Home

‘ଜିଏସ୍‌ଟିରେ ସାମିଲ କରିବାର ସମୟ ଆସିନାହିଁ’

ନୂଆଦିଲ୍ଲୀ,୧୭।୯: କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପେଟ୍ରୋଲ, ଡିଭେଲ ଭଳି ଇନ୍ଧନକୁ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ତାଲିକାରେ ସାମିଲ କରିବା ପାଇଁ କାଉନ୍ସିଲରେ ଆଲୋଚନା ହୋଇଥିଲା। କିନ୍ତୁ କାଉନ୍ସିଲର ସଦସ୍ୟମାନେ ସମ୍ପୂର୍ଣ୍ଣ ରୂପେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାର…

ଘର ଉତ୍ତରପ୍ରଦେଶ, ଦିଲ୍ଲୀରୁ ଅପହରଣ, ମଧ୍ୟପ୍ରଦେଶରେ ହତ୍ୟା, ଅନ୍ୟ ରାଜ୍ୟରେ ଫୋପାଡ଼ି ଦେଲେ ପ୍ରେମୀ ଯୁଗଳଙ୍କ ମୃତଦେହ

ନୂଆଦିଲ୍ଲୀ,୧୭।୯: ଉତ୍ତରପ୍ରଦେଶରୁ ପଳାଇ ଆସିଥିବା ପ୍ରେମୀ ଯୁଗଳଙ୍କୁ ପ୍ରଥମେ ଦିଲ୍ଲୀରୁ ଅପହରଣ କରାଯାଇଥିଲା। ସେମାନଙ୍କୁ ମଧ୍ୟପ୍ରଦେଶରେ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଫୋପାଡ଼ି ଦିଆଯାଇଥିଲା ଅନ୍ୟ ରାଜ୍ୟରେ। ଯୁବକଙ୍କ ମୃତଦେହ ମଧ୍ୟପ୍ରଦେଶରୁ ମିଳିଥିବା ବେଳେ ରାଜସ୍ଥାନରୁ ଯୁବତୀଙ୍କ ମୃତଦେହ ମିଳିଥିବା…

୧୮ରୁ ପୁଣି ବର୍ଷା: ୨୦,୨୧ ଛେଚିବ

ଭୁବନେଶ୍ବର,୧୭।୯: ପୂର୍ବକେନ୍ଦ୍ରୀୟ ଓ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗବ ୧ବ ଓ ୧୩ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି। ଏବେ ପରିସ୍ଥିତ ନ ସୁଧୁରୁଣୁ…

ରେକର୍ଡରେ ଏଭଳି କୋହଲି: ଧୋନୀଙ୍କ ପରେ ଭାରତର ଦ୍ୱିତୀୟ ସଫଳ ଟି୨୦ ଅଧିନାୟକ; ବିଶ୍ୱରେ ପଞ୍ଚମ…

ନୂଆଦିଲ୍ଲୀ,୧୭।୯: ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ବିରାଟ କୋହଲି ଟି୨୦ ବିଶ୍ୱକପ୍‌ ପରେ ଟି୨୦ ଟିମ୍‌ର ଅଧିନାୟକତ୍ୱ ଛାଡ଼ିବାକୁ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ନିଷ୍ପତ୍ତି ନେଇ ସୂଚନା ଦେଇଥିଲେ। ହେଲେ ଯଦି ଅନ୍ତର୍ଜାତୀୟସ୍ତରର…

ଭବ୍ୟ ବଙ୍ଗଳା ସାଙ୍ଗକୁ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ମାଲିକ ଏହି ହ୍ୟାଣ୍ଡସମ୍‌ ଅଭିନେତା; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ହ୍ୟାଣ୍ଡସମ୍‌ ହଙ୍କ ଶାହିର ଶେଖ ଟେଲିପରଦାର ଏକ ଜଣାଶୁଣା ନାମ। ୨୦୦୯ରେ ‘କ୍ୟା ମସ୍ତ ହୈ ଲାଇଫ୍‌’ରୁ ସେ ନିଜର ଡେବ୍ୟୁ କରିଥିଲେ। ଏହା ପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ‘ମହାଭାରତ’, ‘କୁଛ ରଙ୍ଗ ପ୍ୟାର କେ ଐଶେ…

ମୂର୍ତ୍ତି ଉଚ୍ଚତା ବିବାଦ: ଆବେଦନ ଖାରଜ କଲେ ହାଇକୋର୍ଟ

କଟକ ଅଫିସ,୧୭ା୯: ଦଶହରାରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦର ରାୟ ଆଜି ପ୍ରକାଶ ପାଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ସରକାରୀ ନିୟମରେ ଆଉ ପରିବର୍ତ୍ତନ ହେବ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଛନ୍ତି…

ପୁଅ ପିଲାଙ୍କ ଡ୍ରେସ୍‌ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ ଛାତ୍ରୀ, ଆଉ ତା’ ପରେ…

ଗୁଆହାଟୀ,୧୭ା୯: ଆସାମରେ ଜଣେ ଛାତ୍ରୀ ପୁଅ ପିଲାଙ୍କ ଡ୍ରେସ୍‌ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯାଇଥିବାରୁ ତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମିତି ମିଳି ନ ଥିଲା। ଫଳରେ ଛାତ୍ରୀ ଜଣକ ଦେହରେ ପରଦା ଢାଙ୍କି ପରୀକ୍ଷା ଦେଇଥିଲେ। ସୋନିତପୁର ଜିଲା ତେଜପୁରର…

ଓକିଲଙ୍କ ହାତରୁ ଲକ୍ଷେ ଟଙ୍କା ଛଡ଼ାଇ ନେଇ ଗଛରେ ଚଢ଼ିଗଲା ମାଙ୍କଡ଼, ଆଉ ତା’ ପରେ…

ଉତ୍ତରପ୍ରଦେଶର ରାମପୁରରେ ଏକ ମାଙ୍କଡ଼ ଜଣେ ଓକିଲଙ୍କ ହାତରୁ ୧ ଲକ୍ଷ ଟଙ୍କା ଛଡ଼ାଇ ନେଇ ଗଛରେ ଚଢ଼ିଗଲା। ଆଉ ତା’ ପରେ ନୋଟ୍‌ଗୁଡ଼ିକୁ ଉଡ଼ାଇବାରେ ଲାଗିଲା। ଶାହାବାଦ ଥାନା ଅଞ୍ଚଳରେ ମାଙ୍କଡ଼ଟି ଏପରି କାଣ୍ଡ ଘଟାଇଛି। ବିନୋଦ ବାବୁ ନାମକ…

ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା

ଇସଲାମାବାଦ,୧୭।୯: ପାକିସ୍ତାନ କ୍ରିକେଟ ବୋର୍ଡର ନୂତନ ଚେୟାରମ୍ୟାନ ରମିଜ ରାଜା ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ ଇମ୍ରାନ ଖାନଙ୍କ ଭଳି କ୍ୟାପଟେନଙ୍କ ଭଳି ବାବର ଆଜମଙ୍କଠାରୁ ମଧ୍ୟ ସେ ଆଶା କରିଥିଲେ। ସେ ବାବରଙ୍କୁ ବ୍ୟକ୍ତିଗତ ଭାବରେ…

ଭାଜପାର ସେବା, ସମର୍ପଣ ଅଭିଯାନ, ଗୋଟିଏ ଦିନରେ ଦ୍ୱିପ୍ରହର ସୁଦ୍ଧା ଦିଆ ସରିଲାଣି ୧ କୋଟିରୁ ଊର୍ଦ୍ଧ୍ୱ କରୋନା ଟିକା

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ ଉପଲକ୍ଷେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ସେବା ଓ ସମର୍ପଣ ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ ଗୋଟିଏ ଦିନ ମଧ୍ୟରେ ଅର୍ଥାତ୍ ଶୁକ୍ରବାର ଦ୍ୱିପ୍ରହର ସୁଦ୍ଧା ୧ କୋଟିରୁ…

ଭାରତର ଭାବି ଅଧିନାୟକ ଭାବେ ଏହି ଖେଳାଳିଙ୍କୁ ପ୍ରସ୍ତୁତ କରାଯାଉ: ସୁନିଲ ଗାଭାସ୍କର

ନୂଆଦିଲ୍ଲୀ,୧୭।୯: ଟି୨୦ ବିଶ୍ୱକପ୍‌ର ଠିକ୍‌ ପୂର୍ବରୁ ଅଧିନାୟକ ପଦରୁ ହଟିବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି ବିରାଟ କୋହଲି। ଏପରି ସ୍ଥିତିରେ ଆଗାମୀ ଦିନରେ ପଦବୀ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମହାନ କ୍ରିକେଟର ସୁନୀଲ…

କନଷ୍ଟେବଳ ପଦବୀରୁ ଇସ୍ତଫା ଦେବା ପରେ ସୋସିଆଲ ମିଡିଆରେ ହିଟ୍‌ ପ୍ରିୟଙ୍କା, ବେଳକୁ ବେଳ ବଢୁଛି…

ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ କନଷ୍ଟେବଳ ପଦରୁ ଇସ୍ତଫା ଦେଇଥିବା ପ୍ରିୟଙ୍କା ମିଶ୍ର ଚର୍ଚ୍ଚାରେ ରହିଆସୁଛନ୍ତି। ପ୍ରିୟଙ୍କା ପୋଲିସ ବିଭାଗରେ ୧.୫୨ ଲକ୍ଷ ଟଙ୍କା ଜମା କରିବା ସହ ୟୁନିଫର୍ମ ସହ ସମସ୍ତ କିଟ୍‌ ହସ୍ତାନ୍ତର କରିଛନ୍ତି। ଏହି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?