ଆଜି ୧୦ ଜିଲାରେ ଟିକାକରଣ ବନ୍ଦ
ଭୁବନେଶ୍ୱର,୧୦ା୭(ବ୍ୟୁରୋ): ଟିକା ଅଭାବ ଯୋଗୁ ରାଜ୍ୟରେ ଟିକାକରଣରେ ବାଧା ସୃଷ୍ଟି ହେଉଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏବେ ଲକ୍ଷେ ଟପୁନି ଟିକାଦାନ। ସେପଟେ ରାଜ୍ୟରେ ଏବେମାତ୍ର ୫୯,୯୨୦ ଡୋଜ୍ କୋଭିଶିଲ୍ଡ ଟିକା ଗଚ୍ଛିତ ରହିଥିବାବେଳେ ଏହା…
୨ରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରି-ନିର୍ବାଚନ ଲଢ଼ିବା ମନା …
ଲକ୍ଷ୍ନୌ,୧୦।୭: ଏଣିକି ଉତ୍ତରପ୍ରଦେଶରେ ୨ ରୁ ଅଧିକ ସନ୍ତାନ ଥିବା ଲୋକଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ମିଳିବ ନାହିଁ। ସେହିପରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଦୋନ୍ନତି ଦିଆଯିବ ନାହିଁ। ଏଭଳି ବ୍ୟକ୍ତି ନିର୍ବାଚନ ମଧ୍ୟ ଲଢ଼ିପାରିବେ ନାହିଁ। ଏସମ୍ପର୍କିତ ଚିଠା ପ୍ରସ୍ତାବ ଏବେ…
କୃଷି ଯୋଜନା ଜଗିବେ ଯୁଗ୍ମ ସ୍କ୍ବାଡ୍
ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କୃଷିଭିତ୍ତିକ ଯୋଜନାର ସଫଳ ରୂପାୟନ, ଯାଞ୍ଚ ଏବଂ ତଦାରଖ ବ୍ୟବସ୍ଥା କଡ଼ାକଡ଼ି କରିବା ଲାଗି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଯୁଗ୍ମ ସ୍କ୍ବାଡ୍ ଗଠନ କରାଯାଇଛି। ଏଥିରେ କୃଷି, ଉଦ୍ୟାନ କୃଷି…
ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବାକୁ ମିଳିଲା ସ୍ବୀକୃତି: ଆରମ୍ଭ ହେବ ନାମଲେଖା
ପୁରୁଷୋତ୍ତମପୁର,୧୦।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଭାଟକୁମରଡା ଆଦର୍ଶ ବିଦ୍ୟାଳୟକୁ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବା ପାଇଁ ଓଡିଶା ସରକାରଙ୍କ ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ସ୍ବୀକୃତି ମିଳିଛି। ଯାହାଦ୍ବାରା ଚଳିତ ବର୍ଷ (୨୦୨୧-୨୨) ଶିକ୍ଷା ବର୍ଷରେ ଛାତ୍ରୀଛାତ୍ରମାନେ ନାମ ଲେଖାଇପାରିବେ।…
ବାଇକ ସ୍କୁଟି ମୁହାଁମୁହିଁ ଧକ୍କା
ଭଞ୍ଜନଗର,୧୦।୭(ଡି.ଏନ୍.ଏ.): ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାରେ ଶୁକ୍ରବାର ରାତିରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଅଭିଷେକ ଗୌଡ଼ ଓ ଆଲୋକ ସ୍ବାଇଁ। ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି ତଦନ୍ତ…
ଜାତୀୟ ରାଜନୀତିରେ ଦିଦିଙ୍କ ଏଣ୍ଟ୍ରି ଲାଗି ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ …
କୋଲକାତା,୧୦।୭: ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ସ୍ଥିତି ସୁଦୃଢ଼ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ଏବେ ଜାତୀୟ ରାଜନୀତିରେ ଏଣ୍ଟ୍ରି କରିବାକୁ ଉଦ୍ୟମ କରୁଛି। ଜାତୀୟ ରାଜନୀତିକୁ ଦିଦିଙ୍କୁ କିଭଳି ଅଣାଯିବ ସେ ନେଇ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ…
ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ପାଟଣା,୧୦।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କଡ଼ ତୁରୁମୁଙ୍ଗା ଝାରବେଡା ଛକରେ ଏକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ଝାରବେଡା ଛକ ସ୍ଥିତ ହୋଣ୍ଡା…
ଉଚ୍ଚ ରକ୍ତଚାପରେ ପୀଡ଼ିତ କି? ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ..
ଆଜିକାଲି ମଧୁମେହ, ରକ୍ତଚାପ ଜନିତ ସମସ୍ୟା ସାଧାରଣ କଥା ପାଲଟିଲାଣି। ହେଲେ ଏହା ସ୍ବାସ୍ଥ୍ୟ ପ୍ରତି ହାନିକାରକ। ସାରା ଜୀବନ ଏହା ପିଛା ଛାଡ଼ି ନ ଥାଏ। କାମ ଚିନ୍ତା, ଖରାପ ଜୀବନଚର୍ଯ୍ୟା ଏବଂ ଖାଇବାର ଭୁଲ ଅଭ୍ୟାସ ଯୋଗୁ ଏହି…
୭୨ ବର୍ଷରେ ଲିଟିଲ୍ ମାଷ୍ଟର…
ନୂଆଦିଲ୍ଲୀ,୧୦।୭: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କ୍ରିକେଟର ସୁନୀଲ ଗାଭାସ୍କରଙ୍କୁ ଶନିବାର ୭୨ ବର୍ଷ ପୂରଣ ହୋଇଛି। ସେ ୧୯୪୯ ଜୁଲାଇ ୧୦ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ଲିଟିଲ୍ ମାଷ୍ଟରଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକମାନଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ…
କୁଆଖାଇ, କୁଶଭଦ୍ରାରେ ନିର୍ମାଣ ହେବ ୨ ବ୍ୟାରେଜ
ବାଲିଅନ୍ତା,୧୦ା୭(ଡି.ଏନ୍.ଏ.): ରାଜଧାନୀ ଉପକଣ୍ଠ ବାଲିଅନ୍ତାସ୍ଥିତ କୁଶଭଦ୍ରା ଓ ପାଣ୍ଡରାସ୍ଥିତ କୁଆଖାଇ ନଦୀରେ ଖୁବଶୀଘ୍ର ୨ଟି ବ୍ୟାରେଜ ନିର୍ମାଣ ହେବ। ବହୁ ପ୍ରତୀକ୍ଷିତ ଏହି ବ୍ୟାରେଜ ନିର୍ମାଣରେ ପାଖାପାଖି ୭୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଭାଗୀୟ ପକ୍ଷରୁ ସୂଚନା ମିଳିଛି। ଏହି…
୧୪ ଚାଇନା କମ୍ପାନୀକୁ ବ୍ଲାକ୍ଲିଷ୍ଟ୍ ଘୋଷଣା କଲା ଆମେରିକା…
ଓ୍ବାଶିଂଟନ,୧୦।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସରକାର ପକ୍ଷରୁ ଚାଇନା ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଚାଇନାର ୧୪ କମ୍ପାନୀକୁ ଆମେରିକା ବ୍ଲାକ୍ଲିଷ୍ଟ୍ ଘୋଷଣା କରିଛି। ଚାଇନାର ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ସରକାରଙ୍କ ଶାସନରେ ଉଇଗର ଏବଂ ଅନ୍ୟ ଅଳ୍ପସଂଖ୍ୟକ…
ଦିଆସିଲି କାଠିରେ ୪.୫ ଇଞ୍ଚର ରଥ ନିର୍ମାଣ
ଭୁବନେଶ୍ୱର,୧୦ା୭(ବ୍ୟୁରୋ): ଆଉ ୨ଦିନ ପରେ ରଥଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିଜ ଭକ୍ତିଭାବ ସମର୍ପଣ କରି ଶିଳ୍ପୀ ଏଲ୍. ଈଶ୍ୱର ରାଓ ଦିଆସିଲି କାଠିରେ ରଥ ଓ ନିମ୍ବ କାଠରେ ଚତୁର୍ଦ୍ଧାମୂର୍ତ୍ତି ପ୍ରସ୍ତୁତ କରିଛନ୍ତି। ଏହି ତିନି ରଥ ନିର୍ମାଣରେ ସେ ମୋଟ୍…
Archives


