ବିରୋଧୀ ଏମ୍ପିଙ୍କୁ ସକାଳ ଜଳଖିଆ ପାଇଁ ନିମନ୍ତ୍ରଣ କଲେ ରାହୁଲ
ନୂଆଦିଲ୍ଲୀ,୨।୮: ସଂସଦରେ ବର୍ତ୍ତମାନ ମୌସୁମୀ ଅଧିବେଶନ ଚାଲିଛି। ଅଧିବେଶନ ଆରମ୍ଭ ହେବା ଦିନରୁ ଗୃହରେ ଲଗାତର ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ବିଶେଷ କରି କେବେ ପେଗାସସ୍ ଗୁପ୍ତଚର ବିବାଦ ତ କେବେ କୃଷକଙ୍କ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି।…
ହାଇଟେକ୍ ରୋବୋ
ଆଜିକାଲି ବିିଭିନ୍ନ କାମରେ ରୋବୋକୁ ନିୟୋଜିତ କରାଗଲାଣି। ବିଶେଷ ଭାବରେ ଚିକିତ୍ସା ବିଜ୍ଞାନରେ ଏହାର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ନିକଟରେ ଜର୍ମାନୀର ବୈଜ୍ଞାନିକମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ…
ଅଗଷ୍ଟ ୧୬ରୁ ଖୋଲିବ ସ୍କୁଲ
ଲକ୍ଷ୍ନୌ,୨।୮: ଦେଶରେ କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ କମିବାରେ ଲାଗିଛି। ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଅନେକ ରାଜ୍ୟରେ ଏବେ ସ୍କୁଲ ଓ କଲେଜ ଖୋଲାଯାଉଛି। ଇତିମଧ୍ୟରେ ଉତ୍ତରପ୍ରଦେଶ ସରକାର ମଧ୍ୟ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି। ୟୁପିରେ…
କ୍ୟାନ୍ସରଠାରୁ ଦୂରେଇ ରଖେ ମସଲାଯୁକ୍ତ ଖାଦ୍ୟ
ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇଲେ ତାହା କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ଡାକି ଆଣିଥାଏ। ହେଲେ ଏହି ରୋଗ ସମ୍ପର୍କରେ ନିକଟରେ ୟୁନିଭର୍ସିଟି ଅଫ୍ ଲଣ୍ଡନର ବିଶେଷଜ୍ଞମାନେ ଏକ ନୂଆ ତଥ୍ୟ ଲୋକଲୋଚନକୁ ଆଣିଛନ୍ତି। ଜଣେ ବ୍ୟକ୍ତି ଯଦି ମସଲାଯୁକ୍ତ ଖାଦ୍ୟ ଖାଆନ୍ତି…
୨୦୦ ଫୁଟ ଟାଓ୍ବାର ଉପରେ ୧୩୫ ଦିନ ରହିଲେ ଏହି ଯୁବକ, କାରଣ ଜାଣିଲେ…
ଚଣ୍ଡିଗଡ଼,୨ା୮: ପଞ୍ଜାବର ଗୁରୁଦାସପୁରରେ ଜଣେ ଯୁବକ ୨୦୦ ଫୁଟ ଉଚ୍ଚର ଟାଓ୍ବାର ଉପରେ ଦିନେ କି ଦୁଇଦିନ ନୁହେଁ, ପୂରା ୧୩୫ ଦିନ ବିତାଇଥିଲେ। ପ୍ରବଳ ଖରା, ବର୍ଷାକୁ ଖାତିର ନ କରି ଏହି ଟାଓ୍ବାର ଉପରେ ରହିଥିଲେ ଯୁବକ ଜଣକ।…
ବେଦୀରେ ବସିଥିବା ବର-କନ୍ୟାଙ୍କୁ ଏମିତି କରିବାକୁ କହିଲେ ପଣ୍ଡିତ: ଶୁଣି ସମସ୍ତେ ହସି ହସି ଗଡିଲେ
ବିବାହ ଋତୁରେ ଅନେକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିବାହରେ ଏପରି ରୀତିନୀତି ଅଛି ଯାହା ବିଷୟରେ ଲୋକଙ୍କ ଜ୍ଞାନ ବହୁତ କମ ଥାଏ।କେବଳ ଏତିକି ନୁହେଁ, ବିବାହ ସମୟରେ ମନ୍ତ୍ର ପଢ଼ିବାବେଳେ ପଣ୍ଡିତଜୀ ଏଭଳି ସବୁ କଥା…
କେନ୍ଦ୍ର ଟାର୍ଗେଟରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ, ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ…
ନୂଆଦିଲ୍ଲୀ,୨।୮: ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ବିରୋଧି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସିବିଆଇର ପୂର୍ବତନ ନିର୍ଦ୍ଦେଶକ…
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ କୋହଲି ଭାଙ୍ଗିପାରନ୍ତି ଏହି ୬ ବଡ ରେକର୍ଡ
ନୂଆଦିଲ୍ଲୀ,୨।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ଅଗଷ୍ଟ ୪ରୁ ନଟିଂହାମର ଟ୍ରେଣ୍ଟ ବ୍ରିଜରେ ଆରମ୍ଭ ହେବାକୁ ଯାଉଛି। ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ୧୩ ବର୍ଷ ପରେ ଭାରତକୁ ଇଂରାଜୀ ମାଟିରେ ସିରିଜ ଜିତାଇବାର ସୁଯୋଗ…
ଫୁଡ୍ ପଏଜନିଂ
ବର୍ତ୍ତମାନ ବର୍ଷାଦିନ। ଏହି ସମୟରେ ଖାଦ୍ୟପେୟ ପ୍ରତି ଅଧିକ ସତର୍କ ରହିବା ନିହାତି ଜରୁରୀ। କାରଣ ଉକ୍ତ ଋତୁରେ ଖାଇବାରେ ଏପଟସେପଟ ହେଲେ ପେଟଜନିତ ରୋଗ ହେବାର ଆଶଙ୍କା ରହିଛି। ଅନେକେ ନିଜର ମନୋଲୋଭା ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି। ବିଶେଷ…
ପାକିସ୍ତାନରେ ମାସୁଦ୍ ଆଝାର, ୨ଟି ଲୁଚିବାସ୍ଥଳର ପର୍ଦ୍ଦାଫାଶ୍…
ଇସଲାମାବାଦ୍,୨।୮: ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ ଅଜହର ପାକିସ୍ତାନରେ ସୁରକ୍ଷିତ ଭାବେ ଲୁଚି ବସିଛନ୍ତି। ତାଙ୍କର ୨ଟି ଲୁଚିବାସ୍ଥଳର ଏବେ ପର୍ଦ୍ଦାଫାଶ୍ ହୋଇଛି। ତାଙ୍କ ଲୁଚିବାସ୍ଥଳରେ ପାକିସ୍ତାନୀ ସୈନ୍ୟଙ୍କ କଡ଼ା ପହରା ରହିଛି। ପାକିସ୍ତାନର ପୋଶ କ୍ଷେତ୍ରର ବାହାୱାଲପୁର ସହରରେ ଥିବା ହାଇକୋର୍ଟ…
ଦ୍ୱାଦଶ ଶ୍ରେଣୀରେ ୯୪% ମାର୍କ ରଖିଲେ ଏହି ଅଭିନେତ୍ରୀ
ଟିଭିର ଲୋକପ୍ରିୟ ଅଭିନେତ୍ରୀ ତଥା ‘ପଟିଆଲା ବେବ୍ସ’ ଫେମ୍ ଅଶ୍ନୁର୍ କୌର ସିବିଏସଇ ବୋର୍ଡର ଦ୍ୱାଦଶ ଶ୍ରେଣୀରେ ୯୪ ପ୍ରତିଶତ ମାର୍କ ହାସଲ କରିଛନ୍ତି। ସେ ଏଥିରେ ବହୁତ ଖୁସି ଅଛନ୍ତି। ସେ ତାଙ୍କ ବୋର୍ଡ ଫଳାଫଳ ସହିତ ଏକ ଉଦାହରଣ…
ଜଳବାୟୁ ଓ ସୁସ୍ଥ ଜୀବନ
କଥାରେ ଅଛି ‘ଯେ ଦେଶ ଯାଇ ସେ ଫଳ ଖାଇ’। ଏହି ଢଗ ଏବେ ଆମ ପାଇଁ ବେଦର ଗାର ପରି ଉପଲବ୍ଧି ହେଉଛି। ଭେଷଜ ବିଜ୍ଞାନର ସ୍ରଷ୍ଟା ମହର୍ଷି ଚରକଙ୍କ ମତରେ, ‘ମଣିଷ ଯେଉଁ ଜଳବାୟୁରେ ବାସକରେ ସେହି ଜଳବାୟୁରୁ…
Archives


