Home

କାଶୀ ବିଶ୍ୱନାଥ ଟ୍ରଷ୍ଟକୁ ଜମି ଦେଲା ଜ୍ଞାନବାପି ମସ୍‌ଜିଦ

ବାରାଣସୀ, ୨୫।୭: ବାରାଣସୀର ଶ୍ରୀ କାଶୀ ବିଶ୍ୱନାଥ ଟେମ୍ପଲ୍‌ ଟ୍ରଷ୍ଟକୁ ମୁସଲମାନ ସମ୍ପ୍ରଦାୟ ୧,୭୦୦ ବର୍ଗଫୁଟ ଜମି ଯୋଗାଇଦେବାକୁ ଘୋଷଣା କରିଛି। ଜ୍ଞାନବାପି ମସ୍‌ଜିଦ ନିକଟରେ ଥିବା ଏହି ଜମିକୁ କାଶୀ ବିଶ୍ୱନାଥ ଧାମ୍‌ (କରିଡର)ର ବିକାଶ ପାଇଁ ବ୍ୟବହାର କରାଯିବ।…

୪୦ ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ/ଶ୍ରୀନଗର, ୨୫।୭: ବେଆଇନ ଅସ୍ତ୍ର ଲାଇସେନ୍ସ ମାମଲାର ତଦନ୍ତ କରୁଥିବା ସିବିଆଇ ଶନିବାର ୨ ଜଣ ଆଇଏଏସ୍‌ ଅଫିସରଙ୍କ ବାସଭବନ ସମେତ ଜମ୍ମୁ-କଶ୍ମୀର ଓ ଦିଲ୍ଲୀର ୪୦ଟି ସ୍ଥାନରେ ଚଢ଼ାଉ କରିଛି। ଅନ୍ୟମାନଙ୍କ ମଧ୍ୟରେ କଶ୍ମୀର ପ୍ରଶାସନିକ ଅଧିକାରୀ, ତତ୍କାଳୀନ ଜିଲା…

ବୃହସ୍ପତି ଉପଗ୍ରହକୁ ଯିବ ସ୍ପେସ୍‌ଏକ୍ସ ରକେଟ୍‌

ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପ୍ରଥମ ବୃହସ୍ପତି ମିଶନରେ ଏହାର ଥଣ୍ଡା ଉପଗ୍ରହ ୟୁରୋପାକୁ ମହାକାଶଯାନ ‘ୟୁରୋପା କ୍ଲିପର୍‌’ ପ୍ରେରଣ ପାଇଁ ସ୍ପେସ୍‌ଏକ୍ସ ରକେଟକୁ ବ୍ୟବହାର କରିବ। ଏଥିପାଇଁ ନାସା ଏଲନ୍‌ ମସ୍କଙ୍କ ରକେଟ୍‌ କମ୍ପାନୀ ସ୍ପେସ୍‌ଏକ୍ସକୁ ୧୭୮ ମିଲିୟନ…

ଜଳୁଛି କାଲିଫର୍ନିଆ ଜଙ୍ଗଲ

ସାନ୍‌ ଫ୍ରାନ୍ସିସ୍‌କୋ, ୨୫।୭: କାଲିଫର୍ନିଆ-ନେଭାଡା ସୀମାରେ ହଜାର ହଜାର ଏକର ଜଙ୍ଗଲ ଦୀର୍ଘ ଦୁଇ ସପ୍ତାହ ହେଲା ଜଳୁଛି। ପ୍ରାଥମିକ ଅବସ୍ଥାରେ ଆମେରିକା ଜଙ୍ଗଲ ସେବା ଅଧିକାରୀମାନେ ଏହାକୁ ବିଶେଷ ଗୁରୁତ୍ୱ ନ ଦେଇ ଜଳିବାକୁ ଛାଡ଼ିଦେବାରୁ ଏବେ ନିୟନ୍ତ୍ରଣ ବାହାରକୁ…

ବିପଜ୍ଜନକ ସ୍ଥିତିରେ ଆଫଗାନିସ୍ତାନ

କାବୁଲ, ୨୫।୭(ଆଇଏଏନ୍‌ଏସ୍‌): ଆମେରିକା ନେତୃତ୍ୱାଧୀନ ନାଟୋ ସେନା ପ୍ରତ୍ୟାହାର ସହିତ ଅଶାନ୍ତ ହେବାରେ ଲାଗିଛି ଆଫଗାନିସ୍ତାନ। ତାଲିବାନ ଆତଙ୍କବାଦୀମାନେ ସୀମାନ୍ତବର୍ତ୍ତୀ ଅଞ୍ଚଳର ୯୦ ପ୍ରତିଶତ ନିଜ ଦଖଲକୁ ନେଇସାରିଥିବା ଦାବି କରୁଛନ୍ତି। କେବଳ ତାଲିବାନ ନୁହେଁ, ସେଠାରେ ଡାଏଶ୍‌ ଏବଂ ଅଲ୍‌-କାଏଦା…

କ୍ୟାଟ୍ରିନାଙ୍କ ସହ ଆଉ ୬ ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆରେ ଫଲୋ କରନ୍ତି ସଲମାନ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କମ୍‌ ଶୁଟିଂ ହେଉଛି। କମ୍‌ ଫିଲ୍ମ ବି ରିଲିଜ ହେଉଛି। ଏପରି ସ୍ଥିତିରେ ଦବଙ୍ଗ ଖାନ୍‌ ସଲମାନ ବର୍ତ୍ତମାନ ତାଙ୍କ ଫାର୍ମହାଉସରେ ସମୟ ବିତାଉଛନ୍ତି। ଏହି ସମୟର କିଛି ଭିଡିଓ ସୋସିଆଲ ମିଡିଆରେ…

ଏନ୍‌ଏଚ୍‌ଆର୍‌ସିରେ ପହଞ୍ଚିଲା ବଡ଼ବିଲ ବଳାତ୍କାର, ହତ୍ୟା ଘଟଣା

କେନ୍ଦୁଝର,୨୪ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କାରାଖେଣ୍ଡରା ଜଙ୍ଗଲରେ ଜଣେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ ନିକଟରେ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଅଭିଯୋଗ କରି ମୃତ ପରିବାରକୁ…

ହାଇଦରଙ୍କ ଅପରାଧିକ ସାମ୍ରାଜ୍ୟର ଅନ୍ତ: ଏନ୍‌କାଉଣ୍ଟରରେ ମୃତ

ବାଲେଶ୍ୱର ଅଫିସ,୨୪ା୭: କୁଖ୍ୟାତ ଅପରାଧୀ ହାଇଦରଙ୍କୁ ଶନିବାର ଅପରାହ୍ନରେ ବାରିପଦା ନିକଟରେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଫଳରେ ତାଙ୍କ ଅପରାଧ ସାମ୍ରାଜ୍ୟର ଅନ୍ତ ଘଟିଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଆଜି ହାଇଦରଙ୍କୁ ଚୌଦ୍ୱାର ଜେଲ୍‌ରୁ…

ପୃଥ୍ବୀ ଶ’ଙ୍କୁ ‘ଶୋ-ଷ୍ଟପର୍‌’ ଭାବନ୍ତି ଏହି କ୍ରିକେଟର, କହିଲେ-ବ୍ୟାଟିଂ ବେଳେ ତାଙ୍କ…

ନୂଆଦିଲ୍ଲୀ,୨୪।୭: ଶ୍ରୀଲଙ୍କା ବିପକ୍ଷରେ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିଛି। ଏହି ସିରିଜରେ ସୂର୍ଯ୍ୟକୁମାର ଯାଦବ ଏବଂ ପୃଥ୍ବୀ ଶ’ ଉଲ୍ଲେଖନୀୟ ବ୍ୟାଟିଂ କରିଥିଲେ। ୧୨୭ ରନ୍‌ କରିଥିବା ସୂର୍ଯ୍ୟକୁମାରଙ୍କୁ ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ଚୟନ…

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ,୨୪ା୭: ଚଳିତ ବର୍ଷର ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ପୂର୍ବ ଘୋଷଣା ଅନୁଯାୟୀ, ଅପରାହ୍ନ ୩ଟାରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ଛାତ୍ରୀଛାତ୍ର results.cisce.org ଓ୍ବେବ୍‌ସାଇଟରେ ନିଜ ଫଳାଫଳ ଦେଖିପାରିବେ। କରୋନା ପାଇଁ ଚଳିତ…

ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଇଲେ ଶିକ୍ଷକ, ପରିବାର ଲୋକେ ଦେଲେ ଏମିତି ଶିକ୍ଷା

ଜୟପୁର,୨୪ା୭: ଆଜି ସମଗ୍ର ଦେଶରେ ପାଳିତ ହେଉଛି ଗୁରୁପୂର୍ଣ୍ଣିମା। ଆଜି ପରି ପବିତ୍ର ଦିନରେ ଜଣେ ଗୁରୁଙ୍କ କୁତ୍ସିତ କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜସ୍ଥାନର ସିକର ଜିଲାରୁ ଏପରି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷକ ଦଶମ…

ଆହତ ଖେଳାଳିଙ୍କ ସ୍ଥାନରେ ଇଂଲଣ୍ଡ ଯାଇପାରନ୍ତି ଏହି ୩ କ୍ରିକେଟର; ଦୁଇଜଣ ଶ୍ରୀଲଙ୍କାରେ…

ନୂଆଦିଲ୍ଲୀ,୨୪।୭: ଅଗଷ୍ଟ ୪ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ। ହେଲେ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର କିଛି ଖେଳାଳି ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ତିନି ଭାରତୀୟ ଖେଳାଳି ଶୁଭମନ ଗିଲ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri