ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ,୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୨୦ ହଜାର ତଳେ ରହିବା ପରେ ପୁଣି ବଢ଼ିଛି। ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ପାର୍ବଣ ଯୋଗୁ ଭିଡ଼କୁ ନେଇ…
ଏହି ଗୁମ୍ଫାରେ ଆଜି ବି ରହିଛି ରାବଣଙ୍କ ମୃତଦେହ, ରହସ୍ୟ ଜାଣିଲେ…
ରାମାୟଣ ସମ୍ବନ୍ଧୀୟ ରହସ୍ୟ ବିଷୟରେ ଜାଣିବାକୁ ସମସ୍ତଙ୍କର ଆଗ୍ରହ ଥାଏ। ବିଶ୍ୱାସ କରାଯାଏ, ଆଜି ମଧ୍ୟ ଶ୍ରୀଲଙ୍କାରେ ରାମାୟଣ ଏବଂ ଭଗବାନ ରାମଙ୍କ ସହ ଜଡ଼ିତ ଅନେକ ଚିହ୍ନ ଏବଂ ପ୍ରମାଣ ରହିଛି। ଯାହା ବିଷୟରେ ସମସ୍ତେ ଜାଣିବାକୁ ଚାହାନ୍ତି। ନବରାତ୍ରିର…
ପୁରୁଣା ଢାଞ୍ଚାରେ ହେବ ଏନ୍ଇଇଟି-ଏସ୍ଏସ୍ ପରୀକ୍ଷା
ନୂଆଦିଲ୍ଲୀ, ୭।୧୦: ସୁପ୍ରିମକୋର୍ଟଙ୍କ ଚାପ ଫଳରେ କେନ୍ଦ୍ର ସରକାର ନଭେମ୍ବରରେ ହେବାକୁ ଥିବା ଏନ୍ଇଇଟି ସୁପର ସ୍ପେଶିଆଲିଟି ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିଛନ୍ତି। ପୁରୁଣା ପ୍ରଶ୍ନ ଢାଞ୍ଚାରେ ଏଥର ପରୀକ୍ଷା କରାଯିବ ବୋଲି ବୁଧବାର କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତଙ୍କୁ କହିଥିବାରୁ…
ପ୍ରଥମ ମ୍ୟାଲେରିଆ ଟିକାକୁ ଡବ୍ଲ୍ୟୁଏଚ୍ଓ ମଞ୍ଜୁରୀ
ଜେନେଭା, ୭।୧୦: ମ୍ୟାଲେରିଆ ନିରାକରଣ ପାଇଁ ପ୍ରସ୍ତୁତ ପ୍ରଥମ ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ମ୍ୟାଲେରିଆ ବିରୋଧୀ ଲଢ଼େଇରେ ଏହା ଏକ ଐତିହାସିକ ସଫଳତା ବୋଲି ଡବ୍ଲ୍ୟୁଏଚ୍ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟେସସ୍ କହିଛନ୍ତି।…
ଭାରତର ଭୟଙ୍କର ଜଙ୍ଗଲ, ଦେଖିଲେ…
ଭାରତ ଏହାର ସଂସ୍କୃତି, ସଭ୍ୟତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବିଶ୍ୱ ପ୍ରସିଦ୍ଧ। ଭାରତରେ ଅନେକ ବଡ଼ ବଡ଼ ଜଙ୍ଗଲ ରହିଛି। ଏହି କାରଣରୁ ଭାରତକୁ ସବୁଜ ସୁନ୍ଦର ଦେଶ କୁହାଯାଏ। ଏହା ବ୍ୟତୀତ ଭାରତରେ କିଛି ବିପଜ୍ଜନକ ଜଙ୍ଗଲ ବି…
ମୋଦିଙ୍କ ୨୦ ବର୍ଷର କ୍ଷମତା: କେବେ ମନୋଗ୍ରାମ ଶୁଟ୍ ପିନ୍ଧି ତ ପୁଣିକେବେ ନିର୍ବାଚନ ଚିହ୍ନରେ ସେଲ୍ଫି ନେଇ ଆସିଛନ୍ତି ଚର୍ଚ୍ଚାକୁ
ନୂଆଦିଲ୍ଲୀ, ୭ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାରେ ରହିବା ୨୦ ବର୍ଷ ପୂରଣ ହୋଇଛି । ପ୍ରଥମେ ସେ ୭ ଅକ୍ଟୋବର ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହାପରେ ୨୦୧୪ ସାଧାରଣ ନିର୍ବାଚନରେ ବିଜୟି…
ପାକିସ୍ତାନକୁ ଚାଇନା ଦେଲା ଅଧିକ ପେଲୋଡ କ୍ଷମତା ବିଶିଷ୍ଟ ଡ୍ରୋନ୍, ଆତଙ୍କବାଦୀଙ୍କୁ ବି ଟ୍ରେନିଂ ଦେଉଛି ଚାଇନା ସେନା!
ଜମ୍ମୁ,୭ ।୧୦: ପାକିସ୍ତାନ ଭାରତର ସୀମା ଜମ୍ମୁ ନିକଟରେ ଡ୍ରୋନ୍ ମାଧ୍ୟମରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି । ଏବେ ଗୁଇନ୍ଦା ସଂସ୍ଥା ନିକଟରେ ଏମିତି ଖବର ପହଞ୍ଚିଛି ଯେ ପାକିସ୍ତାନ ଚାଇନାଠାରୁ ଅଧିକ ପେଲୋଡ ଡ୍ରୋନ ଆଣୁଛି । ଏହି ଡ୍ରୋନ…
ଟି-୨୦ ବିଶ୍ୱକପ୍ ପୂର୍ବରୁ ଗାଭାସ୍କରଙ୍କ ସତର୍କବାଣୀ
ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଭାରତର ପୂର୍ବତନ କ୍ରିକେଟର୍ ସୁନୀଲ ଗାଭାସ୍କର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଷୟରେ ଉଦ୍ବେଗଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଦଳ ପାଇଁ…
ହତ୍ୟାରେ ସାପର ବ୍ୟବହାର ଟ୍ରେଣ୍ଡ ପାଲଟିଛି
ନୂଆଦିଲ୍ଲୀ,୭।୧୦: ସାପ ଧରାଳିଙ୍କ ଠାରୁ ବିଷାକ୍ତ ସାପ କିଣି ଲୋକଙ୍କୁ ହତ୍ୟା କରିବା ଏବେ ଟ୍ରେଣ୍ଡ ପାଲଟିଛି। ଏହା ରାଜସ୍ଥାନରେ ସାଧାରଣ କଥା ପାଲଟିଗଲାଣି। ସାପ କାମୁଡ଼ା ଦ୍ୱାରା ଜଣେ ମହିଳାଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି…
ଦାନା ବାନ୍ଧୁଛି ଆଉ ଏକ ବାତ୍ୟା, ଫିକା ପଡ଼ିବ ଦଶହରା!
ଭୁବନେଶ୍ୱର,୬।୧୦(ବ୍ୟୁରୋ): ପୁଣି ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ। ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମେ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଦିଗକୁ ଆସିପାରେ ବୋଲି…
ପ୍ରେମିକଙ୍କୁ ଝୁରୁଛନ୍ତି ଶିଳ୍ପାଙ୍କ ଭଉଣୀ
ବମ୍ବେ: ପ୍ରେମିକ ରାକେଶ ବାପତଙ୍କ ଝୁରୁଛନ୍ତି ବଲିଉଡ୍ ଡିଭା ଶିଳ୍ପା ସେଟ୍ଟୀଙ୍କ ଭଉଣୀ ତଥା ଅଭିନେତ୍ରୀ ସମିତା ସେଟ୍ଟୀ। ବିଗ୍ ବସ୍ ୧୫ ଓଟିଟି ପରେ ସିଜନ୍ ୧୫ର ଘରେ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି ସମିତା। ଓଟିଟି ଘରେ ରାକେଶଙ୍କ…
ଏହି ୪ ରାଶିରେ ଜନ୍ମିତ ଯୁବତୀ କରିଥାନ୍ତି ପ୍ରେମ ବିବାହ ! ଦେଖନ୍ତୁ ଆପଣ ଏଥିରେ…
ଦିନ ଥିଲା ଲୋକେ ପରିବାରର ଇଚ୍ଛା ଅନୁସାରେ ଜୀବନସାଥୀଙ୍କ ମୁହଁ ନ ଦେଖି ବିବାହ କରିନେଉଥିଲେ। ହେଲେ ବର୍ତ୍ତମାନ ସମୟରେ ଜୀବନସାଥୀ ବାଛିବା ପୂର୍ବରୁ ଲୋକେ ବହୁତ ଚିନ୍ତା କରୁଛନ୍ତି। ଆଜି ବି କିଛି ଲୋକ ଆରେଞ୍ଜ ମ୍ୟାରେଜ୍ରେ ବିଶ୍ୱାସ ରଖୁଥିବା…

