କୋଟିଆରେ ଆନ୍ଧ୍ରର ଜବରଦସ୍ତି କାର୍ଯ୍ୟ
ପଟ୍ଟାଙ୍ଗୀ,୨୦ା୮(ଡି.ଏନ୍.ଏ.): ସରକାରଙ୍କ ତୀବ୍ର ବିରୋଧ ସତ୍ତ୍ୱେ କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତରେ ଜବରଦସ୍ତ ପଶିଛି ଆନ୍ଧ୍ର। ଗୁରୁବାର କୋଟିଆର ୨ ଗ୍ରାମ ଫାଟୁସିନେରି ଏବଂ ଫଗୁଣସିନେରିରେ ଚାରା ରୋପଣ କରିବା ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିର୍ମାଣ ଲାଗି…
ନିଦ ବାଉଳାରେ ମୁହଁରୁ ବାହାରିଗଲା ଏମିତି କଥା, ପ୍ରେମିକାଙ୍କ ସାମ୍ନାରେ ଖୋଲିଗଲା ଧୋକାବାଜ ପ୍ରେମିକଙ୍କ ଗୁମର…
କିଛିଲୋକ ଶୋଇଥିବା ଅବସ୍ଥାରେ ବିଳିବିଳଉଥିବା ଶୁଣିଥିବେ। ମାତ୍ର ଏହି ଅଭ୍ୟାସ ବେଳେବେଳେ ବିରାଟ ସମସ୍ୟା ଠିଆ କରିଦିଏ। ଠିକ୍ ସେମିତି ଘଟିଛି ଜଣେ ଯୁବକଙ୍କ କ୍ଷେତ୍ରରେ। ନିଦ ବାଉଳାରେ ଏହି ଯୁବକଙ୍କ ପାଟିରୁ ଏମିତି କିଛି ଶବ୍ଦ ବାହାରିଗଲା, ଯେଉଁଥିରେ ପ୍ରେମିକାଙ୍କ…
ତୃତୀୟ ଟେଷ୍ଟରେ ଭାରତୀୟ କ୍ରିକେଟରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିବେ କି ପ୍ରୀତି ଜିଣ୍ଟାଙ୍କ ଏହି ବ୍ୟାଟ୍ସମ୍ୟାନ! ୪୮ ବଲ୍ରେ ମାରିଛନ୍ତି ଶତକ
ଲଣ୍ଡନ,୧୯।୮: ଭାରତ ବିପକ୍ଷରେ ଲର୍ଡସ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଘରୋଇ ଇଂଲଣ୍ଡ ଟିମ୍ ନିଜ ବ୍ୟାଟିଂ ସଜାଡ଼ିବା ଆରମ୍ଭ କରିଛି। ଟି-୨୦ ସ୍ପେଶାଲିଷ୍ଟ କୁହାଯାଉଥିବା ଡଓ୍ବେିଡ ମଲାନଙ୍କୁ ଦଳରେ ସାମିଲ କରାଯାଇଛି। ସେ ଲଗାତାର ଭାବେ ଖରାପ…
ମେସିଙ୍କ ଲୁହର ମୂଲ୍ୟ କୋଟିଏ: ଯେଉଁ ଟିସୁ ପେପରରେ ଲୁହ ପୋଛି ଥିଲେ ତା’ର ମୂଲ୍ୟ ଜାଣିଲେ…
ଫୁଟବଲ୍ ଜଗତରେ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସିଙ୍କ ନାମ କିଏ ବା ନ ଜଣେ। ନିକଟରେ ବାର୍ସିଲୋନାରୁ ଲିଓନେଲ ମେସିଙ୍କ ବିଦାୟ ଘୋଷଣା ସମସ୍ତ ଫୁଟବଲ ପ୍ରଶଂସକଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା। ଏଫ୍ସି ବାର୍ସିଲୋନାରୁ ତାଙ୍କ ବିଦାୟ ଆହୁରି…
ସୁପରମାର୍କେଟ୍ରେ ସାମଗ୍ରୀ କିଣୁଥିଲେ ମହିଳା, ସାମ୍ନାକୁ ଆସିଗଲା ୧୦ଫୁଟର ଅଜଗର; ଆଉ ତା’ ପରେ…
ଅଷ୍ଟ୍ରେଲିଆର ଏକ ସୁପରମାର୍କେଟକୁ ଜଣେ ମହିଳା ସାମଗ୍ରୀ କିଣିବା ପାଇଁ ଯାଇଥିଲେ। ଠିକ୍ ଏହି ସମୟରେ ତାଙ୍କ ସାମ୍ନାକୁ ଏକ ଅଜଗର ଚାଲିଆସିଲା। ଏହା ପରେ ମହିଳା ଜଣକ ଡରି ଯାଇ ନ ଥିଲେ, କାରଣ ସାପକୁ କେମିତି ଧରି ହେବ…
ଏନ୍ସିଏ ମୁଖ୍ୟ ପଦବୀ ପାଇଁ ପୁଣି ଆବେଦନ କଲେ ଦ୍ରାବିଡ
ବେଙ୍ଗାଲୁରୁ,୧୯।୮: ଭାରତୀୟ କ୍ରିକେଟଜଗତରେ ରାହୁଲ ଦ୍ରାବିଡ଼ ଅନ୍ୟତମ ସମ୍ମାନିତ ଖେଳାଳି। ସେ ଜଣେ ସକ୍ରିୟ କ୍ରିକେଟର ହିସାବରେ ତ କେବେ କୋଚିଂ କ୍ୟାରିୟରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଭାରତର ଏହି ପୂର୍ବତନ ଅଧିନାୟକ ଗତ ଦୁଇ ବର୍ଷ ଧରି ଜାତୀୟ କ୍ରିକେଟ…
ଏବେ ଦିନକୁ ଥରେ ଖାଉଛନ୍ତି ମୋଦି: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୯।୮: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଟୋକିଓ ଅଲିମ୍ପିକ୍ସର ଭାଗ ନେଇଥିବା ଖେଳାଳିଙ୍କ ସହିତ ଏକ ଜଳଖିଆ ପାର୍ଟି କରିଥିଲେ। ପ୍ରଧାନମନ୍ତ୍ରୀ ସରକାରୀ ବାସଭବନରେ ଏହି ପାର୍ଟିର ଆୟୋଜନ କରାଯାଇଥିଲା। ଏହି ସମୟରେ ସେ ଖେଳାଳିଙ୍କ ସହ ଅନେକ…
କ୍ରିକେଟ ଷ୍ଟାଡିୟମ୍ରେ ଲାଗିଛି ଲଙ୍କା-କଖାରୁ, ରାଗି ଏଭଳି କହିଲେ ଶୋଏବ୍ ଅଖତର…
ଲାହୋର,୧୯।୮: ଷ୍ଟାଡିୟମ୍ରେ ଖେଳ ହୁଏ। ତେବେ ଏବେ ବହୁଦିନ ଧରି ଷ୍ଟାଡିୟମ୍ ଖାଲି ପଡ଼ିବାରୁ ସେଠାରେ ଲଙ୍କା ଏବଂ କଖାରୁ ଗଛ ଉଠି ଫଳ ବି ଫଳିଛି। ଏଭଳି ପାକିସ୍ତାନର ପଞ୍ଜାବ ପ୍ରଦେଶର ଖାନଓ୍ବୋଲ ଷ୍ଟାଡିୟମ୍ରେ ଦେଖିବାକୁ ମିଳିଛି। ଷ୍ଟାଡିୟମ୍ରେ ବିଭିନ୍ନ…
ଶାହରୁଖଙ୍କ ଝିଅ ସୁହାନାଙ୍କ ଜୋତାର ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ଝିଅ ସୁହାନା ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ପ୍ରାୟତଃ କୌଣସି କାରଣରୁ ଚର୍ଚ୍ଚାରେ ରହିଥା’ନ୍ତି। ସୁହାନା ଆଜିକାଲି ପର୍ତ୍ତୁଗାଲରେ ଅଛନ୍ତି ଏବଂ ସେଠାରୁ ସୋସିଆଲ ମିଡିଆରେ ଫଟୋ ଶେୟାର କରୁଛନ୍ତି। ଇନଷ୍ଟାଗ୍ରାମ…
ବିଶ୍ୱକପ୍ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ସ୍ମିଥ୍ଙ୍କ ସହ ଘର ବାହୁଡିଲେ…
ସିଡନୀ,୧୯।୮: ୟୁଏଇ ଏବଂ ଓମାନରେ ଖେଳାଯିବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ପକ୍ଷରୁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ଆରୋନ ଫିଞ୍ଚଙ୍କୁ ଅଧିନାୟକ କରାଯାଇଥିବା ବେଳେ ଆହତ ସମସ୍ୟାରୁ ସୁସ୍ଥ ହୋଇ ଦଳରେ ସ୍ଥାନ ପାଇଛନ୍ତି ଷ୍ଟିଭ୍…
ଅଡୁଆରେ ଏମ୍ପି ଭର୍ତ୍ତୃହରି: ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ
ଭୁବନେଶ୍ୱର,୧୯ା୮(ବ୍ୟୁରୋ): ଏମ୍ପି ଭର୍ତ୍ତୃହରି ମହତାବଙ୍କ ନାଁରେ ବୋହୂ ସାକ୍ଷୀ ମଧ୍ୟପ୍ରଦେଶର ଭୋପାଳ ମହିଳା ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସ୍ବାମୀ ଲୋକରଞ୍ଜନ, ଶାଶୁ ଏବଂ ଶ୍ୱଶୁର ଭର୍ତ୍ତୃହରିଙ୍କ ନାମରେ ଏପରି ଅଭିଯୋଗ ଆଣିଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ୨୦୧୬ ମସିହାରେ…
ମୁଖ୍ୟମନ୍ତ୍ରୀଙ୍କ ପାଇଁ ୨ କୋଟି ଟଙ୍କାର ମନ୍ଦିର ନିର୍ମାଣ କଲେ ଆନ୍ଧ୍ର ବିଧାୟକ
ହାଇଦ୍ରାବାଦ: ବିଶ୍ୱସ୍ତତା ଏବଂ ସମର୍ଥନର ଏକ ଅପ୍ରତ୍ୟାଶିତ ପ୍ରଦର୍ଶନସ୍ବରୂପ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟିର ଜଣେ ଆନ୍ଧ୍ରପ୍ରଦେଶ ବିଧାୟକ ଚିତ୍ତୋର ଜିଲାର ଶ୍ରୀକାଲାହାଷ୍ଟୀରେ ଏକ ବିରାଟ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ। ସେ ଏହାକୁ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ୍ ମୋହନ ରେଡ୍ଡୀଙ୍କୁ ଉତ୍ସର୍ଗ…

