ନକଲି ସିମ୍ କାର୍ଡ ବିକ୍ରେତାଙ୍କୁ ନେଲା ଦିଲ୍ଲୀ ପୋଲିସ
ଯାଜପୁର ଟାଉନ/ବରୀ, ୧୨ା୮(ଡି.ଏନ.ଏ.): ନକଲି ସିମ୍ କାର୍ଡ ବିକ୍ରି ଅଭିଯୋଗରେ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ଭୁରୁଙ୍ଗା ଗ୍ରାମର ପ୍ରୀତମ୍ କର(୩୦)ଙ୍କୁ ମଙ୍ଗଳବାର ଦିଲ୍ଲୀ ପୋଲିସ ଗିରଫ କରିଥିଲା। ବୁଧବାର ତାଙ୍କୁ ଯାଜପୁର ସିଜେଏମ୍ କୋର୍ଟରେ ହାଜର କରିବା…
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ରିହର୍ସାଲ୍
ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଗତବର୍ଷ ପରି ଏବର୍ଷ ମଧ୍ୟ ରାଜ୍ୟରେ କଟକଣାରେ ପାଳିତ ହେବ ରାଜ୍ୟ ସ୍ତରୀୟ ୭୫ତମ ସ୍ବାଧୀନତା ଦିବସ। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବେ। ଏନେଇ ବୁଧବାର ପୋଲିସ ବିଭାଗ…
ସୋନିଆଙ୍କ ଡିନର କୂଟନୀତି, ବିରୋଧୀ ନେତାଙ୍କୁ କରିବେ ନିମନ୍ତ୍ରଣ…
ନୂଆଦିଲ୍ଲୀ,୧୨।୮: ସଂସଦର ମୌସୁମୀ ଅଧିବେଶନ ହଟ୍ଟଗୋଳ ମଧ୍ୟରେ ଶେଷ ହେବା ପରେ ସୋନିଆ ଗାନ୍ଧୀ ବିରୋଧୀଙ୍କୁ ଏକଜୁଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ସୋନିଆ ବିରୋଧୀ ଦଳର ବହୁ ବଡ ନେତାଙ୍କ ସହ ଏକ ବୈଠକ କରିବାକୁ ଯୋଜନା କରିଛନ୍ତି।…
ରୋହିତ ଶର୍ମାଙ୍କ ‘ପୋଲ୍’ ଖୋଲି ଦେଲେ ଦୀନେଶ କାର୍ତ୍ତିକ
ଲଣ୍ଡନ,୧୨।୮: ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଏବେ ଇଂଲଣ୍ଡରେ ଅଛନ୍ତି ଏବଂ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ କମେଣ୍ଟ୍ରି କରୁଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କର ନୂଆ ଭୂମିକାକୁ ବହୁତ ପସନ୍ଦ କରୁଛନ୍ତି। ନିକଟରେ ସେ ଭାରତୀୟ ଓପନର୍ ରୋହିତ ଶର୍ମାଙ୍କ…
‘ପୂର୍ବତଟ ରେଳପଥରୁ ଓ୍ବାଲ୍ଟିୟର ଅଲଗା ନ ହେଉ’
ଭୁବନେଶ୍ୱର, ୧୨ା୮(ବ୍ୟୁରୋ): ୨୦୧୯ରେ ରେଳ ମନ୍ତ୍ରଣାଳୟ ପୂର୍ବତଟ ରେଳପଥ ଜୋନ୍ରୁ ଓ୍ବାଲ୍ଟିୟର ଡିଭିଜନ ଅଲଗା କରିନେଇ ଆନ୍ଧ୍ରପ୍ରଦେଶ ପାଇଁ ଏକ ସ୍ବତନ୍ତ୍ର ରେଳ ଜୋନ୍ ପ୍ରତିଷ୍ଠାର ଘୋଷଣା କରିଛି। ଏହି ନିଷ୍ପତ୍ତି ଯୋଗୁ ଇଷ୍ଟକୋଷ୍ଟ ଜୋନ୍ର ବଡ଼ କ୍ଷତି ହେବାକୁ ଯାଉଛି।…
ନନ୍ଦନକାନନରେ ହାତୀ ବାସନ୍ତୀ ଅସୁସ୍ଥ
ବାରଙ୍ଗ,୧୨ା୮(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ହାତୀ ସଫାରିରେ ରହୁଥିବା ମାଈ ହାତୀ ବାସନ୍ତୀ ବୁଧବାର ଅସୁସ୍ଥ ହୋଇପଡ଼ିଛି। ସେ କିିଛିଦିନ ହେବ ଠିକ ଭାବେ ଖିଆପିଆ କରୁନାହିଁ। ବୟସାଧିକ କାରଣରୁ ସେ ବାରମ୍ବାର ବଦହଜମିର ଶିକାର ହେଉଛି। ବୁଧବାର ବଦହଜମିର ଶିକାର…
୧୦୪କୁ ଦିନକୁ ଆସୁଛି ୩ଶହ ଫେକ୍ କଲ୍
ଭୁବନେଶ୍ୱର,୧୨ା୮(ବ୍ୟୁରୋ): ମାଡାମ୍ ନମସ୍କାର, ଆମ ଘର ଗଳି ପଡିଛି, ମାଡାମ କରୋନା ଭାଇରସ୍ ମୋତେ ଧୋକା ଦେଇଛି, ଶହେ ଟଙ୍କା ଦିଅ ମୁଁ ମଦ ପିଇବି – ରାଜ୍ୟ ସରକାରଙ୍କ କୋଭିଡ୍ ହେଲ୍ପଲାଇନ୍ ନମ୍ବର ‘୧୦୪’କୁ ଏମିତି ପ୍ରତିଦିନ ୩ଶହରୁ ଊର୍ଦ୍ଧ୍ୱ…
୧୮ ବର୍ଷରୁ କମ୍ ପିଲାଙ୍କୁ ଦେଉଛନ୍ତି କି ଫୋନ୍, ଜାଣି ରଖନ୍ତୁ ଏସବୁ ନିୟମ, ନଚେତ୍…
ଅନ୍ଲାଇନ୍ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଗୁଗଲ୍ ଏହାର ନିୟମ ପରିବର୍ତ୍ତନ କରିଛି। ଏପରି ପରିସ୍ଥିତିରେ, ଗୁଗଲ୍ ସର୍ଚ୍ଚ ଏବଂ ୟୁଟ୍ୟୁବ୍ ବ୍ୟବହାର କରିବାର ନିୟମ ୧୮ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ କଠୋର ହୋଇଛି। ଗୁଗଲ୍ ଏବଂ ୟୁଟ୍ୟୁବର…
ମଦ ବ୍ୟବସାୟୀଙ୍କ ମାଡ଼ରେ ଖବରଦାତା ଲହୁଲୁହାଣ
ତିଗିରିଆ, ୧୨ା୮( ଡି.ଏନ.ଏ.): ତିଗିରିଆ ବ୍ଲକ କରଡ଼ାପଲ୍ଲୀ ଗଁାର ଖବରଦାତା ପନିଆ ଖଁାଙ୍କୁ ସେହି ଗଁାର ୨ ଜଣ ଦେଶୀ ମଦ ବ୍ୟବସାୟୀ ନିସ୍ତୁକ ପିଟି ଲହୁଲୁହାଣ କରିଛନ୍ତି। ମଙ୍ଗଳବାର ରାତିରେ ଉଭୟ ମଦ ବ୍ୟବସାୟୀ ପନିଆଙ୍କୁ ଏକ ଗଣ୍ଡଗୋଳ ଘଟଣାର…
ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ବାଙ୍କୀ, ୧୨ା୮(ସ୍ବ.ପ୍ର.): ଡମପଡ଼ା ବ୍ଲକ କୁସୁପଙ୍ଗି ଓ ତାଳବସ୍ତ ପଞ୍ଚାୟତରେ ଏମ୍ଜିଏନଆରଇଜିଏସ୍ କାର୍ଯ୍ୟ ଓ ରୁବାନ ଅନୁଦାନରେ ନିର୍ମାଣ ହୋଇଥିବା ପ୍ରକଳ୍ପଗୁଡିକରେ ମହାଦୁର୍ନୀତିରେ ହୋଇଛି। ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଗିରଫ କରିବାକୁ ଦାବି କରି…
ଏଥର ଅକ୍ସିଜେନ୍ ରାଖୀ କିଟ୍
କଟକ ଅଫିସ, ୧୨ା୮: ଭାଇ-ଭଉଣୀର ସମ୍ପର୍କକୁ ଆଉଟିକେ ମଜଭୁତ କରିବା ପାଇଁ ପ୍ରତିବର୍ଷ ପାଳନ କରାଯାଏ ରକ୍ଷାବନ୍ଧନ ପର୍ବ ବା ଗହ୍ମାପୂର୍ଣ୍ଣିମା। ଆସନ୍ତା ୨୨ ତାରିଖରେ ଏହି ନିଆରା ପର୍ବ ପାଳନ ହେବାକୁ ଥିବାବେଳେ କରୋନା ମହାମାରୀ ଯୋଗୁ କଟକ ସହରର…
ଲର୍ଡ୍ସରେ କିଏ ହେବ ବାଦ୍ଶାହା, କ’ଣ କହୁଛି ରେକର୍ଡ
ଲଣ୍ଡନ,୧୨।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ଅଗଷ୍ଟ ୧୨ରୁ ଲର୍ଡସରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ ପୂର୍ବରୁ, ଉଭୟ ଦଳର ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ଏବଂ ରେକର୍ଡଗୁଡିକ ଆସନ୍ତୁ ଦେଖିବା… ଲଡର୍ସ କ୍ରିକେଟ୍…
Archives


