Home

ଏହି ୪ ରାଶିର ମହିଳା ହୁକୁମ ଚଳାଇବାରେ ହୋଇଥାନ୍ତି ମାହିର; ସ୍ବାମୀଙ୍କୁ ରଖିଥାନ୍ତି ହାତ ମୁଠାରେ…

ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାଦ୍ୱାରା ବ୍ୟକ୍ତିର ଭବିଷ୍ୟତ, ଚରିତ୍ର, ଗୁଣ-ଦୋଷ ଆଦି ବିଷୟରେ ଜାଣିହୁଏ। ଆସନ୍ତୁ ଆମେ ଜାଣିବା ଏଭଳି ୪ ରାଶି ବିଷୟରେ ଯେଉଁଥିରେ ଜନ୍ମିତ ଝିଅମାନେ ଅନ୍ୟ ଉପରେ ହୁକୁମ ଚଲାଇବାରେ ଓସ୍ତାଦ…

ଚର୍ଚ୍ଚାରେ ରଣବୀରଙ୍କ ନୂଆ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂ ନିଜ ନିଆରା ଅନ୍ଦାଜ, ଡ୍ରେସିଂ ସେନ୍ସ ଓ ଷ୍ଟାଇଲିଷ୍ଟ ପାଇଁ ବେଶ୍‌ ଜଣାଶୁଣା। ପ୍ରାୟ ସମୟରେ ତାଙ୍କୁ ଭିନ୍ନ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳେ ନିକଟରେ ରଣବୀର ନିଜର ଏକ ଫଟୋଶୁଟ କରାଇଛନ୍ତି। ଯାହା…

ଜନ୍ମଦିନ କେକ୍‌ ଆଣିବାକୁ ଯାଇଥିଲେ ଦୁଇଭାଇ, ପଛରୁ ଗୋଡ଼ାଇଲା ବାଘ; ଆଉ ତା’ ପରେ…

ଭୋପାଳ,୨ା୭: ମଧ୍ୟପ୍ରଦେଶରେ ଜନ୍ମଦିନ ପାଇଁ ମଗାଯାଇଥିବା ଏକ କେକ୍‌ କିଛି ଲୋକଙ୍କ ଜୀବନ ବଞ୍ଚାଇଦେଇଛି। ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ମଧ୍ୟପ୍ରଦେଶର ବୁରାହାନପୁରରେ ଫିରୋଜଙ୍କ ପୁଅର ଜନ୍ମଦିନ ପାର୍ଟି ଚାଲିଥିଲା। ହଠାତ୍‌ ଏକ ଚିତା ବାଘ କ୍ଷେତରୁ ବାହାରି ତାଙ୍କ…

ଗୋଟିଏ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ପାଇଁ ଏତିକି ଟଙ୍କା ନିଅନ୍ତି ପ୍ରିୟଙ୍କା ଚୋପ୍ରା

ବଲିଉଡରୁ ହଲିଉଡ୍‌କୁ ଜମ୍ପ୍‌ ମାରିଥିବା ପ୍ରିୟଙ୍କା ଚୋପ୍ରା ଏବେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଏକ ଜଣାଶୁଣା ନାମ। ପ୍ରିୟଙ୍କା ନିଜ କାର୍ଯ୍ୟ ଦ୍ୱାରା ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତ। ତାଙ୍କ ଚଳଚ୍ଚିତ୍ର ଏବଂ ବିଜ୍ଞାପନ ସହିତ…

ତୃତୀୟଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଲିସା ହେଡେନ୍‌ ତୃତୀୟଥର ପାଇଁ ମା’ ହୋଇଛନ୍ତି। ଏହି ଖୁସି ଖବର ତାଙ୍କ ପ୍ରଶଂସକମାନଙ୍କୁ ଏକ ନିଆରା ଢଙ୍ଗରେ ଦେଇଛନ୍ତି। ଲିସା ଇନଷ୍ଟାଗ୍ରାମରେ ଶେୟାର କରିଥିବା ଏକ ଭିଡିଓ ଉପରେ ମନ୍ତବ୍ୟ ଦେଇ ତାଙ୍କର ଜଣେ ପ୍ରଶଂସକ ପଚାରିଥିଲେ,…

ଇଞ୍ଜିନିୟରଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, ସୁନା, କାର୍‌: ଏସିବି ଟିମ୍‌ର ହୋସ୍‌ ଉଡିଲା

ଜୟପୁର,୨।୭: ରାଜସ୍ଥାନରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଘରେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ପକ୍ଷରୁ ଚଢାଉ ଅଭିଯାନ ଜାରି ରହିଛି। ଜୟପୁର, ଯୋଧପୁର ଏବଂ ଚିତ୍ତୋରଗଡର ତିନିଜଣ ଅଧିକାରୀଙ୍କ ୧୪ଟି ସ୍ଥାନରେ ଏସିବି ଟିମ ଏକକାଳୀନ ଚଢାଉ କରିଥିଲା। ଏହି ସମୟ ମଧ୍ୟରେ…

ଚାଷ କରୁଛନ୍ତି ଅତିରିକ୍ତ ତହସିଲଦାର

ମାଲକାନଗିରି/ଚିତ୍ରକୋଣ୍ଡା,୨ା୭(ଡି.ଏନ.ଏ.): ସେ ଯେତେବେଳେ ସମୟ ପାଆନ୍ତି ଗାଁକୁ ଚାଲିଯାନ୍ତି। ଆଉ ଗାଁରେ ନିଜ ଚାଷଜମିରେ ଚାଷ କରନ୍ତି। ଚାଷ କାମ ଯାହାର କି ଆନନ୍ଦ ତାହାର ଉକ୍ତିକୁ ଅନୁଭବ କରି ନିଜ ଜୀବନରେ ତା’ର ପ୍ରୟୋଗ କରିଛନ୍ତି ଏହି ବ୍ୟକ୍ତି ଜଣକ।…

ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ବେଗୁନିଆ,୨।୭(ଡି.ଏନ୍‌.ଏ.): ବିଭିନ୍ନ କାରଣରୁ ଏବେ ଚାଷରୁ ଚାଷୀ ଧୀରେ ଧୀରେ ମୁହଁ ଫେରାଇ ନେଉଛନ୍ତି। ଫଳରେ ଚାଷ ଜମି ପଡ଼ିଆ ପଡୁଛି। ମାତ୍ର ଏଥିପ୍ରତି କୃଷି ବିଭାଗ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଫସଲ…

୯୦ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା

ନୂଆଦିଲ୍ଲୀ,୨।୭: ରାଜଧାନୀ ଦିଲ୍ଲୀରେ ଗତ ୩ ଦିନ ହେବ ପ୍ରବଳ ଖରା ହେଉଛି। ଫଳସ୍ବରୂପ ତାପମାତ୍ରା ୯୦ ବର୍ଷର ରେକର୍ଡ ଭାଙ୍ଗିଛି। ଜୁଲାଇର ପ୍ରଥମ ଦିନ ୯୦ ବର୍ଷ ମଧ୍ୟରେ ସବୁଠାରୁ ଉତ୍ତପ୍ତ ଥିଲା। ଜୁଲାଇ ୧, ୧୯୩୧ରେ ପାରା ୪୫…

ବଡ଼ଚଣା ପ୍ୟାକ୍ସରେ ମହାଦୁର୍ନୀତି

ଯାଜପୁର ଅଫିସ,୨।୭: ଚାଷୀଙ୍କୁ ସେବା ଯୋଗାଇ ଦେବାକୁ ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ) ପ୍ରତିଷ୍ଠା କରାଯାଇଛି। ଅଥଚ ଯାଜପୁର ଜିଲାର ପ୍ୟାକ୍ସଗୁଡ଼ିକରେ ସେବା ନାମରେ ଶତାଧିକ ଚାଷୀଙ୍କ ଋଣ, ବୀମା ଓ ଧାନ ବିକ୍ରି ଅର୍ଥ ହରିଲୁଟ ହେଉଛି। ପୂର୍ବରୁ…

ବିପଦରେ ବିରଳ ପ୍ରଜାତିର ହର୍ଲି କଙ୍କଡ଼ା

ମହାକାଳପଡ଼ା,୨।୭(ଡି.ଏନ୍‌.ଏ.): ଜୈବ ବିବିଧତା ଓ ମୃତ୍ତିକା ଉର୍ବରତା ସହ ପରିବେଶ ସନ୍ତୁଳନ ରକ୍ଷା କରିବାରେ ବିରଳ ପ୍ରଜାତିର ସାମୁଦ୍ରିକ ହର୍ଲି କଙ୍କଡ଼ାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଏହି ବିରଳ ହର୍ଲି କଙ୍କଡ଼ା ସମୁଦ୍ର କୂଳିଆ ବାଲିଆ ଦୋରସା ପଟୁ ମାଟିରେ ଏକ…

କରୋନା ସଂକ୍ରମଣ ସାମାନ୍ୟ କମିଲା

ନୂଆଦିଲ୍ଲୀ,୨।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୫୯,୩୮୪ଟି ମାମଲା ସାମ୍ନାକୁ ଆସିଥିବାବେଳେ ୮୫୩ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri