ଦୈନିକ କରୋନା ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…
ନୂଆଦିଲ୍ଲୀ,୧୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍ ଲାଗିଛି। ଦୈନିକ ସଂକ୍ରମଣ ସଂଖ୍ୟା ଲଗାତାର ୨…
ଆସିଲା ହୋମ୍ କିଟ୍, ଏବେ ଘରେ କରିହେବ କରୋନା ଟେଷ୍ଟ୍…
ନୂଆଦିଲ୍ଲୀ,୧୩।୭: ଏବେ ଘରେ ବସି ସହଜରେ କରୋନା ଟେଷ୍ଟ୍ କରିହେବ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରମୁଖ କମ୍ପାନୀ ଏବୋଟ୍ ପକ୍ଷରୁ ହୋମ୍ କିଟ୍ ପ୍ରସ୍ତୁତ କରାଯାଇଛି। ଏହି ରାପିଡ୍ ଆଣ୍ଟିଜେନ୍ କିଟ୍ର ଦାମ ୩୨୫ ଟଙ୍କା ରହିଛି। ଦେଶର…
ନାସାର ଭବିଷ୍ୟବାଣୀ: ୨୦୩୦ରେ ଆସିବ ଭୟଙ୍କର ବନ୍ୟା ପରିସ୍ଥିତି
ଓ୍ବାଶିଂଟନ୍,୧୩।୭: ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର ପାଗ ଦ୍ରୁତ ଗତିରେ ବଦଳୁଛି। ଏହି କାରଣରୁ ଗ୍ଲେସିୟର୍ ତରଳି ଯାଉଛି ଏବଂ ଅନେକ ଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକାର ସ୍ପେସ ଏଜେନ୍ସି ନାସା ଏକ ଅଧ୍ୟୟନରେ ଦାବି କରିଛି ଯେ,…
ମୁକ୍ତ, ଅବାଧ ଇଣ୍ଟରନେଟ ଆକ୍ରମଣର ସମ୍ମୁଖୀନ: ପିଚାଇ
ନୂଆଦିଲ୍ଲୀ, ୧୩।୭: ମୁକ୍ତ ଓ ଅବାଧ ଇଣ୍ଟରନେଟ ବିଭିନ୍ନ ଦେଶରେ ଆକ୍ରମଣର ସମ୍ମୁଖୀନ ହୋଇଥିବା ଗୁଗଲ୍ ସିଇଓ ସୁନ୍ଦର ପିଚାଇ କହିଛନ୍ତି। ଅଧିକାଂଶ ଦେଶ ତଥ୍ୟ ପ୍ରବାହ ଧାରା ଉପରେ କଟକଣା ଲଗାଇଛନ୍ତି ବା ଲଗାଇବାକୁ ଉଦ୍ୟମ କରୁଛନ୍ତି। ସୋସିଆଲ ମିଡିଆ…
ବଢ଼ୁଛି ବଜ୍ରପାତ ବିପଦ
ନୂଆଦିଲ୍ଲୀ, ୧୩ା୭: ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ସତ୍ତ୍ୱେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଭାରତରେ ଅନେକ ଲୋକଙ୍କ ଜୀବନ ଯାଉଛି। ସେଥିମଧ୍ୟରୁ ବଜ୍ରପାତ ପ୍ରମୁଖ କାରଣ ପାଲଟିଛି। ରବିବାର ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ବଜ୍ରପାତରେ ଅତି କମ୍ରେ ୭୦…
ନେପାଳ ପାର୍ଲାମେଣ୍ଟ କାଏମ
କାଠମାଣ୍ଡୁ, ୧୩।୭(ଆଇଏଏନ୍ଏସ୍): ଏକ ନାଟକୀୟ ଘଟଣାକ୍ରମରେ ନେପାଳ ସୁପ୍ରିମକୋର୍ଟ ସୋମବାର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ପାର୍ଲାମେଣ୍ଟ ଭଙ୍ଗ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି। ପାର୍ଲାମେଣ୍ଟକୁ ପୁନଃ ସ୍ଥାପିତ କରିବା ଲାଗି ସର୍ବୋଚ୍ଚ ଅଦାଲତ ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରିବା ସହ ବିରୋଧୀ…
ଡେମ୍ଚୁକ୍ରେ ଚାଇନା ସୈନ୍ୟ
ଶ୍ରୀନଗର, ୧୩।୭: ଲଦାଖର ଡେମଚୁକ୍ ଅଞ୍ଚଳ ଅନ୍ତର୍ଗତ ସିନ୍ଧୁନଦୀ ଅପରପାର୍ଶ୍ୱରେ ଅବସ୍ଥିତ କେତେକ ଭାରତୀୟ ଗ୍ରାମରେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଜନ୍ମଦିନ ପାଳନ କରାଯାଉଥିବାବେଳେ ଚାଇନା ସୈନ୍ୟ ଓ ନାଗରିକମାନେ ୫ଟି ଗାଡ଼ିରେ ଆସି ଏହାକୁ ବିରୋଧ କରିଥିଲେ। ଉକ୍ତ ଗାଡ଼ିରେ…
ଭାରତରେ ତୃତୀୟ ଲହର
ହାଇଦ୍ରାବାଦ, ୧୩।୭ : ଜୁଲାଇ ୪ରୁ ଭାରତରେ କୋଭିଡ୍-୧୯ର ତୃତୀୟ ଲହର ଆରମ୍ଭ ହୋଇଥିବା ଭଳି ମନେ ହେଉଥିବା ହାଇଦ୍ରାବାଦର ଜଣେ ଗବେଷକ ସୂଚନା ଦେଇଛନ୍ତି। ୟୁନିଭର୍ସିଟି ଅଫ୍ ହାଇଦ୍ରାବାଦର ପୂର୍ବତନ ପ୍ରୋ-ଭାଇସ୍ଚାନ୍ସେଲର ତଥା ଖ୍ୟାତନାମା ପଦାର୍ଥ ବିଜ୍ଞାନୀ ଡ. ବିପିନ…
ମହାରାଷ୍ଟ୍ର, କେରଳରେ ବଢ଼ୁଛି ସଂକ୍ରମଣ
ମୁମ୍ବାଇ/ନୂଆଦିଲ୍ଲୀ, ୧୩।୭: ମହାରାଷ୍ଟ୍ର ଏବଂ କେରଳରେ କରୋନା ଭୂତାଣୁର ‘ଆର୍’ ଫ୍ୟାକ୍ଟର (ସଂକ୍ରମଣ ହାର) ବଢ଼ୁଥିବାରୁ ଏହାର ଚିନ୍ତାର କାରଣ ହୋଇଛି। ଏହା ଉକ୍ତ ରାଜ୍ୟରେ ସଂକ୍ରମଣର ଆଉ ଏକ ଲହର ଆଣିବା ଆଶଙ୍କା କରାଯାଉଛି। ଆର୍ ଫ୍ୟାକ୍ଟର ହେଉଛି ଭୂତାଣୁ…
ହିମାଚଳପ୍ରଦେଶରେ ବର୍ଷା ବିତ୍ପାତ
ଧର୍ମଶାଳା(ହିମାଚଳ ପ୍ରଦେଶ), ୧୩ା୭: ଦକ୍ଷିଣ-ପଶ୍ଚିମ ମୌସୁମୀଜନିତ ବର୍ଷା ହିମାଚଳପ୍ରଦେଶରେ ବିପର୍ଯ୍ୟୟ ସୃଷ୍ଟି କରିଛି। ରାଜ୍ୟର ଅନେକ ସ୍ଥାନରେ ରବିବାର ରାତିରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। କାଙ୍ଗ୍ରା ଜିଲାରେ ଭୂସ୍ଖଳନ ଯୋଗୁ ବହୁ ଲୋକ ନିଖୋଜ ଥିବା ଜଣାପଡ଼ିଛି।…
ଯୋଗ କରୁଥିଲେ…
ଯୋଗ କରିବା ପୂର୍ବରୁ ଆମକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼ିଥାଏ। ସବୁବେଳେ ଏକ ପ୍ରଦୂଷଣମୁକ୍ତ ପରିବେଶରେ ଯୋଗ କରନ୍ତୁ। ପାର୍କ ନ ଯାଇପାରିଲେ ନିଜ ଘରେ ବସି ଯୋଗ କରିପାରିବେ। ତେବେ କେଉଁ କେଉଁ ଯୋଗ ଆପଣ କରିପାରିବେ,…
ହାଇଟେକ୍ ଡିଭାଇସ୍
ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଘଟିଛି। ଅନେକ ରୋଗର କାରଣକୁ ସହଜରେ ନିରୂପଣ କରାଯାଇ ତାହାର ଠିକ୍ ସମୟରେ ଚିକିତ୍ସା କରାଯାଇପାରୁଛି। ତା’ ସହ ଦିନକୁ ଦିନ ନୂଆ ନୂଆ ଚିକିତ୍ସା ପ୍ରଣାଳୀ ଏବଂ ରୋଗର କାରଣ ଜାଣିବା…
Archives


