ଦିନେ ବଢ଼ିଲେ ଦିନେ କମୁଛି: ରାଜ୍ୟରେ ଗତ ୨୪ଘଣ୍ଟାରେ ୧,୧୩୨ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଉଛି ଖୋର୍ଦ୍ଧା-କଟକ
ଭୁବନେଶ୍ୱର,୧୪।୮(ବ୍ୟୁରୋ): ଗତ କିଛି ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍ ସ୍ଥିର ରହୁଛି। ଦୈନିକ ସଂକ୍ରମଣ କେବେ ବଢ଼ୁଛି ତ ପୁଣି କେବେ କମୁଛି। ଇତିମଧ୍ୟରେ ଶୁକ୍ରବାର ରାଜ୍ୟରେ ୧,୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ହ୍ରାସ…
ବିଜେଡି ଖେଳିଲା ଏସ୍ଇବିସି କାର୍ଡ
ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ୨୭% ପଛୁଆ ବର୍ଗ (ଏସ୍ଇବିସି)ଙ୍କୁ ପ୍ରାର୍ଥୀ କରିବ। କେବଳ ପଞ୍ଚାୟତ ନିର୍ବାଚନ ନୁହେଁ ପରବର୍ତ୍ତୀ ନିର୍ବାଚନରେ ମଧ୍ୟ ବିଜେଡି ପଛୁଆବର୍ଗରୁ ସମ ପରିମାଣର ପ୍ରାର୍ଥୀ ଦେବ। ଏ ନେଇ ଦଳର ରାଜ୍ୟ…
ଆଜି ଯୁକ୍ତ୨ କଳା, ଧନ୍ଦାମୂଳକ ପରୀକ୍ଷାଫଳ
ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ଶନିବାର ପ୍ରକାଶ ପାଇବ। ଏନେଇ ଶୁକ୍ରବାର ସିଏଚ୍ଏସଇ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରୀଛାତ୍ର orissaresults.nic.in ଓ୍ବେବ୍ସାଇଟରେ ନିଜ ପରୀକ୍ଷାଫଳ ପାଇପାରିବେ। ଚଳିତବର୍ଷ କରୋନା…
ଖଣି ତ୍ୟାଗ ଅନ୍ତରାଳେ
ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ବର୍ଷକ ତଳେ ହାତେଇଥିବା ସୁନ୍ଦରଗଡ଼ ଜିଲାର ଗୋନୁଆ ଲୁହାପଥର ଖଣି ଛାଡ଼ିଦେବାକୁ ଅଗଷ୍ଟ ୧୧ ତାରିଖରେ ଓଡ଼ିଶା ସରକାରଙ୍କୁ ଜଣାଇଛି। ଜେଏସ୍ଡବ୍ଲ୍ୟୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛି ଯେ ଗୋନୁଆ ଖଣି ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ନୁହେଁ।…
ନିମନ୍ତ୍ରଣ କାର୍ଡ଼ରେ ତ୍ରିରଙ୍ଗାକୁ ଅପମାନ
ବରଗଡ଼ ଅଫିସ୍,୧୩।୮: ଦିନକ ପରେ ୭୫ତମ ସ୍ବାଧୀନତା ଦିବସ। ରବିବାର ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ଏଥିଲାଗିସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ। ସମାରୋହରେ ଯୋଗଦେବା ପାଇଁ ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ…
କୋହଲିଙ୍କୁ ଆଉଟ୍ କରିବାକୁ କରାଯାଇଥିଲା ଏପରି ଯୋଜନା; ସଫଳ ହେଇଥିଲା ଇଂଲଣ୍ଡର ରଣନୀତି
ଲଣ୍ଡନ,୧୩।୮: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ପେସର ଓଲି ରବିନ୍ସନ୍ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉଇକେଟ ନେଇଥିଲେ। ତେବେ ସେ କୋହଲିଙ୍କ ଉଇକେଟକୁ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଉଇକେଟ ବୋଲି କହିଛନ୍ତି। ଏଥିସହ…
ସ୍କୁଲ ଖୋଲୁ ଖୋଲୁ ୩୩ପିଲା କରୋନାରେ ଆକ୍ରାନ୍ତ
ଚଣ୍ଡିଗଡ଼,୧୩।୮: କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରକୋପ ହ୍ରାସ ପାଇବା ପରେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ବର୍ତ୍ତମାନ ସ୍କୁଲ ଖୋଲାଯାଇଛି। ତେବେ ସ୍କୁଲ ଖୋଲିବା ମାତ୍ରେ ଛୋଟ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କର୍ନାଟକ,…
କଂଗ୍ରେସକୁ ଝଟ୍କା: ଏଏପିରେ ସାମିଲ ହେଲେ ପ୍ରଦୀପ ଛାବ୍ରା
ଚଣ୍ଡିଗଡ଼,୧୩।୮: ସରକାର ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗିପଡ଼ିଥିବା କଂଗ୍ରେସକୁ ଏକ ବଡ଼ ଝଟ୍କା ଲାଗିଛି। ଚଣ୍ଡିଗଡ଼ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ପ୍ରଦୀପ ଛାବ୍ରା ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗଦେଇଛନ୍ତି। ଶୁକ୍ରବାର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିିୱାଲଙ୍କ…
ଲର୍ଡ୍ସରୁ ଫେରି ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଲେ ଗାଙ୍ଗୁଲି; ଜୀବନର ଚାରୋଟି ସୋପାନର ଫଟୋ ମିଶାଇ….
ଲଣ୍ଡନ,୧୩।୮: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ବୋର୍ଡ ସଚିବ ଜୟ ଶାହା, ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏବଂ ବ୍ରିଟେନର ଅର୍ଥମନ୍ତୀ ରୁଷି ସୁନାକ ଗୁରୁବାର ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ସମୟରେ…
ବିରୋଧୀଙ୍କୁ ଏକଜୁଟ କରିବା ପାଇଁ କଂଗ୍ରେସର ନୂଆ ଅଭିଯାନ: ଆସନ୍ତା ୨୦ରେ ବୈଠକ ଡକାଇଲେ ସୋନିଆ
ନୂଆଦିଲ୍ଲୀ,୧୩।୮: ଭାଜପା ସରକାର ବିରୋଧରେ ବିରୋଧୀ ଦଳ ଲଗାତର ଭାବେ ଏକଜୁଟ ହେଉଥିବାର ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିରୋଧୀ ଦଳକୁ ଏକଜୁଟ କରିବା ପାଇଁ ବିଭିନ୍ନ ଦଳକୁ ସକାଳ ଜଳଖିଆରେ ନିମନ୍ତ୍ରଣ କରିଥିଲେ।…
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ନିର୍ମାଣ, ବିକ୍ରି, ବ୍ୟବହାର ହେବ ବ୍ୟାନ୍
ନୂଆଦିଲ୍ଲୀ,୧୩।୮: ଏକକ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ଲେଟ, କପ୍, ଷ୍ଟ୍ର, ଟ୍ରେ, ପଲିଷ୍ଟାଇନିନ୍ ଭଳି ଚିହ୍ନିତ ଏକକ ବ୍ୟବହାର ପ୍ଲାଷ୍ଟିକ ସାମଗ୍ରୀର ଉତ୍ପାଦନ, ବିକ୍ରୟ ଏବଂ ବ୍ୟବହାର ଉପରେ ୨୦୨୨ ଜୁଲାଇ…
ଟିମ୍ ଇଣ୍ଡିଆକୁ ମିଳିଗଲା କି ନୂଆ ଓପନିଂ ଯୋଡ଼ି? ଏହି ଦୁଇ କ୍ରିକେଟରଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା
ଲଣ୍ଡନ,୧୩।୮: ଐତିହାସିକ ଲଡର୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି। ବୋଲର୍ମାନେ ପ୍ରାରମ୍ଭରେ ଉଇକେଟ ନେବେ ବୋଲି ଦଳ ଆଶା କରିଥିଲେ ହେଁ ଭାରତୀୟ ଓପନର୍ ରୋହିତ ଶର୍ମା ଏବଂ କେଏଲ୍…
Archives


