର ବିଶ୍ୱର ଆଖି ଆଫଗାନିସ୍ତାନ ଉପରେ ରହିଛି। ତାଲିବାନ ଏହାକୁ କବ୍ଜା କରିବା ମାତ୍ରେ ଚାରିଆଡେ ହାହାକାର ସ୍ଥିତି ଉପୁଜିଛି। ସୋସିଆଲ ମିଡିଆରେ ସେଠାକାର ପରିସ୍ଥିତି ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ସେଥିରୁ କିଛି…

ଆଫଗାନିସ୍ତାନର ସମସ୍ତ କ୍ରିକେଟ ଷ୍ଟାଡିୟମ ଦଖଲ କଲା ତାଲିବାନ: ଜାଣନ୍ତୁ କେଉଁଠି ଅଛନ୍ତି ଦେଶର ଖେଳାଳି !

କାବୁଲ,୧୭।୮: ତାଲିବାନ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଦଖଲ କରିଛି। ରାଷ୍ଟ୍ରପତି ଅଶରଫ ଗନି ଦେଶ ଛାଡ଼ି ପଳାଇବା ପରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡ଼ିଛି। ଏପରି ସ୍ଥିତିରେ ଆଫଗାନିସ୍ତାନରେ କ୍ରୀଡ଼ା କ୍ଷେତ୍ରରେ ଅସୁବିଧା ଉପୁଜିବାର ସମ୍ଭାବନା ଦେଖାଦେଇଛି। ତାଲିବାନ ଦେଶର ସମସ୍ତ କ୍ରିକେଟ ଷ୍ଟାଡିୟମକୁ…

କିଛି ବର୍ଷ ପୂର୍ବେ ତାଲିବାନଠାରୁ ବଞ୍ଚି ପାକିସ୍ତାନରେ ଆଶ୍ରୟ ନେଇଥିଲେ; ଏବେ ପୁଣି ଚିନ୍ତାରେ ଏହି କ୍ରିକେଟରଙ୍କ ପରିବାର…

କାବୁଲ,୧୭।୮: ତାଲିବାନ କ୍ଷମତା ଦଖଲ ପରେ ଆଫଗାନିସ୍ତାନରେ ଅନିଶ୍ଚିତତା ଦେଖାଦେଇଛି। ରବିବାର ତାଲିବାନ କାବୁଲ ଏବଂ ରାଷ୍ଟ୍ରପତି ଭବନ କବ୍ଜା କରିଥିଲା। ଏହାପୂର୍ବରୁ ରାଷ୍ଟ୍ରପତି ଅଶରଫ୍‌ ଗନି ଦେଶ ଛାଡ଼ିଦେଇଥିଲେ। ଫଳରେ ଦେଶରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛଇ। ଲୋକମାନେ ନିଜକୁ…

ଦର୍ଶକଙ୍କ ମଧ୍ୟରେ ଖେଳାଯାଇପାରେ ଆଇପିଏଲ୍‌

ନୂଆଦିଲ୍ଲୀ,୧୭।୮ : ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଆରମ୍ଭ ହେବାକୁ ଯାଇଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ-୧୪)ର ଦ୍ୱିତୀୟ ପର୍ଯ୍ୟାୟ। ବଳକା ୩୧ ମ୍ୟାଚ୍‌ ଦର୍ଶକଙ୍କ ଉପସ୍ଥିତିରେ ଖେଳାଯାଇପାରେ। ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି)ର ସାଧାରଣ…

ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ନିରାପଦରେ ଫେରାଇ ଆଣିବୁ: ଭାରତୀୟ ରାଷ୍ଟ୍ରଦୂତ

ଗାନ୍ଧିନଗର,୧୭।୮: ତାଲିବାନ ସଙ୍କଟ ମଧ୍ୟରେ କାବୁଲରୁ ଭାରତରେ ପହଞ୍ଚିଛନ୍ତି ଭାରତୀୟ ରାଷ୍ଟ୍ରଦୂତ ରୁଦ୍ରେନ୍ଦ୍ର ଟଣ୍ଡନ। ମଙ୍ଗଳବାର ଗୁଜୁରାଟର ଜାମନଗରରେ କାବୁଲରୁ ବାୟୁସେନା ସି-୧୭ ଗ୍ଲୋବାମାଷ୍ଟର ବିମାନରେ ପହଞ୍ଚିଥିବା ଭାରତୀୟ ରାଷ୍ଟ୍ରଦୂତ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ସମୟରେ ସେ କହିଛନ୍ତି…

ଟି-୨୦ ବିଶ୍ୱକପ୍‌ ପାଇଁ ଏବେଠୁ ଅଣ୍ଟା ଭିଡିଲାଣି ନ୍ୟୁଜିଲାଣ୍ଡ: ଦଳର ଏହି ପ୍ରମୁଖ ବୋଲର୍‌ଙ୍କୁ କଲା କୋଚ୍‌

ନୂଆଦିଲ୍ଲୀ,୧୭।୮: ୟୁଏଇରେ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌। ଏହାପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଏକ ବଡ଼ ନିଷ୍ପତ୍ତି ସ୍ବରୂପ ଦଳ ପୂର୍ବତନ ଦ୍ରୁତ ବୋଲର ସେନ ବଣ୍ଡଙ୍କୁ କୋଚ୍‌ ଭାବରେ ନିଯୁକ୍ତ କରିଛି। ବଣ୍ଡ…

ପୁଣି ବିଗିଡିଲା ନୀରଜ ଚୋପ୍ରାଙ୍କ ସ୍ବାସ୍ଥ୍ୟାବସ୍ଥା

ପାନିପତ,୧୭।୮: ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପୁଣି ଖରାପ ହୋଇଛି। ପଦକ ଜିତିବାର ଦଶ ଦିନ ପରେ ଚୋପ୍ରା ମଙ୍ଗଳବାର ନିଜ ଘର ପାନିପାତରେ ପହଞ୍ଚିଥିଲେ। ତାଙ୍କ କନଭେନ ସମଲଖାର ହାଲଡାନା ବର୍ଡରରୁ ଏକ ଶୋଭାଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?