Home

୨୪ ହାଇସ୍କୁଲରେ ମିଳିବ ଅତ୍ୟାଧୁନିକ ସୁବିଧା

ଭୁବନେଶ୍ୱର,(ବ୍ୟୁରୋ)/ବଲାଙ୍ଗୀର ଅଫିସ, ୫।୮: ବଲାଙ୍ଗୀର ଜିଲାର ୨୪ ସ୍କୁଲରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ଉପଲବ୍ଧ ହେବ। ଉନ୍ନତମାନର ସ୍ମାର୍ଟ କ୍ଳାସ୍‌ରୁମ୍‌, ବିଜ୍ଞାନ ପରୀକ୍ଷାଗାର, ଇ-ପାଠାଗାର ସୁବିଧା ଉପଲବ୍ଧ ହେବ। ଏହି ସ୍କୁଲଗୁଡ଼ିକୁ ୫-ଟି ଅଧୀନ ସ୍କୁଲ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ…

ପ୍ରେମିକାଙ୍କୁ କାର୍‌ ଛାତରେ ବାନ୍ଧି ସହର ସାରା ବୁଲାଇଲେ ପ୍ରେମିକ, କାରଣ ଜାଣିଲେ…

ମସ୍କୋ,୫ା୮: ଜଣେ ପ୍ରେମିକାଙ୍କ ସହିତ ଜଣେ ପ୍ରେମିକ ଏମିତି କିଛି କରିଛନ୍ତି, ଯିଏ ଦେଖିଲା ସେ ଆଶ୍ଚର୍ଯ୍ୟ ହେଲା। ‘ଟ୍ରଷ୍ଟ୍‌ ଟେଷ୍ଟ’ ଷ୍ଟଣ୍ଟ୍‌ ସମୟରେ ପ୍ରେମିକ ଜଣକ ନିଜର ପ୍ରେମିକାଙ୍କୁ କାର୍‌ ଛାତରେ ବାନ୍ଧି ସହର ସାରା ବୁଲାଇଛନ୍ତି। ଏହା ଦେଖି…

କେବେ ଓ କିଭଳି କରିବେ ଚାକର, ଭାଇ, ବନ୍ଧୁ ଏବଂ ସ୍ତ୍ରୀଙ୍କ ପରୀକ୍ଷା? ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଓ ତାର ନିରାକରଣକୁ ନେଇ ମତ ରଖିଛନ୍ତି। ସେଥିରେ କେଉଁ ପରିସ୍ଥିତିରେ କେଉଁ ବ୍ୟକ୍ତିଙ୍କ ପରୀକ୍ଷା ନେବା ଉଚିତ ବୋଲି ସେ କହିଛନ୍ତି। ଏହାଦ୍ୱାରା ଉକ୍ତ ବ୍ୟକ୍ତିଙ୍କ…

ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ସରକାର…

ନୂଆଦିଲ୍ଲୀ,୫।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଜାରି ରହିଛି। ବିରୋଧୀ ସଦସ୍ୟଙ୍କ ଯୋଗୁ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରାଯାଉଛି। ଏପରିସ୍ଥଳେ ଭାରତୀୟ ଜନତା ଦଳର ମୁଖପାତ୍ର ରବି…

ହକି ବିଜୟରେ ବିଭୋର କ୍ରିକେଟର୍‌: କହିଲେ, ୩ ବିଶ୍ୱକପ୍‌ ବିଜୟଠାରୁ ବି ଏହା ନିଆରା

ନୂଆଦିଲ୍ଲୀ,୫।୮: ଟୋକିଓ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି। ପ୍ଲେ ଅଫ ମ୍ୟାଚରେ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରିଛି। ଅଲିମ୍ପିକ୍ସରେ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଛି। ଆଠ ଥର ଅଲିମ୍ପିକ ଚାମ୍ପିଅନ ତଥା ବିଶ୍ୱର…

ଭାଗ୍ୟଶାଳୀ ହୋଇଥାନ୍ତି ଏହି ୩ ରାଶିରେ ଜନ୍ମିତ ଯୁବତୀ; ବିବାହ ପରେ ଚମକିଥାଏ ସ୍ବାମୀଙ୍କ ଭାଗ୍ୟ..

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ଟି ରାଶି ରହିଛି। ସବୁ ରାଶି ସ୍ବତନ୍ତ୍ର। ସମସ୍ତ ରାଶିର ସ୍ବାମୀ ଗ୍ରହ ଭିନ୍ନ। କୁହାଯାଏ ଏହି ଗ୍ରହମାନଙ୍କର ପ୍ରଭାବ ବ୍ୟକ୍ତିର ସ୍ବଭାବ ଉପରେ ପଡ଼ିଥାଏ। ଆଜିର ଆଲୋଚନାରେ ସେହିଭଳି କିଛି ରାଶିରେ ଜନ୍ମିତ ଯୁବତୀମାନଙ୍କ ବିଷୟରେ କଥା…

ସକାଳୁ ଉଠିବା ପରେ ବହୁତ ଶୋଷ ଲାଗୁଛି କି? ହୋଇପାରେ ଏହି ମାରାତ୍ମକ ରୋଗର ଲକ୍ଷଣ…

ଅନିୟମିତ ଜୀବନଶୈଳୀ ସାଙ୍ଗକୁ ଅସନ୍ତୁଳିତ ଖାଦ୍ୟପେୟ, ଶାରୀରିକ ପରିଶ୍ରମ ନ ଥିବା କାରଣରୁ ହେଉଥିବା ରୋଗ ଭିତରୁ ରକ୍ତଚାପ ଅନ୍ୟତମ। ଆକଳନ ଅନୁଯାୟୀ ଦେଶର ପ୍ରାୟ ୩୩% ସହରବାସୀ ଏବଂ ୨୫% ଗ୍ରାମୀଣ ଲୋକ ହାଇ ବ୍ଲଡ ପ୍ରେସର ଅର୍ଥାତ ଉଚ୍ଚ…

୬ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର,୫।୮ (ବ୍ୟୁରୋ): ରାଜ୍ୟରେ ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ବିଶେଷକରି ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୫ତାରିଖରେ ଉତ୍ତର ଓଡ଼ିଶାର…

ସନ୍ନି ଲିଓନିଙ୍କ ଘରେ ପଶିଗଲା ଅସରପା, ନିଜକୁ ରକ୍ଷା କରିବାକୁ ଯାଇ ହେଲା ଏମିତି ଅବସ୍ଥା

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ସୋସିଆଲ ମିଡିଆରେ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଏକ ଭିଡିଓ ଶେୟାର କରିଛନ୍ତି ଯାହା ଇନଷ୍ଟାଗ୍ରାମରେ ଖୁବ ଭାଇରାଲ ହେଉଛି। ଏହି ଭିଡିଓ ସନ୍ନିଙ୍କ ଘରୁ ଆସିଛି। ଭିଡିଓରେ ସନ୍ନି ଘରେ ଅସରପା ପଶିଯାଇଥିବା…

୫ ରାଜ୍ୟରେ ୮୦ ପ୍ରତିଶତରୁ ଅଧିକ ନୂଆ ଆକ୍ରାନ୍ତ…

ନୂଆଦିଲ୍ଲୀ,୫।୮: ତୃତୀୟ ତରଙ୍ଗ ଆତଙ୍କ ମଧ୍ୟରେ ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨,୯୮୨ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।…

ବାହାରୁ ଆସିଲେ ଆବଶ୍ୟକ ନାହିଁ ନେଗେଟିଭ୍‌ ରିପୋର୍ଟ

ଭୁବନେଶ୍ୱର,୫।୮(ବ୍ୟୁରୋ): ଏଣିକି ବାହାର ରାଜ୍ୟରୁ ଓଡ଼ିଶାକୁ ଆସିଲେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଟିକାକରଣ ପ୍ରମାଣପତ୍ର ଆବଶ୍ୟକ ନାହିଁ। ଓଡ଼ିଶାକୁ ଆସୁଥିବା ଲୋକଙ୍କ ପାଇଁ ଲାଗୁ କରାଯାଇଥିବା ଏହି ପ୍ରତିବନ୍ଧକକୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି। ବର୍ତ୍ତମାନ ଠାରୁ ଓଡ଼ିଶାକୁ ଆସୁଥିବା…

୯ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ

କଟକ ଅଫିସ,୫।୮: ହାଇକୋର୍ଟରେ ବିଭିନ୍ନ ମାମଲାର ସିଧାପ୍ରସାରଣକୁ ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ବିରୋଧ ଜାରି ରହିଛି। ଆସନ୍ତା ୯ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ କୋର୍ଟକୁ ଆଇନଜୀବୀଙ୍କ ପକ୍ଷରୁ ବର୍ଜନ କରାଯାଇଥିବା ବୁଧବାର ଆସୋସିଏଶନର ସାଧାରଣ ପରିଷଦ ବୈଠକରେ ସ୍ଥିର ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri