ବିଶ୍ୱର ସବୁଠୁ ବଡ଼ ବୋଟ୍: ଏଥିରେ ତିଆରି ହେବ ୩୯ ଆପାର୍ଟମେଣ୍ଟ, ଦାମ୍ ରହିବ…
ଦୁନିଆର ସବୁଠୁ ବିଶାଳକାୟ ବୋଟ୍ ତିଆରି ଯୋଜନା ଖୁବ୍ ଦ୍ରୁତ ଗତିରେ ଆଗକୁ ବଢୁଛି। ଏହି ବୋଟ୍ରେ ୬ଟି ଫ୍ଲୋର ରହିବ ଏବଂ ୩୯ ଆପାର୍ଟମେଣ୍ଟ ତିଆରି କରାଯିବ। ଏକ ରିପୋର୍ଟ ଅନୁଯାୟୀ, ଆପାର୍ଟମେଣ୍ଟର ଦାମ୍ ପ୍ରାୟ ୧୧ ମିଲିୟନ ଅର୍ଥାତ୍…
କ୍ରିକେଟର୍ଙ୍କ ଦୁର୍ବ୍ୟବହାରରେ ଦୁଃଖୀ ଆମ୍ପାୟାର୍ ଛାଡିଲେ ନିଜ ପଦ
ଢାକା,୩୦।୬: ନିକଟରେ ଶେଷ ହୋଇଥିବା ଢାକା ପ୍ରିମିୟର ଲିଗ ଟି -୨୦ରେ ମହମୁଦୁଲ୍ଲାଙ୍କ ସହ ବିବାଦ ପରେ ବାଂଲାଦେଶୀ ଅମ୍ପାୟାର ମୋନିରୁଜାମାନ ନିଜ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ମୋନିରୁଜାମାନ ଏବଂ ମୋର୍ସେଦ ଅଲି ଖାନ ଏବେ ବାଂଲାଦେଶର ଆଇସିସି ଏମର୍ଜିଂ…
ବୋଲର୍ରୁ ରାତାରାତି ଓପନର୍ ହୋଇଯାଇଥିଲେ ଏହି କ୍ରିକେଟର୍: ବ୍ୟାଟିଂରେ ଦେଖାଇଥିଲେ ଜଲଓ୍ବା
ଶ୍ରୀଲଙ୍କା କ୍ରିକେଟର କିମ୍ବଦନ୍ତୀ ସନଥ ଜୟସୁରିଆ ଆଜି ୫୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୯୦ ଦଶକରେରେ ଦୁନିଆର ଅନ୍ୟତମ ବିପଜ୍ଜନକ ବ୍ୟାଟ୍ସମ୍ୟାନ ଥିଲେ। କ୍ୟାରିୟର ଆରମ୍ଭରେ ସେ ଜଣେ ବୋଲର ଥିଲେ କିନ୍ତୁ ୧୯୯୬ ମସିହାରେ ଜୟସୁରିଆଙ୍କୁ ରାତାରାତି…
ହୃଦ୍ଘାତରେ ରାଜ୍ କୌଶଲଙ୍କ ପରଲୋକ …
ମୁମ୍ବାଇ,୩୦।୬:ବଲିଉଡ୍ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍ କୌଶଲଙ୍କର ହୃଦ୍ଘାତରେ ପରଲୋକ ଘଟିିଛି। ବୁଧବାର ଭୋର୍ ୪ଟା ୩୦ରେ ଘରେ ରାଜ୍ଙ୍କୁ ହୃଦ୍ଘାତ ହୋଇଥିଲା। କୌଣସି ମେଡ଼ିକାଲ ସହାୟତା ନେବା ପୂର୍ବରୁ ସେ ଆଖି ବୁଜିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୪୯…
କେଜିଏଫ୍ ଷ୍ଟାରଙ୍କ ଫିଲ୍ମି ଲଭ୍ଷ୍ଟୋରୀ: ଅଭିନୟ କରୁକରୁ ପ୍ରେମରେ ନାୟିକାଙ୍କ ପ୍ରେମରେ; ଭ୍ୟାଲେଣ୍ଟାଇନ୍ ଡେ’ରେ…
ବମ୍ବେ: କନ୍ନଡ ଫିଲ୍ମଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଅଭିନେତା ୟଶ ଜଣେ। ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘କେଜିଏଫ୍ ଚାପ୍ଟର ୧’ ତାଙ୍କୁ ଖ୍ୟାତି ଦେଇଥିଲା। ଏବେ ସେ କେଜିଏଫ୍ ଷ୍ଟାର ଭାବେ ପରିଚିତ। ହେଲେ ତାଙ୍କର ପ୍ରକୃତ ନାମ ନବୀନ…
ସେଣ୍ଟ୍ରାଲ ଭିଷ୍ଟା: ଏତେ ବିବାଦ କାହିଁକି
ନୂଆଦିଲ୍ଲୀ,୩୦ା୬: ନୂଆଦିଲ୍ଲୀର ସର୍ବାଧିକ ସୁରକ୍ଷା ବଳୟରେ ଥିବା ରାଇସିନା ହିଲ୍ରେ ନିର୍ମାଣାଧୀନ ସେଣ୍ଟ୍ରାଲ ଭିଷ୍ଟା ରିଡେଭେଲପ୍ମେଣ୍ଟ ପ୍ରୋଜେକ୍ଟ କିଛିଦିନ ହେଲା ବେଶ୍ ଚର୍ଚ୍ଚା ସାଉଣ୍ଟୁଛି। ବ୍ରିଟିଶ ଶାସନ ଅମଳରେ ସାର୍ ଏଡ୍ୱିନ୍ ଲୁଟିଏନ୍ସ ଏବଂ ସାର୍ ହର୍ବର୍ଟ ବର୍କର ଡିଜାଇନ କରିଥିବା…
ଡବ୍ଲୁଟିସି ଫାଇନାଲ୍ ଚାଲିଥିବାବେଳେ ବାଥ୍ରୁମ୍ରେ ଥିଲେ ଏହି କ୍ରିକେଟର୍
ଲଣ୍ଡନ,୩୦ା୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ରେ ଭାରତକୁ ନ୍ୟୁଜିଲାଣ୍ଡ ୮ ଉଇକେଟ୍ରେ ପରାସ୍ତ କରି ଚାମ୍ପିଅନ୍ ହୋଇଛି। ଏହି ମ୍ୟାଚର ଅନ୍ତିମ ଦିନରେ ନ୍ୟୁଜିଲାଣ୍ଡ ସ୍କୋର ପିଛା କରୁଥିବା ସମୟରେ ଦ୍ରୁତ ବୋଲର କାଇଲ ଜାମିସନ ଏବେ ଟେନସନ ଏବଂ…
ବ୍ରାଜିଲରେ କୋଭାକ୍ସିନ ଝଡ଼
ରିଓ ଡି ଜେନିରୋ/ବ୍ରାସିଲିଆ,୩୦ା୬: ବ୍ରାଜିଲରେ କରୋନା ମହାମାରୀ ୫.୧୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଥିବାବେଳେ ସମସ୍ତଙ୍କୁ ଚକିତ କରିଦେବା ଭଳି ଦୁର୍ନୀତି ମାମଲା ସାମ୍ନାକୁ ଆସିଛି। କୋଭାକ୍ସିନ ଟିକା ମଗାଇବା ପାଇଁ ଆର୍ଥିକ ଅନିୟମିତତାକୁ ପ୍ରଶ୍ରୟ ଦେବା ନେଇ ବିବାଦୀୟ…
ପୁଣି ଏୟାରଫୋର୍ସ ଷ୍ଟେଶନ ନିକଟରେ ୨ ଡ୍ରୋନ୍…
ଶ୍ରୀନଗର,୩୦।୬: ଜମ୍ମୁ-କଶ୍ମୀରର କାଲୁଚକ ଏବଂ କୁଞ୍ଜଓ୍ବାନି ଅଞ୍ଚଳରେ ଏୟାରଫୋର୍ସ ଷ୍ଟେଶନର ୧୦ କିିଲୋମିଟର ପରିଧି ମଧ୍ୟରେ ବୁଧବାର ଭୋର୍ ସମୟରେ ପୁଣି ୨ଟି ଡ୍ରୋନ୍ ଉଡ଼ିବୁଲୁଥିବାର ଦେଖିବାକୁ ମିଳିଛି। କାଲୁଚକଠାରେ ଭୋର୍ ୪ଟା ୪୦ରେ ପ୍ରଥମ ଡ୍ରୋନ୍ ଦେଖାଯାଇଥିଲା। ସେହିପରି କୁଞ୍ଜଓ୍ବାନି…
ରୋହିତ ଶର୍ମାଙ୍କୁ କ୍ଷମା ମାଗିଲେ ସ୍ତ୍ରୀ: ଜାଣନ୍ତୁ କାହିଁକି
ଭାରତୀୟ କ୍ରିକେଟ ଦଳର ଓପନର୍ ରୋହିତ ଶର୍ମା ଏବଂ ରିତିକା ସଜଦେହଙ୍କ ଯୋଡିକୁ ତାଙ୍କ ପ୍ରଶଂସକ ବହୁତ ପସନ୍ଦ କରନ୍ତି। ଉଭୟଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହୁଏ। ଏହି ଦମ୍ପତି ଏବେ ଝିଅ ସମାୟାରାଙ୍କ ସହ…
‘ଓକେ ଗୁଗଲ’ କଥା ଶୁଣୁଛନ୍ତି କମ୍ପାନୀ କର୍ମଚାରୀ…
ନୂଆଦିଲ୍ଲୀ,୩୦।୬: ତଥ୍ୟ ଗୋପନୀୟତା ଏବଂ ସୁରକ୍ଷା ବୈଠକରେ ଗୁଗଲ ପକ୍ଷରୁ ଏକ ବଡ଼ ସୂଚନା ପ୍ରଦାନ କରାଯାଇଛି। ଓକେ ଗୁଗଲ କହି ପଚରା ଯାଉଥିବା ପ୍ରଶ୍ନର ରେକର୍ଡିଂକୁ କମ୍ପାନୀର କର୍ମଚାରୀ ଶୁଣି ପାରିବେ ବୋଲି ଗୁଗଲ କହିଛି। ଗୁଗଲ ଆସିଷ୍ଟାଣ୍ଟ୍କୁ ପଚରା…
ଦିନକରେ କରୋନା ନେଲା ୪୮ ଜୀବନ:ମୃତ୍ୟୁ ସଂଖ୍ୟା ୪ ହଜାର ଟପିଲା
ଭୁବନେଶ୍ୱର,୩୦ା୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୮ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୧୮ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ…
Archives


