Home

ଚେନ୍ନାଇକୁ ଲାଗିଲା ବଡ଼ ଝଟ୍‌କା

ଦୁବାଇ,୧୪।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ୟୁଏଇ ମାଟିରେ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଦ୍ୱିତୀୟାର୍ଦ୍ଧ ଆରମ୍ଭ ପୂର୍ବରୁ ମଧ୍ୟ ଚେନ୍ନାଇ ସୁପର କିଙ୍ଗକୁ…

କିଭଳି ହାରିବ କରୋନା,ଟିକା ନେବାର ୨ ମାସ ମଧ୍ୟରେ କମୁଛି ଆଣ୍ଟିବଡ଼ି…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୪।୯: କରୋନା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ପ୍ରକାଶ ପାଇଥିବା ଏକ ରିପୋର୍ଟ ନେଇ ସରକାରଙ୍କ ଚିନ୍ତା ପୁଣି ବଢ଼ିବାରେ ଲାଗିଛି। ଓଡ଼ିଶାର ଭୁବନେଶ୍ୱର ସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର…

୨୦ ବର୍ଷର ହିସାବ, ପ୍ରତିଦିନ ଖର୍ଚ୍ଚ ହୋଇଛି ୨୯୦ ନିୟୁତ ଡଲାର…

ଓ୍ବାଶିଂଟନ/କାବୁଲ,୧୪।୯: ଗତ ୨୦ ବର୍ଷ ମଧ୍ୟରେ ଆମେରିକାର ଆଫଗାନିସ୍ତାନ ଅଭିଯାନ ବିଫଳ ରହିଛି। ଶେଷରେ ୨୦୦୧ର ସ୍ଥିତି ଦେଶରେ ଫେରିଛି। ଏହି ସମୟ ମଧ୍ୟରେ ଆମେରିକା ୨ ଟ୍ରିଲିୟନ୍‌ ଡଲାରରୁ ଅଧିକ ଖର୍ଚ୍ଚ କରିଛି। ପ୍ରତିଦିନ ଆଫଗାନିସ୍ତାନରେ ଆମେରିକା ୨୯୦ ନିୟୁତ…

ଧୋନୀଙ୍କୁ ମେଣ୍ଟର କରାଯିବାର ପ୍ରକୃତ କାରଣ କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୪।୯: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଟିମ ଇଣ୍ଡିଆର ମେଣ୍ଟର ଭାବରେ ମହେନ୍ଦ୍ର ସିଂ ଧୋନୀଙ୍କ ନିଯୁକ୍ତି ପଛରେ ପ୍ରକୃତ କାରଣ ପ୍ରକାଶ କରିଛନ୍ତି। ଗାଙ୍ଗୁଲି କହିଛନ୍ତି ଯେ, ଯୁବ ଭାରତୀୟ ଦଳ ବଡ଼…

ସିଭିଲ ସର୍ଭିସ୍‌ ପରୀକ୍ଷାରେ ଝିଅ ଅଧିକ ସଫଳ, ୨୪ରୁ ୨୬ ବର୍ଷ ମଧ୍ୟରେ ଯୁବବର୍ଗଙ୍କ ଭବିଷ୍ୟତ ଚିନ୍ତା…

ନୂଆଦିଲ୍ଲୀ,୧୪।୯: ୟୁନିଅନ ପବ୍ଲିକ୍‌ ସର୍ଭିସ୍‌ କମିଶନ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ହେଉଥିବା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଝିଅଙ୍କ ସଫଳତା ହାର ପୁଅଙ୍କ ତୁଳନାରେ ଅଧିକ ରହିଛି। ସେହିପରି ୨୬ ବର୍ଷରୁ କମ୍‌ ବୟସରେ ସଫଳତା ହାର ସର୍ବାଧିକ ରହିଛି ବୋଲି ଏକ…

ଅନିଲ କପୁରଙ୍କୁ ପ୍ରଶଂସକ କହିଲେ ବାପ-ଝିଅ ଟଙ୍କା ପାଇଁ କିଛି ବି କରିଦେବେ: ଜବାବ ମିଳିଲା ଏମିତି

ବଲିଉଡ୍‌ ଅଭିନେତା ଅନିଲ କପୁର ଖୁବ ଶୀଘ୍ର ଅରବାଜ ଖାନଙ୍କ ଚାଟ ଶୋ ‘ପିଚ ୨’ରେ ନଜର ଆସିବେ। ଏହାର ପ୍ରୋମୋ ରିଲିଜ ହୋଇଛି ଏବଂ ଦର୍ଶକ ଏହାକୁ ବହୁତ ପସନ୍ଦ କରୁଛନ୍ତି। ଏହି ଚାଟ ଶୋ’ର ପ୍ରୋମୋରେ ଅନିଲ କପୁରଙ୍କ…

ଫ୍ରାଞ୍ଚାଇଜ୍‌ ହାତ ଅଧାରୁ ଛାଡି ଦେଲେ ଏହି ୧୫ ଖେଳାଳି

ଖେଳାଳିମାନେ ଆଘାତ ହେତୁ ପ୍ରାୟତଃ ଆଇପିଏଲ କିମ୍ବା ଅନ୍ୟ କୌଣସି ଟୁର୍ନାମେଣ୍ଟରେ ପ୍ରତ୍ୟାହାର କରନ୍ତି, କିନ୍ତୁ ଖେଳାଳିମାନେ ନିଲାମରେ ସେମାନଙ୍କ ନାମ ପଞ୍ଜିକରଣ କରନ୍ତି ଏବଂ ତା’ପରେ ବିନା ଆଘାତରେ ସେମାନଙ୍କ ଚୁକ୍ତିନାମାକୁ ସମ୍ମାନ ଦେବାରେ ବିଫଳ ହୁଅନ୍ତି, ସେହି ସମୟରେ…

କେତେ ଦିନ ପିନ୍ଧିବାକୁ ପଡ଼ିବ ମାସ୍କ୍‌, ସରକାର ଦେଲେ ଉତ୍ତର…

ନୂଆଦିଲ୍ଲୀ,୧୪।୯: କରୋନା ମହାମାରୀକୁ ଏଡାଇବା ପାଇଁ ମାସ୍କକୁ କେତେ ଦିନ ପିନ୍ଧିବାକୁ ପଡିବ ଏନେଇ ସରକାରୀ ପ୍ୟାନେଲ ଉତ୍ତର ଦେଇଛନ୍ତି। ପ୍ୟାନେଲ ଅନୁସାରେ କରୋନା ସମସ୍ତଙ୍କ ଜୀବନକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି। ମାସ୍କ ପିନ୍ଧିବା ସହିତ କରୋନା ମାର୍ଗଦର୍ଶିକା, ସାମାଜିକ…

କୋହଲିଙ୍କୁ ଖାଉଛି ଚିନ୍ତା: କହିଲେ, ଆଶା କରୁଛି ଏମିତି ନ ହେଉ..

ଦୁବାଇ,୧୪।୯: କରୋନା କାରଣରୁ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟର ସ୍ଥଗିତାଦେଶକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ସେ ଆଶା କରିଛନ୍ତି ଯେ, ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୧) ବାୟୋ-ବବଲ(ସୁରକ୍ଷିତ ପରିବେଶ) ଆହୁରି ଶକ୍ତିଶାଳୀ ହେବ। ଏହି…

ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି…

ନୂଆଦିଲ୍ଲୀ,୧୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। କେରଳ ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୩ ଦିନ ଧରି ଦୈନିକ ସଂକ୍ରମଣ…

ବିକାଶ ପାଇଁ ସରକାରୀ ଭାଷା ବ୍ୟବହାର

ସରକାରୀ ନୀତି ଓ ଯୋଜନା ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ରାଜଭାଷା ଅବା ବିଭିନ୍ନ ଅଞ୍ଚଳର କଥିତ ଭାଷା ମାଧ୍ୟମରେ ଅବଗତ କରାଯିବାର ପ୍ରୟାସ କରାଯାଇଥାଏ। ଏପରିସ୍ଥଳେ ସରକାରୀ ଭାଷାର ଗୁରୁତ୍ୱ ଅଧିକ ରହିଛି। ଦେଶର ସଂଖ୍ୟାଧିକ ଲୋକଙ୍କ ଦ୍ୱାରା କୁହାଯାଉଥିବା…

କଓ୍ବୋଇସି ଠକେଇ: ସତର୍କ କଲା ଆର୍‌ବିଆଇ

ନୂଆଦିଲ୍ଲୀ,୧୪।୯: ନୋ ୟୋର କଷ୍ଟମର(କଓ୍ବୋଇସି) ଅପ୍‌ଡେଟ୍‌ କରାଇବା ଆଳରେ ଲୋକମାନେ ବ୍ୟାଙ୍କ ଠକେଇର ସାମ୍ନା କରୁଥିବା ଦେଖାଯାଉଛି। ଏହାକୁ ନେଇ ଲୋକଙ୍କୁ ରିଜର୍ଭ ବ୍ୟାଙ୍କ ସତର୍କ କରାଇଛି। ଆକାଉଣ୍ଟ ଲଗ୍‌ଇନ୍‌ ସମ୍ପର୍କିତ ତଥ୍ୟ, ବ୍ୟକ୍ତିଗତ ତଥ୍ୟ, କଓ୍ବୋଇସି ଡକ୍ୟୁମେଣ୍ଟ କପି, କାର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?