Home

ଅରବିନ୍ଦ ତ୍ରିବେଦୀଙ୍କର ପରଲୋକ, ରାମାୟଣରେ ରାବଣ ଭୂମିକାରେ କରିଥିଲେ ଅଭିନୟ…

ନୂଆଦିଲ୍ଲୀ,୬।୧୦: ରାମାୟଣରେ ରାବଣ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତି ହାସଲ କରିଥିବା ଅରବିନ୍ଦ ତ୍ରିବେଦୀଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ସମ୍ପର୍କରେ…

ଏହି ଅଭିନେତ୍ରୀଙ୍କୁ ହ୍ବାଟ୍‌ସଆପ୍‌ରୁ ବ୍ଲକ୍‌ କରିଦେଇଥିଲେ ରିଷଭ ପନ୍ତ: ଏବେ ଜନ୍ମଦିନ ଶୁଭେଚ୍ଛା ଜଣାଇ ଚର୍ଚ୍ଚାରେ

ଭାରତୀୟ କ୍ରିକେଟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଜିକାଲି ତାଙ୍କ କ୍ୟାରିୟରର ସର୍ବୋତ୍ତମ ଫର୍ମରେ ଅଛନ୍ତି। ସମ୍ପ୍ରତି ରିଷଭ ପନ୍ତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିନାୟକ ଅଛନ୍ତି। କ୍ରିକେଟ ବ୍ୟତୀତ ରିଷଭଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ…

୨୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୨୦ ହଜାର ତଳେ ରହିଛି। ୨୦୩ ଦିନ ପରେ ଦୈନିକ ସଂକ୍ରମଣ କମି ୧୮ ହଜାର ୮୩୩ ରେ ପହଞ୍ଚିଛି। ଏହି ସମୟ…

ଏସିଆର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ସ୍ବତନ୍ତ୍ର ରେକର୍ଡ ହାସଲ କଲେ ରୋହିତ ଶର୍ମା

ମୁମ୍ବାଇ,୬।୧୦: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବ୍ୟାଟିଂ କରିବାକୁ ବାହାରିଥିବା ରୋହିତ ଶର୍ମା ୨ ଟି ଛକା ମାରିଥିଲେ ଏବଂ ଦ୍ୱିତୀୟ ଛକା ମାରିବା ମାତ୍ରେ…

ରୋଷେଇ ପୁଣି ଘରେ ମହଙ୍ଗା ମାଡ଼…

ନୂଆଦିଲ୍ଲୀ,୬।୧୦: ରୋଷେଇ ଘରେ ପୁଣି ମହଙ୍ଗା ମାଡ଼ ହୋଇଛି। ଘରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ସିଲିଣ୍ଡର ଦାମ୍‌ ପୁଣି ବଢ଼ିଛି। ୧୪.୨ କିଲୋଗ୍ରାମ୍‌ ସିଲଣ୍ଡର ଦାମ୍‌ ୧୫ ଟଙ୍କା ବଢ଼ିଛି। ଫଳରେ ଏବେ ଏହାର ଦାମ୍‌ ଦିଲ୍ଲୀ-ମୁମ୍ବାଇରେ ୮୯୯.୫୦ ଟଙ୍କା…

ମହାକାଶରେ ହେବ ଫିଲ୍ମ ଶୁଟିଂ

ମସ୍କୋ, ୬ା୧୦: ଏଣିକି ମହାକାଶରେ ଶୁଭିବ ଲାଇଟ୍‌ସ, କ୍ୟାମେରା ଏବଂ ଆକ୍ସନ ଶବ୍ଦ। ପର୍ଯ୍ୟଟନ ପରେ ଏବେ ଦୁନିଆ ଦେଖିବ ସ୍ପେସ୍‌ରେ ଫିଲ୍ମ ଶୁଟିଂ ଦୃଶ୍ୟ। ମହାକାଶ ଇତିହାସରେ ପ୍ରଥମ ଥର ପାଇଁ ରୁଷିଆ ଏଭଳି ବିରଳ ରେକର୍ଡର ଅଧିକାରୀ ହେବାକୁ…

ତାଇଓ୍ବାନ ସୀମାରେ ଚାଇନା ଯୁଦ୍ଧବିମାନ

ତାଇପେଇ/ବେଜିଂ/ ଓ୍ବାଶିଂଟନ,୬।୧୦: ତାଇଓ୍ବାନର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେଶନ ଜୋନ୍‌ (ଏଡିଆଇଜେଡ୍‌)ରେ ଚାଇନାର ୫୬ ଯୁଦ୍ଧବିମାନ ଅନୁପ୍ରବେଶ କରିଛି। ଏହାକୁ ନେଇ ଦୁଇ ପଡ଼ୋଶୀ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଦାୟିତ୍ୱହୀନ ତଥା ଉତ୍ତେଜନାମୂଳକ କାର୍ଯ୍ୟରୁ କ୍ଷାନ୍ତ ରହିବା ପାଇଁ…

ପୁରୁଣା ଗାଡ଼ିକୁ ଫି ବୋଝ

ନୂଆଦିଲ୍ଲୀ,୬।୧୦: ପୁରୁଣା ଗାଡ଼ିର ପଞ୍ଜୀକରଣକୁ ନବୀକରଣ କରାଇବା ଏବେ ମହଙ୍ଗା ହେବ। ଏବେକାର ମୂଲ୍ୟର ପ୍ରାୟ ୮ଗୁଣ ଅଧିକ ଫି ଦେବାକୁ ପଡ଼ିବ। ଏନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପୁରୁଣା ଯାନ ଉପରେ ଏଭଳି ଅତ୍ୟଧିକ ଫି ବୋଝ…

ଏହି କ୍ରିକେଟର୍‌ଙ୍କ ଝିଅକୁ ବୋହୂ କରିବାକୁ ଚାହୁଁଛନ୍ତି ବ୍ରାଭୋ, ମିଳିଲା ଏମିତି ଉତ୍ତର

ଦୁବାଇ,୬।୧୦: ମହାନ ଖେଳାଳି ଡ୍ବେନ ବ୍ରାଭୋ ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡଙ୍କ ମଧ୍ୟରେ ବାର୍ତ୍ତାଳାପ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉଭୟଙ୍କ ବାର୍ତ୍ତାଳାପ ସେମାନଙ୍କ ପ୍ରଶଂସକମାନଙ୍କୁ ମଧ୍ୟ ହସାଇଛି। ଡିଜେ ବ୍ରାଭୋ ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର…

ଚେନ୍ନାଇରେ ବିଦାୟୀ ମ୍ୟାଚ୍‌ ଖେଳିବାକୁ ଚାହେଁ

ଚେନ୍ନାଇ,୬।୧୦: ଚଳିତ ଆଇପିଏଲ୍‌ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଲାଗି ଅନ୍ତିମ ସିଜନ ହୋଇପାରେ ବୋଲି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସେ ପରବର୍ତ୍ତୀ ଆଇପିଏଲ ସିଜନରେ ଖେଳିବେ ବୋଲି ଇଣ୍ଡିଆ ସିମେଣ୍ଟର ୭୫ ବର୍ଷ…

୫୦ ବଲରେ ଶେଷ ହେଲା ମ୍ୟାଚ୍‌

ଶାରଜା,୫।୧୦: ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୧୧.୪ ଓଭର ପୂର୍ବରୁ ହାତରେ ୮ ଉଇକେଟ ଥାଇ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ଏହି ବିଜୟ ସହ ମୁମ୍ବାଇ ଦଳର ପ୍ଲେ-ଅପ୍‌ ଆଶା ଉଜ୍ଜୀବିତ ରହିଛି। ରାଜସ୍ଥାନ ପକ୍ଷରୁ ଧାର୍ଯ୍ୟ ୯୧ ରନ୍‌ର…

ପ୍ରଶାନ୍ତଙ୍କୁ ମିଳିଲାନି ଆଗୁଆ ଜାମିନ

ଭୁବନେଶ୍ୱର,୫।୧୦(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ଆଗୁଆ ଜାମିନ ଦେଲେନାହିଁ। ଏହାଛଡ଼ା ନିମ୍ନ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେ ଆବେଦନ କରନ୍ତି, ସେହିଦିନ ନିଷ୍ପତ୍ତି ନେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?